• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kendrapara

harsassment
Harassing Woman: ପ୍ରେମରେ ଉଛୁଳୁଥିଲେ ପୋଲିସ ବାବୁ, ନିଛାଟିଆ ଦେଖି କରୁଥିଲେ ଅଶ୍ଳୀଳ ଇଙ୍ଗିତ

ପ୍ରେମରେ ଉଛୁଳୁଥିଲେ ପୋଲିସ ବାବୁ। ଲକ୍ଷେ ଟଙ୍କା ଦରମା ପାଉଥୁଲେ। ମହିଳାଙ୍କୁ କରୁଥିଲେ ପ୍ରେମ ନିବେଦନ। ରାସ୍ତାରେ ଟଣା ଓଟରା କରି ଖରାପ ଇଙ୍ଗିତ କଲେ ।

Boyfriend
Self Immolation: ବୟଫ୍ରେଣ୍ଡ ମୋବାଇଲରେ ଅଶ୍ଳୀଳ ଫଟୋ, ବାନ୍ଧିଲା ପୋଲିସ

ଗିରଫ ହେଲେ ମୃତ ଛାତ୍ରୀଙ୍କ ବୟଫ୍ରେଣ୍ଡ ପ୍ରମୋଦ ବେହେରା । ଘଟଣାର ୫ ଦିନ ପରେ ତାଙ୍କୁ ଗିରଫ କରାଯାଇଛି । ଚେନ୍ନାଇରୁ ଧରି ବୟଫ୍ରେଣ୍ଡକୁ ପଟ୍ଟାମୁଣ୍ଡାଇ ଆଣିଥିଲା ପୋଲିସ ।

Male Friend Detained
Male Friend Detained:କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣା, ଚେନ୍ନାଇରୁ ପୁରୁଷ ବନ୍ଧୁଙ୍କୁ ଧରିଲା ପୋଲିସ୍

କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଅପ୍‌ଡେଟ୍‌ । ଚେନ୍ନାଇରୁ ପୁରୁଷ ବନ୍ଧୁଙ୍କୁ ଧରିଲା ପୋଲିସ୍ । ଖୁବଶୀଘ୍ର ଯୁବତୀଙ୍କ ମୃତ୍ୟୁର ରହସ୍ୟ ଖୋଲିପାରେ ।

Kendrapada
Kendrapada:ପୁଣି ସେହି ନିଆଁ, ପୁଣି ସେହି ଛାତ୍ରୀ...ପୁଣି ସେହି ଲୋମଟାଙ୍କୁରା ମରଣ

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ASI ଶୈଳେନ୍ଦ୍ର ପଲେଇ। ଓଟିଭି କ୍ୟାମେରା ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି, ଯଦି ଯୁବତୀଙ୍କ ବାପା ଅଭିଯୋଗ କରିଥିବେ ମୁଁ ନିଶ୍ଚୟ ଏତଲା ରଖିଥିବି। ନମ୍ବର ବ୍ଲକ କରିବା ପାଇଁ କାହାକୁ ମୁଁ କହିନାହିଁ। ଘଟଣାର ତଦନ୍ତ ହେଲେ ଜଣାପଡ଼ିବ। କେବେ ଏତଲା ଦେବାକୁ ଆସିଥିଲେ, ମୃତ ଯୁବତୀଙ୍କ ବାପା ସ୍ପଷ୍ଟ କରନ୍ତୁ। 

Kendrapada
Kendrapada: ଜଳିଗଲେ ନା ଜାଳିଦେଲେ ? ପଟ୍ଟାମୁଣ୍ଡାଇରେ ଘର ଭିତରେ ଜିଅନ୍ତା ଜଳିଗଲେ ଯୁବତୀ

ମୋ ଝିଅ ସହ ସେ ଟୋକାର ବ୍ରେକଅପ୍ ହୋଇଥିଲା। ଏବେ ଖାଲି ନେକେଡ୍ ଫଟୋ ଛାଡ଼ୁଛି। ମୋ ଝିଅକୁ ସେ ବାରମ୍ବାର ବ୍ଲାକ୍ ମେଲ୍ କରୁଥିଲା। କେନ୍ଦ୍ରାପଡା ଜିଲ୍ଲାରେ ଜଣେ ଯୁବତୀଙ୍କର ସନ୍ଦେହଜନକ ମୃତ୍ୟ ହେବା ପରେ ଆଜି ତାଙ୍କ ବାପା ଏଭଳି ପ୍ରତିକ୍ରିୟା ରିଖିଛନ୍ତି

