• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India News

VP Election
VP Election: ସି.ପି. ରାଧାକ୍ରିଷ୍ଣନଙ୍କୁ ଟକ୍କର ଦେବେ ବି. ସୁଦର୍ଶନ, ବିଜେଡିର ଆଭିମୁଖ୍ୟକୁ ନେଇ ସସପେନ୍ସ

ସରଗରମ ଉପରାଷ୍ଟ୍ରପତି ନିର୍ବାଚନୀ ମୈଦାନ। ତାମିଲନାଡ଼ୁର ସି.ପି. ରାଧାକ୍ରିଷ୍ଣନଙ୍କୁ ଟକ୍କର ଦେବେ ତେଲେଙ୍ଗାନାର ଜଷ୍ଟିସ୍ ବି. ସୁଦର୍ଶନ। NDA ପ୍ରାର୍ଥୀ ଘୋଷଣାର ଦିନକ ପରେ ସେଇ ଜଣେ ଦକ୍ଷିଣ ଭାରତୀୟଙ୍କୁ ପ୍ରାର୍ଥୀ ବାଛି ଇଣ୍ଡି ମେଣ୍ଟ କାଉଣ୍ଟର୍ କରିବାକୁ ଚେଷ୍ଟା କରିଥିବା ବେଳେ, ଧର୍ମସଂକଟରେ ପଡ଼ିଛନ୍ତି ବିଭିନ୍ନ ଦକ୍ଷିଣୀ ଦଳ। ଏପଟେ ନବୀନ-ରାଜନାଥ ଆଲୋଚନା ଚର୍ଚ୍ଚା ଭିତରେ ବିଜେଡିର ଆଭିମୁଖ୍ୟକୁ ନେଇ ଏବେ ବି ଜାରି ରହିଛି ସସପେନ୍ସ।...

Big News
Big News: ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

ବାଣିଜ୍ୟିକ ପ୍ରତିଷ୍ଠାନର ସାଇନ୍‌ବୋର୍ଡରେ ଓଡ଼ିଆ ଲେଖା ହେବ ବାଧ୍ୟତାମୂଳକ । ଏନେଇ ଗୃହ ନଗର ଉନ୍ନୟନ ବିଭାଗ ସଚିବଙ୍କ ପକ୍ଷରୁ ଚିଠି । ସମସ୍ତ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି

Big News
Big News: ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

ଭାରତ ଉପରେ ପୁଣି ଟାରିଫ୍‌ ବଢ଼ାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା । ‘ଭାରତ ଭଲ ବ୍ୟବସାୟିକ ପାର୍ଟନର ନୁହେଁ, ୨୪ ଘଣ୍ଟାରେ ପୁଣି ବଢ଼ିବ ଟାରିଫ’ । ପୂର୍ବରୁ ଭାରତ ଉପରେ ୨୫% ଟାରିଫ୍‌ ଲଗାଇଛନ୍ତି ଟ୍ରମ୍ପ୍‌ ।

Big News
Big News: ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର । ଗଭୀର ଭାବେ ପୋଡ଼ିଥିବା ଅଂଶରେ ଅସ୍ତ୍ରୋପଚାର । ଏବେ ବି ଅକ୍ସିଜେନ୍‌ ସପୋର୍ଟରେ ଅଛନ୍ତି ପୀଡ଼ିତା ।

news
Big News : ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

ଲାଞ୍ଚ ମାମଲାରେ ICICI ବ୍ୟାଙ୍କ ପୂର୍ବତନ CEO ଚନ୍ଦା କୋଚର ଦୋଷୀ ସାବ୍ୟସ୍ତ । SAFEMA ଟ୍ରିବ୍ୟୁନାଲରେ ଚନ୍ଦାଙ୍କ ଆବେଦନ ଖାରଜ । ଭିଡିଓକନକୁ ୩୦୦ କୋଟିର ଋଣ ଦେବା ପାଇଁ ଲାଞ୍ଚ ନେଇଥିଲେ ଚନ୍ଦା ।

Big News
Big News : ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

ରାସ୍ତାଘାଟରେ ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ ବିକିଲେ କାର୍ଯ୍ୟାନୁଷ୍ଠାନ । ପେଟ୍ରୋଲ ପମ୍ପ୍‌ ସଂଘ ସହ ବୈଠକରେ ପରେ ଯୋଗାଣ ମନ୍ତ୍ରୀଙ୍କ ସୂଚନା । ବାହାରେ ବିକ୍ରି ହେଲେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ହେବ ।

Big News
Big News: ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

କୁବେର DFO ନିତ୍ୟାନନ୍ଦ ନାୟକଙ୍କର ୧୧୫ ପ୍ଲଟ୍‌ ଠାବ । ନିଜ ନାଁରେ ୫୩, ପତ୍ନୀଙ୍କ ନାଁରେ ୪୨ ପ୍ଲଟ୍‌ ଠାବ । ୨ ପୁଅଙ୍କ ନାଁରେ ୧୬ ପ୍ଲଟ୍‌, ଝିଅ ନାଁରେ ୪ ପ୍ଲଟ୍‌ ଠାବ

