• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lalu Son Tej Pratap

Tej Pratap's ex wife targets Lalu
Tej Pratap's Ex-wife Criticised : ଲାଲୁଙ୍କୁ ତେଜ ପ୍ରତାପଙ୍କ ପ୍ରଥମ ପତ୍ନୀଙ୍କ ପ୍ରଶ୍ନ, 'ମୋ ବେଳକୁ ସାମାଜିକ ଜାଗରଣ କୁଆଡ଼େ ଯାଇଥିଲା ?'

ବଡ଼ ପୁଅ ତେଜପ୍ରତାପଙ୍କୁ ଦଳରୁ ବିଦା କରିଛନ୍ତି ଲାଲୁ ଯାଦବ । ଲାଲୁଙ୍କ ଆକ୍ସନ ପରେ ମୁହଁ ଖୋଲିଛନ୍ତି ତେଜ ପ୍ରତାପଙ୍କ ପ୍ରଥମ ପତ୍ନୀ ଐଶ୍ୱର୍ଯ୍ୟା । ନିର୍ବାଚନ ପାଖେଇ ଆସୁଥିବାରୁ ଏଭଳି ନାଟକ କହି ବର୍ଷିଛନ୍ତି ।

tej
Cms Son Traffic Chalan: ବିନା ହେଲମେଟରେ ଗାଡି ଚଲାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ, ଘରକୁ ଆସିଲା ଏତିକି ହଜାରର ଚାଲାଣ

ବିନା ହେଲମେଟରେ ସ୍କୁଟି ଚଲାଇବାରୁ ପାଟନା ପୋଲିସ ତାଙ୍କ ନାମରେ ଏକ ଚାଲାଣ ଇସ୍ୟୁ କରିଛି। ତେଜ ପ୍ରତାପଙ୍କ ଘରକୁ ୪ ହଜାର ଟଙ୍କା ଚାଲାଣ ପଠାଯାଇଛି। ଅନ୍ୟପକ୍ଷରେ ତେଜ ପ୍ରତାପ ଚଲାଉଥିବା ସ୍କୁଟିର ଇନ୍‌ସୁରାନ୍ସ ଏବଂ ପଲ୍ୟୁସନ ସାର୍ଟିଫିକେଟର ଅବଧି ନ ଥିବା ଜଣାପଡିଛି। ସୂଚନା ଯୋଗ୍ୟ, RJD ନେତା ତେଜ ପ୍ରତାପ ହୋଲି ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସ୍କୁଟି ଚଲାଇ ଯାଉଥିଲେ।

Tej Pratap
ଐଶ୍ୱର୍ଯ୍ୟା ରାୟଙ୍କୁ ବାହା ହେବେ ଲାଲୁଙ୍କ ପୁଅ, ସରିଲା ନିର୍ବନ୍ଧ

ପାଟନା: ସବୁ ଅପେକ୍ଷାର ଅନ୍ତ ଘଟାଇ ଆଉ ମାତ୍ର କିଛିଦିନ ପରେ ଐଶ୍ୱର୍ଯ୍ୟା ରାୟଙ୍କ ହାତ ଧରିବେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ। ନିର୍ବନ୍ଧ ସରିଲାଣି। ଖାଲି ବିବାହକୁ ଅପେକ୍ଷା। ଅବଶ୍ୟ ଏମିତିରେ ବି ସେ ଐଶ୍ୱର୍ଯ୍ୟାଙ୍କର ହୋଇସାରିଲେଣି ବୋଲି ତେଜ୍‌ ପ୍ରତାପ କହିଛନ୍ତି। ଆସନ୍ତା ମେ ୧୨ରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଲାଲୁଙ୍କୁ ଜେଲ୍‌ରୁ ଛୁଟିରେ ଆଣିବା ପାଇଁ ଆବେଦନ ମଧ୍ୟ କରାଯାଇଛି। ଏହା ଜାଣିବା ପରେ ଅନେକ ପ୍ରଶ୍ନ ମନକୁ ଆସୁଥିବ। […]