• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jajpur

Jajpur Diarrhea Outbreak
Diarrhea Outbreak: ଯାଜପୁରରେ ଝାଡ଼ାବାନ୍ତି ଅଣାୟତ୍ତ; ଆକ୍ରାନ୍ତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ୍

ଯାଜପୁରରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଆଉ ୨ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୋଟ୍ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି । ଜିଲ୍ଲାରେ ୫୦୦ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା ।

Trauma Centre
Panikoili Traumacare: ଟ୍ରମାକେୟାରରେ ତାଲା, ରାଜରାସ୍ତାରେ ଯାଉଛି ଜୀବନ

ପାଣିକୋଇଲିକୁ କୁହାଯାଏ ଯାଜପୁରର ମୁଖ୍ୟ ଦ୍ୱାର । ଏଇ ଜାତୀୟ ରାଜପଥ ଦେଇ ଜିଲ୍ଲାର ଟାଉନ୍‌ ଓ ରୋଡକୁ ଯାତାୟାତ କରିଥାନ୍ତି ହଜାର ହଜାର ଗାଡ଼ି । ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବାରୁ ଏଠି ଟ୍ରମାକେୟାର ହସ୍ପିଟାଲ ନିର୍ମାଣ କରାଯାଇଥିଲା । ୨୦୧୯ରେ ଶିଳାନ୍ୟାସ ହୋଇଥିବାବେଳେ ଏବେ ବି ଏହା ଅଲୋଡ଼ା ହୋଇ ପଡ଼ିରହିଛି ।

diarrhea
ଯାଜପୁର ଜିଲ୍ଲାରେ ବ୍ୟାପଛି ଡାଇରିଆ

ଯାଜପୁର ଜିଲ୍ଲାରେ ବ୍ୟାପୁଛି ଡାଇରିଆ। ଦୁଇ ଦିନରେ ୫୦୦ରୁ ଅଧିକ ଆକ୍ରାନ୍ତ। ଯୁବକ, ଶିଶୁ, ମହିଳା, ବୟସ୍କ ସବୁ ବର୍ଗର ଲୋକେ ଆକ୍ରାନ୍ତ ହେଉଛନ୍ତି। ଜିଲ୍ଲାର ଦୁଇଟି ମ୍ୟୁନିସପାଲିଟି ଏବଂ ୫ଟି ବ୍ଲକ୍ ରେ ଝାଡାବାନ୍ତି ବ୍ୟାପିଛି। ଏପରିକି ଡାଇରିଆରେ ୨ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି।

diarrhea
Diarrhea Spread In Jajpur ଯାଜପୁର ଜିଲ୍ଲାରେ ବ୍ୟାପଛି ଡାଇରିଆ, ୨ ଦିନରେ ୫୦୦ରୁ ଅଧିକ ଆକ୍ରାନ୍ତ

ଯାଜପୁର ଜିଲ୍ଲାରେ ବ୍ୟାପୁଛି ଡାଇରିଆ। ଦୁଇ ଦିନରେ ୫୦୦ରୁ ଅଧିକ ଆକ୍ରାନ୍ତ। ଯୁବକ, ଶିଶୁ, ମହିଳା, ବୟସ୍କ ସବୁ ବର୍ଗର ଲୋକେ ଆକ୍ରାନ୍ତ ହେଉଛନ୍ତି। ଜିଲ୍ଲାର ଦୁଇଟି ମ୍ୟୁନିସପାଲିଟି ଏବଂ ୫ଟି ବ୍ଲକ୍ ରେ ଝାଡାବାନ୍ତି ବ୍ୟାପିଛି। ଏପରିକି ଡାଇରିଆରେ ୨ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି।

Diarrhea
2 dead, over 500 ill in diarrhea outbreak: ୫୦୦ରୁ ଉର୍ଦ୍ଧ୍ବ ଝାଡାବାନ୍ତିରେ ଆକ୍ରାନ୍ତ; ଯାଜପୁର ଗଲେ ଡାକ୍ତର, ମାଇକ୍ରୋ ବାୟୋଲୋଜିଷ୍ଟ

ଯାଜପୁର ଜିଲ୍ଲାରେ ୫୦୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଯାଜପୁର ଝାଡ଼ାବାନ୍ତି ଏଯାଏଁ ନିୟନ୍ତ୍ରଣକୁ ଆସିନି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି। ଘଟଣାସ୍ଥଳରେ ଅନୁଧ୍ୟାନ ପାଇଁ ଡାକ୍ତର, ମାଇକ୍ରୋ ବାୟୋଲୋଜିଷ୍ଟ ଓ ଖାଦ୍ୟ ନିରାପତ୍ତା ଅଧିକାରୀ ଯାଜପୁର ଯାଇଛନ୍ତି ବୋଲି ଅଶ୍ବଥି ଏସ୍‌ କହିଛନ୍ତି।

Diarrhea
200 affected by diarrhea: ଝାଡାବାନ୍ତିରେ ଦୁଇ ଶହରୁ ଅଧିକ ଆକ୍ରାନ୍ତ, ୨ ମୃତ

ଯାଜପୁର ଜିଲ୍ଲାରେ ଝାଡାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ।

School
ସ୍କୁଲରେ ଲାଗିଲା ରଥ

ସଜେଇ ହୋଇ ଅପେକ୍ଷା କରିଛି ରଥ । ପୁରୁଣା କଥାକୁ ମନେପକାଇ ଭାବବିହ୍ବଳ ସମସ୍ତେ । ଡିଜେ ବି ବାଜିବାକୁ ଅପେକ୍ଷା କରିଛି । ସାଂସଦଠୁ ଆରମ୍ଭ କରି ମନ୍ତ୍ରୀ, ଗ୍ରାମବାସୀ, ଶିକ୍ଷକ, ଶିକ୍ଷୟିତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ ଓ ଏବେର ପିଲାମାନେ ସବୁ ଏକାଠି ହୋଇଛନ୍ତି ଏହି ମଞ୍ଚରେ

Sikkim Tragedy
Sikkim Tragedy: ସିକ୍କିମ୍ ଟ୍ରାଜେଡିରେ ସରୁନି ଜୀବନ ଖୋଜା; ଏବେ ବି ନିଖୋଜ ଯାଜପୁର ବିଜେପି ନେତ୍ରୀ ଇତିଶ୍ରୀ...

ଉତ୍ତର ସିକ୍କିମର ଅଙ୍କାବଙ୍କା ଘାଟି ରାସ୍ତା...ରାତିର ଅନ୍ଧାରରେ ଆଗେଇ ଚାଲିଥିଲା ଓଡ଼ିଆ ପର୍ଯ୍ୟଟକଙ୍କ ଗାଡ଼ି...ଅଚାନକ ସାମ୍ନାରେ ଆସିଲା ତୀଖ ବୁଲାଣି...କେହି କିଛି ବୁଝିବା ଆଗରୁ...ଭାରସାମ୍ୟ ହରାଇ ପ୍ରାୟ ହଜାରେ ଫୁଟ୍ ତଳକୁ, ତୀସ୍ତା ନଦୀରେ ଖସି ପଡ଼ିଲା ଗାଡ଼ି...।

Sabitri
Savitri Brata: ହସ୍ପିଟାଲରେ କରିଥିଲେ ସାବିତ୍ରୀ ଓଷା, ଫେରିଲା ସ୍ୱାମୀଙ୍କ ଜୀବନ

ବାହାଘରର ମାତ୍ର କିଛି ଦିନର ବ୍ୟବଧାନରେ ଏତେ ବଡ଼ ଦୁର୍ଘଟଣା ଏମାନଙ୍କୁ ଦୋହଲାଇ ଦେଇପାରିନି । ଉଭୟ ଉଭୟଙ୍କ ପାଇଁ ଛାଇ ହୋଇ ରହିଛନ୍ତି । ଜୀବନ ସାଥୀର ପ୍ରକୃତ ମୂଲ୍ୟ ସମାଜକୁ ଶିକ୍ଷା ଦେଉଛନ୍ତି ।

jajpur
ମୋ ପୁଅର ଦାମ୍‌ ୨୦ ହଜାର

୭ ବର୍ଷର ନାତିକୁ ଝୁରି ଝୁରି ଜେଜେ ମା ବିକଳ ହେଉଛି। ମୋ ନାତିକୁ କେଉଁଠି ବିକିଛ କୁହ। ମୋ ଘର କୂଳଦୀପକ କେଉଁଠି ଅଛି ମୋତେ ଆଣିକି ଦିଅ। ମୋ ବଂଶ ବୁଡିଯିବ।

child sale
୭ ବର୍ଷର ନାତିକୁ ଝୁରି ଝୁରି ବିକଳ ହେଉଛି ଜେଜେ ମା’

ମୋ ପୁଅ ସହ ଗଣ୍ଡଗୋଲ କରି ନାତିକୁ ଧରି ବୋହୂ ୩ ବର୍ଷ ହେଲାଣି ଘର ଛାଡି ତା ବାପା ଘରେ ରହୁଥିଲା। ଏମିତି କି ଅଭାବ ଦେଖାଦେଲା ଯେ  ନାତିକୁ ୨୦ ହଜାର ଟଙ୍କାରେ ବିକିଦେଲା।

Vigilance Raid
Vigilance Raid on Jajpur Legalities: ଭିଜିଲାନ୍ସ ଜାଲରେ ABDO; ୭ଟି ସ୍ଥାନରେ ରେଡ୍

ଭିଜିଲାନ୍ସ ଜାଲରେ ଧର୍ମଶାଳା ABDO। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ଧର୍ମଶାଳା ABDO ଅସିତ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଅସିତଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

crocodile
ମୋ ପୁଅକୁ କୁମ୍ଭୀର ନେଇଗଲା‘

କାନ୍ଦି କାନ୍ଦି ଘର ଦୁଆରେ ଲୋଟିପଡ଼ୁଛି ମା’ । ପୁଅକୁ ମନେ ପକାଇ ଆଖିର ଲୁହକୁ ଝରାଇ ଚାଲିଛି । ଆଉ ସେପଟେ ନଦୀ ପଠରେ ବୋଟ୍‌ରେ ଖୋଜାଖୋଜି କରୁଛନ୍ତି ଆଗ୍ନିଶମ କର୍ମଚାରୀ । କୁଆଡ଼େ ଗଲେ ସିଦ୍ଧାନ୍ତ ? ନଦୀରେ କୁମ୍ଭୀର ଝାମ୍ପି ନେଇନି ତ ? ନା ପୁଅର ନିଖୋଜ ପଛରେ ରହିଛି ଅନ୍ୟ କିଛି ?

ଛତିଆରେ ଫୁଟିଲା ବୋମା
ଛତିଆରେ ଫୁଟିଲା ବୋମା

ଯାଜପୁର ଜିଲ୍ଲା ଛତିଆରେ ଫୁଟିଲା ବୋମା। ବିସ୍ଫୋରଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା। ତେବେ ବୋମା ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି।

କିନ୍ନର ବେଶରେ ପିଲା ଚୋର
Child Kidnapped Rescued: ଠାକୁରମୁଣ୍ଡାରୁ ଅପହୃତ ଶିଶୁକନ୍ୟା ଉଦ୍ଧାର

ମୟୂରଭଞ୍ଜ ଠାକୁରମୁଣ୍ଡାରୁ ଚୋରାଇ ଯାଜପୁରରେ ରଖିଥିଲା। ଯାଜପୁର କିନ୍ନର ସଙ୍ଘ ଦିନ ରାତି ଖୋଜି ପିଲାକୁ କଲେ ଉଦ୍ଧାର।

trans
Child Abduction Odisha: ପିଲା ଚୋର କିନ୍ନରକୁ ଧରିଲେ କିନ୍ନର, ୫ ବର୍ଷର ଶିଶୁ କନ୍ୟା ଉଦ୍ଧାର

ଠାକୁରମୁଣ୍ଡା ଅଞ୍ଚଳରୁ ତିନି ଦିନ ତଳେ ୫ ବର୍ଷର ଶିଶୁ କନ୍ୟାକୁ ଜଣେ ଛଦ୍ମବେଶୀ କିନ୍ନର ଚୋରି କରିନେବା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।

Shubhashree Fights for Family's Future
Shubhashree Fights for Family's Future: ସାବାସ୍ ଶୁଭଶ୍ରୀ...ବାପାଙ୍କ ଦୁଃଖ ଦୂରେଇବା ପାଇଁ ଝିଅ କରୁଛି ସଂଘର୍ଷ...

ପଙ୍କରୁ ପଦ୍ମ ଫୁଟିବା ପରି ସଂଘର୍ଷ କରି ନିଜର ଭବିଷ୍ୟତ ନିଜେ ଗଢୁଛନ୍ତି । ଆଉ ନିଜ ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ କରିଚାଲିଛନ୍ତି ପରିଶ୍ରମ।  

ଯାଜପୁରରେ ହେବ ତୈଳ ପ୍ଲାଣ୍ଟ୍‌
Odisha Investment Boost in Oil Sector: ଯାଜପୁରରେ ହେବ ଅଶୋଧିତ ଗଚ୍ଛିତ ତୈଳ ପ୍ଲାଣ୍ଟ, ସୃଷ୍ଟି ହେବ ୪ ହଜାର ନିଯୁକ୍ତି ସୁଯୋଗ

୨୦୧୪ରେ ପ୍ରସ୍ତାବିତ ଏହି ପ୍ରକଳ୍ପ ୨୦୨୧ରେ ଆଗକୁ ବଢିଥିଲା । କେନ୍ଦ୍ର ସରକାର ସେତେବେଳେ ଦୁଇଟି ବାଣିଜ୍ୟିକ ଓ ଷ୍ଟ୍ରାଟେଜିକ୍ ରିଜର୍ଭକୁ ଅନୁମୋଦନ ଦେଇଥିଲେ । ଜମି ବିବାଦ ଓ ଅନ୍ୟ ଅସୁବିଧା ଯୋଗୁଁ ୭ ବର୍ଷ ଧରି ପ୍ରକଳ୍ପରେ ବିଳମ୍ବ ହେଇଥିଲା ।

ଭୂତକୋଠି ପାଲଟିଛି ପାନ୍ଥିକା
Special Story: ଦିନେ ଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ, ଏବେ ପାଲଟିଛି ଭୂତକୋଠି

ଦିନେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ବେଶ୍ ଚଳଚଂଚଳ, ଲୋକବାକରେ ପୁରି ଉଠୁଥିଲା । ଏବେ ଶ୍ରୀହୀନ, ପାଲଟି ଯାଇଛି ଭୂତକୋଠି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗୋକର୍ଣ୍ଣେଶ୍ୱର ପୀଠ ନିକଟରେ ଥିବା ପାନ୍ଥିକା ।

ACcident
ମାଆ କାଳୀ ମୃତ୍ୟୁର ସାକ୍ଷୀ

କଥାରେ ଅଛି, ରଖେ ହରି ତ ମାଏରେ କିଏ, ମାରେ ହରି ତ ରଖେ କିଏ । ଏ ହେଉଛି ସେମିତି ଏକ ଉଦାହରଣ । ସରିଯାଇଛି ସବୁକିଛି । ହେଲେ ଯାଣିପାରୁନି ଏ କୁନି ପୁଅ । ଆଖି ସାମ୍‌ନାରେ ସଡ଼କ ଦୁର୍ଘଟଣାରେ ବାପା-ମା’ ସବୁଦିନ ପାଇଁ ଶୋଇଯାଇଛନ୍ତି । ଆଉ ଆଳ୍ପକେ ବର୍ତ୍ତି ଯାଇଛି ଏ ନିଷ୍ପାପ ପୁଅଟି ।

କୁନିପୁଅ ଅନାଥ
Special Story: ଦୁର୍ଘଟଣାରେ ଗଲା ବାପା-ମା’ଙ୍କ ଜୀବନ, ଆଖି ସାମ୍ନାରେ ଦେଖିଲା କୁନି ପୁଅ

ଦଇବ ଏମିତି ଦୁଃଖ ଦେବ କିଏ ବା ଜାଣିଥିଲା l ବାପା ମାଙ୍କ ସହ କତ୍ତରାପୁର କାଳୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ ୪ ବର୍ଷର କୁନିପୁଅ l ଫେରିବା ବେଳେ ପାଣିକୋଇଲି ଥାନା ପୁରୁଣା ଟୋଲଗେଟ୍‌ ନିକଟରେ ଦୁର୍ଘଟଣାରେ ବାପା-ମା’ଙ୍କ ମୃତ୍ୟୁ ହୋଇଗଲା ।

Loot
Loot And Murder: ଜଘନ୍ୟ ହତ୍ୟାକାଣ୍ଡ; ଲୁଟେରାଙ୍କ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ଲୁଟ୍ ପାଇଁ ଆସି ଆକ୍ରମଣ କଲେ ଦୁର୍ବୃତ୍ତ । ଯାଜପୁର ଜିଲ୍ଲାରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଲୁଟ୍ କରିବାକୁ ଆସିଥିବା ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି ।

BJD
SpecialStory: ପଦାରେ ପଡିଲା ଦଳର ଅର୍ନ୍ତକନ୍ଦଳ; ବିଜେଡି ବିରୁଦ୍ଧରେ ବିଜେଡି ଜିତିଗଲା

ବୁଧବାର ବିଜେଡିର ପୌରାଅଧ୍ୟକ୍ଷା ସଙ୍ଗିତା ପିଙ୍ଗୁଆ ଅନାସ୍ଥା ଭୋଟରେ ଗାଦି ହରାଇ ବସିଲେ। ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ଭୋଟରେ ୧୬ ଜଣ ବିଜେଡି କାଉନସିଲର ସଙ୍ଗିତାଙ୍କ ବିରୁଦ୍ଧରେ ଭୋଟ ଦେଇଥିଲେ। ହେଲେ ୬ ଜଣ ବିଜେଡି କାଉନସିଲର ପିଙ୍ଗୁଆଙ୍କୁ ସପୋର୍ଟ କରି ଭୋଟ ଦେବାରୁ ବିରତ ରହିଲେ।

No-Confidence Vote
No Confidence Vote: ନାଁ ନନେଇ ବବିଙ୍କ ଉପରେ ବର୍ଷିଲେ ବ୍ୟାସନଗର ପୌରାଧ୍ୟକ୍ଷା; କହିଲେ...

ଗତ ମାସ ୧୨ ତାରିଖରେ ୧୧ କାଉନସିଲରଙ୍କ ଦସ୍ତଖତ ଯାଞ୍ଚ କରାଯାଇ ଅନାସ୍ଥା ପ୍ରସ୍ତାବକୁ ପାରିତ କରାଯାଇଥିଲା। ତେବେ ଆଜି ଅନାସ୍ଥା ଭୋଟ୍ ହେବାକୁ ଯାଉଥିବା ବେଳେ, ଏହା ପୂର୍ବରୁ ଭିଡିଓ ଜାରି କରି ମୁହଁ ଖୋଲିଛନ୍ତି ପୌରାଧ୍ୟକ୍ଷା।

Inspiring Story
ନୁଆଁଣିଆ ଚାଳ ଘରେ ବଢ଼ୁଛି ସୁନା ଝିଅ, ନିଶ୍ଚୟ ଦିନେ ନାଁ ରଖିବ

ଏ ଭଙ୍ଗା ନୁଆଁଣିଆ ଚାଳ ଘରେ ଭବିଷ୍ୟତ ଗଢ଼ୁଛି ସୁନା ଝିଅ । ସୁନ୍ଦର ସୁନ୍ଦର ଚିତ୍ର ଆଙ୍କୁଛି । ୟୁଟ୍ୟୁବ୍‌ରୁ ରୋଜଗାର କରି ପରିବାର ଚଢ଼ଳାଇବା ସହ ନିଜେ ପାଠ ପଢ଼ୁଛି ।