Drowning Case
ଉଛୁଳା ନଦୀକୁ ଡେଇଁଲେ ଯୁବତୀ

ଉଛୁଳା ନଦୀକୁ ଡେଇଁଲେ ଯୁବତୀ। ଦେଖୁଦେଖୁ ନଦୀର ପ୍ରଖର ସ୍ରୋତରେ ଭାସି ଚାଲିଲେ ଯୁବତୀଜଣକ । ଏହା ଦେଖି ଦେଖଣାହାରୀ ଚକିତ ରହିଥିବା ବେଳେ ଯୁବତୀଙ୍କ ବଞ୍ଚିବା ଆଶା ଛାଡ଼ି ଦେଇଥିଲେ। ହେଲେ ଯାହାକୁ ରଖେ ହରି, ତାକୁ ବା କିଏ ମାରିପାରିବ ।

Baijayant Panda reviews Kendrapara's developmental projects
କେନ୍ଦ୍ରାପଡ଼ାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବୈଜୟନ୍ତ

କେନ୍ଦ୍ରାପଡ଼ା ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ବୈଜୟନ୍ତ ପଣ୍ଡା। ଜଜାଙ୍ଗସ୍ଥିତ ପ୍ରଦକ୍ଷଣ ଭବନରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସବୁ ବିଭାଗର ମୁଖ୍ୟ ଅଧିକାରୀଙ୍କ ସହିତ ସାଂସଦ ବୈଜୟନ୍ତ ପଣ୍ଡା ସାମିଲ ହୋଇଥିଲେ।

FLOOD
Flood broken the backbone of life: ବନ୍ୟା ଭାଙ୍ଗିଦେଲା ମେରୁଦଣ୍ଡ

ବ୍ରାହ୍ମଣୀ ନଦୀ ବନ୍ୟା ଭାଙ୍ଗି ଦେଇଛି ଲୋକଙ୍କ ମେରୁଦଣ୍ଡ। ଚାଷବାସ ପ୍ରଭାବିତ, ସପ୍ତାହେ ହେଲା ଜଳୁନି ଚୂଲି। ଆଉ ପିଇବା ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ପାଣିରେ ପଶି ଯା ଆସ କରୁଛନ୍ତି। ବନ୍ୟା ପାଣି ସାମାନ୍ୟ ଖସିଥିଲେ ବି ବଢିଚାଲିଛି ଲୋକଙ୍କ ଦୁର୍ଦ୍ଦଶା।

Floods Leave Kendrapara Villagers
ବଢ଼ିବାରେ ଲାଗିଛି ବନ୍ୟା ବିତ୍ପାତ; ୩ ଦିନ ଧରି କାହା ଘରେ ଜଳିନି ଚୁଲି...

ପଟ୍ଟାମୁଣ୍ଡାଇ, ଆଳି ବ୍ଳକ ବିଶେଷ ଭାବେ ଅଧିକ ପ୍ରଭାବିତ ହୋଇଛି। ଗଲା ୩ ଦିନ ଧରି କାହା ଘରେ ଚୁଲି ଜଳିନି। ଆଣ୍ଠୁଏ ଉଚ୍ଚ ପାଣିରେ ଲୋକେ ଯାଆସ କରୁଛନ୍ତି।

CM helicopter
ଟ୍ରକରେ ଲଦା ହେଲା, ମୁମ୍ବାଇ ଗଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ପୋଲିସ, ଅଗ୍ନିଶମ ବାହିନୀ ଓ ଇଞ୍ଜିନିୟରମାନଙ୍କ ମିଳିତ ସହଯୋଗରେ ହେଲକପ୍ଟରକୁ ଲୋଡିଂ କରାଯାଇଥିଲା। ଗତ ଜୁନ୍ ୯ରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ହେଲିକପ୍ଟର କେନ୍ଦ୍ରାପଡ଼ା ଆସିଥିଲା।

Kendrapara Village
Strange Standoff in Kendrapara Village:କେନ୍ଦ୍ରାପଡ଼ା ଢିଅ ସାହିରେ ପ୍ରତିବାଦ, କଣ୍ଟା ବାଡ଼ ପକାଇ ରାସ୍ତା ରୋକ

କେନ୍ଦ୍ରାପଡା ଜିଲ୍ଲା ବାରୋ-ତ୍ରିଲୋଚନପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଢିଅ ସାହିରେ କଣ୍ଟା ବାଡ଼ ପକାଇ ରାସ୍ତା ରୋକ

 Dowry
ଯୌତୁକ ଲୋଭରେ ୫ ମାସର ଗର୍ଭବତୀଙ୍କୁ ହତ୍ୟା !

