ଏବେ ଯେତେବେଳେ YouTuber ଜ୍ୟୋତି ମଲହୋତ୍ରାଙ୍କ ଉପରେ ପାକିସ୍ତାନ ପାଇଁ ଗୁପ୍ତଚର ହେବାର ଅଭିଯୋଗ ଆସିଛି, ରୁପାଲୀ ପୁଣି ଥରେ ତାଙ୍କର ଜାତୀୟତାବାଦୀ ରୂପରେ ଆସି ତାଙ୍କ ଉପରେ ନିଜର ମତାମତ ଦେଇଛନ୍ତି।
ବିରାଟ କୋହଲିଙ୍କ ଦଶମ ମାର୍କ ସିଟ୍ ଅନୁସାରେ ସେ ମୋଟ ୬୦୦ ମାର୍କରୁ ୪୧୯ ନମ୍ବର ରଖିଥିଲେ । ସେ ଇଂରାଜୀରେ ୮୩, ସାମାଜିକ ବିଜ୍ଞାନରେ ୮୧ ଏବଂ ହିନ୍ଦୀରେ ୭୫ ମାର୍କ ପାଇଥିବା ବେଳେ ଗଣିତରେ ୫୧, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ୫୫ ଏବଂ ଇଣ୍ଟ୍ରଡକ୍ଟରୀ ITରେ ୭୪ ମାର୍କ ରଖିଥିଲେ।
ଅପରେସନ ସିନ୍ଦୁର ଶେଷ ହୋଇନାହିଁ। ଇଏ ତ ଟ୍ରେଲର ହେ, ପୁରା ପିକ୍ଚର ବାକି ହେ। ଗୁଜରାଟର ଭୁଜ ଏୟାର ଫୋର୍ସ ଷ୍ଟେସନରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନକୁ ଏଭଳି କିଛି କଡା ଚେତାବନୀ ଦେଇଛନ୍ତି ।
ହଂକଂରେ ପ୍ରାୟ ଏକ ବର୍ଷ ମଧ୍ୟରେ କରୋନା ମାମଲା ଏବଂ ମୃତ୍ୟୁ ସର୍ବାଧିକ ସ୍ତରରେ ପହଞ୍ଚିଛି । ମେ ୩ ତାରିଖ ସପ୍ତାହାନ୍ତରେ ହଂକଂରେ କରୋନା ଭାଇରସ୍ ଯୋଗୁଁ ୩୧ ଜଣଙ୍କର ମୃତ୍ୟୁ ଘଟିଥିଲା ।
ଆକ୍ରମଣ ପୂର୍ବରୁ ପାକିସ୍ତାନକୁ ବକରା ବନେଇଥିଲା ଭାରତ। ପାକିସ୍ତାନୀ ଆକାଶରେ ଉଡ଼ିଥିଲା ଭାରତର ଡମି ବିମାନ। ତାପରେ ହଠାତ୍ ପାକିସ୍ତାନ ଛାତିକୁ ଭେଦି ତାଣ୍ଡବ ରଚିଥିଲା ୧୫ଟି ବ୍ରହ୍ମୋସ୍ ମିସାଇଲ୍ ।
ପାକିସ୍ତାନରୁ ଫେରି ଯବାନ କହିଲେ ଛାତିଥରା କାହାଣୀ। ଜେଲରେ କାଟିଥିବା ୨୧ ଦିନର ଲୋମଟାଙ୍କୁରା କଥା। ଦାନ୍ତ ଘଷିବାକୁ, ଶୋଇବାକୁ ଦେଉନଥିଲେ ପାକିସ୍ତାନୀ।
ବିଶ୍ବ ଆତଙ୍କୀକୁ ପାକିସ୍ତାନ ବାଣ୍ଟୁଛି 'ସିନ୍ଦୂର' ଝଡ଼ ରିଲିଫ୍ । ଜୈସ୍ ମୁଖ୍ୟ ମସୁଦ୍ ଅଜହରକୁ ମିଳିଛି ୧୪ କୋଟି ଅନୁକଂପା । ୧୪ ଜଣଙ୍କୁ ହରାଇଥିବାରୁ ୧୪ କୋଟି ଦେଇଛି ପାକିସ୍ତାନ ।
ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଯାଇଥିଲା, ସେତିକି ବେଳେ ପାକିସ୍ତାନରେ ଅଟକ ଥିଲେ ଭାରତର ଏହି ବିଏସଏଫ୍ ଯବାନ । ତାଙ୍କୁ ଦାନ୍ତ ଘଷିବାକୁ ଦିଆଯାଉନଥିଲା କି ଶୋଇବାକୁ ଦେଉନଥିଲେ ପାକ୍ ସେନା କର୍ମଚାରୀ । ତଥ୍ୟ ହାସଲ ପାଇଁ କରୁଥିଲେ ଘନ ଘନ ଜେରା ।
ଏଭରେଷ୍ଟ ଉପରେ ଚାଲିଗଲା ଜୀବନ । ୨ ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ଭାରତୀୟ । ଏଭରେଷ୍ଟ ଉପରେ ତ୍ରିରଙ୍ଗା ଉଡାଇଲା ପରେ ଆଖିବୁଜିଲେ ପର୍ବତାରୋହୀ ।
