ଆଜି ଏନ.ଆଇ.ସି ଓଡିଶାର ଭୁବନେଶ୍ବର ସ୍ଥିତ ମୁଖ୍ୟାଳୟର ଡାଃ ଶେଷାଗିରୀ ମେମୋରିଆଲ ହଲରେ ଏକାଦଶ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ବହୁ ଉତ୍ସାହ ମଧ୍ୟରେ ପାଳିତ ହୋଇଯାଇଛି। କାର୍ଯ୍ୟାଳୟର ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ ବହୁସଂଖ୍ୟାରେ ଭାଗନେଇ ଯୋଗାସନ ଏବଂ ପ୍ରାଣାୟାମ ଆଦି କରିଥିଲେ।
୮୬ ବର୍ଷ ବୟସରେ ବି ସେ ଯୁବକ। ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ରୋଡ଼ର ଟି.କୁରେଶ ପାତ୍ର। ବିଦ୍ୟୁତ ବିଭାଗରେ ଥିଲେ ନିର୍ବାହୀ ଯନ୍ତ୍ରୀ। ପରିଣତ ବୟସରେ କେତେ ଲୋକଙ୍କୁ କ’ଣ ହେଇଯାଉଛି, କିନ୍ତୁ କୁରେଶଙ୍କୁ କୁଆଡ଼େ ରୋଗ ଛୁଉଁନି।
ସମୁଦ୍ରରୁ ସିଆଚେନ୍, ରାସ୍ତାରୁ ପାହାଡ଼। ଯୋଗରେ ଯୋଡ଼ିହେଲା ଜଗତ। ଦୁନିଆ ପାଳିଲା ଯୋଗ ଯଜ୍ଞ। ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ପାଇଁ ଯୋଗ ଥିମରେ ବିଶ୍ବର କୋଣ ଅନୁକୋଣରେ ଆଜି ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ ।
ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ । କଳିଙ୍ଗ ଷ୍ଟାଡିୟମରେ ଯୋଗ କଲେ ମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ସାମିଲ । ବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଯୋଗ କରିଛନ୍ତି । ଚଳିତ ବର୍ଷର ଥିମ୍ ହେଉଛି "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ।
ବିଶ୍ବର କୋଣ, ଅନୁକୋଣ ଏବଂ ଦେଶର ଗଳି କନ୍ଦିରେ ଉଦଭାସିତ ହେଲା ଯୋଗମୁଦ୍ରାର ଚିତ୍ର। ଆଜି ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସରେ, ଭାରତର ବହୁ ପ୍ରାଚୀନ ପରମ୍ପରାକୁ ଉତ୍ସାହର ପାଳନ କରିଛି ସମଗ୍ର ବିଶ୍ବ।
ବିଶ୍ବର କୋଣ, ଅନୁକୋଣ ଏବଂ ଦେଶର ଗଳି କନ୍ଦିରେ ଉଦଭାସିତ ହେଲା ଯୋଗମୁଦ୍ରାର ଚିତ୍ର। ଆଜି ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସରେ, ଭାରତର ବହୁ ପ୍ରାଚୀନ ପରମ୍ପରାକୁ ଉତ୍ସାହର ପାଳନ କରିଛି ସମଗ୍ର ବିଶ୍ବ।
