• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kareena Kapoor

These bollywood actress also went Kashmir before Pahalgam Attack
Pahalgam Attack: ପହଲଗାମ ଆକ୍ରମଣ ପୂର୍ବରୁ ଏହି ଅଭିନେତ୍ରୀମାନେ ମଧ୍ୟ ଯାଇଥିଲେ କାଶ୍ମୀର

ପହଲଗାମ ଆକ୍ରମଣ ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଯେଉଁମାନେ ଶାନ୍ତି ଖୋଜିବାକୁ ସେଠାକୁ ଯାଇଥିଲେ, ସେମାନେ କ’ଣ ଜାଣିଥିଲେ ଯେ ଏହା ସେମାନଙ୍କ ଜୀବନର ଶେଷ ଯାତ୍ରା ହେବ? ଟିଭି ଅଭିନେତ୍ରୀ ଦୀପିକା କକ୍କଡ ମଧ୍ୟ ତାଙ୍କ ସ୍ୱାମୀ ଶୋଏବଙ୍କ ସହ ସେହି ଘାଟିରେ ଥିଲେ ଏବଂ ଭାଗ୍ୟବଶତଃ ସେ ଆକ୍ରମଣ ପୂର୍ବରୁ ଦିଲ୍ଲୀ ଫେରି ଆସିଥିଲେ।

Mami select disha patani glamorous look in orange saree
MAMI Select: ମାମୀ ସିଲେକ୍ଟର ଦ୍ୱିତୀୟ ସଂସ୍କରଣରେ ବଲିଉଡ୍ ଷ୍ଟାର୍; ଦୃଷ୍ଟି ଆକର୍ଷଣ କଲେ ଦିଶା ପାଟନୀ

ମାମୀ ସିଲେକ୍ଟର ଦ୍ୱିତୀୟ ସଂସ୍କରଣରେ ବଲିଉଡ୍ ତାରକାମାନେ ଅଂଶଗ୍ରହଣ କରିଥିଲେ। ଦିଶା ପାଟନୀ, ଆଦିତ୍ୟ ରାଓ ହୈଦରୀ, ଫାତିମା ସନା ଶେଖ, ଖୁସି କପୁର, ସୋନାକ୍ଷୀ ସିହ୍ନା, କୋଙ୍କଣା ସେନ୍ ଶର୍ମାନଙ୍କ ପରି ଆଗଧାଡିର କଳାକାରମାନେ ସମସ୍ତଙ୍କୁ ବାନ୍ଧି ରଖିଥିଲେ।

Kriti sanon to Katrina kaif style full sleeve blouse with saree
Full Sleeve Blouse: ଫୁଲ୍ ସ୍ଲିଭ୍ ବ୍ଲାଉଜ୍ ପିନ୍ଧିବାକୁ ଚାହୁଁଥିଲେ ଏହି ଅଭିନେତ୍ରୀଙ୍କୁ ଫଲୋ କରନ୍ତୁ

ଭାରତୀୟ ପରମ୍ପରାରେ ଶାଢି ଏକ ଚିରସବୁଜ ଫ୍ୟାଶନ୍। ସେ ବିବାହିତ ମହିଳା ହୁଅନ୍ତୁ କି ବାଡୁଅ, ସମସ୍ତେ ଏହାକୁ ପିନ୍ଧିବାକୁ ପସନ୍ଦ କରନ୍ତି। ଏଥର ଆମେ ଆପଣଙ୍କ ପାଇଁ କିଛି ସେଲିବ୍ରେଟୀଙ୍କ ଡିଜାଇନ୍ ଆଣିଛୁ, ଯେଉଁଥିରେ ଆପଣ ଶାଢି ସହିତ ମ୍ୟାଚିଂ ବ୍ଲାଉଜ୍‌ର ଝଲକ ପାଇବେ।

Kareena kapoor janhvi kapoor disha patani glamorous look
Glamorous Look: ଫ୍ରଣ୍ଟକଟ୍ ଗାଉନ୍‌ରେ ଜଳୁଥିଲେ ଜାହ୍ନଭୀ, କରୀନାଙ୍କ ଉପରେ ସମସ୍ତଙ୍କ ନଜର

ବଲିଉଡ ତାରକାମାନେ ପ୍ରତିଦିନ କିଛି ନ କିଛି ଇଭେଣ୍ଟରେ ନଜର ଆସିଥାନ୍ତି। ମଙ୍ଗଳବାର ବି-ଟାଉନ୍‌ର ଅନେକ ସୁନ୍ଦରୀ ଏକ ଇଭେଣ୍ଟରେ ନଜର ଆସିଥିଲେ। ସମସ୍ତେ ପାପାରାଜିଙ୍କ ନଜରରେ ପଡିଥିଲେ। ସେମାନଙ୍କ ଗ୍ଲାମରସ୍ ଲୁକ୍ ଏବେ ଭାଇରାଲ୍ ହେଉଛି। ଦେଖନ୍ତୁ କିଏ କେଉଁ ଲୁକରେ ନଜର ଆସିଛନ୍ତି।

Kareena kapoor lakme fashion week ramp walk in deep cut blouse
Kareena Kapoor: ଡିପ୍ କଟ୍ ବ୍ଲାଉଜ୍‌ରେ ଛାଇଗଲେ କରୀନା କପୁର

ସୋସିଆଲ ମିଡିଆରେ କରୀନା କପୁର ଛାଇ ଯାଇଛନ୍ତି। ନିକଟରେ ସେ ଲାକ୍‌ମେ ଫ୍ୟାଶନ ସପ୍ତାହରେ ରାମ୍ପ୍ ଚାଲିଥିଲେ। ସେ ତାଙ୍କ ଲୁକ୍‌ର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି।

Deepika padukone and other actresses personal makeup artist
Mickey Contractor: ଦୀପିକା-କରୀନା-ଐଶ୍ୱର୍ଯ୍ୟା-ଆଲିଆଙ୍କୁ ସୁନ୍ଦରୀ କରିବାରେ ଏହି ବ୍ୟକ୍ତିଙ୍କ ହାତ

ବଲିଉଡ୍‌ ଅଭିନେତ୍ରୀଙ୍କ ମେକ୍‌ଅପ୍ ହିଁ ସେମାନଙ୍କ ସୌନ୍ଦର୍ଯ୍ୟର ଅସଲ କାରଣ। ଏହା ପଛରେ ଥାଆନ୍ତି ଅନେକ ବଡ ବଡ ମେକ୍‌ଅପ୍ କଳାକାର। ସେମାନଙ୍କ ମଧ୍ୟରୁ ହେଲେ ଜଣେ ମିକି କଣ୍ଟ୍ରାକ୍ଟର ଏବଂ ସେ ଜଣେ ଉତ୍କୃଷ୍ଟ ମେକଅପ୍ ଆର୍ଟିଷ୍ଟ।

Saif ali khan family tree father mother wife son
Saif Ali Khan Family Tree: ବଲିଉଡ୍‌ରେ ଛାଇ ଯାଇଛନ୍ତି ସୈଫ୍‌ ଅଲି ଖାନଙ୍କ ପରିବାର

ମନ୍‌ସୁର ଅଲି ଖାନ ପଟୌଦୀ ଏବଂ ଶର୍ମିଲା ଟାଗୋରଙ୍କ ବିବାହ ହେଉଛି ପଟୌଦୀ ପରିବାରର ପ୍ରଥମ ହାଇ-ପ୍ରୋଫାଇଲ୍ ବିବାହ। ଏହି ବିବାହ ଏବଂ ଏହା ପରର ସମସ୍ତ ପିଢି ବଲିଉଡରେ ଚର୍ଚ୍ଚା ସାଉଁଟିଛନ୍ତି।

The attacker was hiding in room of actor son jahangir
Saif Ali Khan Attack: ରିଏଲ୍ ଲାଇଫ୍‌ରେ ହିରୋ ସାଜିଲେ ସୈଫ୍; ଚାକରାଣୀକୁ ରକ୍ଷା କରିବା ବେଳେ ଛୁରାମାଡ଼

ସୈଫ୍‌ ଅଲି ଖାନଙ୍କ ଉପରେ ଆକ୍ରମଣ ପରେ ମନୋରଂଜନ ଜଗତ ସରଗରମ ହୋଇଉଠିଛି। ଏବେ ପ୍ରଶ୍ନ ହେଉଛି ଏତେ ବଡ ସୁରକ୍ଷା ଭିତରେ ଆକ୍ରମଣକାରୀ ସୈଫ୍‌ଙ୍କ ଘରେ କିପରି ପ୍ରବେଶ କଲା? ଖାଲି ସେତିକି ନୁହେଁ, ସେ ସୈଫ୍‌ଙ୍କ ବାନ୍ଦ୍ରାସ୍ଥିତ ଘରେ କେଉଁଠାରେ ଲୁଚି ରହିଥିଲା? ବର୍ତ୍ତମାନ ଏହା ସାମ୍ନାକୁ ଆସିଛି।

Saif ali khan pataudi house was taken after father death
Saif Ali Khan: ସୈଫ୍‌ଙ୍କ ପିତୃ ବିୟୋଗ ପରେ ଚାଲିଯାଇଥିଲା ସମ୍ପତ୍ତି; ବହୁ ସଂଗ୍ରାମ କରି ପୁଣି ପାଇଥିଲେ

ସୈଫ୍‌ ଅଲି ଖାନଙ୍କ ବାପାଙ୍କ ମୃତ୍ୟୁ ପରେ ଚାଲିଯାଇଥିଲା ପଟୌଦୀ ହାଉସ୍। ଚଳଚ୍ଚିତ୍ର ଶିଳ୍ପରେ ସଫଳତା ହାସଲ କରିବାକୁ ସେ କଠିନ ପରିଶ୍ରମ କରି ନିଜର ରୋଜଗାର ସହିତ ପୁନର୍ବାର ପଟୌଦୀ ହାଉସ୍ କିଣିଥିଲେ।

Actress kareena kapoor spotted at trailer launch event of singham again
ପାପାରାଜୀଙ୍କ ଦୃଷ୍ଟି ଆକର୍ଷଣ କଲେ କରୀନା କପୁର୍; ଦେଲେ ଦମଦାର ପୋଜ୍

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ନିଜର ଚମତ୍କାର ଷ୍ଟାଇଲ୍ ପାଇଁ ସବୁବେଳେ ଇଣ୍ଟରନେଟରେ ଲାଇମଲାଇଟ୍ ଧରିଥାନ୍ତି। ଅନେକ ସମୟରେ ତାଙ୍କର ଆକର୍ଷଣୀୟ ଏବଂ ଘାତକ ଲୁକ୍ ଇଣ୍ଟରନେଟ୍‌ରେ ଆସିବା ମାତ୍ରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରେ। ବର୍ତ୍ତମାନ, ‘ସିଙ୍ଘମ ଏଗେନ୍‌’ ଟ୍ରେଲର ଲଞ୍ଚ୍‌ ଇଭେଣ୍ଟରେ ଅଭିନେତ୍ରୀ ନଜର ଆସିଥିଲେ। ଏହି ସମୟରେ ତାଙ୍କୁ ବହୁତ ଚମତ୍କାର ରୂପରେ ଦେଖିବାକୁ ମିଳିଥିଲା।

Kareena kapoor look gorgeous in white dress outfit
ସୋସିଆଲ୍ ମିଡିଆରେ କରୀନା ଝଡ; ଦିବାନା ହେଲେ ପ୍ରଶଂସକ

ବଲିଉଡ ଅଭିନେତ୍ରୀ କରୀନା କପୁର ଯେଉଁଆଡେ ଯାଆନ୍ତି, ପାପାରାଜିଙ୍କ ଆଖି ତାଙ୍କ ଉପରେ ଥାଏ। ତାଙ୍କର ଲାଟେଷ୍ଟ୍ ଲୁକ୍ ପ୍ରାୟତଃ ଇଣ୍ଟରନେଟ୍‌କୁ ଆସିବା ମାତ୍ରେ ହଙ୍ଗାମା ସୃଷ୍ଟି କରେ। ବର୍ତ୍ତମାନ, ଅଭିନେତ୍ରୀଙ୍କୁ ପୁଣି ଥରେ ପାପାରାଜି ଫଲୋ କରିଛନ୍ତି ଆଉ ତାଙ୍କୁ ନିଜ କ୍ୟାମେରାରେ କଏଦ କରିଛନ୍ତି।

kareena kapoor suspense murder thriller film the Buckingham murders trailer out
Trailer Out: କରୀନା କପୁରଙ୍କ ମର୍ଡର ମିଷ୍ଟ୍ରୀ ଫିଲ୍ମର ଟ୍ରେଲର୍ ରିଲିଜ୍; ଫିଲ୍ମଟି ସସ୍‌ପେନ୍ସ ଏବଂ ରୋମାଞ୍ଚରେ ପରିପୂର୍ଣ୍ଣ

କରୀନା କପୁରଙ୍କୁ 'ଦ ବକିଙ୍ଗ୍‌ହମ୍ ମର୍ଡର୍ସ'ରେ ଏକ ଦମଦାର୍ ଭୂମିକାରେ ଦେଖିବାକୁ ମିଳିବ। ହଂସଲ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କରୀନା କପୁର ଜଣେ ଗୁପ୍ତଚର ଭୂମିକାରେ ନଜର ଆସିବେ। ଆଜି ଏହାର ଟ୍ରେଲର୍‌ ରିଲିଜ ହେବା ପରେ ପ୍ରଶଂସକଙ୍କ ଉତ୍ସାହ ବଢିଯାଇଛି।

Kareena kapoor said mostly we fight for ac temperature
ବଲିଉଡ୍‌ରେ ବଢୁଛି ଛାଡ଼ପତ୍ର; କରୀନା କହିଲେ ସୈଫ୍ ଓ ମୋ ଭିତରେ ସବୁବେଳେ ଝଗଡ଼ା

ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ବଚ୍ଚନ ପରିବାର ଏବଂ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ମତଭେଦ ହେବାର ଖବର ସାମ୍ନାକୁ ଆସୁଛି। ଏହି ଖବର ମଧ୍ୟରେ ବଲିଉଡ ବେବୋ ବା କରୀନା କପୁର ନିଜର ଏବଂ ସୈଫ୍ ଅଲି ଖାନଙ୍କ ମଧ୍ୟରେ ଝଗଡାକୁ ନେଇ କଥା ଉଠେଇଛନ୍ତି।

Kareena kapoor saif ali khan brutally trolled for kissing
Viral Video: ସର୍ବସାଧାରଣରେ କିସ୍ କଲେ କରୀନା-ସୈଫ୍‌; ଲୋକେ କହିଲେ ଘରେ ସମୟ ନାହିଁ କି…

ବର୍ତ୍ତମାନ ସୈଫ୍‌ ଅଲି ଖାନ ଏବଂ କରୀନା କପୁରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। କ୍ୟାମେରା ସାମ୍ନାରେ ଏହି ଯୋଡି ଏମିତି କିଛି କରିଦେଇଛନ୍ତି ଯେଉଁଥିପାଇଁ ଲୋକେ ତାଙ୍କୁ ଟ୍ରୋଲ୍ କରୁଛନ୍ତି।

Kareena kapoor confirms the news of joining toxic will south debut
'ଟକ୍ସିକ୍'ରେ ୟଶଙ୍କ ସହ କିଏ କରିବେ ରୋମାନ୍ସ; ସାଇ ପଲ୍ଲଭୀ ନା କରୀନା କପୁର…

ଶୁଣିବାକୁ ମିଳୁଛି ଯେ କରୀନା କପୁର, ୟଶଙ୍କ ଆଗାମୀ ଚଳଚ୍ଚିତ୍ର 'ଟକ୍ସିକ୍'ରେ ସାମିଲ ହୋଇପାରନ୍ତି ଏବଂ କନ୍ନଡ ସିନେମାରେ ତାଙ୍କର ଡେବ୍ୟୁ ଆରମ୍ଭ କରିପାରନ୍ତି। ଗତ ବର୍ଷ ଏହି ପ୍ରକଳ୍ପ ଘୋଷଣା ହୋଇଥିଲା ଏବଂ ଡିସେମ୍ବରରେ ଏହାର ଟାଇଟଲ୍ ଉନ୍ମୋଚନ କରିଥିଲେ ୟଶ।

Karisma kapoor reveals how kareena kapoor irritate her in childhood
ସାନ ଭଉଣୀ କରୀନାଙ୍କ ସିକ୍ରେଟ୍ ଖୋଲିଦେଲେ କରିସ୍ମା; କହିଲେ ପିଲାଦିନେ ସେ…

ଏବେ କରିସ୍ମା କପୁର ଖୁବ୍ ଶୀଘ୍ର OTT ମାଧ୍ୟମରେ ଫିଲ୍ମ 'ମର୍ଡର ମୁବାରକ୍'ରେ ନଜର ଆସିବେ। ଆଜିକାଲି କରିସ୍ମା କପୁର ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ସାନ ଭଉଣୀ କରୀନା କପୁରଙ୍କ ବିଷୟରେ ଅନେକ ରୋଚକ କଥାର ଖୁଲାସା କରିଛନ୍ତି।

ajay devgn first look from singham again revealed
‘ସିଙ୍ଘମ୍ ଏଗେନ୍’ରୁ ଆସିଲା ଅଜୟଙ୍କର ଫାଷ୍ଟ୍ ଲୁକ୍; ଦେଖିଲେ ଆପଣ ବି କହିବେ, ୟାଃ…

