• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lord Jagannath

Dayana Tulasi
ଭକ୍ତ ହେବତ ଏମିତି

ମହାପ୍ରଭୁଙ୍କ ଅତି ପ୍ରିୟ ଦୟଣା ଏବେ ଓଡ଼ିଶାରେ ଉତ୍ପାଦନ କମ୍ ହେଉଥିବାରୁ ମହାପ୍ରଭୁଙ୍କ ପାଖରେ ଅଭାବ ଦେଖା ଦେଇଛି । ଯାହାକୁ ନେଇ ବାଙ୍ଗାଲୋରରେ ରହୁଥିବା ଚୌଦ୍ଵାର ଅଞ୍ଚଳର ଜଣେ ଯୁବକ ଦେବଦତ୍ତ ସାହୁ ତାମିଲନାଡ଼ୁରୁ ଆରିଛନ୍ତି ଦୟଣା ।

Jagannath Temple
ଶ୍ରୀମନ୍ଦିରର ଭିତରକାଠ ନିକଟରେ ରକ୍ତଛିଟା; ମହାପ୍ରଭୁଙ୍କର ହେଲା ବଡମହାସ୍ନାନ

ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କର ହେଲା ବଡମହାସ୍ନାନ। ଶ୍ରୀମନ୍ଦିରର ଭିତରକାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ହେଲା ବଡମହାସ୍ନାନ। ମଙ୍ଗଳ ଆଳତୀ ପୂର୍ବରୁ ମହାପ୍ରଭୁଙ୍କର ହେଲା ମହାସ୍ନାନ।

Disrespect to Lord Jagannath
ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ! ଖରାରେ ଜରି ପାଲ ଘୋଡ଼ାଇ ଚାଲିଗଲେ ନେତା

ଖରାରେ ମହାପ୍ରଭୁଙ୍କୁ ଜରି ପାଲରେ ଘୋଡାଇ ଚାଲିଗଲେ ନେତା। ପୁରୀ ଜିଲ୍ଲା ମାଲୁଦ ପଞ୍ଚୁଦୋଳ ପଡିଆରେ ଜଗନ୍ନାଥଙ୍କୁ ଅସମ୍ମାନ କରାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।

Srimandir
ଆଜି ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି, ଶ୍ରୀଜିଉଙ୍କ ଲାଗି ବେଙ୍ଗାଲୁରୁରୁ ଆସିଛି ଦୟଣା

ଆଜି ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି । ବାଙ୍ଗାଲୋରରୁ ଆସି ପହଞ୍ଚିଛି ମହାପ୍ରଭୁଙ୍କ ଦୟଣା । ଓଡ଼ିଶା ଜଳବାୟୁରେ ଦୟଣା ଉତ୍ପାଦନ ହେଉ ନଥିବାରୁ ବାଙ୍ଗାଲୋରରୁ କିଛି ଓଡ଼ିଆ ଏହାକୁ ପଠାଇଛନ୍ତି ।

Odisha Politics, Puri
ପୁରୀରେ ଏଥର ମୁଖ୍ୟ ମୁଦ୍ଦା, କିଏ ଖୋଲିବ ଶ୍ରୀମନ୍ଦିରର ଚାରିଦୁଆର ?

ନୋଟାରେ ଭୋଟ୍ ଦେବାକୁ ଭୋଟରଙ୍କ ଚେତାବନୀ । ସରକାର ପ୍ରତିଶ୍ରୁତି ପାଳନ କରିନାହାନ୍ତି କହିଲା କଂଗ୍ରେସ ।

Odisha Politics
ପୁରୀରେ ପହଞ୍ଚିଲା ୨୬ ରଥ ଦଉଡ଼ି, ମାସେ ହେଲା ତିଆରି କରୁଥିଲେ ୧୪ କାରିଗର

ବୀରପ୍ରତାପପୁର ଓଡ଼ିଶା ସମବାୟ କତା ନିଗମ ଦ୍ୱାରା ପ୍ରସ୍ତୁତ ଦଉଡ଼ି । ପ୍ରାୟ ମାସେ ଧରି ଦଉଡ଼ି ତିଆରିରେ ଲାଗିଥିଲେ ୧୪ ଜଣ କାରିଗର ।

Srimandir
ଶ୍ରୀମନ୍ଦିର ଭିତରେ ସୁରକ୍ଷାକର୍ମୀଙ୍କୁ ନିଶାସକ୍ତ ବିଦେଶୀ ପର୍ଯ୍ୟଟକଙ୍କ ଆକ୍ରମଣ !

