• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Loot

Loot
ପେଟ୍ରୋଲ ପମ୍ପରୁ ବନ୍ଧୁକ ମୁନରେ ଦୁଇ ଲକ୍ଷ ଲୁଟ୍

୩ ଜଣ ଦୁର୍ବୃତ୍ତ ଏକ ପଲ୍‌ସର୍‌ ବାଇକ୍‌ରେ ଆସି ପ୍ରଥମେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ । ପରେ ଫାଙ୍କା ଗୁଳିଚାଳନା କରି ଟଙ୍କା ଲୁଟିଥିଲେ । ସିସିଟିଭିରେ କଏଦ ହୋଇଛି ଲୁଟ୍ ବେଳର ଦୃଶ୍ୟ । ଜଙ୍କିଆ ଥାନା ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଛାନ୍‌ଭିନ୍‌ କରୁଛି ।

cheat
ବ୍ୟାଗରେ ଟଙ୍କା ପକାଅ, ଦଶ ଦିନରେ ହେବ ଡବଲ ! ଦାରିଦ୍ର୍ୟ ଦୂର କରିବାର ବାହାନା ଦେଖାଇ ଲୁଟି ନେଲେ ଦୁଇ ଲକ୍ଷ

ବୃଦ୍ଧ ଦମ୍ପତିଙ୍କୁ ଠକିଲେ ଭଡ଼ାଟିଆ । ଟଙ୍କା ଦୂର କରିବାର ବାହାନା ଦେଖାଇ ଟଙ୍କା ଲୁଟିନେଲେ ।

Loot CCTV
ଧିରେ ଧିରେ ସ୍କୁଟିରେ ଆସିଲେ, ମୋବାଇଲ ଝାମ୍ପିଲେ ! ଯୁବତୀଙ୍କୁ ଘୋଷାଡ଼ି ନେଲେ, ଦେଖନ୍ତୁ ଭିଡିଓ..

ଏହି ଭାଇରାଲ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଦୁଇ ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ରାସ୍ତର ରଙ୍ଗ ସାଇଟ୍‌ରେ ଆସିଲେ । ସ୍କୁଟି ପଛରେ ବସିଥିବା ବ୍ୟକ୍ତି ହଠାତ୍‌ ଜଣେ ମହିଳାଙ୍କ ହାତରୁ ଫୋନ୍‌ ଝାମ୍ପି ନେଇ ଫେରାର ହେବାକୁ ଚେଷ୍ଟା କରିଥିଲେ ।

Loot In Bhubaneswar - Over Rs 1 Crore Jewellery Shop Heist Rocks Odisha Capital
୩ ଘଣ୍ଟା ଧରି ମନଇଚ୍ଛା ଲୁଟିଲେ

ଭୁବନେଶ୍ୱର ଛାତି ଉପରେ ରାତି ଅଧିଆ ଲୁଟ୍ ପରେସନ କରି କମିଶନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା ଗ୍ୟାଙ୍ଗ ।

Lootera
ରାଜଧାନୀରେ କୋଟିଏ ଟଙ୍କାର ଲୁଟ୍ !

କିଛି ଦିନ ପୂର୍ବରୁ ରାଜଧାନୀ ରାଜରାସ୍ତାରେ କେବିଏନ୍‌ ଗ୍ରୁପ୍‌ର ତାଣ୍ଡବ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏଥିରୁ ସ୍ପଷ୍ଟ ଯେ, ଯେଉଁ କମିଶନରେଟ୍‌ ପୋଲିସ ଭରସାରେ ରାଜଧାନୀବାସୀ ନଶ୍ଚିନ୍ତରେ ଶୋଉଛନ୍ତି, ସେହି ସମୟରେ କମିଶନରେଟ୍‌ ପୋଲିସ ମଧ୍ୟ ନିଘୋଡ଼ ନିଦରେ ରହୁଛି ।

Miscreants Breakthrough Asbestos Ceiling Of Shop In Khordha
ବନ୍ଧୁକ ଦେଖାଇଲେ, ବୋମା ଫୁଟାଇଲେ...ଜୁଏଲାରୀରୁ ଲୁଟ୍‌ କଲେ

ବନ୍ଧୁକ ଦେଖାଇଲେ, ବୋମା ଫୁଟାଇ ଲୁଟ୍‌ । ଖୋର୍ଦ୍ଧା ଜିଲ୍ଲା ଧଳା ପଥର ବଜାରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଦେଖନ୍ତୁ ଲୁଟ୍‌ ସମୟର ସିସିଟିଭି ଦୃଶ୍ୟ ।

Chitfund
କୁଆଡ଼େ ଗଲା ୩୦୦ କୋଟିର କର୍ପସ ପାଣ୍ଠି, ଆଉ ଫେରସ୍ତ ଆସିବ ତ ଚିଟ୍‌ଫଣ୍ଡ ଟଙ୍କା ?

ଜଣେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ କ୍ଷୋଭରେ କହିଛନ୍ତି, ରାଜ୍ୟ ସରକାର ଯଦି ଚାହିଁଥାନ୍ତେ, ତାହେଲେ ଇତିମଧ୍ୟରେ ସେମାନେ ଫେରିପାଇଥାନ୍ତେ ଜମାରାଶି । ହାତକୁ ଆସିଥାନ୍ତା କଷ୍ଟ ଉପାର୍ଜିତ ଟଙ୍କା । ତାହେଲେ କାହିଁକି ସରକାର ଚୁପ୍ ?

Chitfund
ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଆଉ ମିଳିବ ନାହିଁ ଟଙ୍କା !

ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଆଉ ମିଳିବ ନାହିଁ ଟଙ୍କା ! ଏ ଦୃଶ୍ୟ ହିଁ ଏହାହିଁ କରୁଛି ବୟାନ ।

Gold Loan Fraud
ବ୍ୟାଙ୍କରେ ଜମା ନକଲି ସୁନା ! ଗ୍ରାହକ କହୁଛନ୍ତି ‘ଆମେ କିଛି ବନ୍ଧକ ରଖିନୁ, କି ଋଣ ନେଇନୁ’

ଏହି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ । ବ୍ୟାଙ୍କର ଗୋଲ୍ଡ ଭ୍ୟାଲୁୟର ବିଜୟ କୁମାର ରଣା ସ୍ଥାନୀୟ ଅଂଚଳର କିଛି ଯୁବକଙ୍କୁ ଗୋଲ୍ଡ ଲୋନ୍ କରାଇ ଦେଇଥିଲେ ।

Lootera
ମୁଣ୍ଡରେ ବନ୍ଧୁକ ଲଗାଇ ସାର୍‌ଙ୍କୁ ଅପହରଣ କଲେ, ୨୦ କିଲୋମିଟର ଯାଏଁ ପିଟି ପିଟି ନେଲେ

ରାଜରାସ୍ତାରେ ହାଇେୱେ ଲୁଟେରାଙ୍କ ଆତଙ୍କରାଜ । ପ୍ରାୟ ୨୦ କିଲୋମିଟର ଯାଏଁ ଅପହରଣ, ଲୁଟ୍ ଉଦ୍ୟମ, ରକ୍ତାକ୍ତ ଆକ୍ରମଣ । ମୁଣ୍ଡରେ ଲଗାଇଲେ ପିସ୍ତଲ, ଟଙ୍କା ନଦେଲେ ଗୁଳି କରିଦେବାକୁ ଧମକ ।

Loot
ମା’ ଡାକ ଦେଇ ବିଶ୍ୱାସ ଜନ୍ମାଇଲା, ପରେ ଘରେ କଳାକନା ବୁଲାଇଲା ଧରମ ଝିଅ

ଗତ ୨୦୧୭ ମସିହାରେ ସ୍ୱାମୀ ମର୍ଡର କେଶରେ ସମ୍ପୃକ୍ତ ଥାଇ ଜେଲ ଯାଇଥିଲେ ଅଭିଯୁକ୍ତାଜଣକ । ଜେଲ୍‌ରୁ ଫେରିଲା ପରେ କେଶ ଲଢ଼ିବା ପାଇଁ ଟଙ୍କାର ଆବଶ୍ୟକ ଥିବାରୁ ବସଷ୍ଟାଣ୍ଡମାନଙ୍କରେ ଲୋକଙ୍କୁ ଟାର୍ଗେଟ କଲେ ।

Loot Bhubaneswar
ଜ୍ୟାକେଟ୍ ପିନ୍ଧା ଲୁଟେରାର ହାତସଫେଇ ଦେଖନ୍ତୁ..

