ସମସ୍ତେ ଏଇ ସୁଖ ଟିକିଏ ପାଇବା ଆଶାରେ ଟଙ୍କା ପଛରେ ଗୋଡେଇ ଚାଲିଛନ୍ତି । ଖୁସି ଯେ ବହୁତ ସହଜରେ, ମାଗଣାରେ ମିଳିଯାଏ, ଏକଥା କିନ୍ତୁ କେହି ବୁଝି ପାରନ୍ତିନି, ଏଇ ସରଳ କଥାଟି ସମସ୍ତଙ୍କୁ ବହୁତ ଜଟିଳ ଲାଗେ ।
ପିଲାଦିନର ଗୋଟିଏ ଗୋଟିଏ ଘଟଣା ଏତେ କଷ୍ଟ ଦେଇଥାଏ ଯେ, ତାହା ବଡ଼ ହେବା ପରେ ବି କେଉଁଠି ଗୋଟେ ଲୁଚି ରହିଥାଏ। ଆମ ଭିତରର ଇନର ଚାଇଲ୍ଡ ସେସବୁକୁ ଧରି ରଖିଥାଏ । ପରବର୍ତ୍ତୀ ଜୀବନରେ ଗୋଟିଏ ହାଲକା ସମାଲୋଚନା କି ମତାମତ ସେଇ କ୍ଷତକୁ ପୁଣିଥରେ ଉଖାରି ଦିଏ। ଆବେଗ ସବୁ ଉତୁରି ଆସେ। ଏବଂ କିଛି ନଥିବା କଥାଟେ ବି ଗୁଳି ବିନ୍ଧିଗଲା ପରି କଷ୍ଟ ଦିଏ। ଆମେ ଆଉ ନିଜ ଅଧିନରେ ରହନ୍ତିନି; କେତେବେଳେ ଭୀଷଣ ରାଗିଯାଆନ୍ତି ତ କେତେବେଳେ ଭୀଷଣ ଉଦାସ ହୋଇଯାଆନ୍ତି। ତେବେ ଆଜିର ଏଇ ଅଧ୍ୟାୟରେ ଜାଣିବା ଆସନ୍ତୁ ଆମେ କେମିତି ଚିହ୍ନିବା ଆଉ ସୁସ୍ଥ କରିବା ସେଇ ଇନର ଚାଇଲ୍ଡର କ୍ଷତକୁ ।
ଆପଣ କେବେ ନିଜର ପ୍ରକୃତ ଚେହେରା ଦେଖି ଭାବିଛନ୍ତି କି - "ସେତେ ଭଲ ଦିଶୁନି ତ"। ଫେସ୍ ଫିଲ୍ଟର, ମେନ୍ କେରେକ୍ଟର୍ ସିଣ୍ଡ୍ରୋମ ଏବଂ FOMOର ଦୁନିଆରେ, ନିଜ ପ୍ରତି ସମ୍ମାନ ଓ ଭଲପାଇବା ଏଡିଟ୍ କରାଯାଇଥିବା ସେଲଫି ପଛରେ ଭାଙ୍ଗିରୁଜି ଚାଲିଛି। କିନ୍ତୁ ଯଦି ସତସତିଆ ରିଏଲ୍ ହେବାକୁ ଆପଣ ପସନ୍ଦ କରୁଥାଆନ୍ତି, ତେବେ କଣ' ହେବ? ଆସନ୍ତୁ ଡିଜିଟାଲ୍ ଡିସମୋର୍ଫିଆ, ଶାରୀରିକ ନିରପେକ୍ଷତା ଏବଂ ଫିଲ୍ଟର ହୋଇନଥିବା "ଅସଲ ଆପଣ" କାହିଁକି ସର୍ବାଧିକ ପ୍ରଶଂସାର ଯୋଗ୍ୟ ସେ ବିଷୟରେ ଆଲୋଚନା କରିବା।
ବିୟରରେ ଥିବା ପ୍ରାକୃତିକ ଉପାଦାନ ଯୋଗୁଁ ବିୟର ବାଥ୍ ତ୍ୱଚା ପାଇଁ ଅନେକ ଲାଭ ପ୍ରଦାନ କରିପାରେ। ଏଥିରେ ହପ୍ସ ନାମକ ଥିବା ଏକ ପ୍ରମୁଖ ଉପାଦାନ ଆଣ୍ଟି-ଇନଫ୍ଲାମେଟରୀ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଧାରଣ କରିଥାଏ, ଯାହା ଆପଣଙ୍କ ମଳିନ ପଡ଼ିଯାଇଥିବା ଚର୍ମକୁ ନୂଆ ଚମକ ପ୍ରଦାନ କରିଥାଏ । ଏହା ସହିତ, ବିୟରରେ ଥିବା ଇଷ୍ଟରେ ଭିଟାମିନ୍ ବି ଥାଏ, ଯାହା ଆପଣଙ୍କ ଚର୍ମକୁ ମସୃଣ କରେ।
