ସେ ପ୍ରଥମେ ଜଣେ ବୃଦ୍ଧାଙ୍କୁ ଦେଖିଥିଲେ । ସେ ମାଟି କାଦୁଅରେ ସେ ପୋତି ହୋଇଯାଇଥିଲେ । ତାଙ୍କ ଶରୀର ଅଳ୍ପ ଦେଖାଯାଉଥିଲା । ମାଟି କାଦୁଅ ଭିତରୁ ତାଙ୍କୁ ବାହାର କରିବା କଷ୍ଟକର ଥିଲା । ଆରିଫଙ୍କ ପାଖରେ କୌଣସି ଉପକରଣ ବି ନଥିଲା । ସେ ତାଙ୍କ ହାତରେ ମାଟି ତାଡ଼ି ଏହି ବୃଦ୍ଧାଙ୍କୁ ବାହାର କରିଥିଲେ । ସେହି ମୁହୂର୍ତ୍ତରୁ ସେ କେବଳ ଲୋକଙ୍କୁ ଉଦ୍ଧାର କରିବା କାମରେ ଲାଗିପଡିଲେ । ଜଣକ ପରେ ଜଣଙ୍କୁ ସେ ଉଦ୍ଧାର କରିଚାଲିଲେ ।
ଜାମ୍ମୁ କାଶ୍ମୀର ବିକାଶ ପାଇଁ ବଡ ପଦକ୍ଷେପ । ଦୁବାଇ ସରକାରଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର କଲେ ଜାମ୍ମୁକାଶ୍ମୀର ସରକାର । ଦୁବାଇ ସରକାରଙ୍କ ସହ ହୋଇଥିବା ଏହି ଏମଓୟୁ କାଶ୍ମୀରରେ ଶିଳ୍ପାନୁଷ୍ଠାନର କଲଚର ହୋଇଛି ।