ଦର୍ଶନ କରିବାକୁ ଯିବା ବେଳେ ଅଟକାଇବାରୁ ଆକ୍ରମଣ । କାବୁ କରି ସିଂହଦ୍ବାର ଥାନାକୁ ଆଣିଲା ପୋଲିସ ।

Pakhala Divas
World Pakhal Divas 2024: ପ୍ରଭୁଙ୍କର ଅତିପ୍ରିୟ ପଖାଳ, ରତ୍ନ ସିଂହାସନ ପାଖରେ ଲାଗିହୁଏ ଭୋଗ

ପଖାଳ ଶ୍ରୀଜଗନ୍ନାଥଙ୍କ ଅତିପ୍ରିୟ । ରତ୍ନ ସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ଦିନର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପଖାଳ ବ୍ୟଞ୍ଜନ ଭୋଗପୟ ପାଇଥାନ୍ତି । ସୁବାସ ପଖାଳ, ମଲ୍ଲୀ ପଖାଳ, ଟଭା ପଖାଳ, ପାଣି ପଖାଳ, ମିଠା ପଖାଳ ପରି ସୁବାସିତ ପଖାଳ ଭୋଗ ଲାଗିଥାଏ ।

Srimandir
ବଡଦେଉଳରୁ ଖସିଲା ପଥର, ଦକ୍ଷିଣ ଘର ଉପର ଅଂଶର ମରାମତି କରିଥିଲା ASI

ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ଉପର ଅଂଶର ମରାମତି କରାଯାଇଥିଲା।

Ratnabhandar
ଗଣତି ହେବ ରତ୍ନଭଣ୍ଡାରରେ ଗଚ୍ଛିତ ସୁନା ଅଳଙ୍କାର, ବସିବ ଉଚ୍ଚସ୍ତରୀୟ ବୈଠକ !

ଆଜି ମହାପ୍ରଭୁଙ୍କ ଅଳଙ୍କାର ଓ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା କରିବ କମିଟି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କମିଟିରେ ଅଧ୍ୟକ୍ଷଙ୍କ ସହ ୧୨ ସଦସ୍ୟଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ ।

Nata Mandap Repair
ଆଜିଠୁ ନାଟ ମଣ୍ଡପ ମରାମତି: ମାର୍ଚ୍ଚ ୨୦ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ

ମାର୍ଚ୍ଚ ୧୯ ତାରିଖ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଏଏସଆଇ ଅଧୀକ୍ଷକ ଦିବିଷଦ ବ୍ରଜସୁନ୍ଦର ଗଡ଼ନାୟକ ସୂଚନା ଦେଇଛନ୍ତି।

Sri Mandir
ରାତି ୨ରୁ 'ଦ୍ୱାରଫିଟା' ଶଙ୍କା

ଶ୍ରୀମନ୍ଦିରରେ ପୁଣି ନୀତି ବିଭ୍ରାଟ । ସିଂହ ଦୁଆରେ ଜଗା ଦର୍ଶନ ପାଇଁ ଅପେକ୍ଷା କରି ଭକ୍ତ ବିରକ୍ତ..