ମଡର୍ଣ୍ଣ ଏନଜାଇଟି ସୁକ୍ଷ୍ମ ଭାବରେ ଆସି ଆପଣଙ୍କୁ କବଳିତ କରେ, ନିରନ୍ତର ଲାଗି ରହେ ଓ ସର୍ବତ୍ର ବ୍ୟାପିଯାଏ । ଏହାର ରହିଛି ଅନେକ ଚେହେରା ଓ ନାଁ । ସେସବୁକୁ ଜାଣିବା ବୁଝିବା ସହ ସେଥିରୁ ମୁକ୍ତି ପାଇବା ପାଇଁ ପଢନ୍ତୁ ଆଜିର ବିଷୟ ।
ଦିଲ୍ଲୀର ଏକ Rage Room ଲୋକମାନଙ୍କୁ ୧୫ ରୁ ୩୦ ମିନିଟର Smash Sessions ପ୍ରଦାନ କରେ । ଏଠାରେ ଗ୍ରାହକମାନେ ଧାତୁ ରଡ୍ ସାହାଯ୍ୟରେ ପ୍ରିଣ୍ଟର, ମାଇକ୍ରୋୱେଭ୍, କ୍ରୋକରୀ ଇତ୍ୟାଦି ଜିନିଷ ଭାଙ୍ଗି ପାରିବେ। କର୍ମଚାରୀମାନେ ସେମାନଙ୍କୁ ସୁରକ୍ଷା ଉପକରଣ ସହିତ ସଜ୍ଜିତ କରନ୍ତି ଏବଂ ଭିତରେ ଯାହା ଅଛି, ତାକୁ ବାହାରକୁ ଆସିବାକୁ ଦିଅ ଭଳି ଏକ ମୌଳିକ ଭାବପ୍ରବଣ ସୂଚନା ଦେବା ପରେ ସେମାନଙ୍କୁ କୋଠରୀରେ ଛାଡ଼ି ଦିଅନ୍ତି।
କୁହାଯାଏ ସ୍ୱାସ୍ଥ୍ୟ ହିଁ ସଂପଦ। ଏହି ବିଚାର ଅଧିକରୁ ଅଧିକ ପ୍ରଚାର କରିବା ପାଇଁ ପ୍ରତିବର୍ଷ ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ପାଳନ ହେଉଛି। ଏହି ଦିନ ଆମକୁ ସ୍ମରଣ କରାଏ ଯେ ସ୍ୱାସ୍ଥ୍ୟ କେବଳ ରୋଗକୁ ଦୂର କରିବା ନୁହେଁ, ବରଂ ନିଜକୁ ଶାରୀରିକ, ମାନସିକ ଏବଂ ସାମାଜିକ ଭାବେ ସୁସ୍ଥ ରଖିବା।
ମୋର ଜଣେ ପରିଚିତ, ବୟସ ୨୫-୨୮ ଭିତରେ, ନିକଟରେ ହରାଇଛନ୍ତି ତାଙ୍କ ଶ୍ରବଣଶକ୍ତି। ଏହା ଛଡା ମୁଣ୍ଡ ବୁଲାଇବା, ବାନ୍ତି ହେବା ସମସ୍ୟା, ଅବସ୍ଥା ଏମିତି ହେଉଛି ଯେ, ବିଛଣାରେ ପଡି ଯାଉଛନ୍ତି ୨-୩ ଦିନ। ଆଉ ଏହା ପଛର କାରଣ ହେଉଛି, ଲଗାତାର ପ୍ରତିଦିନ ଘଣ୍ଟାଘଣ୍ଟା ଧରି ଇଅର୍ ଫୋନର ବ୍ୟବହାର। ସତରେ କ’ଣ ଏହା ଏତେ ମାରାତ୍ମକ? ଆସନ୍ତୁ ଜାଣିବା ଅନେକ ସମୟ ପର୍ଯ୍ୟନ୍ତ ଇଅର୍ ଫୋନ୍ ବ୍ୟବହାର କଲେ ସ୍ବାସ୍ଥ୍ୟ ଉପରେ ଏହାର କି ପ୍ରଭାବ ପଡ଼ିବ?
ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଛୋଟ ଛୋଟ ସମସ୍ୟାକୁ ଖୁବ୍ ଡରନ୍ତି । ସେଇ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ସେମାନେ ଡରି ଡରି ସମସ୍ୟା ଅଧିକ ବଡ଼ କରିଥାନ୍ତି ।
ଟଙ୍କା ଥାଉ କି ନଥାଉ, ଜମି ବିକ କି ଘର ବିକ, ବାହାଘର ଜାକଜମକରେ କରିବାକୁ ଆପଣ ବାଧ୍ୟ। ଏବେ ଅଣଓଡ଼ିଆ ବିବାହ ପରମ୍ପରା ବାପା ମାଆଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଉଛି। ଏହି ପରିପ୍ରେକ୍ଷିରେ, ଏବେ ଆମ ଦେଶରେ ଧୀରେ ଧୀରେ ମାଇକ୍ରୋ ୱେଡିଂ ଟ୍ରେଣ୍ଡ ଲୋକପ୍ରିୟ ହେଉଛି। କଣ ଏହି ଟ୍ରେଣ୍ଡ ଆସନ୍ତୁ ଜାଣିବା।
ସମସ୍ୟାର ସମାଧାନ କରିବା ପାଇଁ ହଜାରେ ରାସ୍ତା ଥାଇପାରେ କିନ୍ତୁ ତା'ର ପ୍ରଥମ ଦରଜା ହେଉଛି ସେ ସମ୍ପର୍କରେ କାହା ନା କାହା ସହ ଆଲୋଚନା କରିବା ଓ ନିଜ ମନ ଖୋଲି ବିନା ଦ୍ୱିଧାରେ ସବୁ କଥା କହିଦେବା । କହିବା ଭିତରେ ଅଧା ସମସ୍ୟାର ସମାଧାନ ହୋଇଯାଏ । ବର୍ତ୍ତମାନ ସମୟରେ ଅନ୍ୟକୁ ଶୁଣିବା କାହିଁକି ଦରକାର, ଏହା ଦ୍ୱାରା କ'ଣ କ'ଣ ଲାଭ ହୁଏ ଓ ଏ ସମ୍ପର୍କରେ କେମିତି ସଚେତନତା ସୃଷ୍ଟି କରିହେବ ଜାଣିବା ପାଇଁ ପଢନ୍ତୁ ଆଜିର ଅଧ୍ୟାୟ ।
ଚାଣକ୍ୟ ନୀତି ଅନୁସାରେ ଏହି ୩ ଜିନିଷ ଥିଲେ, ବଞ୍ଚିଥିବା ବେଳେ ଜଣେ ବ୍ୟକ୍ତି ପୃଥିବୀରେ ସ୍ୱର୍ଗ ସୁଖକୁ ଅନୁଭବ କରିବାର ସୁଯୋଗ ପାଏ । ସେଇ ଜିନିଷ କଣ ଆସନ୍ତୁ ଜାଣିବା...
