Tag: Jammu Kashmir

Jammu: Another Temple Vandalised In Doda District, Idol Desecrated; FIR Registered
ଶ୍ରଦ୍ଧାଳୁଙ୍କ ଭାବନାକୁ ଆଘାତ: ଜମ୍ମୁରେ ପୁଣି ଭାଙ୍ଗିଲେ ଶିବ ମୂର୍ତ୍ତି

ଜମ୍ମୁରେ ଭାଙ୍ଗିଲା ଶିବ ମୂର୍ତ୍ତି । ତାତିଲେ ଲୋକେ...

J&K: 2 LeT Terrorists Apprehended By Villagers In Tuksan
ସାହସୀର ପରିଚୟ ଦେଲେ ଜାମ୍ମୁକାଶ୍ମୀର ବାସିନ୍ଦା; ଖାଲି ହାତରେ ଆତଙ୍କବାଦୀଙ୍କୁ ଧରିଲେ

ଖାଲି ହାତରେ ଆତଙ୍କବାଦୀଙ୍କୁ ଧରି ସାହସୀର ପରିଚୟ ଦେଲେ ଜାମ୍ମୁକାଶ୍ମୀରର ତୁକସାନ୍ ବାସିନ୍ଦା...

J&K: Terrorist killed in overnight encounter in Pulwama
ସୁରକ୍ଷାକର୍ମୀଙ୍କ ଗୁଳିରେ କୁଲଗାମ ବ୍ୟାଙ୍କ ମ୍ୟାନେଜର ହତ୍ୟାକାରୀ ମୃତ

ଜମ୍ମୁ କଶ୍ମୀରରେ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ବ୍ୟାଙ୍କ ମ୍ୟାନେଜରକୁ ହତ୍ୟା କରିଥିବା ଆତଙ୍କବାଦୀକୁ ଗୁଳି କରିଛନ୍ତି ସୁରକ୍ଷାକର୍ମୀ ।

Kavinder Gupta
କାଶ୍ମୀରରେ ଟାର୍ଗେଟ କିଲିଂକୁ ନେଇ ବର୍ଷିଲା ବିଜେପି

ଜାମ୍ମୁ ଓ କାଶ୍ମୀରରେ ବର୍ତ୍ତମାନ ଯେଉଁ ସ୍ଥିତି ମୁଣ୍ଡ ଟେକି ସୁରକ୍ଷା ଏବଂ ଭ୍ୟାଲି ବାସିନ୍ଦାଙ୍କ ପ୍ରତି ବିପଦ ବଢ଼ାଇଛି

Terrorist Attack
କାଶ୍ମୀର ଘାଟିରେ ରକ୍ତର ହୋଲି ଖେଳୁଛନ୍ତି ଆତଙ୍କୀ; ବ୍ୟାଙ୍କ ମ୍ୟାନେଜରଙ୍କ ପରେ ଏବେ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ପୁଣିଥରେ ଅଶାନ୍ତ ହୋଇ ଉଠିଛି ଜମ୍ମୁ-କଶ୍ମୀର। ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ ଯୋଗୁ ପୂରା ଉପତ୍ୟକାରେ ସୃଷ୍ଟି ହୋଇଛି ଭୟର ବାତାବରଣ। ବିଶେଷ କରି କୁଲଗାମରେ ଜଣଙ୍କ ପରେ ଜଣେ ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ।

Terrorists shot dead a teacher in Kulgam today
ଆତଙ୍କବାଦୀଙ୍କ ଟାର୍ଗେଟରେ ହିନ୍ଦୁ; ଦିନ ଦ୍ୱିପ୍ରହରରେ ସ୍କୁଲରେ ପଶି ମହିଳା ଶିକ୍ଷୟିତ୍ରୀଙ୍କୁ ଗୁଳି ମାଡ଼

ଦିନ ଦ୍ୱିପ୍ରହରରେ ସ୍କୁଲ ଭିତରକୁ ପଶି ମହିଳା ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ ।

J&K: Terrorist killed in overnight encounter in Pulwama
ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଣି ୨ ଆତଙ୍କବାଦୀ ନିପାତ

ଜମ୍ମୁ ଓ କାଶ୍ମୀର ପୁଲଓ୍ବାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା...

Amreen Bhat
କଶ୍ମୀରରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ଟିଭି କଳାକାର ଆମରିନ୍ ଭଟ୍ଟ ନିହତ

ଜମ୍ମୁ କଶ୍ମୀରରେ ନରସଂହାର ଜାରି ରଖିଛନ୍ତି ଆତଙ୍କବାଦୀ। ଜଣେ ୩୫ ବର୍ଷୀୟ ଜଣାଶୁଣା ଟିକଟକ ଷ୍ଟାର ଆଜି ଆତଙ୍କବାଦୀ ଗୁଳିରେ ନିହତ ହୋଛନ୍ତି। ହତ୍ୟାର ଶିକାର ହୋଇଥିବା ଯୁବତୀ ଜଣକ ହେଛନ୍ତି ଜମ୍ମୁ ଏବଂ କଶ୍ମୀରିର ବୁଡଗାମ ଜିଲ୍ଲାର। ସେହିପରି ସମ୍ପୃକ୍ତ ମହିଳାଙ୍କ ୧୦ ବର୍ଷର ପୁତୁରା ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି ।

Terrorist Attack
ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ସୁରକ୍ଷାକର୍ମୀଙ୍କ ପରିବାର ! ପୋଲିସ ଯବାନ ସହିଦ, ଝିଅ ଗୁରୁତର

ଗୁଳିମାଡ଼ ପରେ ସୈଫୁଲ ଓ ତାଙ୍କ ଝିଅଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ୭ ବର୍ଷୀୟ ଝିଅର ଡାହାଣ ହାତରେ ଗୁଳି ବାଜିଛି ।

J&K: Terrorists shoot Kashmiri Pandit clerk Rahul Bhat at Chadoora Tehsildar's office
ଆତଙ୍କବାଦୀଙ୍କ ବର୍ବରକାଣ୍ଡ; ଜମ୍ମୁକାଶ୍ମୀରର ପଣ୍ଡିତକୁ ଗୁଳି କରି ହତ୍ୟା କଲେ

ପୁଣି ଜମ୍ମୁକାଶ୍ମୀରର ପଣ୍ଡିତକୁ ଟାର୍ଗେଟ୍ କଲେ ଆତଙ୍କବାଦୀ । ଜମ୍ମୁକାଶ୍ମୀରର ଏକ ପଣ୍ଡିତକୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି ।

Terrorist killed in encounter
କଶ୍ମୀରରେ ୩ ହିଜବୁଲ ଆତଙ୍କୀ ନିପାତ; ଅମରନାଥ ଯାତ୍ରାକୁ କରିଥିଲେ ଟାର୍ଗେଟ୍‌

ଜମ୍ମୁ କଶ୍ମୀର ପୁଲିସକୁ ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଗଡିଲା ତିନି ଆତଙ୍କୀଙ୍କ ମୁଣ୍ଡ। ଜମ୍ମୁକଶ୍ମୀରର ପହଲଗାମରେ ସୁରକ୍ଷାକର୍ମୀମାନେ ତିନି ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଛନ୍ତି।

Pm narendra modi jammu and Kashmir visit today
ଆଜି ମୋଦିଙ୍କ ଜମ୍ମୁ କାଶ୍ମୀର ଗସ୍ତ; ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଜି ଜମ୍ମୁ କାଶ୍ମୀର ଗସ୍ତ । ଜମ୍ମୁ କାଶ୍ମୀରରୁ ୩୭୦ ଧାରା ହଟିବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କାଶ୍ମୀର ଗସ୍ତ । ମୋଦି ବିଭିନ୍ନ ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିବେ ।

Terrorist Attack
କାଶ୍ନୀର ପଣ୍ତିତଙ୍କୁ ଟାର୍ଗେଟ୍‌ କଲେ ଆତଙ୍କବାଦୀ; ୨୪ ଘଣ୍ଟାରେ ୪ ଥର ହମଲା

ଗତ ୨୪ ଘଣ୍ଟା ମଧ୍ୟରେ ଶ୍ରୀନଗରରେ ଆତଙ୍କବାଦୀଙ୍କ ଗୁଳିରେ ୭ ଜଣ ଶିକାର ହୋଇଛନ୍ତି । କାଶ୍ମୀର ପଣ୍ତିତଙ୍କ ଉପରେ ଆତଙ୍କୀ ହମଲା । ଦକ୍ଷିଣ କଶ୍ମୀର ସୋପିଆନ୍‌ ଉପତ୍ୟାକାର ଛୋଟୋଗାମ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

terrorist attack
ଶ୍ରୀନଗର ଆତଙ୍କୀ ଆକ୍ରମଣରେ ଜଣେ ସିଆରପିଏଫ ଯବାନ ସହିଦ

କାଶ୍ମୀରରେ ଥମିବାକୁ ନାଁ ଧରୁନି ଆତଙ୍କବାଦୀଙ୍କ ଆକ୍ରମଣ । ସୋମବାର ଶ୍ରୀନଗରର ଲାଲଚୌକରେ କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ) ଉପରେ ଆକ୍ରମଣ କରିଛିନ୍ତି ଆତଙ୍କବାଦୀ।

0 Terrorists Planning To Enter Jammu
ଜାମ୍ମୁରେ ନରସଂହାର କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଆତଙ୍କବାଦୀ !!

ଗୁଇନ୍ଦା ରିପୋର୍ଟ ଅନୁସାରେ, ପ୍ରଥମେ ସୀମାରେ କାର୍ଯ୍ୟରତ ଯବାନଙ୍କୁ ଟାର୍ଗେଟ୍‌ କରି ଭାରତରେ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି ଆତଙ୍କୀ। ଏଠାରେ କହିରଖୁଛୁ କି ବର୍ତ୍ତମାନ ଜାମ୍ମୁରେ ପାଣିପାଗ ଭଲ ଥିବାରୁ ମୌକା ଅପେକ୍ଷାରେ ରହିଛନ୍ତି ଆତଙ୍କୀ।

Journalist-Turned-Terrorist Among Two Killed in Encounter in Srinagar's Rainawari: Police
ସାମ୍ବାଦିକତାରୁ ହୋଇଥିଲେ ଆତଙ୍କବାଦୀ; ଏନ୍‌କାଉଣ୍ଟରରେ ଚାଲିଗଲା ପ୍ରାଣ

କାଶ୍ମୀରର ଶ୍ରୀନଗର ଜିଲ୍ଲାର ରାଇନାୱାରୀ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଲଶ୍କର-ଇ-ତାଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ପ୍ରଥମେ ଏକ ସାମ୍ବାଦିକ ଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Jammu Kashmir Terrorism act
କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତାଙ୍କ ନାଁରେ ଚାର୍ଜ ଫ୍ରେମ୍

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ମାମଲାରେ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତାଙ୍କ ନାଁରେ ଚାର୍ଜ ଫ୍ରେମ୍ କରାଯିବ ।

Jammu-Kashmir Encounter
ଆତଙ୍କବାଦୀ ବିରୋଧୀ ଅଭିଯାନକୁ ବଡ଼ ସଫଳତା, ୪ ଆତଙ୍କୀ ନିପାତ

ଜମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ଏନକାଉଣ୍ଟର ୪ ଆତଙ୍କବାଦୀ ନିପାତ ହୋଇଛନ୍ତି । ପୁଲୱାମାରେ ଗୁଳିବିନିମୟରେ ୨ଜଣ ଜୈସ ଏ ମହମ୍ମଦର ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେହିପରି ଗାନ୍ଦରୱାଲାରେ ଲସ୍କରର ଜଣେ ଆତଙ୍କବାଦୀ, ଓ ହନ୍ଦୱାଡାରେ ମଧ୍ୟ ଲସ୍କରର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନର ନାଗିରକ ଥିବା ସୂଚନା ମିଳିଛି ।

Udhampur Blast
ଜମ୍ମୁ କାଶ୍ମୀର ଉଧମପୁରରେ ବିସ୍ଫୋରଣ; ୧୪ ଆହାତ

ଜମ୍ମୁ-କଶ୍ମୀର ଉଧମପୁର ସଲାଥିଆ ଛକରେ ଏକ ବଡ ଧରଣରେ ବିସ୍ଫୋରଣ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଓ ବମ୍ ଡିସପୋଜାଲ୍ ସ୍କ୍ୱାଡ ଏବଂ ଫୋରେନ୍ସିକ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୂରା ମାମଲାର ଛାନଭିନ କରିଛନ୍ତି ।

Terrorist Killed, Jammu Kashmir
ଲସ୍କର ସ୍ଲିପର ସେଲ୍ ପାଇଁ କାମ କରୁଥିବା ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର

ପାକିସ୍ତାର ସକ୍ରିୟ ସ୍ଲିପର ସେଲ୍ ଲସ୍କ୍ର୍-ଇ ତାଏବା ପାଇଁ କାମ କରୁଥିବା ଦୁଇ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଏନକାଉଣ୍ଟର କରିଥିବାର ସୂଚନା ମିଳିଛି । ଗତ କିଛି ମାସ ମଧ୍ୟରେ ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ।

Terrorist Killed
ଜମ୍ମୁ କାଶ୍ମୀରରେ ଲଗାତାର ଏନକାଉଣ୍ଟର: ୩ ଆତଙ୍କୀ ନିହତ

କାଶ୍ମୀରରେ କମୁଛି ଆତଙ୍କୀବାଦୀଙ୍କ ସଂଖ୍ୟା । ସେନାର ଲଗାତାର ଅପରେସନ୍ ପରେ ନିପାତ ହେବାକୁ ଲାଗିଲେଣି ଆତଙ୍କୀ ସଂଗଠନ । ତେବେ ଗତକାଲି ମଧ୍ୟ ଆତଙ୍କବାଦୀଙ୍କ ବିରୁଦ୍ଧରେ ବଡ ଆକ୍ସନ ନେଇଛନ୍ତି ସୁରକ୍ଷାକର୍ମୀ । ଗୁରୁବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ତିନି ଆତଙ୍କୀଙ୍କୁ ନିହତ କରିଛନ୍ତି ।

Jammu Kashmir
ନିପାତ ହେଲେଣି ଆତଙ୍କବାଦୀ; ସଂଖ୍ୟା ୧୦୦ ତଳକୁ ଖସିଲାଣି

କାଶ୍ମୀରରେ କମୁଛି ଆତଙ୍କୀବାଦୀଙ୍କ ସଂଖ୍ୟା । ସେନାର ଲଗାତାର ଅପରେସନ୍ ପରେ ନିପାତ ହେବାକୁ ଲାଗିଲେଣି ଆତଙ୍କୀ ସଂଗଠନ । ପରିସ୍ଥିତି ଏପରି ହୋଇଛି କି ଏବେ ମାତ୍ର ଉପତ୍ୟକାରେ ରହିଛନ୍ତି ଶହେରୁ କମ୍ ଆତଙ୍କବାଦୀ । ଆଜି ପ୍ରେସମିଟରେ କାଶ୍ମୀର ଆଇଜି ବିଜୟ କୁମାର ଏହି ସୂଚନା ଦେଇଛନ୍ତି ।

India-Pakistan Match
ମହଙ୍ଗା ପଡ଼ିଲା ପାକିସ୍ତାନ ପ୍ରେମ, ପାକ୍‌କୁ ସମର୍ଥନ କରି କଲେଜ୍‌ରୁ ତଡା ଖାଇଲେ ଛାତ୍ର

ମ୍ୟାଚ ସରିଲା କିନ୍ତୁ ସରୁନି ବିବାଦ। ଭାରତ-ପାକିସ୍ତାନ ମଧ୍ୟରେ ଗତ ରବିବାର ଦିନ ହୋଇଥିବା ଟି-୨୦ ମ୍ୟାଚ୍‌ରେ ପରାଜୟ ସ୍ୱୀକାର କରିଛି ଭାରତ। ଯାହାକୁ ନେଇ କ୍ରିକେଟ୍‌ ପ୍ରେମୀ ମାନେ ବେଶ୍‌ ନିରାଶ ହୋଇଥିଲେ। ହେଲେ ପାକିସ୍ତାନ ବିଜୟୀ ହେବାରୁ ଜାମ୍ମୁର ଜଣେ ଛାତ୍ର ଖୁସି ମନାଇଥିଲେ। ଯେଉଁଥି ପାଇଁ ତାଙ୍କୁ କଲେଜ୍‌ରୁ ବହିଷ୍କାର କରାଯାଇଥିବା ନେଇ ସୂଚନା ମିଳିଛି

Terrorist Attack
ଆତଙ୍କବାଦୀଙ୍କ ଟାର୍ଗେଟରେ ସୁରକ୍ଷାକର୍ମୀ; ବଳି ପଡିଲେ ସାଧାରଣ ନାଗରିକ

ଜମ୍ମୁ କଶ୍ମୀରରେ ଥମୁନି ଆତଙ୍କୀ ଆକ୍ରମଣ । ସୁରକ୍ଷାକର୍ମୀଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ଜମ୍ମୁ କଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ । ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡିକୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିବାର ସୂଚନା ମିଳିଛି । ଏହି ଆକ୍ରମଣରେ ୬ ଜଣ ସାଧାରଣ ନାଗରିକ ଆହତ ହୋଇଥିବାର ଖବର ମିଳିଛି ।

Jammu Kashmir
ଅଣ-କାଶ୍ମୀରୀଙ୍କ ପାଇଁ ବଢ଼ୁଛି ବିପଦ, ସେନା ଶିବିର କିମ୍ବା ସୁରକ୍ଷିତ ସ୍ଥାନକୁ ହେବେ ସ୍ଥାନାନ୍ତର

କାଶ୍ମୀରରେ ରହୁଥିବା ବାହାରର ଶ୍ରମିକଙ୍କୁ ସେନା କିମ୍ବା ପୋଲିସ ସୁରକ୍ଷାରେ ଥିବା ଶିବିରକୁ ସ୍ଥାନାନ୍ତର କରାଯିବ । ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ଜାମ୍ମୁ ଓ କାଶ୍ମୀର ପୋଲିସ ମୁଖ୍ୟ ବିଜୟ କୁମାର କହିଛନ୍ତି ।