ପାକିସ୍ତାନ ପ୍ରତି ଜାତୀୟ ଭାବନା ରଖି ଚାହତ ଫତେହ ଅଲ୍ଲୀ ଖାନ ଏକ ନୂଆ ଗୀତ ରିଲିଜ୍ କରିଛନ୍ତି। ଏହି ଗୀତଟି ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମରେ ରିଲିଜ୍ ହୋଇଛି ଏବଂ ଖୁବ୍ ଜୋର୍ରେ ଇଣ୍ଟର୍ନେଟ୍ରେ ଭାଇରାଲ ହେଉଛି। ଏହାକୁ ନେଇ ସୋସିଆଲ୍ ମିଡିଆରେ ନିଆଁ।
ଗୁଜରାଟର ଭୁଜ୍ ଏୟାର ଫୋର୍ସ ଷ୍ଟେସନ ଉଡ଼ାଇ ଦେଇଛି ବୋଲି ଦାବି କରିଥିଲା ପାକିସ୍ତାନ। ଏହା ମିଛ ପ୍ରମାଣ କରି ଆଜି ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। କହିଛନ୍ତି, ଅନ୍ତର୍ଜାତୀୟ ମୂଦ୍ରା ପାଣ୍ଠିରୁ ଅର୍ଥ ଆଣି ପାକିସ୍ତାନ ଆତଙ୍କବାଦୀଙ୍କୁ ଦେଉଛି।
ପାକ୍ ବିରୋଧରେ ଅପରେସନ ସିନ୍ଦୂରର ସଫଳତା ପରେ ବଢିପାରେ ପ୍ରତିରକ୍ଷା ବଜେଟ। ସେନାକୁ ଅଧିକ ସଶକ୍ତ କରିବାକୁ ପ୍ରତିରକ୍ଷା ବଜେଟ ଆଉ ୫୦ ହଜାର କୋଟି ବଢାଇପାରନ୍ତି କେନ୍ଦ୍ର ସରକାର । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୂରରେ ଅନେକ ଆତଙ୍କୀ ଆଡ୍ଡା ଧ୍ୱଂସ କରିଥିଲା ଭାରତ । ପାକିସ୍ତାନ ଏହାପରେ ଭାରତ ଉପରେ ଡ୍ରୋନ ଆକ୍ରମଣ କରିଥିଲା । ପାକିସ୍ତାନର ସମସ୍ତ ଆକ୍ରମଣକୁ ପଣ୍ଡ କରିଥିଲା ଭାରତ ।
୯ ଓ ୧୦ ତାରିଖରେ ବିଧ୍ୱଂସୀ ବ୍ରହ୍ମୋସ କ୍ରୁଜ୍ ମିସାଇଲ ମାଧ୍ୟମରେ ପାକିସ୍ତାନର ୧୧ଟି ଏୟାରବେସକୁ ଧ୍ୱଂସ କରିଦେଇଥିଲା। ତେବେ ଭାରତ ତାର ବ୍ରହ୍ମାସ୍ତ୍ର ବ୍ରହ୍ମୋସର ପ୍ରୟୋଗ ପୂର୍ବରୁ କରିଥିଲା ବିଗ୍ ପ୍ଲାନ୍। ଟାର୍ଗେଟରେ ଥିଲା ପାକିସ୍ତାନର ରାଡାର ଓ ଏୟାର ଡିଫେନ୍ସ ସିଷ୍ଟମ।
ଆତଙ୍କୀ ଭାରତର ମୁଣ୍ଡକୁ ଆଘାତ କଲେ। ଆମେ ସେମାନଙ୍କର ଛାତିକୁ ଚିରି ପ୍ରହାର କରିଛୁ । ଆମ ସେନା କେବଳ ଟାର୍ଗେଟ ଭେଦିଥାଏ, ଶବ ଗଣିଥାଏ ଶତ୍ରୁ । ପହଲଗାମରେ ଧର୍ମ ପଚାରି ନିର୍ଦ୍ଦୋଷଙ୍କୁ ମାରିଲେ ଆତଙ୍କୀ । ଆମେ କର୍ମ ଦେଖି ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଛୁ ।
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଭାରତର ଏକ ଟେକ୍ନିକାଲ୍ ଟିମ୍ ନ୍ୟୁୟର୍କରେ ୧୨୬୭ ପ୍ରତିବନ୍ଧକ କମିଟି ମନିଟରିଂ ଟିମ୍ ଓ ଅନ୍ୟ ଜାତିସଂଘ ସଦସ୍ୟ ଦେଶଙ୍କ ସହ ଏନେଇ ଆଲୋଚନା କରିଛନ୍ତି ।
ପାକିସ୍ତାନରେ ଭୟଙ୍କର ପରମାଣୁ ରିଆକ୍ସନ୍ ! ଲୋକଙ୍କୁ ଘର ଛାଡ଼ି ପଳାଇଯିବାକୁ ନିର୍ଦ୍ଦେଶ ! ଭାଇରାଲ୍ ହେଉଛି ପାକିସ୍ତାନୀଙ୍କ ଟୁଇଟ୍। ଭାରତ ଉପରେ ଦୋଷ ଲଦିବାକୁ ହେଉଛି ପ୍ରୟାସ ।
ପାକିସ୍ତାନ ଡରୁଆ କୁକୁର ଭଳି ଲାଙ୍ଗୁଡ଼ ଜାକି ଦୌଡିଲା ବୋଲି ସେ କହିଛନ୍ତି । ରୁବିନ କହିଛନ୍ତି, ଏହି ଉତ୍ତେଜନାମୂଳକ ପରିସ୍ଥିତିରେ ଭାରତ ଉଭୟ କୂଟନୈତିକ ଓ ସାମରିକ ସ୍ତରରେ ବିଜୟ ଲାଭ କରିଛି । ଏବେ ସାରା ବିଶ୍ୱର ନଜର ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଉପରେ ରହିଥିବା ସେ କହିଛନ୍ତି ।
ସିନ୍ଧୁ ଜଳ ଚୁକ୍ତି ବାତିଲ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ଲାଗି ଭାରତକୁ ଏବେ କାକୁତି ମିନତି ହେଲାଣି ପାକିସ୍ତାନ। ଭାରତୀୟ ଜଳଶକ୍ତି ମନ୍ତ୍ରୀଙ୍କୁ ଚିଠି ଲେଖି ଅପିଲ୍ କରିଛି ପଡୋଶୀ।
ଚୀନ-ପାକିସ୍ତାନର ବନ୍ଧୁତାକୁ ମଧ୍ୟ ସମସ୍ତେ ଜାଣନ୍ତି । ରୁଷ ବି ଭାରତର ବହୁ ପରୀକ୍ଷିତ ବନ୍ଧୁ । ହେଲେ ଏଥର ରୁଷ ପ୍ରତିକ୍ରିୟା ପୂର୍ବ ପରି ନ ଥିଲା । ରୁଷ ଖୋଲାଖୋଲି ଭାରତକୁ ସମର୍ଥନ କରିବା ବଦଳରେ ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ଏବଂ ମଧ୍ୟସ୍ଥତା କରିବା ପାଇଁ କହିଥିଲା ।
ଅପରେସନ୍ ସିନ୍ଦୂରରେ ମେ’ ୭ ଆକ୍ରମଣ ଦିନ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ଜାମ୍ କରି ଦେଇଥିଲା ଭାରତ। ଚୀନର ଯେଉଁ ଏୟାର ଡିଫେନ୍ସ ସିଷ୍ଟମ ଆଣି ପାକିସ୍ତାନ ମୁତୟନ କରିଥିଲା, ତାକୁ ଜାମ୍ ଆଉ ବାଇପାସ କରିବାରେ ସଫଳ ହୋଇଥିବା ଭାରତୀୟ ସେନା।
ଏପ୍ରିଲ ୨୨ରେ ପହଲଗାମ୍ ହମଲା ପରେ ୨୩ ତାରିଖରେ ପାକିସ୍ତାନ ବିରୋଧରେ କଠୋର ପଦକ୍ଷେପ ଭାବେ ସିନ୍ଧୁ ଜଳ ଚୁକ୍ତି ବାତିଲ କରିଥିଲା ଭାରତ । ତେବେ ସୂଚନା ଅନୁସାରେ, ଏହି ନିଷ୍ପତ୍ତିକୁ ପୁନର୍ବିଚାର କରିବା ପାଇଁ ଚିଠି ଲେଖି ଅପିଲ୍ କରିଛି ଇସଲାମାବାଦ।
ଅପରେସନ୍ ସିନ୍ଦୂରକୁ ନେଇ ବଡ଼ ଅପଡେଟ୍। ଭାରତୀୟ ନୌସେନା ଟାର୍ଗେଟରେ ଥିଲା କରାଚୀ। ଆରବ ସାଗରରେ କରାଚୀ ନିକଟରେ ତୟାର୍ ଥିଲେ INS ବିକ୍ରାନ୍ତ ସମେତ ୩୬ଟି ଯୁଦ୍ଧପୋତ।
ଅପରେସନ ସିନ୍ଦୂରରରେ ଲହୁଲୁହାଣ ହୋଇଥିବା ପାକିସ୍ତାନର ଭାରତର ଏ କଠୋର ଆଭିମୁଖ୍ୟ ପରେ ଟେନସନ ବଢ଼ିଛି। କେମିତି ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବ? କେମିତି ସୀମାରେ ଶାନ୍ତି ଆଣିବ ସେ ଚିନ୍ତା ତାକୁ ଘାରିଛି।
ତୁର୍କୀର ଦୁଇ ଡ୍ରୋନ ଅପରେଟର ଭାରତର ଏୟାର ଷ୍ଟ୍ରାଇକରେ ନିପାତ ହୋଇଥିବା ସୂଚନା ମିଳିଛି ।