ଡାକ୍ତରଙ୍କ କହିବା ଅନୁସାରେ ଜଣେ ଲୋକ ପ୍ରତିଦିନ ୭-୮ ଘଣ୍ଟା ଶୋଇବା ଆବଶ୍ୟକ । ମାନସିକ ସ୍ୱାସ୍ଥ୍ୟ ପାଇଁ ଏକ ଭଲ ନିଦ ଆବଶ୍ୟକ, କାରଣ ଏହା କାର୍ଯ୍ୟ ପାଇଁ ଆମ ମନକୁ ଶକ୍ତି ଯୋଗାଇଥାଏ । ନିଦ୍ରା ଅଭାବ ଆମର ଭାବପ୍ରବଣତା ଉପରେ ପ୍ରଭାବ ପକାଇଥାଏ । ଚାକିରିରେ ଭଲ ପ୍ରଦର୍ଶନ କରିବା ପାଇଁ ଶୋଇବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସତ୍ତ୍ୱେ, ପ୍ରାୟ ଅର୍ଦ୍ଧେକ ଲୋକ କହିଛନ୍ତି, ସେମାନେ ନିଦକୁ ପ୍ରାଥମିକତା ଦିଅନ୍ତି ନାହିଁ ।
ଆଜିକାଲି ଏଆଇ ଟେକନିକର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି କର୍ପୋରେଟ ସେକ୍ଟରରେ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳିଛି । ହେଲେ ଏଆଇ ବି ମନର କଥା ବୁଝି ପାରିବ, ହୃଦୟ ଆବେଗ, ଭାବପ୍ରବଣତାକୁ ପଢି ପାରିବ ଏବଂ ସେହି ଅନୁସାରେ କାମ କରିବ ଏକଥା ସହଜରେ ବିଶ୍ୱାସ କରି ହୁଏନି । କାରଣ ଯନ୍ତ୍ର ମଣିଷ ଯାହାର ହୃଦୟ ନାହିଁ ସେ କ’ଣ ହୃଦୟର କଥା ବୁଝିବ ? ହେଲେ ନା, ଏଆଇ ମନର କଥା ବି ବୁଝି ପାରୁଛି ।
ଜର୍ଣ୍ଣାଲ୍ ଅଫ୍ ଆମେରିକାନ୍ ମେଡିକାଲ୍ ଆସୋସିଏସନ୍ ଅନୁଯାୟୀ, ଯଦି ଆପଣ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ଏକ ଚାମଚ ଲୁଣ ହ୍ରାସ କରନ୍ତି, ତେବେ ଏହା ଶରୀରରେ ଅନେକ ସକରାତ୍ମକ ପରିବର୍ତ୍ତନ ଆଣିପାରେ।
ଯେଉଁଠି ଆପଣଙ୍କର ସାଥୀ ବା ବନ୍ଧୁ ନାହାନ୍ତି, ସେଠାରେ ରହିବା କଥା ନୁହେଁ।
ସଫଳତାର ସିଡ଼ି ଚଢ଼ୁଥିବା ମଣିଷ ଧୀରେ ଧୀରେ ନିଜର ପରମ୍ପରା, ସସ୍କୃତି ଓ ମୂଳଦୁଆକୁ ଭୁଲିଯାଏ । ହେଲେ ଆନନ୍ଦ ମହିନ୍ଦ୍ରା ଏସବୁର ଉର୍ଦ୍ଧ୍ୱରେ । ଟଙ୍କାର ପାହାଡ଼ ଉପରେ କମ୍ପାନୀ ଚଳାଉଥିଲେ ବି ନୀତି ନୈତିକତା, ମୂଳ ତଥା ପୁରୁଣା ଘରକୁ ଭୁଲିନାହାନ୍ତି । ରଜା ଘରକୁ ଖଜା ମହରଗ ପରି ସେ ଚାହିଁଥିଲେ ନିଜ ପାଇଁ ରାଜଉଆସ ତୋଳି ଦେଇ ପାରିଥାଆନ୍ତେ । କିନ୍ତୁ ଆଜି ବି ସେ ବାପା ଅଜା ଅମଳର ପୁରୁଣା ଘରେ ରୁହନ୍ତି ।
ସବୁ ଲୋକ ସହଜ ନୁହଁନ୍ତି। ଆପଣଙ୍କୁ ଅଡୁଆରେ ପକାଇବାକୁ କିଛି ଲୋକ ସବୁବେଳେ ତୟାର ହୋଇ ଥାଆନ୍ତି। ସେମାନେ ଏଥିରୁ କିଛି ଲାଭ ପାଆନ୍ତି ନାହିଁ, କେବଳ ଆପଣଙ୍କୁ ଅଡୁଆରେ ପକାଇ ସେମାନେ ଆନନ୍ଦ ପାଆନ୍ତି। ଆପଣଙ୍କ ସମୟ ମଧ୍ୟ ନଷ୍ଟ କରନ୍ତି। କିନ୍ତୁ ଆପଣଙ୍କୁ ତ ଏଭଳି ଲୋକଙ୍କ ସହ କାମ କରିବାକୁ ପଡ଼ିବ। ତେଣୁ ଏଭଳି ଲୋକଙ୍କ ସହ ଡିଲ୍ କରିବାକୁ ଏହି ୪ଟି ଉପାୟ ଅବଲମ୍ବନ କରନ୍ତୁ।
Chanakya Niti for Life: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ପ୍ରକାରର ନୀତି ଉପରେ ରଚନା କରିଛନ୍ତି । ତେବେ ଜାଣନ୍ତୁ କେମିତିକା ଘରେ ରହିଲେ ହୁଏନି ଜୀବନରେ ଉନ୍ନତି...
