• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Irregularities

Protest Over Irregularities In Admission At Bhadrak Autonomous College Intensifies
ଭଦ୍ରକ କଲେଜରେ ଆଡମିଶନ ଘୋଟଲା ମାମଲାରେ ଭୁବନେଶ୍ୱରରେ ବିକ୍ଷୋଭ

ଭଦ୍ରକ କଲେଜରେ ଆଡମିଶନ ଘୋଟଲା ମାମଲାରେ ଭୁବନେଶ୍ୱରରେ ବିକ୍ଷୋଭ। ABVP ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ଭଦ୍ରକ କଲେଜ୍ ଆଡମିଶନ କେଳେଙ୍କାରୀ ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଭଦ୍ରକ କଲେଜରେ ଆଡମିଶନ ଅଭିଯୋଗ ହୋଇଛି।

Major Irregularities In Toilet Construction In Odisha
ଯୋଜନଠୁ ବହୁ ଦୂରରେ ଯୋଜନା, ମୋଟିଭେଟର ମାରିନେଲେ ଟଙ୍କା

ଯୋଜନା ହେଉଛି ହିତାଧିକାରୀଙ୍କ ପାଇଁ। ହେଲେ ସେ ସବୁର ଫାଇଦା ଉଠାଇବା ପୂର୍ବରୁ ହୋଇଯାଉଛି ବାଟମାରଣା। ମଝିରେ ପଶି ଯୋଜନାକୁ ହରିଲୁଟ କରି ନେଉଛନ୍ତି ଏମାନେ..

Irregularities In Pradhan Mantri Gram Sadak Yojana In Mayurbhanj
କେନାଲ ନାହିଁ କି ରାସ୍ତା ନାହିଁ…ହେଲେ ବିଲ ହୋଇଛି ଲକ୍ଷାଧିକ ଟଙ୍କା…

ଚେଇଁ ଶୋଇଛି ପ୍ରଶାସନ। କେନାଲର ନାମ ନିଶାନ ନାହିଁ କି ରାସ୍ତାରେ ଠିକ୍ରେ ସିମେଣ୍ଟ ବି ଦିଆଯାଇନାହିଁ। କିନ୍ତୁ ସରକାରୀ ଭାବରେ ଲକ୍ଷାଧିକ ଟଙ୍କାର ହୋଇଛି ବିଲ୍....ଠିକାଦାରଙ୍କ ସହ ମଧୂଚନ୍ଦ୍ରିକା ପାଇଁ ହରିଲୁଟ୍ ହେଉଛି ରାଜସ୍ୱ…ଦେଖନ୍ତୁ ଏହି ଦୃଶ୍ୟ