• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jagatsinghpur

Sea
ମାଡି ଆସୁଛି ସମୁଦ୍ର

ପୁଣି ଜଗତସିଂହପୁର ଏରସମାରେ ଉଗ୍ରହେଲା ସମୁଦ୍ର । ରାମତରା ନିକଟରେ ଜନବସତି ଆଡ଼କୁ ୭୦୦ ମିଟର ମାଡ଼ିଆସିଲା ଜୁଆର । ଫଳରେ ବ୍ୟାପକ ଅଞ୍ଚଳରେ ମାଡ଼ିଯାଇଛି ଲୁଣିପାଣି । ଚାଷ ଜମିରେ ମଧ୍ୟ ସମୁଦ୍ର ପାଣି ପଶିଛି ।

Jagatsinghpur Floods
Jagatsinghpur Floods: ବନ୍ୟା ପାଣିରେ ଉବୁଟୁବୁ ଜଗତସିଂହପୁରର ଦୁଇ ବ୍ଲକ; ବ୍ୟାପକ ଚାଷଜମି କ୍ଷତିଗ୍ରସ୍ତ...

କୁଜଙ୍ଗର ଦୁଇଟି ଗାଁ ସାହାରାଡିଆ ଏବଂ ହରିପୁରରେ ବନ୍ୟା ପାଣି ପଶିବା ଯୋଗୁ ଲୋକମାନେ ନାହିଁନଥିବାର ହଇରାଣ ହେଉଛନ୍ତି । ଗାଁକୁ ସଂଯୋଗ କରୁଥିବା ରାସ୍ତା ଉପରେ ବନ୍ୟାପାଣି ଚାଲୁଥିବାରୁ ଗମନାଗମନ ପ୍ରଭାବିତ ହୋଇଛି।

birdflu
Bird Flu:କୁକୁଡ଼ା ମଡ଼କ, ବାର୍ଡ ଫ୍ଲୁ ଛନକା, ଗୋଟିଏ ଫାର୍ମରେ ୩୦୦ରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ

ପୁଣି କୁକୁଡ଼ା ମଡ଼କ। ବଢିଲା ବାର୍ଡ ଫ୍ଲୁ ଛନକା। ଜଗତସିଂହପୁର ଜିଲ୍ଲା ନିମାପଡା ଗାଁରେ ଏକ ଫାର୍ମରେ ଏକ ସଙ୍ଗେ ୩୦୦ରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇଛି। ମୃତ କୁକୁଡ଼ାଙ୍କ ସ୍ୱାବ ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।

Paradeep News
ପାରାଦୀପ ବନ୍ଦରରେ ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ମେମ୍ବର।

ପାରାଦୀପ ବନ୍ଦରରେ ଘଟିଛି ଅଘଟଣ। ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ମେମ୍ବର। ଜଣେ କ୍ରିୟୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି। ପାରାଦୀପ ପୋର୍ଟ PICT ବର୍ଥରେ ଏହି ଅଘଟଣ ଘଟିଥିବା ଜଣା ପଡ଼ିଛି। ନିଖୋଜ କ୍ରିଉ ମେମ୍ବର ଚୀନର ନାଗରିକ ବୋଲି ସୂଚନା ମିଳିଛି।

Patient dies due to lack of oxygen in ambulance
Big News: ଆମ୍ବୁଲାନ୍ସରେ ନଥିଲା ଅକ୍ସିଜେନ, ଛଟପଟ ହୋଇ ରୋଗୀ ମୃତ !

ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ରୋଗୀ ମୃତ ! ଜଗତସିଂହପୁର ଜିଲ୍ଲାରୁ ଆସିଲା ସଂଗୀନ ଅଭିଯୋଗ। କଟକ ଯିବାବେଳେ ଅଧାବାଟରେ ମହିଳା ରୋଗୀଙ୍କ ମୃତ୍ୟୁ। ମୃତକ ଜଗତସିଂହପୁର ଥାନା ବ୍ରାହ୍ମଣଖଣ୍ଡ ଗାଁର କମଳା ପଣ୍ଡା । କମଳାଙ୍କୁ ଜଗତସିଂହପୁରରୁ କଟକ ସ୍ଥାନାନ୍ତର କରାଯାଉଥିଲା। ବାଟରେ ଅକ୍ସିଜେନ୍ ଦରକାର ପଡ଼ିବାରୁ ମାସ୍କ ଲଗାଯାଇଥିଲା ।

Youth Missing
Youth Missing: ସପ୍ତାହେ ବିତିବ, ପୁରୀ ବୁଲିବାକୁ ଯାଇ ଆଉ ଫେରିନାହାନ୍ତି

ଜନ୍ମଦିନରେ ପୁରୀ ବୁଲିବାକୁ ଯାଇଥିବା ଜଗତସିଂହପୁର କଁପୁର ଗାଁର ଜଣେ ଯୁବକ ନିଖୋଜ ଅଛନ୍ତି । ସପ୍ତାହେ ବିତିବାକୁ ବସିଲାଣି, ନିଖୋଜ ଯୁବକଙ୍କ ପତ୍ତା ମିଳୁନି ।

