କୋରାପୁଟରେ ବଡ଼ ଅଘଟଣ । ଅଚାନକ ଭୁଶୁଡ଼ି ପଡ଼ିଲା ବସଷ୍ଟାଣ୍ଡ ନିକଟ ବହୁ ପୁରାତନ ମାର୍କେଟ୍ କଂପ୍ଲେକ୍ସର ଦୁଇ ମହଲା କୋଠା । ଏଥିରେ ଜଣେ ବ୍ୟବସାୟୀଙ୍କର ଜୀବନ ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ଅନେକ୍ ଲୋକ । ହେଲେ ସବୁଠାରୁ ବଡ଼କଥା, ଦୁର୍ବଳ ବିଲ୍ଡିଂର ମରାମତି ପାଇଁ ପ୍ରଶାସନ ପାଖରେ ବାରମ୍ବାର ଜଣାଇଲା ପରେ ବି କାହିଁକି ହେଉ ନ ଥିଲା ମରାମତି । ଯାହାକୁ ନେଇ ପ୍ରଶ୍ନ ଉଠିଛି ।...
ଘର ଭିତରେ ଦୁଇ ଫୁଟ ପାଣି ପଶିଯିବାରୁ ଲୋକଙ୍କ ଆସବାବ ପତ୍ର ନଷ୍ଟ ହୋଇଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ଜଳ ନିଷ୍କାସନ କରିଛନ୍ତି । ସେପଟେ ଲଗାଣ ବର୍ଷା ଯୋଗୁ ଜଳାପୁଟ ମୁଖ୍ୟ ଜଳଭଣ୍ଡାର ଓ ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି ।
ଭଲ ପାଇ ପ୍ରେମିକ ଜଣଙ୍କ ନିଜ ଘରେ ନେଇ ଝିଅକୁ ରଖିଥିଲେ । ଝିଅ ଘର ଲୋକେ ପ୍ରେମିକଙ୍କୁ ଡାକି ବୁଝାଇଥିଲେ, ପାପରୁ ମୁକ୍ତି ପାଇଁ ପରମ୍ପରା ମାନିଲେ ଯାଇ ଏପରି ବିବାହକୁ ସମ୍ମତ ମିଳିବ । ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନି ।
ରାସ୍ତା କଡ଼ରେ ମେଲିଛି ଆମ୍ୱ ପସରା। ଭଳିକି ଭଳି ସୁନ୍ଦରିଆ ଆମ୍ୱକୁ ସଜାଇ ରଖିଛନ୍ତି ବ୍ୟବସାୟୀ। ହେଲେ ଗୋଟିଏ ଆମ୍ୱର ସବୁଠାରୁ ବେସି ଡିମାଣ୍ଡ ଥାଏ। ନାଁଚି ତାର କଲେକ୍ଟର ଆମ୍ବ ।
ଲାଞ୍ଚ ନେଉଥିବା ସମୟରେ ରଙ୍ଗେ ହାତ ଧରିଥିଲା ଭିଜିଲାନସ। ଅଭିଯୋଗ ପାଇବା ପରେ ଏ ଦୁଇ ମହିଳା ଇଞ୍ଜିନିୟରଙ୍କୁ ଧରିବା ପାଇଁ ଭିଜିଲାନ୍ସ କରିଥିଲା ପ୍ରି ପ୍ଲାନ।
ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ଅଭିଯୋଗ । ଜଣେ ନର୍ସ ଆସିଥିଲେ... ଇଞ୍ଜେକ୍ସନ୍ ଫୋଡ଼ିଲେ... କେଉଁ ରୋଗୀ ଗୋଡ଼ହାତ ଛାଟିପିଟି ହେଲେ ତ କିଏ ବେହୋସ୍ ହୋଇଗଲେ... ଆଉ ୧୦-୧୫ ମିନିଟ୍ ଭିତରେ ସବୁ ଦିନ ଲାଗି ଆଖି ବୁଜିଦେଲେ । ଚିକିତ୍ସା ଅବହେଳା ଅଭିଯୋଗକୁ ନେଇ ପୁଣି ବିବାଦରେ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ ।
ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ଅଭିଯୋଗ । ଜଣେ ନର୍ସ ଆସିଥିଲେ... ଇଞ୍ଜେକ୍ସନ୍ ଫୋଡ଼ିଲେ... କେଉଁ ରୋଗୀ ଗୋଡ଼ହାତ ଛାଟିପିଟି ହେଲେ ତ କିଏ ବେହୋସ୍ ହୋଇଗଲେ... ଆଉ ୧୦-୧୫ ମିନିଟ୍ ଭିତରେ ସବୁ ଦିନ ଲାଗି ଆଖି ବୁଜିଦେଲେ । ଚିକିତ୍ସା ଅବହେଳା ଅଭିଯୋଗକୁ ନେଇ ପୁଣି ବିବାଦରେ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ ।
