• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Javed Akhtar

ଜାଭେଦଙ୍କ ବିବାଦୀୟ ମନ୍ତବ୍ୟ
Javed Akhtar: ମହିଳାଙ୍କ ଦ୍ୱାରା ହେଉଥିବା ହିଂସାକୁ ନିନ୍ଦା କରାଯାଉଛି, ମହିଳା ସାମ୍ନା କରୁଥିବା ନିର୍ଯାତନାକୁ ଅଣଦେଖା ଦେଖାଯାଉଛି: ଜାଭେଦ ଅଖତର

ମହିଳା ଅପରାଧୀମାନଙ୍କୁ ନେଇ ସାରା ଦେଶରେ ବ୍ୟାପିଥିବା ଏହି ଅପରାଧ ଘଟଣାକୁ ନେଇ ଜାଭେଦ ଅଖତର ପ୍ରତିକ୍ରିୟା ଦେଇଛନ୍ତି। ସେ ସମାଜକୁ ଡବଲ ଷ୍ଟାଣ୍ଡାର୍ଡ ବୋଲି କହି ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି।

Javed Akhtar compared alcohol to religion says both are fine
Javed Akhtar : ମଦ ସହ ଧର୍ମକୁ ତୁଳନା କଲେ ଜାଭେଦ ଅଖତର; କହିଲେ ଉଭୟ ସୀମା ଭିତରେ ଠିକ୍

ଜାଭେଦ ଅଖତାର ସମ୍ପ୍ରତି ଆଜି ଏକ ସାକ୍ଷାତକାରରେ ଧର୍ମ ବିଷୟରେ ଏକ ଆଲୋଚନାରେ ଧର୍ମକୁ ମଦ୍ୟପାନ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି ଉଭୟ ସେପର୍ଯ୍ୟନ୍ତ ଠିକ୍ ଯେପର୍ଯ୍ୟନ୍ତ ଏହାକୁ ସୀମିତ ପରିମାଣରେ ସେବନ କରାଯାଏ।

Javed Akhtar disappoints from Virat Kohli retirement
Javed Akhtar: ବିରାଟଙ୍କ ଟେଷ୍ଟ୍‌ କ୍ରିକେଟରୁ ସନ୍ନ୍ୟାସ ପରେ ନିରାଶରେ ଜାଭେଦ ଅଖ୍‌ତର୍; କାନ ଧରି କହିଲେ ଫେରିଆସ

ବିରାଟ କୋହଲିଙ୍କ ଟେଷ୍ଟ୍‌ କ୍ରିକେଟରୁ ସନ୍ନ୍ୟାସ ନିଷ୍ପତ୍ତି ସାରା ବିଶ୍ୱକୁ ଚକିତ କରିଛି। ହିନ୍ଦୀ ସିନେମାର ପ୍ରବୀଣ ଗୀତିକାର ଜାଭେଦ ଅଖତର ବିରାଟ କୋହଲିଙ୍କ ଟେଷ୍ଟ୍‌ ଅବସରକୁ ନେଇ ନିଜର ଅନ୍ତରର ଯନ୍ତ୍ରଣା ପ୍ରକାଶ କରି କ୍ରିକେଟର୍‌ଙ୍କ 'କାନ' ଧରିଛନ୍ତି।

Javed Akhtar reveals black truth of film industry
Javed Akhtar: ସେଲିବ୍ରିଟିମାନେ କଥା କହିବାକୁ ଏଡ଼ାନ୍ତି ନାହିଁ, କିନ୍ତୁ ସେମାନେ ଭୟ କରନ୍ତି; ଜାଭେଦ ଅଖତର

ଜାଭେଦ ଅଖତର ସେ ତାଙ୍କ କଥା ପାଇଁ ଲୋକଙ୍କ ଟାର୍ଗେଟରେ ରୁହନ୍ତି, କିନ୍ତୁ ସେ ସର୍ବଦା ତାଙ୍କର ସ୍ପଷ୍ଟବାଦୀ ଷ୍ଟାଇଲ୍‌ରେ କଥା ହୁଅନ୍ତି। ବର୍ତ୍ତମାନ ସେ କହିଛନ୍ତି ଯେ କାହିଁକି ବଲିଉଡ୍‌ ସେଲିବ୍ରିଟିମାନେ ରାଜନୈତିକ ପ୍ରସଙ୍ଗରେ ନୀରବ ରହିବାକୁ ପସନ୍ଦ କରନ୍ତି।

Javed Akhtar refuse to comment on operation sindoor
Javed Akhtar: ‘ଅପରେସନ୍ ସିନ୍ଦୂର’କୁ ନେଇ ଏମିତି କହିଲେ ଜାଭେଦ ଅଖତର; ଲୋକେ କଲେ ଟାର୍ଗେଟ୍

ଯେତେବେଳେ ଜାଭେଦଙ୍କୁ ଭାରତ-ପାକିସ୍ତାନ ଉତ୍ତେଜନା ଉପରେ ପ୍ରତିକ୍ରିୟା ଦେବାକୁ ପଚରାଗଲା, ସେ ପାପାରାଜୀଙ୍କ ଉପରେ ରାଗିଗଲେ। ସେ କହିଛନ୍ତି ଯେ ସେ ଏ ବିଷୟରେ କିଛି କହିବାକୁ ଚାହାଁନ୍ତି ନାହିଁ। ଏହି ଭିଡିଓକୁ ନେଇ ନେଟିଜେନ୍‌ମାନେ ମଧ୍ୟ ଦୁଇ ଭାଗ ହୋଇଛନ୍ତି।

Javed Akhtar said I have no complaint against the people of pakistan
Javed Akhtar: ପାକିସ୍ତାନ ଲୋକଙ୍କ ପ୍ରତି ମୋର କୌଣସି ଅଭିଯୋଗ ନାହିଁ; ଜାଭେଦ ଅଖତର

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କୁ ଭାରତରେ କାମ କରିବାକୁ ଅନୁମତି ଦେବା ଉପରେ ପ୍ରଶ୍ନ ଉଠିଛି। ସ୍କ୍ରିପ୍ଟ ରାଇଟର୍ ଜାଭେଦ ଅଖତର ପାକିସ୍ତାନୀ କଳାକାରଙ୍କୁ ଆମ ଦେଶରେ କାମ କରିବା ପାଇଁ ଅନୁମତି ଏବଂ ନିଷେଧ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

Javed akhtar reflects on mere pass ma hai dialogue
ଆଜିକାଲି ଲୋକମାନେ ମାଆଙ୍କୁ ଷ୍ଟେରିଓଟା‍ଇପ୍ କରିଦେଇଛନ୍ତି; ଜାଭେଦ୍ ଅଖତର୍

‘ମେରେ ପାସ୍ ମାଆ ହେ’ ସହିତ ସଂଳାପ ତାରକା ଲେଖକ ଜାଭେଦ୍ ଅଖତର କହିଛନ୍ତି ଯେ ମାଆର ଭାବମୂର୍ତ୍ତି ଏପର୍ଯ୍ୟନ୍ତ ପ୍ରାସଙ୍ଗିକ, କିନ୍ତୁ ଏହାର ନାଟକୀୟ ବ୍ୟବହାରକୁ ହତ୍ୟା କରାଯାଇଛି। ଏହିପରି ଚରିତ୍ରଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ସମସାମୟିକ ପ୍ରତିନିଧିତ୍ୱ ଆବଶ୍ୟକ ବୋଲି ସେ କହିଛନ୍ତି।

muslim actor raja ali murad statement before ayodhya ram mandir
ମୁସଲମାନ ଅଭିନେତା କହିଲେ, “ମୁଁ ଆଜି ଯାହା କିଛି ହୋଇଛି ପ୍ରଭୁ ଶ୍ରୀରାମଙ୍କ ପାଇଁ”

ବର୍ତ୍ତମାନ ଭାରତୀୟ ସିନେମା ଅଭିନେତା ରଜା ଅଲି ମୁରାଦ ମଧ୍ୟ ପ୍ରଭୁ ରାମଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ପ୍ରକାଶ କରିଛନ୍ତି। ତାଙ୍କ ନାମ ସହିତ ରାମଙ୍କ ନାମ ଜଡିତ ବୋଲି ସେ କହିଛନ୍ତି।

after animal javed akhtar criticized shah rukh khan film
ଅଭିନେତ୍ରୀମାନଙ୍କୁ କୌଣସି ଦମଦାର ଭୂମିକା ଦିଆଯାଉ ନାହିଁ; ଜାଭେଦ ଅଖତର

ଜାଭେଦ ଅଖତର ଫିଲ୍ମ ନିର୍ମାତାଙ୍କୁ ସମାଲୋଚନା କରି କହିଛନ୍ତି ଯେ ଜଣେ ଶକ୍ତିଶାଳୀ ମହିଳା ପ୍ରକୃତରେ କିପରି ଦେଖାଯାଆନ୍ତି ସେ ବିଷୟରେ ଚଳଚ୍ଚିତ୍ର ନିର୍ମାତାଙ୍କର ସ୍ପଷ୍ଟ ବୁଝାମଣା ନ ଥିବାରୁ ଅଭିନେତ୍ରୀମାନଙ୍କୁ ଅଭିନୟ ପାଇଁ କୌଣସି ଦମଦାର ଭୂମିକା ଦିଆଯାଉ ନାହିଁ।

javed akhtar said there is no point in creating ruckus on ayodhya ram mandir celebration
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ଏହାକୁ ନେଇ ହଙ୍ଗାମା କରିବା ଅର୍ଥହୀନ: ଜାଭେଦ ଅଖତର