ବର୍ତ୍ତମାନ ‘ସିଙ୍ଘମ୍ ଏଗେନ୍’ରୁ ଅଜୟ ଦେବଗନ୍‌ଙ୍କ ଲୁକ୍‌ ରିଲିଜ୍ ହୋଇଛି। ଏହାକୁ ଦେଖି ଅଭିନେତାଙ୍କ ପ୍ରଶଂସକ ଏବଂ ‘ସିଙ୍ଘମ୍’ ଫ୍ରାଞ୍ଚାଇଜ୍‌କୁ ପସନ୍ଦ କରୁଥିବା ଦର୍ଶକଙ୍କ ଉତ୍ସାହ ବୃଦ୍ଧି ପାଇବ।

International Yoga Day 2023: The celebreties keep themselves fit with yoga
International Yoga Day 2023: ଯୋଗ ଦିବସରେ ଯୋଗ କଲେ ବଲିଉଡ୍‌ ସୁନ୍ଦରୀ

ଆଜି ସାରା ବିଶ୍ୱ ଯୋଗ ଦିବସ ପାଳନ କରୁଛି। ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମନରେ ଶାନ୍ତି ଖେଳିଯାଏ। ବଲିଉଡ ସୁନ୍ଦରୀମାନେ ମଧ୍ୟ ଏହାକୁ ଆଜିକାଲି ସେମାନଙ୍କ ଦୈନନ୍ଦିନ ଜୀବନରେ ଆପଣେଇ ନେଇଛନ୍ତି। ସେମାନଙ୍କ ସୌନ୍ଦର୍ଯ୍ୟର ଏହା ହେଉଛି ରହସ୍ୟ। ଆସନ୍ତୁ ଜାଣିବା ଏହି ସୁନ୍ଦରୀମାନଙ୍କୁ।

Before marriage Kareena kapoor was not aware of saif ali khan real nam
ବିବାହ ପୂର୍ବରୁ ସୈଫ୍‌ଙ୍କ ବିଷୟରେ ଏହି କଥା ଜାଣି ନଥିଲେ କରୀନା

ବଲିଉଡ୍‌ର ବେବୋ ଏବଂ ଛୋଟେ ନବାବ ହୁଏତ ଏକ ଉପଯୁକ୍ତ ଦମ୍ପତି ହୋଇପାରନ୍ତି, କିନ୍ତୁ ବାସ୍ତବ ଜୀବନରେ ସେମାନେ ପରସ୍ପରଠାରୁ ସମ୍ପୂର୍ଣ୍ଣ ଅଲଗା। ବର୍ଷ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ମଧ୍ୟ ଏମିତି କିଛି କଥା ରହିଗଲା ଯାହା ଦୁହେଁ ପରସ୍ପର ବିଷୟରେ ଜାଣି ନଥିଲେ। ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ।

Why kareena kapoor married to saif ali khan
୧୦ ବର୍ଷ ବଡ ସୈଫ୍‌ଙ୍କୁ କାହିଁକି ବାହାହେଲେ କରୀନା; କହିଲେ କାରଣ

କରୀନାଙ୍କ ଠାରୁ ୧୦ ବର୍ଷ ବଡ ସୈଫ୍‌ ଅଲି ଖାନଙ୍କ ସହ ନିଜ ସମ୍ପର୍କ ଏବଂ ବିବାହର ନିଷ୍ପତ୍ତିକୁ ନେଇ ଖୁଲାସା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ କାହିଁକି ଛାଡପତ୍ର ଦେଇଥିବା ଏବଂ ଦୁଇ ସନ୍ତାନର ପିତା ସୈଫ୍‌ ଅଲି ଖାନଙ୍କୁ ବିବାହ କରିଥିଲେ।

Saif Ali Khan  angry with Kareena for posing for the paparazzi
ପାପାରାଜିଙ୍କୁ ପୋଜ୍‌ ଦେଲେ କରୀନାଙ୍କ ଉପରେ ରାଗୁଛନ୍ତି ସୈଫ୍

କରୀନା କପୁରଙ୍କ ଇଛା ପାପାରାଜିଙ୍କୁ ପୋଜ୍ ଦେବା। କିନ୍ତୁ ତାଙ୍କ ସ୍ୱାମୀ ସୈଫ୍ ଅଲୀ ଖାନଙ୍କୁ ଏହା ପସନ୍ଦ ନୁହେଁ। ସେ ଏନେଇ କରୀନାଙ୍କୁ ବାରଣ କରୁଛନ୍ତି ଆଉ ରାଗୁଛନ୍ତି। ସେ ତାଙ୍କୁ କହୁଛନ୍ତି…