ଯୋଗ ଦିବସ ଅବସରରେ ସାରା ବିଶ୍ବ ଯୋଗମୟ ହୋଇଛି । ସିକିମରେ ସମୁଦ୍ର ପତ୍ତନରୁ ୧୫ହଜାର ଫୁଟ୍ ଉଚ୍ଚତାରେ ବରଫ ପାହାଡ଼ ଉପରେ ଯୋଗ ମୁଦ୍ରାରେ ନଜର ଆସିଛନ୍ତି ଆଇଟିବିପି ଯବାନ। ଇଷ୍ଟର୍ଣ୍ଣ ଲଦଖରେ ଭାରତୀୟ ସେନା ପକ୍ଷରୁ ଯୋଗ ଦିବସ ପାଳିତ ହୋଇଛି।
ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଯୋଗର ମହତ୍ତ୍ୱ ଏବଂ ଏହାର ସ୍ୱାସ୍ଥ୍ୟ ଉପକାରିତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ନିଜ ପାଇଁ ଏବଂ ସମାଜ ପାଇଁ । ଯୋଗ ପ୍ରତି ସାରା ବିଶ୍ବ ଆକର୍ଷିତ ହୋଇଛି।
ପ୍ରତିବର୍ଷ ୨୧ ଜୁନ୍ରେ ପାଳନ ହୁଏ ‘ଅନ୍ତର୍ଜାତୀୟ ଯୋଗ ଦିବସ’। ଏହା ୨୦୧୫ ଠାରୁ ଆରମ୍ଭ ହୋଇଥିଲା। ଯୋଗ ହେଉଛି ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସର ଏକ ମିଶ୍ରଣ। ଯୋଗ ଆସନ କେବଳ ଶରୀରକୁ ଶକ୍ତି ଯୋଗାଏ ନାହିଁ ବରଂ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରଖେ।
ଯୋଗ ଶବ୍ଦର ବ୍ୟବହାର ଋକବେଦରେ ରହିଛି। ଏଣୁ ଏହା ଏକ 800 ଖ୍ରୀ.ପୂ ରୁ 400 ଖ୍ରୀ.ଅ ଭିତରେ ଏହାର ଉତ୍ପତ୍ତି ବୋଲି ଧରାଯାଇପାରେ। ତେବେ ଖ୍ରୀ.ପୂ. ତୃତୀୟରୁ ଚତୁର୍ଥ ମଧ୍ୟରେ ଥିବା କଥା ଉପନିଷଷଦରେ ପ୍ରଥମେ ଏହାର ବ୍ୟବହାରିକ ଅର୍ଥ ବ୍ୟାଖ୍ୟା କରାଯାଇଥିଲା।
ଗତକାଲି ଆନ୍ତର୍ଜାତୀୟ ବିଶ୍ୱ ଯୋଗ ଦିବସ ପାଳିଛି ସାରା ବିଶ୍ୱ । ଏହି ଅବସରରେ ଅନେକ ଲୋକ ଯୋଗ କରୁଥିବା ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କିନ୍ତୁ ଏହି ସମୟରେ ଗୋଟିଏ ପଶୁ ଯୋଗ କରୁଥିବାର ଭିଡିଓ ସାମ୍ନାକୁ ଆସିଛି ।
ସମୁଦ୍ରରୁ ଆରମ୍ଭ କରି ଉତ୍ତୁଙ୍ଗ ହିମାଳୟରେ ଦେଖିବାକୁ ମିଳିଛି ଯୋଗାଭ୍ୟାସ। ସାଧାରଣ ଲୋକଙ୍କଠାରୁ ରାଷ୍ଟ୍ରପତିଙ୍କ ଯାଏଁ ସମସ୍ତେ ସାମିଲ ହୋଇଛନ୍ତି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନରେ। ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ କରିଛନ୍ତି ଯୋଗାଭ୍ୟାସ ।
ଆଜି ସାରା ବିଶ୍ୱ ଯୋଗ ଦିବସ ପାଳନ କରୁଛି। ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମନରେ ଶାନ୍ତି ଖେଳିଯାଏ। ବଲିଉଡ ସୁନ୍ଦରୀମାନେ ମଧ୍ୟ ଏହାକୁ ଆଜିକାଲି ସେମାନଙ୍କ ଦୈନନ୍ଦିନ ଜୀବନରେ ଆପଣେଇ ନେଇଛନ୍ତି। ସେମାନଙ୍କ ସୌନ୍ଦର୍ଯ୍ୟର ଏହା ହେଉଛି ରହସ୍ୟ। ଆସନ୍ତୁ ଜାଣିବା ଏହି ସୁନ୍ଦରୀମାନଙ୍କୁ।
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ , ବିଶ୍ୱର କୋଣ ଅନୁକୋଣରେ ଯୋଗ ଦିବସ ପାଳନ
ଆଜିକାଲି ମଧୁମେହ ଏକ ସାଧାରଣ ସମସ୍ୟା ହୋଇଯାଇଛି। ପ୍ରାୟ ଘରେ ଘରେ ଏହି ସମସ୍ୟା। ତେବେ ଏହାର ଚିକିତ୍ସା ତଥା ପ୍ରତିରୋଧ ପାଇଁ ଯୋଗାସନ ସବୁଠାରୁ ଉତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ। ଯୋଗ ଏବଂ ବ୍ୟାୟାମର ଅଭ୍ୟାସ ଉଚ୍ଚ ରକ୍ତ ଶର୍କରାକୁ ହ୍ରାସ କରିପାରେ।
ଯୋଗ କେବଳ ରୋଗରୁ ମୁକ୍ତି ଦେଇ ନଥାଏ, ଏହା ଆମର ଆତ୍ମବିଶ୍ୱାସକୁ ମଧ୍ୟ ବୃଦ୍ଧି କରିଥାଏ। ଏହା ମନକୁ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏ ବିଷୟରେ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୧ରେ ଯୋଗ ଦିବସ ପାଳନ କରାଯାଏ। ତେବେ ଆସନ୍ତୁ ଏହା ପଛର ଇତିହାସ ଓ ଲକ୍ଷ୍ୟ ବିଷୟରେ ଜାଣିନେବା।
ହଇରେ ନାରଣ, ଏ କ’ଣ ଚାଲିଛି କିରେ... ଯୋଗ ନାଁରେ ଏଠି ଭୋଗ ଚାଲିଛି ନା’ କଣ ? ଦେଖୁନ, କେମିତି ଭାଲୁ ଭାଇନା ଯୋଗରେ ହାତେ ଜିଭ କାଢିଲେଣି...
ଯୋଗକୁ ଆହୁରି ଲୋକାଭିମୁଖୀ କରିବା ଲକ୍ଷ୍ୟରେ ବାନ୍ଧକଳାରେ ଯୋଗକୁ ସ୍ଥାନିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଜଣେ ବାନ୍ଧଶିଳ୍ପୀ ।
ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗାଡି ଉପରେ ପଡ଼ିଲା ତୋରଣ
ପିଲା ଏବଂ କିଶୋରମାନେ ଯୋଗ ଅଭ୍ୟାସ କରିବା ଦ୍ୱାରା ସେମାନଙ୍କର ଭାବପ୍ରବଣ, ମାନସିକ, ଶାରୀରିକ ଏବଂ ଆଚରଣଗତ ସ୍ୱାସ୍ଥ୍ୟ ଅବସ୍ଥା ଦୃଢ ହୋଇଥାଏ। ଯୋଗ ପିଲାମାନଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧିକରେ।
ଆଜି ଆନ୍ତର୍ଜାତୀୟ ଯୋଗ ଦିବସ। ସାରା ବିଶ୍ୱ ଆଜି ଯୋଗରେ ହେବ ଲୀନ। ଆପଣ ଜାଣିଛନ୍ତି କି ଏହି ଦିନକୁ କାହିଁକି ଯୋଗ ଦିବସ ଭାବେ ସ୍ଥିର କରାଗଲା? ଆସନ୍ତୁ ଜାଣିବା…
ଆଜିର ଦିନରେ ପ୍ରାୟ ସମସ୍ତେ ଯୋଗ ମ୍ୟାଟ୍ ବ୍ୟବହାର କରୁଛନ୍ତି। ଯୋଗରେ ଏହି ମ୍ୟାଟ୍କୁ କେବେ ସାମିଲ୍ କରାଗଲା ତାହା ଜାଣିଛନ୍ତି କି? ଆସନ୍ତୁ ନଜର ପକେଇ ନେବା।
ଯୋଗ, ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ପ୍ରାୟ ୬ ହଜାର ବର୍ଷ ପୂର୍ବେ ଭାରତରେ ଏହାର ଉତ୍ପତ୍ତି ହୋଇଥିଲା ବୋଲି କୁହାଯାଏ