Sri Mandir
ଶ୍ରୀମନ୍ଦିର ନୀତି ବିଭ୍ରାଟରେ ନୋ ବ୍ରେକ !  ବିଳମ୍ବ ବନକଲାଗି ଯୋଗୁଁ ଭୋର୍ ୪ଟାରେ ରାତ୍ରପହୁଡ଼

ନାଟମଣ୍ଡପ ମରାମତି ପାଇଁ କେମିତି ରାତି ୨ରେ ହେବ ଦ୍ୱାରଫିଟା? ନୀତି ପ୍ରଶାସକ କହିଲେ ଅସୁବିଧା ହେବନି ।

Ratha Katha
ଆଜିଠାରୁ ରଥନିର୍ମାଣ ପାଇଁ ରଥକାଠ ଅନୁକୂଳ

ଶ୍ରୀନଅର ସମ୍ମୁଖ ରଥଖଳାରେ ପରମ୍ପରା ଅନୁଯାୟୀ ତିନିଖଣ୍ଡ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ । ସନ୍ଧ୍ୟା ସମୟରେ ତିନିଖଣ୍ଡ ୧୨ଫୁଟିଆ ଧଉରା କାଠକୁ ଶୋତ୍ରିୟ ବ୍ରାହ୍ମଣ ଓ ରାଜଗୁରୁ ପୂଜାର୍ଚ୍ଚନା କରିବେ ।

Lord Jagannath
ଆଜି ପଦ୍ମବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ପରେ ବଡ଼ ସିଂହାରରେ ଏହି ବେଶ ହୁଏ। ଏହି ବେଶରେ ଥିଲା ବେଳେ ହିଁ ମହାପ୍ରଭୁଙ୍କୁ ପହୁଡ଼ କରାଯାଇଥାଏ।

Lord Jagannath
ପୁଣି ମହାବିଭ୍ରାଟ ! ଭୋଗମଣ୍ଡପରେ ରାତିତମାମ ପଡ଼ି ରହିଲା ଶହ ଶହ କୁଡୁଆ ମହାପ୍ରସାଦ

ନୀତି ବିଭ୍ରାଟକୁ ନେଇ ଭକ୍ତଠୁ ସେବାୟତ ସମସ୍ତେ କ୍ଷୁବ୍ଧ । ସୁଆର ନିଯୋଗର କ୍ଷତି ଆକଳନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ ।

Srimandir
ଶ୍ରୀମନ୍ଦିର ଗୁମୁଟ ତଳ ଭାଗରେ ଫାଟ ! ଆଗରୁ ଜାଣିଥିଲୁ କହିଲା ପୁରୀ ASI

'କେବଲିଂ ଓ ପାଇପ୍ ଲାଇନ୍ ପାଇଁ ସେ ଫାଟ ହୋଇଛି' । 'ଫାଟ ଆଜିର ନୁହେଁ, ଦୀର୍ଘଦିନର; ଆମେ ରିପ୍ଲେସ କରିବୁ' ।

Even after spending crores of rupees on the Puri Parikrama project the govt. bad name
ନୁଖୁରା ମୁଣ୍ଡକୁ ତେଲ ନାହିଁ, ଏ ସରକାର କାହା ପାଇଁ…

ଯେଉଁଦିନ ପୁରୀରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେଉଥିଲା, ଆଉ ଏଥିପାଇଁ ସମଗ୍ର ଓଡ଼ିଶାରେ ଏକ ଅଦିନିଆ ଆଧ୍ୟାତ୍ମିକ ମହାମହୋତ୍ସବର ମାହୋଲ ସୃଷ୍ଟି ହୋଇଥିଲା, ଠିକ ସେହିଦିନ ଏହି ରାଜ୍ୟର ଭୌଗୋଳିକ ସ୍ଥିତିରେ ଅବସ୍ଥିତ ବାଣୁଆଗୁଡା ଗାଁ କାନ୍ଦ ବୋବାଳିରେ ଫାଟିପଡୁଥିଲା! କ’ଣ ପୂରା ଘଟଣା ଆସନ୍ତୁ ଜାଣିବା…

Arpana Chaula
ଦେବଗଡ଼-ଜଗତସିଂହପୁରରୁ ଆସିଲା ଅର୍ପଣ ରଥ ଚାଉଳ

ଆଗକୁ ଏହି ଅର୍ପଣ ଚାଉଳ, ଗୁଆ ଓ ନଡ଼ିଆ ଅନେକ ଜିଲ୍ଲାରୁ ଆସିବ। ତେଣୁ ଏହି ପ୍ରକ୍ରିୟା ଆସନ୍ତା ଫେବ୍ରୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।

Srimandir
ଅସନ୍ତୋଷ ଚାପିବା ପାଇଁ କୁହାଗଲା କି ମହାପ୍ରଭୁଙ୍କ ସେବାରେ ଲାଗିବ ଗୁଆ-ଚାଉଳ ?

