• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ladakh

Rahul Gandhi
ଲଦାଖରେ ଚୀନର ସୀମା ଅତିକ୍ରମଣ ପ୍ରସଙ୍ଗ : କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ୍

ରାହୁଲ ସୀମା ନେଇ ମନ୍ତବ୍ୟ ଦେବା ପରେ ଏହାକୁ ନାପସନ୍ଦ କରିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ

Indo-China
ସାଂଘାଇ ସମିଟ୍‌ ପୂର୍ବରୁ ଲଦାଖ ସୀମାରୁ ପଛକୁ ହଟିବେ ଭାରତ-ଚୀନ

ଲଦାଖ ଅଚଳାବସ୍ଥାରେ ସୁଧାର ସଙ୍କେତ । ଗୋଗ୍ରା ଓ ହଟ୍‌ସ୍ପ୍ରିଙ୍ଗ୍‌ର ପାଟ୍ରୋଲିଂ ପଏଣ୍ଟ-15ରୁ ସୈନ୍ୟ ଅପସାରଣ ।

Indian Army
ଲଦାଖ ସୀମାରେ ୭ ଯବାନ ସହିଦ, ଅନେକ ଗୁରୁତର

ଆବଶ୍ୟକସ୍ଥଳେ ଆହତଙ୍କୁ ଏୟାର ଲିଫ୍ଟ କରି ୱେଷ୍ଟର୍ଣ୍ଣ କମାଣ୍ଡ ହସ୍ପିଟାଲକୁ ନିଆଯିବା ଲାଗି ବ୍ୟବସ୍ଥା ହେଉଥିବା କୁହାଯାଇଛି ।

president-ramnath-kovind
ଜାମ୍ମୁ କାଶ୍ମୀର ଓ ଲଦାଖ ଗସ୍ତରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ; ଯବାନଙ୍କ ସହ ପାଳିବେ ଦଶହରା

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାମ୍ମୁ କାଶ୍ମୀର ଓ ଲଦାଖ ଗସ୍ତରେ ଯାଇଛନ୍ତି । ଚଳିତ ବର୍ଷ ରାଷ୍ଟ୍ରପତି ଭାରତୀୟ ଯବାନଙ୍କ ସହ ଦଶହରା ପାଳନ କରିବେ ।

Special Operations At Nyoma
ଚୀନ ସୀମା ଲଦାଖରେ ଦମ୍ ଦେଖାଇଲା ଭାରତୀୟ ସେନା : ୧୩ ହଜାର ୫୦୦ ଫୁଟ୍ ଉପରେ ଥିବା ନ୍ୟୋମାରେ ଲ୍ୟାଣ୍ଡ କଲା ଚିନୁକ୍

ଚୀନ ସୀମା ନିକଟ ଲଦାଖର ନ୍ୟୋମାରେ ଦମ୍ ଦେଖାଇଛି ଭାରତୀୟ ସେନା । ପୂର୍ବ ଲଦାଖରେ ଶସକ୍ତ ଉପସ୍ଥିତି ଜାହିର ଲାଗି ଭାରତୀୟ ବାୟୁସନାର ଜୋରଦାର ଶକ୍ତି ପ୍ରଦର୍ଶନ । ଟ୍ୟାଙ୍କ ରେଜିମେଣ୍ଟର ଯବାନମାନେ ୧୩ ହଜାର ୫୦୦ ଫୁଟ୍ ଉଚ୍ଚରେ ଥିବା ନ୍ୟୋମାରେ ଚିନୁକ୍ ହେଭି ହେଲିକପ୍ଟର ଲ୍ୟାଣ୍ଡ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ।

RKS-Bhadauria
'ମୁକାବିଲା ପାଇଁ ଭାରତ ପ୍ରସ୍ତୁତ, ଏଲ୍‌ଏସି ଘଟଣା ଆମ ପ୍ରସ୍ତୁତିର ଏକ ଛୋଟ ପ୍ରତିଫଳନ'

ହାଇଦ୍ରାବାଦ: ସୀମାରେ ଶାନ୍ତି ପ୍ରତିଷ୍ଠାପାଇଁ ଭାରତ ସବୁବେଳେ ଉଦ୍ୟମ କରିଆସୁଛି।  କିନ୍ତୁ ଯଦି ସୀମାରେ ଆହ୍ୱାନପୂର୍ଣ୍ଣ ସ୍ଥିତି ସୃଷ୍ଟି ହୁଏ ତେବେ ଏହାର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ ବୋଲି ବାୟୁସେନା ମୁଖ୍ୟ ଆର.କେ.ଏସ. ଭଦୌରିଆ କହିଛନ୍ତି। ଭାରତୀୟ ସେନା ସମସ୍ତ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ସହ ପୂରା ସଜାଗ ରହିଛନ୍ତି ବୋଲି ସେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ସୀମାରେ ଭୌଗୋଳିକ ସ୍ଥିତି ଏପରି ଯେ, ସେନାକୁ ସବୁବେଳେ ସତର୍କ ରହିବାକୁ ପଡ଼ିବ। କିଛି […]

india-china
ଭାରତ-ଚାଇନା ଫାଇଟ୍: ସରକାରଙ୍କୁ ବିରୋଧୀଙ୍କ ସମର୍ଥନ, ଦେଶରେ ତେଜିଲା ଚାଇନା ବିଦ୍ରୋହ

ନୂଆଦିଲ୍ଲୀ: LACରେ ଉତ୍ତେଜନା ଓ ୨୦ ଭାରତୀୟ ଯବାନ ସହିଦ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ। ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଏହି ସମୟରେ ସରକାରଙ୍କ ସହ ଛିଡ଼ା ହୋଇଛି ବୋଲି କହିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ତେବେ ସୀମାରେ ପ୍ରକୃତରେ କ’ଣ ଘଟିଛି ଓ ଭାରତର ସ୍ଥିତି କ’ଣ ସେନେଇ ପ୍ରଧାନମନ୍ତ୍ରୀ ଦେଶ ସମ୍ମୁଖରେ ତଥ୍ୟ ରଖିବା ଆବଶ୍ୟକ ବୋଲି ସୋନିଆ କହିଛନ୍ତି। ଅନ୍ୟପଟେ କୁଟନୈତିକ ଆଲୋଚନା […]