• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jammu Kashmir

cloudbrust
Kishtwar cloudburst:ଦେବୀ ଦର୍ଶନ ପାଇଁ ଯାଇ ଆଉ ଫେରିଲେନି, ବାଦଲଫଟା ବର୍ଷାରେ ହଜିଗଲେ ସ୍ତ୍ରୀ ଆଉ ଶାଶୁ

ରାକ୍ଷୀ ପାଇଁ ଘରକୁ ଆସିଥିଲେ। ଭାଇ ହାତରେ ରାକ୍ଷୀ ବାନ୍ଧି ବେଶ ଖୁସିରେ ଥିଲେ। ଆଉ କିଛି ଦିନ ପରେ ଘରକୁ ଫେରିଥାନ୍ତେ। ଆଉ ସ୍ତ୍ରୀର ଫେରିବା ବାଟକୁ ଅନାଇ ବସିଥିଲେ ସ୍ୱାମୀ। ଦିନ ଗଡିଗଲା କିନ୍ତୁ ସେ ଆସିଲେନି। ଖବର ଆସିଲା ସେ ନିଖୋଜ। ମନ୍ଦିର ଦର୍ଶନ ପାଇଁ ଯାଇଥିଲେ ସମସ୍ତେ ଫେରିଲେ ହେଲେ ସ୍ତ୍ରୀ ଆଉ ଶାଶୁ ଫେରିଲେନି।

Cloud burst
Cloudburst Hits Kathua: ଜାମ୍ମୁ ଓ କାଶ୍ମୀରରେ ପୁଣି ପ୍ରକୃତିର ତାଣ୍ଡବ, ବାଦଲଫଟା ବର୍ଷାରେ ୪ ମୃତ

ଜାମ୍ମୁ ଓ କାଶ୍ମୀରର କାଠୁଆରେ ବାଦଲ ଫଟା ବର୍ଷା ହେବା ଯୋଗୁଁ ହଠାତ୍ ପାଣି ମାଡି ଆସିଲା। ଯାହା ଫଳରେ ୪ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।

omar abdullah
Cloudburst: ଯଦି ଜୀବିତ ନାହାନ୍ତି ତେବେ ଲାସ୍ ହିଁ ଫେରାଇ ଦିଅନ୍ତୁ... ଏମିତି କହି ମୁଖ୍ୟମନ୍ତ୍ରୀଙ୍କୁ ଝାଡିଦେଲେ

ଜଣେ ପୀଡ଼ିତ ବ୍ୟକ୍ତି କହିଲେ, ଆମେ ତିନି ଦିନ ଧରି ଅପେକ୍ଷା କରୁଛୁ। ଦୟାକରି ଆମ ପରିଜନଙ୍କ ଶବ ଆମକୁ ଦିଅନ୍ତୁ। ପ୍ରତ୍ୟେକ ନେତା ଏଠାକୁ ଆସି ଫଟୋ ଉଠାଇବା ପାଇଁ କାମ ଅଟକାଇ ଦେଉଛନ୍ତି।

Kishtwar-Cloudburst
କାଶ୍ମୀରରେ ପ୍ରଳୟ ମାଟି ତଳୁ ଚିତ୍କାର

ଜମ୍ମୁ-କାଶ୍ମୀରରେ ହାହାକାର। ଫାଟିଲା ବାଦଲ ରଚିଲା ତାଣ୍ଡବ। ଶୁଭୁଛି ଚିତ୍କାର, ମାଟିତଳୁ ବାହାରୁଛି ଶବ। ଦେଖନ୍ତୁ ଏହି ରିପୋର୍ଟ..

cloudburst in Kishtwar
Cloudburst in Kishtwar: ଜମ୍ମୁ କାଶ୍ମୀରରେ ଫ୍ଲାସଫ୍ଲଡ୍ ପରେ ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର...

ଚାରି ଆଡ଼େ ଖାଲି ବିଭୀଷିକା ଆଉ ହାହାକାର । ଜମ୍ମୁ କାଶ୍ମୀରର କିସ୍ତୱାରରେ ଗତକାଲି ହଠାତ ବାଦଲଫଟା ବର୍ଷା ପରେ ମାଡ଼ି ଆସିଥିଲା ଫ୍ଲାସ୍ ଫ୍ଲଡ୍ ।

A Kishtwar resident: “Never saw such tragedy… everyone vanished before my eyes—I was left alone”
‘ଆଖି ଆଗରେ ଭାସିଗଲେ ଆଉ କେହି ନାହାନ୍ତି’

'ମୋ ଜୀବନରେ ଏମିତିକା ଘଟଣା କେବେ ଦେଖିନି...ଏ କେମିତି ହେଲା କିଛି ଜଣାପଡ଼ୁନି। ଆଖି ଆଗରେ ସମସ୍ତେ ଭାସିଗଲେ, ...ଆମେ କେତେ ଜଣ କାନ୍ଦିବା ପାଇଁ ରହିଯାଇଛୁ ଆଉ କେହି ନାହାନ୍ତି।' - କିସ୍ତୱାର ବାସିନ୍ଦା

jammu kasmir
Operation Akhal:ଜମ୍ମୁକାଶ୍ମୀରରେ ଜଣେ ଆତଙ୍କବାଦୀ ନିପାତ, ଦୁଇ ଯବାନ ସହିଦ, ୧୦ ଗୁରୁତର

ଜମ୍ମୁ-କଶ୍ମୀରର ଅଖଲ ଜଙ୍ଗଲରେ ଗତ ୯ ଦିନ ଧରି ଏନକାଉଣ୍ଟର ଚାଲିଛି। ୧ ଅଗଷ୍ଟ ୨୦୨୫ରୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ଭାରତୀୟ ସେନାର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେନା ଗୁଇନ୍ଦା ସୂଚନା ଆଧାରରେ ଅଖଲର ଜଙ୍ଗଲରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।

CRPF
CRPF Jawans Killed: ଘାଇକୁ ଓଲଟିଲା ଗାଡ଼ି: ୩ CRPF ଯବାନ ମୃତ, ୧୬ ଆହତ

ଉଧମପୁର ଜିଲ୍ଲାରେ ବସନ୍ତଗଡ଼-କାଣ୍ଡଭା ରାସ୍ତାରେ ଘାଇକୁ ଏକ ଯବାନଙ୍କ ଗାଡି ଖସି ପଡିଥିବା ବେଳେ ୩ CRPF ଯବାନଙ୍କ ମୃତ୍ୟୁ ହୋଇଛି ଏବଂ ୧୬ ଜଣ ଆହତ ହୋଇଛନ୍ତି।

Terrorists
Terrorists Killed: ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ପାକ୍ ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷାବାହିନୀ

ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା (LoC) ନିକଟରେ ପାକିସ୍ତାନୀ ଆତଙ୍କବାଦୀ ଭାରତ ସୀମାକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଏନକାଣ୍ଟରରେ ସେମାନେ ନିପାତ ହୋଇଛନ୍ତି।

Operation Mahadev
Operation Mahadev: ଅପରେସନ ମହାଦେବ; ସୁରକ୍ଷାବାହିନୀକୁ ବଡ ସଫଳତା, ୩ ଆତଙ୍କୀ ନିପାତ

ଶ୍ରୀନଗରର ଦଚିଗାମ ଜାତୀୟ ଉଦ୍ୟାନ ନିକଟରେ ଭାରତୀୟ ସୁରକ୍ଷା ବାହିନୀର ମିଳିତ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିପାତ ହୋଇଛନ୍ତି। ଆତଙ୍କବାଦୀଙ୍କ ଆଡ୍ଡାରୁ ଅନେକ ଗ୍ରେନେଡ୍ ଏବଂ ରାସନ୍ ସାମଗ୍ରୀ ଜବତ କରାଯାଇଛି।

Jawan Died
Accidental Firing: ନିଜ ବନ୍ଧୁକରୁ ଗୁଳି ଫୁଟି ଯବାନଙ୍କ ମୃତ୍ୟୁ

ନିଜ ବନ୍ଧୁକରୁ ଫୁଟିଲା ଗୁଳି । ଚାଲିଗଲା ଯବାନଙ୍କ ଜୀବନ । ଜମ୍ମୁକାଶ୍ମୀରରେ ଯବାନ ଜଣକ ଡ୍ୟୁଟିରେ ଥିବାବେଳେ ଏପରି ଅଘଟଣ ଘଟିଛି । ସେ ୫୪ ରାଷ୍ଟ୍ରୀୟ ରାଇଫଲ୍ସରେ କାମ କରୁଥିଲେ । 

Amarnath Yatra
Amarnath Yatra: ଆରମ୍ଭ ହେଲା ଅମରନାଥ ଯାତ୍ରା; ‘ହରହର ମହାଦେବ’ ଓ ‘ବମ୍ ବମ୍ ଭୋଲେ’ ନାରାରେ କମ୍ପିଲା ପରିବେଶ

ଆଜିଠୁ ଜମ୍ମୁ ବେସ୍ କ୍ୟାମ୍ପରେ ପୂଜାର୍ଚ୍ଚନା ପରେ ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଦ୍ବାରା ଅମରନାଥ ଯାତ୍ରାର ଶୁଭାରମ୍ଭ ହୋଇଛି ।

pahalgam
Pahalgam Attack: ପହଲଗାମ ଆକ୍ରମଣର ବଡ ଖୁଲାସା, ଭୁଲ ସ୍କେଚ ଦେଇଥିଲା ଜମ୍ମୁ କାଶ୍ମୀର ପୋଲିସ

୨୨ରେ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ତିନି ଜଣ ଆତଙ୍କବାଦୀ ପାକିସ୍ତାନୀ ନାଗରିକ ଏବଂ ଲସ୍କର-ଏ-ତୋଇବା ସହିତ ଜଡିତ ବୋଲି ଜାଣିବାକୁ ପାଇଛି NIA ।

Chenab Bridge
Chenab Bridge: ଏଇଥି ପାଇଁ ସ୍ୱତନ୍ତ୍ର ଚେନାବ୍ ବ୍ରିଜ, ଚମକାଇ ଦେଇଛି ସାରା ବିଶ୍ୱକୁ

ଜମ୍ମୁ-କଶ୍ମୀର ରିୟାସି ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମିତ ଏହି ବ୍ରିଜର ଉଚ୍ଚତା ୩୫୯ ମିଟର ଓ ଲମ୍ବ ୧.୩୧୫ କିଲୋମିଟର। ଏହା ହେଉଛି ଏକ ଷ୍ଟିଲ୍ ଆର୍କ ଡିଜାଇନ୍ । ଏଥିରେ ଷ୍ଟ୍ରକଚରାଲ୍ ଷ୍ଟିଲ ଡିଜାଇନକୁ ଏପରି କରାଯାଇଛି, ଏହା ମାଇନସ୍ ୧୦ ଓ ୪୦ ଡିଗ୍ରୀ ସେଲସିଅସ ମଧ୍ୟରେ ତାପମାତ୍ରା ସହ୍ୟ କରିପାରିବ ।

ଲୋକାର୍ପିତ ହେବ ବିଶ୍ୱର ସର୍ବୋଚ୍ଚ ବ୍ରିଜ୍
ଲୋକାର୍ପିତ ହେବ ବିଶ୍ୱର ସର୍ବୋଚ୍ଚ ବ୍ରିଜ୍

ଆସନ୍ତା ୬ ତାରିଖରେ ଚେନାବ ବ୍ରିଜର ଲୋକାର୍ପଣ । ବିଶ୍ୱର ସର୍ବୋଚ୍ଚ ବ୍ରିଜର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି । ଜମ୍ମୁ-କଶ୍ମୀର ରିୟାସି ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମିତ ଏହି ବ୍ରିଜର ଉଚ୍ଚତା ରହିଛି ୩୫୯ ମିଟର ଓ ଲମ୍ବ ୧.୩ କିଲୋମିଟର ।

Huma Qureshi
Huma Qureshi at Indo-Pak Border: ଭାରତ-ପାକ୍ ସୀମାରେ ହୁମା କୁରେଶି; ବଢାଇଲେ BSF ଯବାନଙ୍କ ମନୋବଳ

ଭାରତ ପାକିସ୍ତାନ ସୀମା ନିକଟବର୍ତ୍ତୀ ଜମ୍ମୁ ଗସ୍ତ କରି ଅକ୍ଟ୍ରୋଇ ପୋଷ୍ଟରେ ଆୟୋଜିତ ହୋଇଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ମହିଳା BSF ଯବାନଙ୍କୁ ଭେଟି ସେମାନଙ୍କ ମନୋବଳ ବଢାଇଛନ୍ତି । ସେନା ଯବାନଙ୍କ ସାହସିକତା ଓ ଦେଶର ସେବା ପାଇଁ ସମର୍ପଣ ଭାବନା ପାଇଁ ସାଲ୍ୟୁଟ ଜଣାଇଛନ୍ତି ।

Terrorist
Anti-terrorism Operation: ଲୁଚିଛନ୍ତି ଆତଙ୍କବାଦୀ: ଜମ୍ମୁ-କାଶ୍ମୀରରେ ଜୋରଦାର ସର୍ଚ୍ଚ ଅପରେସନ

ଆଜି ଜମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲା ଓ ସାମ୍ବା ଜିଲ୍ଲାରେ ଜମ୍ମୁ-କାଶ୍ମୀର ପୋଲିସ ଓ ସେନା ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ଚାଲିଛି ।

ଆତଙ୍କୀଙ୍କୁ ସହଯୋଗ କରି ବନ୍ଧା ହେଲେ
ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିଲେ ବନ୍ଧା ହେଲେ

ଭାରତୀୟ ସେନା, CRPF ଓ ପୋଲିସର ମିଳିତ ଅପରେସନ୍ ରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। 

Jyoti Malhotra
Jyoti Malhotra and ISI Spy Allegations: ଖୋଲୁଛି ଗୁମର: ପହଲଗାମ ହମଲା ଦିନ ISI ସହ ଯୋଗାଯୋଗରେ ଥିଲେ ଜ୍ୟୋତି!

ପାକିସ୍ତାନ ପାଇଁ ଗୁପ୍ତଚରୀ ଅଭିଯୋଗରେ ଗିରଫ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ପହଲଗାମରେ ଘଟିଥିବା ଆତଙ୍କବାଦୀ ହମଲା ଦିନ ପାକିସ୍ତାନ ସହ ଯୋଗାଯୋଗରେ ଥିଲେ।

Security Forces Conduct Successful Large-Scale Operation Against Terrorists in Sopore and Tral, J&K
ସୋପିଆନ୍‌ ଓ ତ୍ରାଲରେ ଆତଙ୍କବାଦୀଙ୍କ ବି‌ରୋଧରେ ବଡ ସଫଳତା

ଜମ୍ମୁ-କାଶ୍ମୀରର ସୋପିଆନ୍‌ ଓ ତ୍ରାଲରେ ଆତଙ୍କବାଦୀଙ୍କ ବି‌ରୋଧରେ ସୁରକ୍ଷାବାହିନୀ କରିଥିବା ବଡ଼ ଧରଣର ଅପରେସନ୍‌ ସଫଳ ହୋଇଛି !

terrorists killed
Indian Army Operation Success: ଆଣ୍ଟି ଟେରର ଅପରେସନରେ ବଡ଼ ସଫଳତା, ୬ ଆତଙ୍କୀ ନିପାତ

ଜମ୍ମୁକାଶ୍ମୀରରେ ଚାଲିଥିବା ଆଣ୍ଟି ଟେରର୍ ଅପେରେସନରେ ବଡ଼ ସଫଳତା ମିଳିଛି । ୬ ଜଣ ଆତଙ୍କୀଙ୍କୁ ନିପାତ କରିଛି ଭାରତୀୟ ସେନା । ଦେଶରୁ ଆତଙ୍କବାଦୀ ମୂଳପୋଚ୍ଛ କରିବାକୁ ଲକ୍ଷ୍ୟ ରହିଛି ।

Mother\'s Plea Ignored: Terrorist Killed After Refusing to Surrender in J&K Encounter
ମାଆ କଥା ମାନିଲାନି ଆତଙ୍କୀ

ସରେଣ୍ଡର ପାଇଁ ଭିଡିଓକଲରେ ଆତଙ୍କୀ ପୁଅକୁ ଅନୁରୋଧ କରୁଥିଲା ମାଆ। ତଥାପି ମାଆ କଥା ମାନିଲାନି ଆତଙ୍କୀ। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହୋଇଗଲା । ସାମ୍ନାକୁ ଆସିଛି ଜମ୍ମୁ-କଶ୍ମୀର ଅବନ୍ତିପୋରାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିହତ ହେବା ଆଗରୁ ଆତଙ୍କବାଦୀ ଆମିର ଓ୍ୱାନୀର ଆଉ ତା ମାଆର ଭିଡିଓ କଲ୍ ସମୟର ଦୃଶ୍ୟ।

Operation Sindoor Against Terrorism
Operation Sindoor Against Terrorism: ‘ପାକିସ୍ତାନ ବଙ୍କରକୁ ଆପଣ ଯେଭଳି ଧ୍ବଂସ କଲେ ସେ ଭୁଲି ପାରିବନି’

ଶ୍ରୀନଗର ଏୟାରବେସ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥଙ୍କ ସହ ଅଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା ।

School Reopen
School Reopen in Jammu Kashmir: ଜମ୍ମୁ କାଶ୍ମୀରରେ ଖୋଲିଲା ଶିକ୍ଷାନୁଷ୍ଠାନ, ସୀମାନ୍ତରେ ଅନଲାଇନ କ୍ଲାସ

ଜମ୍ମୁ କାଶ୍ମୀରରେ ସ୍ୱାଭାବିକ ହେବ ପାଠପଢା । ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଛାଡିଦେଲେ ଅନ୍ୟ ସମସ୍ତ ଜିଲ୍ଲାର ସ୍କୁଲ କଲେଜ ଖୋଲିଛି । ବନ୍ଦ ଥିବା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠ ପଢିପାରିବେ ।

pakistan
India Defense Manoeuvre:ଭାରତକୁ ସାମ୍ନା କରିନପାରି ତ୍ରାହିତ୍ରାହି ଡାକୁଛି ପାକିସ୍ତାନ; ୫୦ ଡ୍ରୋନ, ୮ମିସାଇଲ ଧ୍ୱଂସ

 ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରର ୯ଟି ଲୋକେସନରେ ସେନା ଏୟାରଷ୍ଟ୍ରାଇକ କରିଥିଲା। ଏଥିରେ ଜୈସ-ଏ-ମହମ୍ମଦର ୪, ଲସ୍କର-ଏ-ତୋଇବାର ୩ ଓ ହିଜବୁଲ ମୁଜାହିଦ୍ଦିନର ୨ଟି ଠିକଣା ଛାରଖାର ହୋଇଛି।