କୋରାପୁଟ ମେଡିକାଲରେ ରୋଗୀ ମୃତ୍ୟୁ ପରେ ହଇଚଇ । ଗୋଟିଏ ରାତିରେ କେମିତି ଗଲା ୬ ରୋଗୀଙ୍କ ଜୀବନ । ଭୁଲ୍ ଇଞ୍ଜେକସନ୍ ନା ଆଉ କିଛି ? ତଦନ୍ତ ପାଇଁ ଗଠନ ହେଲା ୫ ଜଣିଆ କମିଟି ।
କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ କାଲି ବିଳମ୍ବିତ ରାତ୍ରିରେ ଭୁଲ ଇଞ୍ଜେକ୍ସନ ଦେବାରୁ ଏକା ସଙ୍ଗେ ଆଇସିୟୁରେ ୩ ଜଣ ଓ ୱାର୍ଡରେ ୨ ଜଣଙ୍କ ମୃତ୍ୟୁ ଘଟିଛି।
ବାପା ମୁଁ କେମିତି IAS ହେବି ? ତମେ କେବେ ଭଲ ହେବ ? ପାଠପଢ଼ି ଏ ଗାଁର ନାଁ, ଆଉ ତୁମ ନାଁ କେମିତି ରଖିବି କିଛି ଜାଣିପାରୁନି । ସବୁ ସ୍ୱପ୍ନ କ’ଣ ମୋର ଭାଙ୍ଗିଯିବ ?
ଜୟପୁର ସହରର ଐତିହାସିକ ଜଗନ୍ନାଥ ସାଗର । ଗତ ମେ' ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଛି ପୁନରୁଦ୍ଧାର କାମ । ନଗର ଉନ୍ନୟନ ବିଭାଗ ପକ୍ଷରୁ ୯ କୋଟି ଟଙ୍କାର ବ୍ୟୟ ଅଟକଳରେ ପ୍ରଥମ ପର୍ଯ୍ୟାୟରେ ପଙ୍କ, ମାଟି ଓ ଦଳ ସଫା କରାଯିବ ।
ମାଓଗଡ଼କୁ ଶକ୍ତ ଝଟକା । ଧରାପଡ଼ିଲା ହାର୍ଡକୋର ମାଓନେତା କୁଞ୍ଜମ ହିଡ୍ମା । ବୈପାରୀଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ ତାକୁ ଗିରଫ କରାଯାଇଛି । ACM କୁଞ୍ଜମ ହିଡମା ୭ଟି ବଡ଼ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲା ।
କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ୩୨୬ନମ୍ବର ଜାତୀୟ ରାଜପଥ ଗୌଡ଼ଗୁଡା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
କୋଟିଆ ପାଇଁ କମିଟି କରିବେ ରାଜ୍ୟ ସରକାର । ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଢାଯିବ କମିଟି । ଖୁବ୍ ଶୀଘ୍ର ଗ୍ରାଉଣ୍ଡ ସ୍ଥିତି ପରଖି ସରକାରଙ୍କୁ ରିପୋର୍ଟ ଦେବ କମିଟି ।
କୋଟିଆ ପାଇଁ କମିଟି କରିବେ ରାଜ୍ୟ ସରକାର । ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଢାଯିବ କମିଟି । ଖୁବ୍ ଶୀଘ୍ର ଗ୍ରାଉଣ୍ଡ ସ୍ଥିତି ପରଖି ସରକାରଙ୍କୁ ରିପୋର୍ଟ ଦେବ କମିଟି ।
ନିକଟରେ ସାଉଥ୍ ନିର୍ଦ୍ଦେଶକ ଏସ୍ଏସ୍ ରାଜମୌଲି ଦେଓମାଳିରେ ସୁଟିଂ କରିଥିଲେ । ତାଙ୍କର ହାଇ ବଜେଟ୍ ସିନେମା ଏସ୍ଏସ୍ଏମ୍ବି-29ର କିଛି ସିନ୍ ଏହିଠାରେ ସୁଟିଂ ହୋଇଥିଲେ । ସୁଟିଂ ସାରି ଯିବାପରେ କୋରାପୁଟକୁ ଭୁରି ଭୁରି ପ୍ରଶଂସା କରିଥିଲେ ଷ୍ଟାର୍ କାଷ୍ଟ।
