Tag: Mahanga Double Murder

mahanga
ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଣି ନୂଆ ଫର୍ଦ୍ଦ ! IICଙ୍କୁ କୋର୍ଟଙ୍କ ତାଗିଦ୍‌, କହିଲେ ତୁରନ୍ତ ତଦନ୍ତ ଶେଷ କର

ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଆବେଦନ କରିଥିଲା ପୋଲିସ । ମାମଲା ADJ କୋର୍ଟରେ ଥିବାରୁ ରିମାଣ୍ଡ ଆବେଦନ ଖାରଜ କଲେ JMFC ।

Naveen Dharmedra
ମାହାଙ୍ଗା ଡବଲ ମର୍ଡର ଘଟଣା: ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍, କହିଲେ ଦିନ କାଳ ଧୀରେ ଧୀରେ ସରିବ

କୁଳମଣିଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ପୋଲିସ ଧରିଲା ନାହିଁ । ଶେଷରେ ମନ୍ତ୍ରୀଙ୍କ ବ୍ୟାବସାୟିକ ପେଣ୍ଠସ୍ଥଳ ନିକଟରେ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ହେଲା ।

mahanga
ମାହାଙ୍ଗା ଡବଲ ମର୍ଡର : ପୋଲିସ୍‌କୁ ଝଟକା

ଏସପିଙ୍କ ଚିଠି ଓ ମାହାଙ୍ଗା IICଙ୍କ ସତ୍ୟପାଠ ଜରିଆରେ ରିଭିଜନ ଆବଶ୍ୟକ କରିଥିଲେ । ତେବେ ଏହି ଆବେଦନ ଗ୍ରହଣୀୟ ନୁହେଁ କହି ପିଟିସନ ଖାରଜ କରିଛନ୍ତି ଏଡିଜେ ।

Mahanga Double Murder
ମାହାଙ୍ଗା ଡବଲ ମର୍ଡର: ପୋଲିସର କାର୍ଯ୍ୟଶୈଳୀ ଉପରେ କୋର୍ଟ ଅସନ୍ତୋଷ, ଥାନା IICଙ୍କୁ ନୋଟିସ

୧୦ ତାରିଖ ମଧ୍ୟରେ ନୋଟିସର ଜବାବ ଦେବାକୁ ମଧ୍ୟ ତାଗିଦ୍ କରିଛନ୍ତି କୋର୍ଟ । ୧୦ ତାରିଖ ସୁଦ୍ଧା ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ ପାଇଁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ।

Mahanga Double Murder
ଡବଲ ମର୍ଡର: ଅପାରଗ ମାହାଙ୍ଗା ପୋଲିସ ! ପୁଣି ମାସେ ମାଗିଲା ସମୟ

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ । ମାମଲାର ଶୁଣାଣି କରୁଥିବା ସାଲେପୁର JMFC କୋର୍ଟ ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Mahanga Double Murder
ମାହାଙ୍ଗା ଡବଲ ମର୍ଡର: ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ସାଲେପୁର: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ। ମାମଲାର ଶୁଣାଣି କରୁଥିବା ସାଲେପୁର JMFC କୋର୍ଟ ଆସନ୍ତା ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାସହ ମାମଲାରେ ସଂପୃକ୍ତି ନେଇ ୩ ଜଣଙ୍କ ସିଡିଆର୍ ରିପୋର୍ଟ କୋର୍ଟ ମାଗିଛନ୍ତି। ୨୯ ତାରିଖ ସୁଦ୍ଧା ପୋଲିସ୍ ଏସବୁ କୋର୍ଟରେ ଦାଖଲ କରିବ।

Mahanga Double murder case
ମାହାଙ୍ଗା ଡବଲ ମର୍ଡର: ପୋଲିସ ହାତରେ ୩ ଦିନ ସମୟ !

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ସେତେବେଳେ ନୂଆ ମୋଡ଼ ନେଇଥିଲା ଯେତେବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। 

mahanga double murder case
ମାହାଙ୍ଗା ଡବଲ ମର୍ଡର: ସିଡିଆର୍ ମାଗିଲେ କୋର୍ଟ

ଅଗଷ୍ଟ ମାସରୁ ନିର୍ଦ୍ଦେଶ ଦେଇଥିଲେ ବି ରିପୋର୍ଟ ନମିଳିବାରୁ କୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଏନେଇ ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନଗୋ ସୂଚନା ଦେଇଛନ୍ତି। 

Pafulla-biswal-KO
ପ୍ରଫୁଲ୍ଲ ପୁଅକୁ ଯାହା କହିଥିଲେ, ତାହା ସତ ହୋଇଗଲା ?

