ମୁଁ ତୁମକୁ ହିଁ ବାହା ହେବି। ତାକୁ ମାରିଦିଅ। ମୁଁ ପଇସା ଦେବି। ଏ କଥା ରାଜ କୁଶୱାଙ୍କୁ କହିଥିଲେ ସୋନମ।
ହିମାଳୟ ଦେଇ ପ୍ରବାହିତ ପ୍ରତ୍ୟେକ ନଦୀ ପରି ବ୍ରହ୍ମପୁତ୍ର ନଦୀର ନିଜସ୍ୱ ଇତିହାସ ଏବଂ ପୌରାଣିକ କାହାଣୀ ରହିଛି । କିନ୍ତୁ ଦେବୀ ଭାବରେ ପୂଜା ପାଉଥିବା ଭାରତର ଅନ୍ୟ ନଦୀ ଏବଂ ବ୍ରହ୍ମପୁତ୍ର ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ରହିଛ । ଏହି ନଦୀ ଭାରତର କିଛି ପ୍ରମୁଖ ନଦୀ ମଧ୍ୟରୁ ଗୋଟିଏ, ଯାହାର ନାମ ପୁରୁଷବାଚକ । ଭଗବାନ ବ୍ରହ୍ମାଙ୍କ ସହିତ ପୌରାଣିକ ସମ୍ପର୍କରୁ ଏହି ନଦୀର ଉତ୍ପତ୍ତି ବୋଲି ବିଶ୍ୱାସ କରାଯାଏ ।
ପାକିସ୍ତାନ ଗାଲରେ ଶକ୍ତ ଚାପୁଡା । ମିଛୁଆ ପାକିସ୍ତାନର ମୁଖା ଖୋଲିଗଲା । ସାଟେଲାଇଟ୍ ଇମେଜ୍ ବିଶ୍ୱକୁ କହିଦେଲା, ମିଛ କହୁଥିଲା ପାକିସ୍ତାନ । ଆଦମପୁରରେ ଏସ୍-୪୦୦ ବ୍ୟାଟେରୀ ଡ୍ୟାମେଜ୍ ସଂପର୍କରେ ପାକିସ୍ତାନ ପକ୍ଷରୁ ଯାହା କୁହାଯାଇଛି, ତାହା ମଧ୍ୟ ମିଛ । ସାଟେଲାଇଟ୍ ଇମେଜକୁ ଡିଜିଟାଲି ଏଡିଟ୍ କରାଯାଇଛି । ସେଥିଲେ କିଛି ବ୍ୟାକ ଡଟ୍ ଯୋଡାଯାଇଛି । ଅନଏଡିଟେଡ୍ ସାଟେଲାଇଟ୍ ଇମେଜ୍ ସହ ଏହା ମିଶୁନାହିଁ ।
ବିଶ୍ବବ୍ୟାଙ୍କ ନିକଟରେ ଦାରିଦ୍ର୍ୟ ସୀମାରେଖା ହାର ଲାଗି ମାନକରେ ସଂଶୋଧନ କରିଥିଲା । ଦୈନିକ ଆୟ ୨.୧୫ ଡଲାରରୁ ବଢାଇ ଏହାକୁ ୩ ଡଲାର କରିଥିଲା । ଏହି ମାନଦଣ୍ଡ ଅନୁଯାୟୀ ଦେଶର ପ୍ରାୟ ୨୭ କୋଟି ଲୋକ ଦାରିଦ୍ର୍ୟ ସୀମା ରେଖାରୁ ଉପରକୁ ଉଠିଛନ୍ତି ।
ଏହି ସହଭାଗୀତା ଅଧୀନରେ, ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ହାଇଦ୍ରାବାଦରେ ଏକ ନୂତନ ପ୍ଲାଣ୍ଟ ସ୍ଥାପନ କରିବ। ରାଫେଲର ସମ୍ପୂର୍ଣ୍ଣ ପଛ ଅଂଶ, କେନ୍ଦ୍ରୀୟ ଫ୍ୟୁଜେଲେଜ୍ ଏବଂ ସମ୍ମୁଖ ଅଂଶ ଏହି ପ୍ଲାଣ୍ଟରେ ତିଆରି କରାଯିବ।
ଗତକାଲି ଲୋକାର୍ପିତ ହୋଇଛି ବିଶ୍ବର ସର୍ବୋଚ୍ଚ ରେଳ ସେତୁ ଚେନାବ୍ ବ୍ରିଜ୍ । ଜାମ୍ମୁ-କାଶ୍ମୀର ଯାଇ ଦେଶବାସୀଙ୍କୁ ଚେନାବ୍ ବ୍ରିଜ୍ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୨୦୦୬ରେ ଭାରତ ପାଇଁ ଡେବ୍ୟୁ କରିଥିଲେ ଏହି କ୍ରିକେଟର। ଭାରତ ପାଇଁ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ଲମ୍ବା ରହି ନ ଥିଲା। ମାତ୍ର ମ୍ୟାନ ୱିଥ ଏ ମିଦାସ ଟଚ ରହିଥିଲେ ଏହି ଖେଳାଳି ଜଣଙ୍କ। ଯାହାକୁ ଛୁଉଁଥିଲେ ସେ ସୁନା ପାଲଟି ଯାଉଥିଲା। ଭାରତ ପାଇଁ ଦୁଇ ଦୁଇଟି ବିଶ୍ବକପ ଖେଳିଥିବା ବେଳେ ଉଭୟ ଥରରେ ଭାରତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ।
ଆଗାମୀ ଟେଷ୍ଟ ସିରିଜ୍ ଦୁଇ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ଓ ଜେମ୍ସ ଆଣ୍ଡରସନ୍ଙ୍କ ନାମରେ ନାମିତ କରାଯାଇଛି ।
NBE କହିଥିଲେ ଯେ ପରୀକ୍ଷାକୁ ଗୋଟିଏ ସିଫ୍ଟରେ ପରିଚାଳନା କରିବା ପାଇଁ ସେମାନଙ୍କୁ ଅତିରିକ୍ତ ୪୫୦ ପରୀକ୍ଷା କେନ୍ଦ୍ର ଆବଶ୍ୟକ ହେବ । କାରଣ ପୂର୍ବରୁ 450 କେନ୍ଦ୍ରରେ ଦୁଇଟି ସିଫ୍ଟରେ ପରୀକ୍ଷା କରାଯାଉଥିଲା।
୧.୩ କିଲୋମିଟର ଲମ୍ବା ସେତୁ ଚେନାବ ନଦୀ ଉପରେ ୩୫୯ ମିଟର ଉଚ୍ଚରେ ନିର୍ମିତ ହୋଇଛି । USBRL ପ୍ରକଳ୍ପ ଅଧୀନରେ ଜାମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ରେଲୱେ ବ୍ରିଜ୍ ନିର୍ମାଣ କରାଯାଇଛି।
୩୫ ହଜାର କାପାସିଟିରର ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ୨ ଲକ୍ଷରୁ ଅଧିକ ଦର୍ଶକ। ଫଳରେ ଦଳାଚକଟାରେ ୧୧ରୁ ଅଧିକ କ୍ରିକେଟ ଫ୍ୟାନ ପ୍ରାଣ ହରାଇଥିଲେ। ସେହିପରି ଶତାଧିକ ଆହତ ମଧ୍ୟ ହୋଇଥିଲେ।
ଏହି ଜନଗଣନାରେ ସାମାଜିକ ଓ ଅର୍ଥନୈତିକ ବିବରଣୀ ସହ ଜାତି ଓ ଉପଜାତି ତଥ୍ୟ ମଧ୍ୟ ସ୍ଥାନ ପାଇବ ବୋଲି ସୂଚନା ମିଳିଛି । ଦେଶରେ ଜନଗଣନା ଶେଷ ଥର ପାଇଁ ୨୦୧୧ରେ ହୋଇଥିବା ବେଳେ, ଦୀର୍ଘ ୧୬ ବର୍ଷ ପରେ ଏହା ପୁଣି ହେବାକୁ ଯାଉଛି ।
ଗୋଟିଏ ସିଫ୍ଟରେ ପରୀକ୍ଷା କରିବାକୁ ହେଲେ ଅଧିକ ପରୀକ୍ଷା କେନ୍ଦ୍ର ଦରକାର। ସାରା ଦେଶରେ ୯୦୦ଟି ଅତିରିକ୍ତ ସେଣ୍ଟର ଏବଂ ସେଥିରେ ପ୍ରସ୍ତୁତି କରିବାକୁ ପଡିବ ।
ରୋଜର ବିନ୍ନି ଜୁଲାଇ ୧୯ରେ ୭୦ ବର୍ଷ ବୟସରେ ପାଦ ଦେବେ । ବିସିସିଆଇ ସମ୍ବିଧାନ ଅନୁଯାୟୀ, ସଭାପତି ପଦ ପାଇଁ ସର୍ବାଧିକ ବୟସ ସୀମା ୭୦ ବର୍ଷ । ନୂତନ ସଭାପତି ନିର୍ବାଚିତ ନହେବା ପର୍ଯ୍ୟନ୍ତ, ରାଜୀବ ଶୁକ୍ଲା ସଭାପତି ଦାୟିତ୍ୱ ନିର୍ବାହ କରିବେ ।
ଯଦି ଆଇପିଏଲ ଇତିହାସ କଥା ଦେଖିବା ତାହାଲେ, ୧୪ ଥର ମଧ୍ୟରୁ ୧୧ ଥର, ଯେଉଁ ଦଳ ପ୍ରଥମ କ୍ୱାଲିଫାୟାର ଜିତିଛି, ସେହି ଦଳ ଆଇପିଏଲ ଟ୍ରଫି ନିଜ ନାଁରେ କରିଛି ।
୨୦୧୬ରେ ଭାରତୀୟ ନାଗରିକ ହୋଇଥିବା ଅଦନାନ ସାମିଙ୍କୁ ପାକିସ୍ତାନରେ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ତାଙ୍କ ମାଆଙ୍କ ମୃତ୍ୟୁ ପରେ ମଧ୍ୟ ପାକିସ୍ତାନ ତାଙ୍କୁ ଭିସା ଦେବାକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲା।