ଜାଭେଦ ଅଖତର ନିକଟରେ ମହାରାଷ୍ଟ୍ରର ଔରଙ୍ଗାବାଦରେ ଆୟୋଜିତ ଅଜନ୍ତା-ଏଲୋରା ଫେଷ୍ଟିଭାଲକୁ ଆସିଥିଲେ ଏବଂ ଏହି ସମୟରେ ସେ ଶ୍ରୀରାମ ମନ୍ଦିର ଉପରେ ନିଜର ମତ ରଖିଛନ୍ତି। ଅଯୋଧ୍ୟା ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

javed akhtar says rama and sita cultural heritage of india
ରାମ ଏବଂ ସୀତା କେବଳ ହିନ୍ଦୁ ଦେବଦେବୀ ନୁହଁନ୍ତି ବରଂ ଭାରତର ସାଂସ୍କୃତିକ ଐତିହ୍ୟ: ଜାଭେଦ ଅଖତର

ଗୀତିକାର ଜାଭେଦ ଅଖତର ତାଙ୍କ ବିବୃତ୍ତି ପାଇଁ ଏବେ ଖୁବ୍ ଚର୍ଚ୍ଚାରେ। ଯେତେବେଳେ ବି ସେ କୌଣସି ପ୍ରସଙ୍ଗକୁ ନେଇ ମୁହଁ ଖୋଲନ୍ତି ତେବେ ନିଜର ମତକୁ ଖୋଲାଖୋଲି ଭାବେ ପ୍ରକାଶ କରନ୍ତି। ନିକଟରେ ଗୀତିକାର ପ୍ରଭୁ ରାମ ଏବଂ ମାତା ସୀତାଙ୍କ ବିଷୟରେ ନିଜର ମତ ପ୍ରକାଶ କରିଛନ୍ତି, ଯାହା ଏବେ ଆଲୋଚନାର ବିଷୟ ହୋଇଛି।

Kangana Ranaut
କଙ୍ଗନାଙ୍କୁ ଝଟ୍‌କା, ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ

ବଲିଉଡ୍ ଅଭିନେତ୍ରୀ ତଥା ପଙ୍ଗା କ୍ୱିନ୍ କଙ୍ଗନା ରଣୱତଙ୍କୁ ଝଟ୍‌କା। ଗୀତିକାର ଜାଭେଦ ଅଖତର୍‌ଙ୍କ ଦ୍ୱାରା ଦାୟର କରାଯାଇଥିବା ଅପରାଧିକ ମାନହାନୀ ମାମଲାକୁ ରଦ୍ଦ କରିବା ଲାଗି କଙ୍ଗନା କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଛନ୍ତି।

Javed Akhtar
ସଂଗୀତକୁ ନେଇ କ୍ଷୋଭ ପ୍ରକାଶ କଲେ ଜାଭେଦ୍ ଅଖତର

ପ୍ରବୀଣ ଗୀତିକାର ତଥା ସ୍କ୍ରିନ୍ ରାଇଟର୍ ଜାଭେଦ୍ ଅଖତର ଆଜିର ଚଳଚ୍ଚିତ୍ର ସଂଗୀତକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଅନୁଭବ କରିଛନ୍ତି ଯେ ବର୍ତ୍ତମାନର ଯୁଗର ଚଳଚ୍ଚିତ୍ର ନିର୍ମାତାମାନେ କାହାଣୀକୁ ବଢାଇବା ପାଇଁ ନିଜ ଚଳଚ୍ଚିତ୍ରରେ ଗୀତ ବ୍ୟବହାର କରୁ ନାହାନ୍ତି। ସେମାନେ କେବଳ ଅଧିକ ଟକା ରୋଜଗାର କରିବା ନେଇ ସିନେମାରେ ଗୀତର ବ୍ୟବହାର କରିଥାନ୍ତି।

javed
କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ସପକ୍ଷରେ ଜାଭେଦ ଅଖତର

In strongest possible words I condemn those regressive and reactionary organisations who are threatening Sona Mahapatra for making a music video of a Amir Khusrau ‘ Geet . These mullas should know that Amir Khusrau belongs to every Indian . He is not your property . — Javed Akhtar (@Javedakhtarjadu) 1 May 2018