କଟକ: ମାହାଙ୍ଗା ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା ଏବେବି ସନ୍ଦେହ ଘେରରେ ରହିଛି। ତାଙ୍କର ମୃତ୍ୟୁ ଦୁର୍ଘଟଣା ନା ହତ୍ୟା ଏନେଇ ଅନେକ କଥା ସାମନାକୁ ଆସୁଛି। ତାଙ୍କ ମୃତ୍ୟୁକୁ ନେଇ ଏଯାଏଁ ଥଳକୂଳ ପୋଲିସ ପାଉନି। ଗତକାଲି ଜଣେ ବ୍ୟକ୍ତିଙ୍କ ଏତଲା କପି ସାମନାକୁ ଆସିବା ଓ ଆଜି ପୁଣି ପ୍ରଫୁଲ୍ଲଙ୍କ ପୁଅଙ୍କ ପ୍ରତିକ୍ରିୟା ଘଟଣାରେ ଟୁଇଷ୍ଟ ଆଣିଛି। ମୃତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ନାବାଳକ ପୁଅ କହିଛନ୍ତି ଯେ ଘଟଣା […]

accident
'ମନ୍ତ୍ରୀଙ୍କ ନାଁ କହିଦେବା ଭୟରେ ପ୍ରଫୁଲ୍ଲକୁ ହତ୍ୟା କରାଯାଇଛି'

ଭୁବନେଶ୍ୱର: ମନ୍ତ୍ରୀଙ୍କ ଛତ୍ରଛାୟାରେ ଡବଲ୍ ମର୍ଡର ଅଭିଯୋଗ ମାମଲାର ମୁଖ୍ୟ ଅଭିଯୁକ୍ତର ବୀଭତ୍ସ ମୃତ୍ୟୁ ହୋଇଛି। ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଏବଂ ସହଯୋଗୀ ଦିବ୍ୟସିଂହ ବରାଳ ଡବଲ୍ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳର ମୃତଦେହ ରାସ୍ତାକଡ଼ରେ ଖିନ୍‌ଭିନ୍‌ ହୋଇଯାଇଛି। ରକ୍ତରଂଜିତ ଅବସ୍ଥାରେ ଚେହେରା ବାରି ହେଉଛି ନା ସାରା ଶରୀରକୁ ଜାଣିହେଉଛି।  କଟକ ଟାଙ୍ଗି ନୂଆବନ୍ଦାଳ ଛକ ନିକଟରେ ଗତରାତିରେ ଏଭଳି ଅବସ୍ଥାରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ବାଇକ୍ ସହ […]

OTV-PORTAL
ଏମିତି କେଉଁ କଥା ଲୁଚାଇ ରଖିଥିଲେ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ?

ଚୌଦ୍ୱାର: ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଥିବା ବିଜେପି କହିଛି। ବିଜେପି କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ଅଭିଯୋଗ ଅନୁସାରେ, ବିଧାୟକଙ୍କ ଟ୍ରାନ୍ସପୋର୍ଟ ଅଫିସ ସାମ୍ନାରୁ ପ୍ରଫୁଲ୍ଲଙ୍କ ମୃତଦେହ ମିଳିଛି। ପାରିପାର୍ଶ୍ୱିକରୁ ଯେମିତି ଦେଖାଯାଉଛି, ତାଙ୍କୁ ପୂରା ଦଳି ଚକଟି ମକଚି ଦିଆଯାଇଛି। ମୁଖ୍ୟ ଅଭିଯୁକ୍ତ ଥିଲେ କେଉଁଠି, ତାଙ୍କୁ ସେମାନେ ଲୁଚାଇ ରଖିଥିଲେ। ପ୍ରଫୁଲ୍ଲ ବହୁତ କଥା ଜାଣିଥିଲେ, କାଳେ କିଛି ପ୍ରଘଟ […]