ସାଉଦିଆରବ ଗସ୍ତ ସାରି ଉତ୍ତର ଆଫ୍ରିକୀୟ ଦେଶ ଆଲଜେରିଆରେ ପହଞ୍ଚିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ। ଭାରତର ଦୂତାବାସ ଅଧିକାରୀ ଓ ଆଲଜେରିଆର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅଧିକାରୀମାନେ ସେମାନଙ୍କୁ ସ୍ବାଗତ କରିଥିଲେ।
ପ୍ଲେ ଅଫ୍ ମ୍ୟାଚ୍ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଇଂଲଣ୍ଡର ଜନି ବେୟାରଷ୍ଟୋଙ୍କୁ ୫.୨୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି। ସେ ତାଙ୍କ ନିଜ ଦେଶର ବ୍ୟଟ୍ସମ୍ୟାନ୍ ୱିଲ୍ ଜ୍ୟାକ୍ସଙ୍କ ସ୍ଥାନ ନେଇଛନ୍ତି ।
ଆଇପିଏଲ ସିଜିନ୍-୧୮ରେ ପ୍ରଥମ ଦଳ ଭାବେ RCB ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ସେପଟେ ୨୦୧୬ ପରେ ପ୍ରଥମ ଥର ପାଇଁ ଆଇପିଏଲ ଫାଇନାଲରେ ପହଞ୍ଚିଛି ବାଙ୍ଗାଲୋର ।
ସୁନ୍ଦରୀ ଜ୍ୟୋତି ମାଲହୋତ୍ରାଙ୍କ ପାଇଁ ପାଗଳ ହୋଇଯାଇଛନ୍ତି ଯୁବପିଢି। ଏହି ପାକିସ୍ତାନୀ ଗୁପ୍ତଚର ବିବାହିତ ନା’ ଅବିବାହିତ ବୋଲି ଲୋକେ ଜାଣିବାକୁ ଚାହୁଁଛନ୍ତି।
କାଲି ଗୁଜରାଟ ଭୁଜରୁ ପାକିସ୍ତାନକୁ ଶକ୍ତ ଚେତାବନୀ... ଆଜି ଗାନ୍ଧିନଗରରୁ ପଡ଼ୋଶୀ ଦେଶର ଚୈତନ୍ୟ ଉଦୟ । ଦୁଇ ଦିନିଆ ଗୁଜରାଟ ଗସ୍ତ ବେଳେ ବିଭିନ୍ନ ସ୍ଥାନରେ ସାଧାରଣ ସଭାକୁ ସମ୍ବୋଧନ କରି ଆତଙ୍କୀସ୍ତାନ ଉଦ୍ଦେଶ୍ୟରେ ଏଭଳି କଠୋର ବାର୍ତ୍ତା ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଇରାନ୍ ଗସ୍ତରେ ଥିବା ବେଳେ ସେଠାରେ କାଶ୍ମୀର, ଆତଙ୍କବାଦ, ଜଳ ବିବାଦ ଓ ବାଣିଜ୍ୟ ସମେତ ସମସ୍ତ ସମସ୍ୟାର ସମାଧାନ ପାଇଁ ଭାରତ ସହ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି।
ୱାର୍ ରୁମ୍ରେ ସିଧା ସଳଖ ଲାଇଭ୍ ମନିରିଂ କରୁଥିଲେ ତିନି ସେନା ମୁଖ୍ୟ । ତେବେ ଅପରେସନ୍ ସିନ୍ଦୂର ପରେ ପ୍ରଥମ ଥର ପାଇଁ ୱାର୍ ରୁମ୍ର ଚିତ୍ର ସାମ୍ନାକୁ ଆସିଛି ।
ଗିରଫ ହେବା ପରେ ସିଆରପିଏଫ ନିୟମ ଅନୁଯାୟୀ ଯବାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଅଭିଯୁକ୍ତ ଯବାନ ପାକିସ୍ତାନରେ ବସିଥିବା ତାଙ୍କ ହ୍ୟାଣ୍ଡଲରମାନଙ୍କୁ ଅନେକ ସମ୍ବେଦନଶୀଳ ସୂଚନା ପଠାଇଥିଲା ।
ଆଲପିନ ଫର୍ମୂଲା-୧ ଟିମର ରିଜର୍ଭ ଡ୍ରାଇଭର କୁଶ ମାଇନି ପୋଲ ପୋଜିସନରୁ ହିଁ ରେସ ଆରମ୍ଭ କରିଥିଲେ। ଡାମ୍ସର ଏହି ଡ୍ରାଇଭର ଚମତ୍କାର ନିୟନ୍ତ୍ରଣ ଦେଖାଇବାରେ ସକ୍ଷମ ହୋଇଥିଲେ। ସମସ୍ତ ୩୦ଟି ଯାକ ଲାପରେ ଅଦ୍ଭୂତପୂର୍ବ ନିୟନ୍ତ୍ରଣ ସହିତ ପ୍ରଥମ ସ୍ଥାନରେ ରହି ସେ ପୋଡିୟମ ଫିନିଶ କରିଥିଲେ।