SAKHI-CENTER
ସଖି ସେଣ୍ଟରରୁ ନାବାଳିକା ନିଖୋଜ

ଅସୁରକ୍ଷିତ ସଖି ସେଣ୍ଟର। ସେଣ୍ଟରରୁ ନିଖୋଜ ହୋଇଗଲେ ନାବାଳିକା ପୀଡିତା। ଜଗତସିଂହପୁରଠାରେ ଥିବା ସଖି ସେଣ୍ଟରରୁ ନିଖୋଜ ପରେ ନାବାଳିକାଙ୍କ ବାପା ଜଗତସିଂହପୁର ଏସପିଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Victim
Jagatsinghpur: ନାବାଳିକାଙ୍କୁ ବିବାହ କରି SI ଫେରାର ଘଟଣାରେ ନୂଆ ମୋଡ: ପୀଡିତାଙ୍କୁ ଧମକ, ଭିଡିଓ ଭାଇରାଲ

ଜଗତସିଂହପୁର ସଦର ଥାନା ଅଞ୍ଚଳର ପୋଲିସ୍ ASI ଅମିତ ପାଢ଼ୀ ଜଣେ ନାବାଳିକାଙ୍କୁ ବିବାହ କରିବା ପରେ ତାଙ୍କୁ ନିର୍ଯାତନା ଦେଉଥିଲେ। ଅଭିଯୋଗ ପରେ ସେ ଫେରାର ଅଛନ୍ତି।

Assault
Sexual Assault Case: କଲେଜ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା: ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ନାଁରେ ଏତଲା

ଜଗତସିଂହପୁର କଲେଜ ଛାତ୍ରୀ ଯୌନ ନିର୍ଯାତନା ମାମଲାରେ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ବିରୋଧରେ ଏତଲା ଦେଇଛନ୍ତି ଉପଜିଲ୍ଲାପାଳ। ଯୌନ ନିର୍ଯାତନା ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ରହିଛି।

Accused Priti Ranjan Behera
ଜଗତସିଂହପୁର ଗଣଦୁଷ୍କର୍ମ ତନାଘନା: ଜଣେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଆଉ ଜଣେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି ଓ ଖୁବଶୀଘ୍ର ଗିରଫ କରାଯିବ ବୋଲି ଜଗତସିଂହପୁର ଏସପି ସୂଚନା ଦେଇଛନ୍ତି । ୩ଟି ଟିମ ଗଠନ କରି ତଦନ୍ତ କରୁଛି ଜଗତସିଂହପୁର ପୋଲିସ ।

Gang-Raped
ନିଇତି ଖବର କରୁଛି କାବା, ପ୍ରତିଦିନ ଆସୁଛି ଗଣଦୁଷ୍କର୍ମ ଅଭିଯୋଗ ?

ଯାଜପୁରରେ ମଧ୍ୟ ଆସିଥିଲା ଗଣଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ । ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏକ ଲଜକୁ ନେଇ ପ୍ରଶିକ୍ଷକ ମାନେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରାଯାଇଥିଲା ।

Public Outrage in Jagatsinghpur
Public Outrage: ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କର ମୃତ୍ୟୁ; ନର୍ସିଂହୋମରେ ଭଙ୍ଗାରୁଜା କଲେ ପରିବାର ଲୋକ...

ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କର ମୃତ୍ୟୁ ଅଭିଯୋଗ କରି ଜଗତସିଂହପୁର ଚର୍ଚ୍ଚିକା ବଜାରଠାରେ ଥିବା ଘରୋଇ ନର୍ସିଂହୋମରେ ଉତ୍ତଜେନା ପ୍ରକାଶ ପାଇଛି ।

ମଶାଶିରେ ଦୁଃସ୍ଥ ମଣିଷ
Families Seek Shelter in Crematorium: କାଦୁଅ ପଚପଚ ଗାଁ ଶ୍ମଶାନରେ ବିତୁଛି ୧୬ ପରିବାରର ଜୀବନ। ନା ସେମାନଙ୍କ ପାଇଁ ଅଛି ରାସ୍ତା, ନା ପିଇବା ପାଣି, ନା ବିଜୁଳି।

ଗାଁ ଶ୍ମଶାନରେ ଛିଣ୍ଡା ପଲିଥିନ ଘେରା ଚାଳିଆ ସାଙ୍ଗକୁ ବାଉଁଶ ଓ ବରଡା ପତ୍ରରେ ନିର୍ମିତ ଛପର ଘରେ ରହୁଛନ୍ତି ୧୦୦ରୁ ଅଧିକ ଲୋକେ। ପ୍ରଶାସନ ବିସ୍ଥାପିତ କରିଥିଲେ ବି ସେଭଳି ସୁବିଧା ସୁଯୋଗ ଯୋଗାଇ ଦେଇନଥିବା ଅଭିଯୋଗ ।

Inspire Social Change
Inspire Social Change: ଅନାଥ ଝିଅକୁ ଘରଣୀ କଲେ ସ୍କୁଲ ଶିକ୍ଷକ; କଳୁଷିତ ପ୍ରଥାକୁ କଲେ ଦୂର...

ଜଗତସିଂହପୁରର ନବଦଂପତି ରାକେଶ ଓ ପ୍ରତିମା ସମାଜରୁ କଳୁଷିତ ପ୍ରଥାକୁ ଦୂର କରିବାକୁ କରିଛନ୍ତି ପ୍ରୟାସ । ଶିଶୁ ଆଶ୍ରମର ଅନ୍ତୋବାସୀ ପ୍ରତିମାଙ୍କ ହାତ ଧରିଛନ୍ତି, ଉଚ୍ଚଶିକ୍ଷିତ ରାକେଶ ପଟ୍ଟନାୟକ ।

sea breaches
Siali Beach: ଶାନ୍ତ ଥିଲା, ହଠାତ୍ ମାଡ଼ି ଆସିଲା; ଶାନ୍ତିରେ ଶୋଇ ପାରୁନାହାନ୍ତି ଶିଆଳିବାସୀ

ଜଗତସିଂହପୁର ଜିଲ୍ଲା ଶିଆଳି ନିକଟରେ ଅଶାନ୍ତ ରୂପ ଧାରଣ କରି କୂଳ ଲଙ୍ଘୁଛି ସମୁଦ୍ର। ହଠାତ ସମୁଦ୍ର ସ୍ଥଳଭାଗ ଆଡ଼କୁ ମାଡ଼ିଆସିଥିଲା। ଫଳରେ ଶିଆଳି ବେଳାଭୂମି ଓ ଜନବସତିରେ ଲୁଣିପାଣି ମାଡ଼ିଯାଇଛି।

Special Story: Odisha Mourns, Three Jagatsinghpur Youths Die in Kolkata Hotel Fire
ପରିବାରର ରୋଜଗାରିଆ ପୁଅ ଆଉ ନାହିଁ

ପରିବାରର ରୋଜଗାରିଆ ପୁଅ ଆଉ ନାହିଁ । ଗାଁରେ ସମସ୍ତଙ୍କ ଦୁଃଖ ସୁଖରେ ଛିଡ଼ା ହେଉଥିବା ମଣିଷଟା ସବୁ ଦିନ ପାଇଁ ଶେଷ ଶେଜରେ ଶୋଇଯାଇଛି । କାନ୍ଦୁଛି ପୂରା ଗାଁ । ପରିବାରରେ ସମସ୍ତେ କାନ୍ଦି କାନ୍ଦି ଭୂଇଁରେ ଲୋଟି ପଡ଼ୁଛନ୍ତି ।

ghodanacha
Odia Culture and Tradition: ଲୋପ ପାଉଛି ଲୋକ କଳା ଓ ସଂସ୍କୃତି, କୈବର୍ତ୍ତ ଜାତି ପକ୍ଷରୁ ଘୋଡା ନାଚ

ବିଲୁପ୍ତ ହେବାକୁ ବସିଲାଣି ଲୋକ କଳା ଓ ଲୋକ ସଂସ୍କୃତି। ଗ୍ରାମୀଣ ପରମ୍ପରାକୁ ଲୋକେ ଭୁଲିବାକୁ ବସିଲେଣି। ତଥାପି ଇଣ୍ଟରନେଟ ଓ ସୋସିାଆଲ ମିଡିଆ ଯୁଗରେ ବି ଲୋକକଳାକୁ ବଞ୍ଚାଇ ରଖିବାର ପ୍ରୟାସ ଜାରି ରଖିଛନ୍ତି କୈବର୍ତ୍ତ ସମାଜ।

ଚମକୁଛି ଗ୍ରାମୀଣ ସଂସ୍କୃତି
Folk Culture: କମ୍ପୁଛି ଗାଁ ଦାଣ୍ଡ, ଚମକୁଛି ଗ୍ରାମୀଣ ସଂସ୍କୃତି

ଚଇତି ଘୋଡାନାଚରେ ପ୍ରକମ୍ପିତ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ସ୍ଥିତ ମା ଶାରଳାଙ୍କ ପୀଠ।

ଭାଣେଜୀ କହୁଥିଲେ, ବୋହୂ କରି ନେଲେ
Special Story: ଭାଣେଜୀ କହୁଥିବା ଯୁବତୀଙ୍କୁ ବୋହୂ କରି ନେଲେ OAS ବାବୁଙ୍କ ପରିବାର

ଆଦିବାସୀ ଯୁବତୀଙ୍କୁ OAS ବାବୁ ଧୋକା ଦେବାର କରୁଣ କାହାଣୀ ସାରା ଜିଲ୍ଲାରେ ବିଜୁଳି ଭାବେ ବ୍ୟାପି ଯାଇଥିଲା। ଆଉ ସମସ୍ତେ ମାର୍କଣ୍ଡପୁର ଗାଁର ଆଲବର୍ଟଙ୍କ ପରିବାରକୁ ଛି ଛି କହୁଥିଲେ।

explosion
Explosion: ବହି ଗୋଦାମରେ ବିସ୍ଫୋରଣ; ୩ ଗୁରୁତର

ଗତକାଲି ବିଳମ୍ବିତ ରାତିରେ ହଠାତ୍ ବହି ଗୋଦାମରେ ବିସ୍ଫୋରଣ ହୋଇଥିଲା। ଏହି ସମୟରେ ଗୋଦାମ ଭିତରେ ୩ ଜଣ ଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି  ପ୍ରଥମେ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

OAS ହେଲା ପରେ ଧନ ବଦଳିଗଲା
OAS ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଯୁବତୀ

OAS ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ବାବୁ ଜଣକ ଆଉ ଯୁବତୀଙ୍କୁ ଗ୍ରହଣ କରୁନଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

son
ବାପା-ମାଆ ଓ ଭଉଣୀକୁ ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ

ବାପା-ମାଆ ଓ ଭଉଣୀକୁ ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ। ଏଭଳି ଏକ ଲୋମଟାଙ୍କୁରା ତଥା ଚାଞ୍ଚଲ୍ୟକର ଗଣ ହତ୍ୟାକାଣ୍ଡ ଘଟିଯାଇଛି ଜଗତସିଂହପୁର ଜିଲ୍ଲାରେ। ଅଭିଯୁକ୍ତ ପୁଅ କିଛି ଦିନ ହେଲା ଅନଲାଇନ ଗେମ୍ ଖେଳୁଥିବା ବେଳେ ମାନସିକ ଭାରସାମ୍ୟ ହରାଇ ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି।

Murder
Murder: ପୁଅ ଖେଳିଲା ରକ୍ତର ହୋଲି; ବାପାମା’, ଭଉଣୀକୁ ମାରିଦେଲା

ଗତକାଲି ରାତିରେ କୌଣସି କଥାକୁ ନେଇ ବାପାମା’ଙ୍କ ସହ ବଣ୍ଟିର ବଚସା ହୋଇଥିଲା। ପରେ ବଣ୍ଟି ଉତ୍‌କ୍ଷିପ୍ତ ହୋଇ ବାପାମା’ ଓ ଭଉଣୀକୁ ଘରେ ଥିବା ପଥର ଓ ହେମଦସ୍ତାରେ ଛେଚି ହତ୍ୟା କରିଥିଲା।

HelplessWomen
HelplessWomen: ବାଃ ବାଃ ପ୍ରଶାସନ; ଏମିତି ଯୋଗାଉଛ ସରକାରୀ ସୁବିଧା ?

ଏହି ରାସ୍ତା ଦେଇ ଅନେକ ପ୍ରଶାସନିକ ଅଧିକାରୀ ଓ ନେତା ଗୋରଖନାଥ ମନ୍ଦିର ଯାଉଛନ୍ତି । ହେଲେ କାହା ନଜରରେ ପଡ଼ିନି ବାସନ୍ତୀଙ୍କ ଏହି ଘର ଉପରେ । ଆଉ କେତେ ଦିନ ପ୍ରଶାସନ ଏମିତି ଅଣଦେଖା କରିବ ତା’ ଦେଖିବାକୁ ବାକି ରହିଲା ।

କମ୍ପ୍ରମାଇଜ୍‌ ଧମକ ପଛରେ କିଏ ?
କେସ୍ କମ୍ପ୍ରମାଇଜ୍ କରିବାକୁ ପଡ଼ୁଛି ଉପରୁ ଚାପ

କୁଜଙ୍ଗ ଥାନା ପୂର୍ବତନ ଆଇଆଇସି ନିଲମ୍ବନ ଘଟଣାରେ ବିସ୍ଫୋରକ ବୟାନ ଦେଇଛନ୍ତି ପୀଡିତାଙ୍କ ବାପା। ୨୫ରୁ ୨୭ ଲକ୍ଷ ଟଙ୍କା ନେଇ ମାମଲା ରଫାଦଫା କର, ନଚେତ୍ ହତ୍ୟା ଧମକ ମିଳୁଛି।