ଅର୍ପଣ ରଥ ବୁଲାଇ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ, ଚାଉଳ ଦେବାକୁ ଅନୁରୋଧ କରିଥିଲେ ସରକାର। ଯାହାକୁ ସରକାରଙ୍କ ପ୍ରଚାର ଯାତ୍ରା କହିଥିଲେ ଗଜପତି ମହାରାଜ ।

Parikrama Prakalpa
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ କାହିଁକି ଆସିପାରିଲେନି ଶଙ୍କରାଚାର୍ଯ୍ୟ ?

ଯେତେବେଳେ ଲୋକାର୍ପଣ ଉତ୍ସବ ପାଇଁ ତାରିଖ ଧାର୍ଯ୍ୟ କରାଗଲା, ନା ଜଗତଗୁରୁଙ୍କ ପରାମର୍ଶ ନିଆଯାଇଥିଲା ନା ତାଙ୍କୁ ପଚରା ଯାଇଥିଲା। ନିଶ୍ଚିତ ଭାବେ ଏଥିରେ ତ୍ରୁଟି ଘଟିଛି। 

Parikrama Prakalpa
ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ନଡ଼ିଆ ଭାଙ୍ଗି ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସବୁ ପ୍ରତୀକ୍ଷାର ଅନ୍ତ ହୋଇଛି । ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗଜପତି ମହାରାଜାଙ୍କ ଉପସ୍ଥିତିରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Ramgiri
ସେହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା; ଗଜପତିରେ ଶ୍ରୀରାମ ବିଗ୍ରହଙ୍କ ହେବ ପ୍ରାଣ ପ୍ରତିଷ୍ଠା

ଗଜପତି ଜିଲ୍ଲା ରାମଗିରିରେ ନିର୍ମାଣ ଚାଲିଛି ଭଗବାନ ଶ୍ରୀ ରାମ ଓ ଦେବୀ ସୀତାଙ୍କ ପ୍ରତିମୂର୍ତ୍ତି । ଅଯୋଧ୍ୟାରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ଦିନ ଅର୍ଥାତ୍ ୨୨ ତାରିଖରେ ଏହି ମୂର୍ତ୍ତିର ମଧ୍ୟ ପ୍ରତିଷ୍ଠା ଉତ୍ସବ ହେବ । ଏଥିପାଇଁ ଜୋରସୋରରେ ଚାଲିଛି କାର୍ଯ୍ୟ ।

Jay Jagannath
ଅନ୍ତ ହେଲା ଅପେକ୍ଷା... ଭକ୍ତିରେ ଭିଜୁଛି ଶ୍ରୀକ୍ଷେତ୍ର; ଆଜି ଲୋକାର୍ପଣ ହେବ ପରିକ୍ରମା ପ୍ରକଳ୍ପ

ଆଜି ସେଇ ମାହେନ୍ଦ୍ର ବେଳା । ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଅପରାହ୍ନ ଗୋଟାଏ ୧୫ରୁ ସାଢ଼େ ଗୋଟାଏ ମଧ୍ୟରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

Gajapati Maharaja On Arpan Rath
ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼କୁ ନେଇ ଚିନ୍ତା ପ୍ରକାଶ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ

ଗୁଆ ଚାଉଳ ସଂଗ୍ରହ ନେଇ ପରିଚାଳନା କମିଟି କହି ନାହିଁ । ସରକାରଙ୍କ ସ୍ତରରେ ତାହା କରାଯାଉଛି ଏବଂ ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଂଶ୍ଳୀଷ୍ଟ ନାହିଁ।