ରାଜ୍ୟର ସର୍ବୋଚ୍ଚ ଗିରିଶୃଙ୍ଗ ଦେଓମାଳି ଆହୁରି ହେବ ସୁନ୍ଦର ଓ ଆକର୍ଷଣୀୟ। ଏସଓପି ଜାରି କଲେ ଜିଲ୍ଲା ପ୍ରଶାସନ।
ସବୁଜିମାର ସମ୍ଭାର ଭିତରୁ ନୀଳ ଜହରର ଚୋରାଚାଲାଣ । ସୌନ୍ଦର୍ଯ୍ୟର ଗନ୍ତାଘର ସାଜିଛି ଗଂଜେଇ ବେପାରର ନୂଆ ଠିକଣା । ଆଉ ପରିବା ବୋଝେଇ ଟ୍ରକ ନୁହେଁ କି କୌଣସି ଆମ୍ବୁଲାନ୍ସ । ଏବେ ପର୍ଯ୍ୟଟକ ସାଜିଛନ୍ତି ଗଂଜେଇ ବାହକ।
କୋରାପୁଟରୁ ଗଞ୍ଜେଇ ଚୋରା ଚାଲାଣର ଏଭଳି ନୂଆ ଫଣ୍ଡା ଆପଣାଇଛନ୍ତି ମାଫିଆ । ଆଉ ଏଥିପାଇଁ ମୋହରା ସାଜିଛନ୍ତି ମହିଳା ।
ସହିଦଙ୍କୁ ମନେ ରଖିଲେ, ଗାଁକୁ ଭୁଲିଗଲେ । ଅବହେଳିତ ଭାବେ ପଡ଼ି ରହିଛି ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ। ଗାଁରେ ରାସ୍ତା ଅଛି ହେଲେ ପହଞ୍ଚିବାକୁ ବାଟ ନାହିଁ । ଅର୍ଥାତ ଗାଁ ଯେମିତି ବିଚ୍ଛିନ୍ନାଞ୍ଚଳରେ ପରିଣତ ହୋଇଛି ।
ଅଦା ଚାଷ ପାଇଁ ପ୍ରସିଦ୍ଧ କୋରାପୁଟ ଜିଲ୍ଲାର ଚାଷୀ ଗୁରୁତର ଅଭାବୀ ବିକ୍ରିର ଶିକାର । ଏ ବର୍ଷ ପ୍ରତିକୂଳ ପାଗ ଯୋଗୁଁ କୋରାପୁଟ ଜିଲ୍ଲାରେ ଆଶାନୁରୂପକ ଅମଳ ହୋଇପାରିନି ଅଦା ।
ଗତ ଶୁକ୍ରବାର ଦିନ ଏ.କୃଷ୍ଣା ରାଓ ବ୍ୟାବସାୟିକ କାର୍ଯ୍ୟରେ ଗେଟଗୁଡ଼ା ଯାଇଥିଲେ । ହେଲେ ସେଠାରେ ଏକ କାରରେ ୫ ଜଣ ଆସି ତାଙ୍କୁ ଅପହରଣ କରି ବିଶିଂପୁର୍ ଥାନା ଅନ୍ତର୍ଗତ କିରମଗୁଡ଼ା ଗାଁର ଦୁର୍ଗମ ପାହାଡ଼ିଆ ଇଲାକାର ଏକ ଘରେ ନେଇ ରଖିଥିଲେ ।
କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସୋସିଆଲ ମିଡିଆରେ ସେୟାର କଲେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । କୋରାପୁଟରେ ଫିଲ୍ମ ସୁଟିଂ ପରେ ମୁମ୍ବାଇ ଫେରିଛନ୍ତି ପ୍ରିୟଙ୍କା । ହେଲେ ଦେଓମାଳିର ଦେଶୀଆ ରାସ୍ତା, ସବୁଜିମା ଓ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭୁଲିପାରିନାହାନ୍ତି । ବାଟରୁ କିଣିଛନ୍ତି ପାଚିଲା ପିଜୁଳି, ଭିଡିଓ ଜାରି କରି ପିଜୁଳି ବିକୁଥିବା ମହିଳାଙ୍କୁ କରିଛନ୍ତି ପ୍ରଶଂସା ।
କୋରାପୁଟ ତଳମାଳିରେ ସୁଟିଂ ସାରି ଫେରିଗଲେ ବଲିଉଡ୍ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ହେଲେ କୋରାପୁଟ ଛାଡ଼ିବା ବେଳେ ସାଙ୍ଗରେ ନେଇଯାଇଛନ୍ତି ଅନେକ ଅଭୁଲା ସ୍ମୃତି ।
କୋରାପୁଟ ତଳମାଳିରେ ସୁଟିଂ ସାରି ଫେରିଗଲେ ବଲିଉଡ୍ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ହେଲେ କୋରାପୁଟ ଛାଡ଼ିବା ବେଳେ ସାଙ୍ଗରେ ନେଇଯାଇଛନ୍ତି ଅନେକ ଅଭୁଲା ସ୍ମୃତି ।