ରାଜଧାନୀ ଛାତି ଉପରେ ମାଷ୍ଟରକ୍ୟାଣ୍ଟିନ ନିକଟ ରାସ୍ତା କଡ଼ର ଏକ ରେସ୍ତୋରାଁରୁ ଆଜି ଭୋର ସମୟରେ ଲୁଟ୍ ହୋଇଛି.. ମାତ୍ର ୫ ମିନିଟରେ କଳାକନା ବୁଲେଇ ଦେଇଛି ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା.. ଆଜି ଭୋର୍ ସମୟରେ ଜଣେ ଜ୍ୟାକେଟ୍ ପିନ୍ଧା ଲୁଟେରା ଶଟର୍ ତାଡ଼ି ଦୋକାନ ଭିତରେ ପଶି କ୍ୟାସ୍ ଡ୍ରରୁ ୧୪ ହଜାର ଟଙ୍କା ଲୁଟ୍ କରି ଚମ୍ପଟ୍ ମାରିଛି..

Gold Ornaments Worth Rs 60 Lakh Looted From House In Bhubaneswar
ଘରେ ପଶି ୬୦ ଲକ୍ଷ ଟଙ୍କାର ସୁନା ଲୁଟିନେଲେ

ରାଜଧାନୀରେ ବଡ଼ ଧରଣର ଚୋରି । ଘରେ ପଶି ୬୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଯାଇଛନ୍ତି ଦୁର୍ବୃତ୍ତ। ଦେଖନ୍ତୁ ଖବର

Loot Expose
ନିଜ ଘରୁ ଚୋରି ହୋଇଥିବା କହି ଫସିଗଲେ ନନା !

ଗତ ୩୧ ତାରିଖରେ ରାୟଗଡା ରୟତ କଲୋନୀରେ ରହୁଥିବା ବିଶ୍ୱ ଗଣପତି ଶର୍ମା ନାମକ ବ୍ୟକ୍ତିଙ୍କ ଘରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଏବଂ ୧୦ ଭରି ସୂନା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏଭଳି ଏକ ବଡ଼ଧରଣର ଚୋରି ଅଭିଯୋଗ ପରେ ତନାଘନା ଆରମ୍ଭ କରିଥିଲା ପୋଲିସ।

Youths Arrested For Looting
ସୁରତରୁ ଲୁଟ୍‌ କରି ଓଡ଼ିଶା ଫେରୁଥିଲେ, ଟ୍ରେନ୍‌ରେ ଧରାପଡ଼ିଲେ

ସୁରତରୁ ଲୁଟ୍‌ କରି ଓଡ଼ିଶା ଫେରୁଥିବା ବେଳେ ଟ୍ରେନ୍‌ ଭିତରେ ଧରାପଡ଼ିଲେ ୭ ଲୁଟେରା। ଟ୍ରେନ୍‌ ଭିତରୁ ଲୁଟେରାଙ୍କୁ ରେଲ୍‌ୱେ ପୋଲିସ୍‌ ଧରିଛି।

gas cylinder
ମାଗଣାରେ ଗ୍ୟାସ୍‌ ଭର୍ତ୍ତି ସିଲିଣ୍ଡରର ଲୋଭ ଦେଖାଇ ଖାଲି ସିଲିଣ୍ଡର ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ

ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ଗ୍ୟାସ୍‌ ଭର୍ତ୍ତି ସିଲିଣ୍ଡର ଦିଆଯିବ କହି ଆଦିବାସୀଙ୍କ ନିକଟରୁ ଖାଲି ସିଲିଣ୍ଡର ଧରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। 

loot
ସ୍ପଷ୍ଟ ଦିବାଲୋକରେ ମହିଳାଙ୍କଠାରୁ ଲୁଟି ନେଲେ ୧ ଲକ୍ଷ ୮ ଶହ ଟଙ୍କା

ସୋନପୁର: ସ୍ପଷ୍ଟ ଦିବାଲୋକରେ ସ୍ୱୟଂ ସହାୟକ ଗୋଷ୍ଠୀର ୨ ମହିଳାଙ୍କଠାରୁ ଲୁଟି ନେଲେ ୧ ଲକ୍ଷ ୮ ଶହ ଟଙ୍କା । ଆଜି ସୋନପୁର ବସଷ୍ଟାଣ୍ଡରେ ହୋଇଛି ଏହି ଲୁଟ୍ । ଆଉ ଲୁଟର ଶିକାର ହୋଇଛନ୍ତି ସୋନପୁର ବ୍ଲକ ସାହାଜବାହାଲ…

loot ornaments
୨ଦିନ ପୂର୍ବରୁ ଚୋରି ହୋଇଗଲା, ଦିନକ ପୂର୍ବରୁ ମିଳିଗଲା

ଭୁବନେଶ୍ୱର: ବିବାହର ଦୁଇ ଦିନ ପୂର୍ବରୁ ହେଲା ଲୁଟ୍, ହେଲେ ଠିକ୍‌ ଗୋଟିଏ ଦିନ ପୂର୍ବରୁ ମିଳିଗଲା ଚୋରି ହୋଇଯାଇଥିବା ସୁନା ଗହଣା। ସୂଚନା ଅନୁଯାୟୀ, ବିଶାଖାପାଟଣାର ଜଣେ ଯୁବତୀ ବିବାହ ପାଇଁ ଭୁବନେଶ୍ୱର ଆସୁଥିଲେ। ଆସନ୍ତା ୭ତାରିଖରେ ଯୁବତୀ ଜଣଙ୍କର ବିବାହ ସ୍ଥିର ହୋଇଛି।  ଯୁବତୀ ଜଣକ ଗହଣା ସହ ଲଗେଜ୍‌ ଧରି ଟ୍ରେନ୍‌ରେ ଠିଆ ହୋଇଥିବା ବେଳେ ଅନ୍ୟ ମନସ୍କତାର ସୁଯୋଗ ନେଇ ଦୁର୍ବୃତ୍ତ ତାଙ୍କଠୁ ଲୁଟ୍ କରିନେଇଥିଲେ। ପ୍ରାୟ ୫ ଲକ୍ଷ ଟଙ୍କାର […]

youth held
ଅଭିଯୋଗକାରୀ ହିଁ ନିଜେ ଲୁଟେରା

ବାଲିଗୁଡ଼ା: ଅଭିଯୋଗକାରୀ ହିଁ ନିଜେ ଲୁଟେରା।  କଟକ ପରେ ଏଭଳି ଘଟଣା ପୁଣି ନଜରକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡାରେ। ସୂଚନା ଅନୁସାରେ, ଗତ ଏପ୍ରିଲ ୩ ତାରିଖରେ ଦାରିଙ୍ଗିବାଡି ନିକଟ ପଟାଙ୍ଗିରେ ୫ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିଲା। ଏକ ଘରୋଇ ସ୍କୁଲର ମ୍ୟାନେଜର ଏମ୍‌.ଡ଼ି ନୁରାଲି ଟଙ୍କା ନେଇ ଯାଉଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଲୁଟି ନେଇଥିବା ସେ ଦାରିଙ୍ଗିବାଡି ଥାନାରେ ଅଭିଯୋଗ କରିଥିଲେ। ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ […]

loot
୭ ଲକ୍ଷ ୮୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ରାଉରକେଲା : ରାଉରକେଲାରେ ବଡଧରଣର ଲୁଟ୍। ଟୋଲ୍ ପ୍ଲାଜା କର୍ମଚାରୀଙ୍କଠାରୁ ୭ ଲକ୍ଷ ୮୦ ହଜାର ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଟୋଲ ପ୍ଲାଜା କର୍ମଚାରୀ ଟଙ୍କା ଡିପୋଜିଟ୍ ପାଇଁ ବ୍ୟାଙ୍କ ଯାଉଥିଲେ। ଏହି ସମୟରେ ଝଗରପୁର ପାଖରେ କର୍ମଚାରୀଙ୍କୁ ବନ୍ଧକୁ ଦେଖାଇ ଦୁର୍ବୃତ୍ତମାନେ ଟଙ୍କା ଲୁଟ୍ କରିନେଇଛନ୍ତି। ଏନେଇ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି।