• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ipl 2022

Odisha Cricketer
ଆଇପିଏଲ ୨୦୨୨ ରେ ସ୍ଥାନ ପାଇବେ ପାଞ୍ଚ ଓଡିଆ କ୍ରିକେଟର

୨୦୨୨ରେ ଖେଳାଯିବାକୁ ଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇଛନ୍ତି ପାଞ୍ଚ ଜଣ ଓଡିଆ ଯୁବ ଖେଳାଳି । ଏହି ପାଞ୍ଚ ଖେଳାଳୀଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳର ଯୁବ ଅଲରାଉଣ୍ଡର ବିକାଶ କୁମାର ରାଉତ । ସେ ପୂର୍ବରୁ ସୟେଦ୍ ମୁସ୍ତାକ ଅଲ୍ଲୀ ଟି-୨୦ ,ବିଜୟ ହଜାରେ ଏକ ଦିବସୀୟରେ ଭଲ ପ୍ରଦର୍ଶନ କରି ସାରିଛନ୍ତି ।

IPL 2022
ଆଇପିଏଲ ପ୍ରେମୀଙ୍କ ପାଇଁ ଖୁସି ଖବର: ଭାରତରେ ହେବ ଚଳିତ ସଂସ୍କରଣ

ମହାମାରୀ କରୋନାର ତୃତୀୟ ଲହର ସତ୍ତ୍ୱେ ଭାରତରେ ଆଇପିଏଲ ଆୟୋଜନ କରିବା ଆଶାରେ ନିଶ୍ଚିତ ରହିଛି ବିସିସିଆଇ। ଆଇପିଏଲର ୨୦୨୨ ସଂସ୍କରଣ ବେଳକୁ କରୋନା ବେଶ ପ୍ରଭାବ ନଥିବ। ତେଣୁ ଭାରତରେ ହିଁ ଆଇପିଏଲ ହେବ ବୋଲି ବିସିସିଆଇ ସଙ୍କେତ ଦେଇଛି।

IPL sponser Tata
ଚାଇନିଜ୍ କମ୍ପାନୀକୁ ବାଏ ବାଏ; ଏବେ କ୍ରିକେଟ ଖେଳାଳିଙ୍କୁ ସ୍ପନସର୍ କରିବ ଟାଟା

ଭାରତର ସବୁଠାରୁ ବଡ ବ୍ୟବସାୟୀ କମ୍ପାନୀ ତାଲିକାରେ ଶୀର୍ଷରେ ରହୁଥିବା ଟାଟା ଗ୍ରୁପ୍ସ ଅଫ କମ୍ପାନୀ ଆଇପିଏଲ୍‌ର ଚଳିତ ସିଜନର ଟାଇଟଲ ସ୍ପନସର୍ ହେବ ବୋଲି ଆଇପିଏଲର ଚେୟାରମ୍ୟାନ୍ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି। ଆଉ ଚାଇନିଜ୍ କମ୍ପାନୀ ଭିଭୋ ଆଇପିଏଲର ସ୍ପନସର ରହିବ ନାହିଁ ।

IPL 2022
IPL Retention: ଆୟରଙ୍କ ଦରମା ୪୦ ଗୁଣା ବୃଦ୍ଧି, ଏହି ଖେଳାଳିମାନେ ରାତା ରାତି କୋଟିପତି

ସନରାଇଜର୍ସ ହାଇଦ୍ରାବାଦ ୨୦ ବର୍ଷୀୟ ଜାମ୍ମୁ କାଶ୍ମୀରର ଅଲରାଉଣ୍ଡର ଅବ୍ଦୁଲ ସମଦଙ୍କୁ ଆଇପିଏଲ୍ ୨୦୨୦ ରେ ମାତ୍ର ୨୦ଲକ୍ଷ ଟଙ୍କାରେ କିଣିଥିଲା ।

IPL 2022
ଆଇପିଏଲ ୨୦୨୨: ଜାରି ହେଲା ରିଟେନସନ୍ ତାଲିକା, ମେଗା ଅକ୍ସନ ହେବ ବେଶ ରୋମାଞ୍ଚକ

୨୦୨୨ ଆଇପିଏଲ ମେଗା ଅକ୍ସନ ପୂର୍ବରୁ ମଙ୍ଗଳବାର ୮ଟି ଯାକ ଦଳ ସେମାନଙ୍କ ରିଟେନସନ ତାଲିକା ଜାରି କରିଛନ୍ତି। ନିଲାମ ପୂର୍ବରୁ ଅନେକ ବଡ଼ ବଡ଼ ଖେଳାଳିଙ୍କୁ ଫ୍ରାଞ୍ଚାଇଜ୍‌ମାନେ ରିଲିଜ୍‌ କରି ଦେଇଛନ୍ତି। କିନ୍ତୁ ରୋହିତ ଶର୍ମା ପୂର୍ବଭଳି ମୁମ୍ବାଇ ଇଣ୍ଡିଆନ୍ସ, ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର କିଙ୍ଗସ ଓ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଟୁ ଖେଳିବେ ବୋଲି ଘୋଷଣା କରାଯାଇଛି ।

IPL 2022
IPL ୨୦୨୨ ରିଟେନ୍‌ସନ୍‌: ଅଭିଯୋଗ ସତ ହୋଇଥିଲେ ସାଂଘାତିକ, ଟି-୨୦ରୁ ବାଦ୍‌ ପଡ଼ିବା ନିଶ୍ଚିତ

ଏହି ସମୟରେ ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍ ରାହୁଲ ଏବଂ ସନରାଇଜର୍ସ ହାଇଦ୍ରାବାଦର ରସିଦ ଖାନ ବଡ଼ ବିବାଦରେ ଫସିଛନ୍ତି । ବିସିସିଆଇ ଏହି ମାମଲାର ଯାଞ୍ଚ କରୁଛି । ଯଦି ଏହା ସତ ପ୍ରମାଣିତ ହୁଏ ତେବେ ଏହି ଦୁଇ ଖେଳାଳିଙ୍କୁ ଟି-୨୦ ଲିଗ୍‌ ଖେଳିବାରୁ ବ୍ୟାନ୍‌ କରାଯାଇପାରେ ।

Gautam Gambhir
IPL ୨୦୨୨ ରିଟେନ୍‌ସନ୍‌: ଧୋନିଙ୍କୁ ବାଦ୍‌ ଦେଇ CSK ପାଇଁ ୪ ଖେଳାଳିଙ୍କୁ ବାଛିଲେ ଗମ୍ଭୀର

ବିସିସିଆଇ ଯେଉଁ ବିଜ୍ଞପ୍ତି ପ୍ରକାଶ କରିବ ସେଥିରେ ବିଭିନ୍ନ ଦଳ କରିଥିବା ଖର୍ଚ୍ଚର ପରିମାଣ ମଧ୍ୟ ଲେଖାଥିବ । ଯଦି କୌଣସି ଦଳ ୪ ଜଣ ଖେଳାଳିଙ୍କୁ ରିଟେନ୍‌ କରେ ତେବେ ତାକୁ ୪୨ କୋଟି ଟଙ୍କା କ୍ଷତି ସହିବାକୁ ହେବ । 

Sourav Ganguly
IPL 2022ର ଆୟୋଜନକୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ଼ ସୂଚନା

କରୋନା କାରଣରୁ, ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଆୟୋଜନ କରାଯାଇଥିଲା । କିନ୍ତୁ ଆଇପିଏଲ୍ ୨୦୨୨ ଭାରତରେ ହିଁ ଆୟୋଜନ କରାଯିବ । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି ।