କୁଢ଼ କୁଢ଼ ବ୍ୟାଗ୍। ମନ ଇଚ୍ଛା ଜିନିଷ। ଯିଏ ଯେତିକି ପାରିଲା, ସେତିକି ଲଗେଜ ନେଇ ଟ୍ରନ୍ରେ ଚଢ଼ୁଥିଲା। ଯାତ୍ରା କରୁଥିଲା। କିଏ ସିଟ୍ ତଳେ ରଖୁଥିଲା ତ ଆଉ କିଏ ସିଟ୍ ଉପରେ। ଏପରିକି ଜଣେ ଯାତ୍ରୀ ସାଙ୍ଗରେ ବୋହି ନେଇ ଯାଉଥିଲେ ଛଅ ୬ଟା ବ୍ୟାଗ୍। ହେଲେ ଏବେ ଏହା ଉପରେ ଲାଗିବ ଲଗାମ। ଜାଣନ୍ତୁ ଜଣେ ଯାତ୍ରୀ କେତେ କେଜି ନେଇପାରିବେ।
ବିମାନ ଭଳି ଟ୍ରେନ୍ ରେ ବି ଲାଗୁ ହେବାକୁ ଯାଉଛି ବ୍ୟାଗେଜ୍ କଟକଣା । ଯାତ୍ରୀଙ୍କୁ ନିର୍ଦ୍ଦିଷ୍ଟ ଓଜନ ଯାଏଁ ବ୍ୟାଗେଜ୍ ନେବାକୁ ଅନୁମତି ମିଳିବ । ଓଜନ ଅଧିକ ଥିଲେ ଅଧିକ ଭଡ଼ା ଦେଇ ଲଗେଜ୍ ଅଫିସରେ ବୁକିଂ କରିବାକୁ ପଡ଼ିବ ।
ପାର୍ବଣ ଋତୁ ପୂର୍ବରୁ, ଭାରତୀୟ ରେଳବାଇର ଏକ ବଡ଼ ଉପହାର । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ "ରାଉଣ୍ଡ ଟ୍ରିପ୍ ପ୍ୟାକେଜ୍ ଯୋଜନା" କାର୍ଯ୍ୟକାରୀ କରିବାକୁ ଯାଉଛି । ଏହି ଯୋଜନା ମାଧ୍ୟରେ ଫାଇଦା ନେବେ ଯାତ୍ରୀ। ଏହା ଅଧୀନରେ, ଯାତ୍ରୀମାନେ ୨୦ ପ୍ରତିଶତ ରିହାତି ପାଇବେ ।
ରେଳବାଇ ସୂଚନା ଅନୁଯାୟୀ, ଉଭୟ ଦିଗର ଟିକେଟ୍ ନିଶ୍ଚିତ (କନଫର୍ମ) ହେବା ଜରୁରୀ। ଏହା ସହିତ ଟିକେଟ୍ ଗୋଟିଏ ଶ୍ରେଣୀର (କ୍ଲାସ୍) ଏବଂ ଗୋଟିଏ ହିଁ ଷ୍ଟେସନ ଯୋଡ଼ି ପାଇଁ ହେବା ଜରୁରୀ। ଉଭୟ ଟିକେଟ୍ ଅନଲାଇନ୍ କିମ୍ବା କାଉଣ୍ଟରରୁ ବୁକ୍ କରିବାକୁ ହେବ, କିନ୍ତୁ ଉଭୟ ଟିକେଟ ଗୋଟିଏ ମାଧ୍ୟମରେ ହେବା ଜରୁରୀ।
ପୁଣି ଥରେ ମାଓବାଦୀ ଘଟାଇଛନ୍ତି ହିଂସାକାଣ୍ଡ। IED ବିସ୍ଫୋରଣ କରି ରେଲୱେ ଟ୍ରାକ୍ ଉଡ଼ାଇଛନ୍ତି । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୃଥକ ପୃଥକ ଦୁଇଟି ସ୍ଥାନରେ IED ବିସ୍ଫୋରଣ ହୋଇଛି।
ହାଇଡ୍ରୋଜେନ୍ ଟ୍ରେନ ହାଇଡ୍ରୋଜେନ ଫ୍ୟୁଏଲ ସେଲ ଟେକ୍ନୋଲୋଜି ଉପରେ କାମ କରେ । ଯାହା ଶୂନ୍ୟ କାର୍ବନ ନିର୍ଗମନ ସହିତ ପରିବେଶ ଅନୁକୂଳ ବିକଳ୍ପ ପ୍ରଦାନ କରେ। ଏହା ଡିଜେଲ ଓ ବିଦ୍ୟୁତ ଚାଳିତ ଟ୍ରେନଗୁଡିକର ଏକ ସ୍ଥାୟୀ ବିକଳ୍ପ ଭାବେ ବିବେଚିତ ହେଉଛି।
ସରୁନି ଜମି ଅଧିଗ୍ରହଣ, ମିଳୁନି ଟଙ୍କା । ଡବଲ ଇଂଜିନ ସରକାରରେ ଧିମେଇ ଚାଲିଛି ଦୁଇ ପ୍ରକଳ୍ପ । ପ୍ରକଳ୍ପ ବିଳମ୍ବ ପାଇଁ ଦାୟୀ କିଏ ?
ଆଜିଠୁ ରେଳ ଭଡ଼ା ଦର ବୃଦ୍ଧି ପାଇଥିବା ବେଳେ ରିଜର୍ଭେସନ୍ ଫି, ସୁପରଫାଷ୍ଟ ସରଚାର୍ଜ ଏବଂ ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିଛି । ସାଧାରଣ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇନାହିଁ ।
ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ । ମହଙ୍ଗା ହେବ ଟ୍ରେନ ଯାତ୍ରା । ଦୀର୍ଘ ବର୍ଷ ପରେ ଟ୍ରେନ ଭଡ଼ା ବୃଦ୍ଧି କରିଛି ଭାରତୀୟ ରେଲୱେ । ୨୦୨୫ ଜୁଲାଇ ୧ରୁ ବର୍ଦ୍ଧିତ ଭଡ଼ା ଲାଗୁ କରାଯିବ ।
୫ ଜଣ ଅଭିଯୁକ୍ତ ଟ୍ରେନ ଭିତରେ ତାଙ୍କୁ ଏତେ ପିଟିଥିଲେ ଯେ, ସେ ଚେତାଶୂନ୍ୟ ହୋଇପଡିଥିଲେ । ଖବର ପାଇ ପୋଲିସ ସେହି ବଗିରେ ପହଞ୍ଚି ଚାଙ୍କୁ ଉଦ୍ଧାର କରିବା ସହ ସ୍ଥାନୀୟ ମେଡିକାଲକୁ ନେଇଥିଲା । ଡାକ୍ତର ଦୀପକଙ୍କୁ ମୃତ ଘୋଷଣା କରିଥିଲେ ।
କମ୍ ଦୂରତାର ଯାତ୍ରୀମାନଙ୍କୁ ଆଉ ହେବାକୁ ପଡ଼ିବନି ହଇରାଣ । ରେଳ ବିଭାଗ ୫୦ଟି ନୂଆ ନମୋ ଭାରତ ଏସି ଟ୍ରେନ୍ ତିଆରି କରିବ । ୧୦୦ଟି ମେମୁ ଟ୍ରେନ୍ ମଧ୍ୟ ଚାଲିବ । କମ୍ ଦୂରତା ପାଇଁ ଯାତ୍ରୀମାନଙ୍କୁ ଦୃଷ୍ଟି ରଖି ରେଳ ବିଭାଗ ଏଭଳି ପଦକ୍ଷେପ ନେଇଛି।
ନୂତନ ନିୟମ ଅନୁଯାୟୀ, ଏବେ IRCTC ଆକାଉଣ୍ଟକୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ପଡିବ । ଏହା ପରେ ହିଁ ଆପଣ ଆପ୍ ସାହାଯ୍ୟରେ ଟିକେଟ୍ ବୁକ୍ କରିପାରିବେ ।
ଟ୍ରେନ ବୁକିଂ ନିୟମରେ ବଡ଼ ପରିବର୍ତ୍ତନ । ନମାନିଲେ କରି ପାରିବେନି ବୁକିଂ । ଜାଣି ରଖନ୍ତୁ ନହେଲେ ହୋଇଯିବେ ହଇରାଣ ।
ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରେ ରଖି ରେଳ ବିଭାଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏଣିକି ଟ୍ରେନ୍ରେ ଲାଗିବ ଅଟୋମେଟିକ୍ ଡୋର୍ ।
ଜମ୍ମୁ-କଶ୍ମୀର ରିୟାସି ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମିତ ଏହି ବ୍ରିଜର ଉଚ୍ଚତା ୩୫୯ ମିଟର ଓ ଲମ୍ବ ୧.୩୧୫ କିଲୋମିଟର। ଏହା ହେଉଛି ଏକ ଷ୍ଟିଲ୍ ଆର୍କ ଡିଜାଇନ୍ । ଏଥିରେ ଷ୍ଟ୍ରକଚରାଲ୍ ଷ୍ଟିଲ ଡିଜାଇନକୁ ଏପରି କରାଯାଇଛି, ଏହା ମାଇନସ୍ ୧୦ ଓ ୪୦ ଡିଗ୍ରୀ ସେଲସିଅସ ମଧ୍ୟରେ ତାପମାତ୍ରା ସହ୍ୟ କରିପାରିବ ।
୧.୩ କିଲୋମିଟର ଲମ୍ବା ସେତୁ ଚେନାବ ନଦୀ ଉପରେ ୩୫୯ ମିଟର ଉଚ୍ଚରେ ନିର୍ମିତ ହୋଇଛି । USBRL ପ୍ରକଳ୍ପ ଅଧୀନରେ ଜାମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ରେଲୱେ ବ୍ରିଜ୍ ନିର୍ମାଣ କରାଯାଇଛି।
ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ କରନୀ ମାତା ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ଦେଶନୋକ ରେଳ ଷ୍ଟେସନର ଉଦଘାଟନ କରିଛନ୍ତି ପିଏମ । ଏହାପରେ ପାକିସ୍ତାନକୁ ନିଶାନା କରିବା ସହ ଆତଙ୍କବାଦ ବିରୋଧରେ ଭାରତୀୟ ସେନାର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।
ଟ୍ରେନରେ ଜଣେ ଯାତ୍ରୀଙ୍କଠାରୁ ଖାଦ୍ୟ ଓ ପାନୀୟ ବାବଦକୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧି ଟଙ୍କା ଆଦାୟ କରିବା ଅଭିଯୋଗରେ ଜଣେ ଭେଣ୍ଡରଙ୍କୁ ୫ ବର୍ଷ ପାଇଁ କାର୍ଯ୍ୟରୁ ବହିଷ୍କାର କରାଯାଇଛି ।
ପାକିସ୍ତାନ ପକ୍ଷରୁ ଜନବସତି ଉପରକୁ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ବଡ଼ ନିଷ୍ପତ୍ତି ନେଇଛି । ରାତିରେ ଜମ୍ମୁ ଓ ପଞ୍ଜାବର ବର୍ଡର ଅଞ୍ଚଳରେ ଚଳାଚଳ କରିବନି ଟ୍ରେନ ।
ଏଣିକି ଟ୍ରେନ୍ରୁ ବାହାରିବ ଟଙ୍କା । ଟ୍ରେନ୍ ଯାତ୍ରା ବେଳେ ଆଉ ରହିବନି ନଗଦ ଟଙ୍କାର ଅସୁବିଧା । ଟ୍ରେନ୍ ଭିତରେ ମିଳିବ ଏଟିଏମ୍ ସୁବିଧା । ଯାତ୍ରୀ ଚଳନ୍ତା ଟ୍ରେନ୍ରୁ ଟଙ୍କା ଉଠାଇପାରିବେ । କାରଣ ଭାରତୀୟ ରେଳ ଏବେ ଟ୍ରେନ ଭିତରେ ଏଟିଏମ ବ୍ୟବସ୍ଥା କରିଛି ।
ଭାରତୀୟ ରେଳବାଇରେ ଚାକିରି ସୁଯୋଗ। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଭାରତୀୟ ରେଳବାଇରେ ଚାକିରି ସୁଯୋଗ। ଏନେଇ ଭାରତୀୟ ରେଳବାଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଭାରତୀୟ ରେଳବାଇରେ ଚାକିରି ସୁଯୋଗ। ଏନେଇ ଭାରତୀୟ ରେଳବାଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
୨,୬୨୦ ମିଟର ଦୈର୍ଘ୍ୟ ଓ ୨-ଡିଗ୍ରି କର୍ଭ(ବକ୍ର) ବିଶିଷ୍ଟ ଏହି ସୁଡ଼ଙ୍ଗ ଖନନ କାର୍ଯ୍ୟ ନୂତନ ଜ୍ଞାନକୌଶଳ ପଦ୍ଧତି ଦ୍ବାରା କାର୍ଯ୍ୟ କରାଯାଇଛି । ସୁଡ଼ଙ୍ଗ ଖନନରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଓ ମେସିନ୍ ନିୟୋଜିତ ହୋଇଥିଲା । ଏହି ସଫଳତା ଓଡ଼ିଶାର ଉପକୂଳ ଅଞ୍ଚଳ ସହିତ ପଶ୍ଚିମାଞ୍ଚଳକୁ ସଂଯୋଗ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଯାତ୍ରୀବାହୀ ଟ୍ରେନ୍ଟି ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ଯାତ୍ରୀମାନେ ସୁରକ୍ଷିତ ରହିଥିବା ଜଣାପଡିଛି । ଦୀର୍ଘ ସମୟ ଧରି ଟ୍ରେନ୍ଟି ଅଟକି ରହିଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।