ବାପ ଘରେ ଭଲ ଝିଅଟେ ଥିଲି... ବାପା-ବୋଉ, ଭାଇଙ୍କ ଖୁବ୍‌ ଗେହ୍ଲା ଥିଲି । ହେଲେ ଶାଶୁଘରେ ନା ଭଲ ବୋହୂ ହୋଇପାରିଲି । ନା ସ୍ୱାମୀଙ୍କ ପାଇଁ ଭଲ ସ୍ତ୍ରୀ ଟେ । କାହିଁକି ଜାଣିନି... କି ମୋ କର୍ତ୍ତବ୍ୟରେ କେବେ ହେଳା କରିନି । ସବୁ ଦୁଃଖ କଷ୍ଟକୁ ଛାତି ଭିତରେ ଚାପି ରଖି ସୁନାର ସଂସାର କରିବାକୁ ବହୁତ ଚେଷ୍ଟା କଲି । କିନ୍ତୁ...

Dowry Murder
Dowry Murder: ଯୌତୁକ ଜୁଇରେ ଜଳିଗଲା ଦୁହିତା

ଯୌତୁକ ଜୁଇରେ ଜଳିଗଲେ ଆଉ ଜଣେ ଦୁହିତା । ଜଳି ପୋଡ଼ି ପାଉଁଶ ହୋଇଗଲା ସବୁ ସୁନେଲୀ ସ୍ବପ୍ନ । ମହାକାଳପଡ଼ା ବଡ଼ମଠରୁ ଆସିଛି ବଧୂ ହତ୍ୟା ଅଭିଯୋଗ । ଯୌତୁକ ଦାବି କରି ଗର୍ଭବତୀଙ୍କୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ ।

ଶ୍ରୀଲକ୍ଷ୍ମୀବରାହ ମନ୍ଦିର
Cracks in Lakshmivaraha Temple: ଶ୍ରୀଲକ୍ଷ୍ମୀବରାହ ମନ୍ଦିର ଦଧିନଉତିରେ ଫାଟ... ଚାରିପଟେ ଉଠିଲାଣି ଗଛ, ଉନ୍ନତିକରଣ ଅଧାପନ୍ତରିଆ

ଦେଢ଼ବର୍ଷ ତଳେ ପୂର୍ବ ସରକାର ସମୟରେ ମନ୍ଦିର ଚତୁପାର୍ଶ୍ୱର ଉନ୍ନତି କରଣ ପାଇଁ ୫କୋଟି ଟଙ୍କା ଅନୁଦାନ ଆସିଥିଲା। ହେଲେ ସେ କାମ ଏବେ ଅଧପନ୍ତରିଆ ପଡ଼ିରହିଛି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି। ଆଧ୍ୟାତ୍ମିକ କ୍ଷେତ୍ର ତଥା ଓଡ଼ିଶାର ଏହି ପ୍ରସିଦ୍ଧ ପୀଠର ଉନ୍ନତୀକରଣ ଓ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳୁନଥିବା ବେଳେ ମନ୍ଦିରରେ ଚରମ ଅବ୍ୟବସ୍ଥା ଅସନ୍ତୋଷର କାରଣ ହୋଇଛି।

Woman Suffers Burn Injury
Woman Suffers Burn Injury: ସୁଦଶା ବ୍ରତରେ ଅଘଟଣ, ଦୀପ ଜାଳୁ ଜାଳୁ ପୋଡିଗଲେ ମହିଳା

ସୁଦଶା ବ୍ରତ ଓଷାରେ ମନ୍ଦିରରେ ଦୀପ ଜାଳୁଥିବା ବେଳେ ଶାଢୀରେ ନିଆଁ ଲାଗି ଯାଇ ମହିଳା ଗୁରୁତର । ତାଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ି ଯାଇଥିବା ସୂଚନା । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ।

Kendrapara
ବାପା ଆକାଉଣ୍ଟ ସଫା କରି ଜୀବନ ଗଲା

ମା’ କୋଳ ଖାଲି କରିଦେଲା ଅନଲାଇନ୍‌ ଗେମ୍‌। କାଳ ସାଜି ମା’ଠୁ ଛଡାଇ ନେଲା ପୁଅକୁ। ଚାଲିଗଲା ଘରର ଏକମାତ୍ର କୁଳନନ୍ଦନ। ଏବେ ପୁଅକୁ ଝୁରି ହେଉଛି ମା’। ଆଖି ଆଗରେ ପୁଅର ମୃତ ଦେହକୁ ଦେଖି ମା’ ପାଟିରୁ କଥା ବାହାରୁନି।

Kendrapara
14 ଶହ ଟଙ୍କା ପାଇଁ ଘୁଷୁରୁଛନ୍ତି

ଭତ୍ତା ଟଙ୍କା ପାଇଁ ବୃଦ୍ଧ ଭୋଗୁଛନ୍ତି ଅସହ୍ୟ ଯନ୍ତ୍ରଣା। 80 ବର୍ଷରେ ବି ଘୁଷୁରି ଘୁଷୁରି ଯାଉଛନ୍ତି ପଞ୍ଚାୟତ ଅଫିସ୍। ଭିଡିଓ ଭାଇରାଲ୍ ପରେ ପିଇଓ ଆସି ଟଙ୍କା ଦେଇଛନ୍ତି।

Pension Money
Elderly man Crawls for Pension Money: ଚାଲିବାକୁ ବଳ ନାହିଁ, ଭତ୍ତା ପାଇଁ ଘୁଷୁଡି ଘୁଷୁଡି ଗଲେ...

ପୁଣି ଭତ୍ତା ଯନ୍ତ୍ରଣା । ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଆଣିବାକୁ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ପଞ୍ଚାୟତ କାର୍ଯ୍ୟାଳୟକୁ ଗଲେ ୮୦ ବର୍ଷୀୟ ବୃଦ୍ଧ । ଏଭଳି ଯନ୍ତ୍ରଣାଦାୟକ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା କୋର ପଞ୍ଚାୟତରେ ।

Kendrapara
ଗୋଡ଼ ନଥାଇ ବି ସନ୍ତରଣ ପ୍ରତିଯୋଗିତାରେ ତିନି ଥର ଜିତିଛନ୍ତି ଗୋଲ୍ଡ

ନାଚିବା ପୂର୍ବରୁ କିଏ ପାଦରେ ବାନ୍ଧେ ନୂପୁର, ହେଲେ ସେ ବାନ୍ଧୁଛନ୍ତି କୃତ୍ରିମ ଗୋଡ଼। ଦଇବ ସିନା ଦିବ୍ୟାଙ୍ଗ କରିଦେଇଛି, ହେଲେ ମନୋବଳକୁ ଭାଙ୍ଗି ପାରିନି। ସନ୍ତରଣଠୁ ନୃତ୍ୟ, ସବୁଥିରେ ପାରଦର୍ଶୀ।

Mass Marriage
Kendrapara Mass Marriage: ପଡ଼ିଲା ହାତଗଣ୍ଠି, ସାତଜନ୍ମର ସାଥୀ ପାଇଲେ ଅସହାୟ ଯୁବତୀ

ଆଜିକା ଦୁନିଆରେ ଜାତି, ଜାତକ, ଯାନିଯୌତୁକ ବିନା  ବିବାହ ଅସମ୍ପୂର୍ଣ୍ଣ କିନ୍ତୁ ପିତୃମାତୃହୀନ କନ୍ୟାକୁ ବିବାହସମ୍ପନ୍ନ କରାଯାଇ ସମାଜରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ପଲ୍ଲୀଶ୍ରୀ ମହିଳାସମିତି କୋରୁଆ କନ୍ୟା ଆଶ୍ରମ ।

Dowry Murder
Dowry Murder: ଯୌତୁକ ଲୋଭରେ ୯ ମାସର ଗର୍ଭବତୀ ବୋହୂକୁ ମାରିଦେଲେ !

ଗୋଟେ ମାଆ ଆଜି  କୋହ ଉଠେଇ କାନ୍ଦୁଛି... ତା ଛାତି ଫାଟି ପଡ଼ୁଛି । କାରଣ ନାତି ନାତୁଣୀ ହେବାର ଖୁସି ଖବର ଆସିବା ପୂର୍ବରୁ ଆସିଲା 9 ମାସର ଗର୍ଭବତୀ ଝିଅର ମୃତ୍ୟୁ ଖବର ।

ରାଜପଥ ପାଲଟିଛି ମରଣଯନ୍ତା
Paradeep-Chandikhol NH: ସାବଧାନ... କିଲର୍ ହାଇୱେରେ ଜଗିଛି ଯମ !

ଧୂଳି ଧୂଆଁରେ ଗାଧୋଇ ପଡୁଛନ୍ତି ସ୍ଥାନୀୟ ଲୋକ, ପଥଚାରୀ। ସମ୍ପ୍ରସାରଣ କାମକୁ ଲୋକେ ସ୍ବାଗତ କରୁଥିବା ବେଳେ ଠିକାସଂସ୍ଥାର ମନମାନୀ ବିରୋଧରେ ବର୍ଷିଛନ୍ତି। ଜିଲ୍ଲାପାଳ କହିଛନ୍ତି, ଏନଏଚଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ। 

Kendrapara Mega Water Supply
Water Supply: କେନ୍ଦ୍ରାପଡ଼ାରେ ପାନୀୟ ଜଳ ପ୍ରକଳ୍ପ, ପାଣି ପିଉଛନ୍ତି ଭଦ୍ରକ ଜିଲ୍ଲାବାସୀ...

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଖରସ୍ରୋତା ନଦୀର ବରୁଣାଡ଼ିଆଠାରେ ମେଗା ପାନୀୟ ଜଳ ପ୍ରକଳ୍ପ। କିନ୍ତୁ ପ୍ରକଳ୍ପରୁ ପାଣି ଯାଇ ପହଞ୍ଚିଛି ଭଦ୍ରକ ଜିଲ୍ଲାର ୪ଟି ବ୍ଲକ ଚାନ୍ଦବାଲି, ତିହିଡ଼ି, ବାସୁଦେବପୁର ଓ ଧାମନଗରରେ। 

Police
ଅଧା ରହିଗଲା ପୋଲିସ ଚାକିରୀ ସ୍ୱପ୍ନ, ଜୀବନ ନେଇଗଲା ଗାଁ ପୋଖରୀ

ମାଆର ବିକଳ କାନ୍ଦରେ ଥରି ଉଠୁଛି ଘର। ଛାତି ପିଟି ପିଟି ସେ ଭୁଇଁରେ ଗଡ଼ିଯାଉଛି। ପୁଅ ପୋଲିସ ଚାକିରୀ ପାଇଥିଲା, ୨ଦିନରେ ଜଏନିଂ ଥିଲା। ହେଲେ ଜୀବନ ନେଇଗଲା ଗାଁ ପୋଖରୀ ।

Sarathi Baba
Sarathi Baba: ପୁଣି ହେବେ କି ଆଣ୍ଠୁଆ ଗୋପାଳ ! କେନ୍ଦ୍ରାପଡ଼ାକୁ ଫେରୁଛନ୍ତି ସାରଥୀ ବାବା

ମାନ୍ୟବର... ମୁଁ ଆସିଗଲି... ଓଃ କି ଖୁସି... ଦୀର୍ଘ ୧୦ ବର୍ଷ ପରେ ଏଥର ବାଜି ପଲଟିଛି... ଦୁଧକା ଦୁଧ୍‌, ପାନିକା ପାନି... ଇଏ ଦେଖୁନ, ମୁଁ ପୁଣି କେନ୍ଦ୍ରାପଡ଼ା ଯାଉଛି... ରାସ୍ତାଘାଟ ସବୁ ବଦଳି ଯାଇଛି । ହଁ ବଦଳନ୍ତାନି କେମିତି ଗୋଟେ ଦଶନ୍ଧି ହେଲାଣି । ସେ ଦିନ ଜେଲକୁ ଯିବାବେଳେ କି ଲୋକ ଲୋ ବୋପା, କି ବାଡ଼ିଆ ପିଟା, କି ପଥର ଫିଙ୍ଗା... ଓଃ ସେ କଥା ମନେପଡ଼ିଲେ ଆଜି ବି ଏ ଦେହଟା ଶୀତେଇ ଯାଉଛି ।