Chanakya Niti: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ଏପରି କିଛି ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି ଯେଉଁମାନେ ସର୍ବଦା ଦୁଃଖ ଓ ସୁଖରେ ଠିଆ ହୋଇଥାନ୍ତି । ଜାଣନ୍ତୁ ସେମାନେ କିଏ...
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ପ୍ରକାରର ନୀତି ଉପରେ ରଚନା କରିଛନ୍ତି । ଆସନ୍ତୁ ଜାଣିବା ସଙ୍କଟ ସମୟରେ ଚାଣକ୍ୟଙ୍କର କେଉଁ ଗୁରୁତ୍ୱପୂର୍ଣ୍ଣ ନୀତିକୁ ଧ୍ୟାନରେ ରଖିବା ଉଚିତ୍...
Chanakya Niti For Lifestyle: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ପ୍ରକାରର ନୀତି ଉପରେ ରଚନା କରିଛନ୍ତି । ଚାଣକ୍ୟଙ୍କ ଅନୁଯାୟୀ, ଯଦି ଆପଣଙ୍କ ପାଖରେ ଏହି ୩ଟି ଜିନିଷ ଅଛି... ତେବେ ଆପଣ ଜୀବନର ସମସ୍ତ ଖୁସି ପାଇପାରିବେ...
Chanakya Niti: ଜଣେ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ନୀତିର ଉଲ୍ଲେଖ କରାଯାଇଥିବା ଜିନିଷଗୁଡିକ ଅନୁସରଣ କରନ୍ତି, ସେତେବେଳେ ତାଙ୍କୁ ସଫଳ ହେବା ଏବଂ ସୁଖମୟ ଜୀବନଯାପନ କରିବାକୁ କେହି ଅଟକାଇ ପାରିବେ ନାହିଁ ବୋଲି କୁହାଯାଏ ।
ଯୁଗ ଏବେ ଫ୍ୟାସନ୍ ଟ୍ରେଣ୍ଡର। ଟିକିଏ ଫ୍ୟାସନବେଲ ଦେଖା ଯିବା ପାଇଁ କାହିଁ କିଏ କେତେ ପ୍ରକାର ଉପାୟ ଅବଲମ୍ୱନ କରୁଛନ୍ତି ଯୁବପୀଢି । ଖରାଦିନେ ଏମିତି ଡ୍ରେସ୍ ଚୟନ କରନ୍ତୁ ଯାହା ଷ୍ଟାଇଲିଶ୍ ଦେଖାଯିବା ସହିତ ଆରାମ ଅନୁଭବ ଦେବ। ତେଣୁ ସମର ଫ୍ୟାଶନରେ ଜାଣିରଖନ୍ତୁ କିଛି ଡ୍ରେସ୍ ସମ୍ପର୍କରେ…
ସମସ୍ତେ ନିଜ ଚର୍ମରେ ଗ୍ଲୋ ଦେଖିବାକୁ ସ୍ୱପ୍ନ ଦେଖନ୍ତି। ଏନେଇ ସେମାନେ ବିୟୁଟିପାର୍ଲର ଯାଇ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି। ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ଏପରି ଏକ ଟିପ୍ସ୍ କହିବାକୁ ଯାଉଛୁ, ଯାହାକୁ ଆପଣ ଘରେ କରି ୫ ମିନିଟ୍ରେ ନିଜ ଚେହେରାଙ୍କୁ ଚକ୍ଚକ୍ କରିପାରିବେ।