Saif ali khan say photographers come to our bedroom
ଫଟୋଗ୍ରାଫରଙ୍କ ଉପରେ ଚିଡିଲେ ସୈଫ୍‌; କହିଲେ ଆମ ବେଡ୍‌ରୁମ୍‌କୁ ଆସ

ଭାଇରାଲ୍ ହେଉଛି ସୈଫ୍ ଓ କରୀନାଙ୍କ ଭିଡିଓ। ସୈଫ୍‌ଙ୍କ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଫଟୋଗ୍ରାଫରଙ୍କ ଉପରେ ଚିଡିଯାଇଛନ୍ତି ସେ। ଆଉ ଯାହା କହିଛନ୍ତି ଆପଣ ବିଶ୍ୱାସ କରିପାରିବେନି। ଦେଖନ୍ତୁ ଏହି ଭିଡିଓ…

7 bollywood actress most endearing weird nickname
ବଲିଉଡ୍ ନାୟିକାଙ୍କ ଡାକ ନାଁ; କିଏ ଗୁଲୁ ତ କିଏ ଆଲୁ, ପୁଣି କିଏ ପିଗ୍ଗି ଚପ୍

ସାଧାରଣ ଲୋକ ହୁଅନ୍ତୁ କି କୌଣସି ନାମିଦାମି, ସମସ୍ତଙ୍କ ଡାକ ନାଁ ଥାଏ। ଅନେକ ସମୟରେ ସ୍ନେହ ପ୍ରେମରେ ଡକାଯାଉଥିବା ଏହି ନାଁ ମଧ୍ୟ ଖୁବ ଲୋକପ୍ରିୟ ହୋଇଯାଏ। ଗ୍ଲାମର ଦୁନିଆରେ ରାଜ କରୁଥିବା ଏମିତି କିଛି ନାୟିକା ଅଛନ୍ତି ଯେଉଁମାନଙ୍କର ଡାକ ନାଁ ଶୁଣିଲେ ଆପଣ ହସିବାକୁ ବାଧ୍ୟ ହେବେ।

Bollywood Actress who charged more money than male leads in movie
ବଲିଉଡ୍‌ର ଏହି ୭ ନାୟିକାଙ୍କ ଚାର୍ଜ ନାୟକଙ୍କ ଠାରୁ ବି ଅଧିକ

ବଲିଉଡ୍‌ର ସବୁଠୁ ଦାମୀ ଅଭିନେତ୍ରୀଙ୍କ ତାଲିକାରେ ଇଣ୍ଡଷ୍ଟ୍ରିର ଅନେକ ବରିଷ୍ଠ ଅଭିନେତ୍ରୀଙ୍କ ନାମ ରହିଛି। ଏହି ଅଭିନେତ୍ରୀମାନେ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ କୋଟି କୋଟି ଟଙ୍କା ଚାର୍ଜ କରନ୍ତି। ତେବେ ଆସନ୍ତୁ ଆଜି ଇଣ୍ଡଷ୍ଟ୍ରିର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା-

Before deepika padukone Katrina kaif madhuri dixit zeenat aman –flaunt bhagwa colors in films
ଖାଲି ଦୀପିକା ନୁହେଁ ଏମାନେ ବି ଗେରୁଆ ରଙ୍ଗରେ ଦେଇଛନ୍ତି ସେନ୍ସୁଆଲ୍ ଲୁକ୍

'ବେଶରମ୍ ରଙ୍ଗ୍' ଗୀତକୁ ନେଇ ଦୀପିକା ପାଦୁକୋନ ଏବେ ବିବାଦରେ ଅଛନ୍ତି। ସେ ଏହି ଫିଲ୍ମରେ ଗେରୁଆ ରଙ୍ଗର ପୋଷାକ ପିନ୍ଧିଥିବାରୁ ତାଙ୍କୁ ଟାର୍ଗେଟ୍ କରାଯାଉଛି। ତେବେ ଏହି ମାମଲରେ ଦୀପିକା ପ୍ରଥମ ନୁହନ୍ତି। ଏହା ପୂର୍ବରୁ ଅନେକ ଅଭିନେତ୍ରୀ ମଧ୍ୟ ଗେରୁଆ ରଙ୍ଗର ପୋଷାକ ପିନ୍ଧି ପରଦାରେ ସେମାନଙ୍କ ସେନ୍ସୁଆଲ୍ ଷ୍ଟାଇଲ୍ ଦେଇଛନ୍ତି।