Big News
Big News: ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

ଚାନ୍ଦିପୁର ୩ ନଂ ଲଞ୍ଚପ୍ୟାଡରୁ ପୃଥ୍ୱୀ-୨' ମିଜାଇଲ୍‌ର ସଫଳ ପରୀକ୍ଷଣ । ସନ୍ଧ୍ୟା ୮ଟା ୩୫ ମିନିଟରେ ପରୀକ୍ଷଣ ହେଲା ୩୫୦ରୁ ୫୦୦ କି.ମି ଲକ୍ଷ୍ୟଭେଦ କ୍ଷମତା ରଖୁଥିବା ପୃଥ୍ବୀ । ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା

Big News
Big News : ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

ରାଜ୍ୟ କ୍ୟାବିନେଟ୍‌ରେ ୧୧ଟି ବିଭାଗର ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ । କ୍ୟାବିନେଟ୍‌ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ।

pahalgam attack
Pahalgam Attack: ସେଲିବ୍ରେସନ କରିଥିଲେ ଆତଙ୍କୀ

ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ଏନଆଇଏକୁ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଆକ୍ରମଣ ପରେ ପାକିସ୍ତାନୀ ଆତଙ୍କବାଦୀମାନେ ସେଲିବ୍ରେସନ କରିଥିଲେ। ସାକ୍ଷୀଙ୍କୁ ‘ଷ୍ଟାର ପ୍ରୋଟେକ୍ଟେଡ୍ ଓ୍ଵିଟନେସ’ ମାନ୍ୟତା ଦିଆଯାଇଛି ।

Big News
Big News: ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

ବାଲେଶ୍ୱର ଘଟଣାରେ ପୀଡ଼ିତା ଛାତ୍ରୀଙ୍କ ମାଆଙ୍କ ସାଙ୍ଘାତିକ ଅଭିଯୋଗ । କହିଲେ ସିସିଟିଭିରେ ଦେଖିଲୁ ନିଆଁ ଜଳୁଛି, ଛୁଆ ମୋର ଦୌଡ଼ି ଦୌଡ଼ି ଆସିଲା । ତେଣୁ ମୁଁ ଭାବୁଛି ସାର୍‌ ନିଆଁ ଲଗାଇ ଦେଇଛନ୍ତି ।

Saina Nehwal
Saina Nehwal : ସୋସିଆଲ ମିଡିଆରେ କଲେ ଘୋଷଣା...ମୁହଁ ଖୋଲିନାହାନ୍ତି ସ୍ବାମୀ

ସାଇନା ଓ କଶ୍ୟପ ଅନେକ ଦିନ ହେବ ପରସ୍ପରକୁ ଡେଟ୍ କରୁଥିଲେ । ପରେ ୨୦୧୮ରେ ବିବାହ କରିଥିଲେ । ଉଭୟ ହାଇଦ୍ରାବାଦରେ ପୁଲ୍ଲେଲା ଗୋପିଚାନ୍ଦ ଏକାଡେମୀରେ ଟ୍ରେନିଂ ନେଉଥିଲେ।

Big News
Big News : ପଢ଼ନ୍ତୁ ଆଜିର ବଡ଼ ଖବର

ବାଲେଶ୍ବର ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ହେବ କହିଲେ ମୁଖ୍ୟମନ୍ତ୍ରୀ । ଆହତ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପରେ ସୂଚନା ଦେଲେ । ଉଚ୍ଚ ଶିକ୍ଷା ବିଭାଗ ପଦକ୍ଷେପ ନେଇ ସାରିଛି, ତଦନ୍ତ ଆରମ୍ଭ ହୋଇଛି ।

Big News
Big News: ପଢ଼ନ୍ତୁ ଆଜିର ବଡ଼ ଖବର

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କଲେ ଅର୍ଚ୍ଚନା ନାଗ । ପୂର୍ବରୁ ହୋଇଥିବା ଗିରଫଦାରୀକୁ ବିରୋଧ କରି ନ୍ୟାୟ ପାଇଁ ଗୁହାରି କଲେ । କହିଲେ ମୋ ସହ ଅନ୍ୟାୟ ହୋଇଛି, ମୋ ନାଁରେ ମିଛ ଅଭିଯୋଗ ଅଣାଯାଇଥିଲା ।

Big News
Big News: ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

ଡ୍ରାଇଭରଙ୍କୁ ପିଟିଲେ ଆନ୍ଦୋଳନରତ ଡ୍ରାଇଭର । ବଲାଙ୍ଗିର-ସୋନପୁର ଏନ୍‌ଏଚ୍‌ ୫୭ ଟୋଲ୍ ଗେଟ୍‌ ନିକଟରେ ଆକ୍ରମଣ । ଆନ୍ଦୋଳନ ସତ୍ତ୍ବେ ଗାଡ଼ି ଚଲାଉଥିବାରୁ ଡ୍ରାଇଭର ସଂଘର ଆକ୍ରମଣ ।

Big News
Big News: ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ। NBW ଆଧାରରେ ଗିରଫ କଲା ବଡଗଡ଼ ଥାନା ପୋଲିସ । କୋର୍ଟ ନିୟମ ଖିଲାପ କରିଥିବାରୁ ଗିରଫ ନିର୍ଦ୍ଦେଶ ଦେଇଥିଲେ JMFC କୋର୍ଟ ।

Big News
Big News: ପଢ଼ନ୍ତୁ ଆଜିର ବଡ଼ ଖବର

ଡ୍ରାଇଭର ଧର୍ମଘଟ ଯୋଗୁଁ କାଲିଠୁ ପେଟ୍ରୋଲ ସଂକଟ ଆଶଙ୍କା । ଏପରି ଆଶଙ୍କା କଲେ ପେଟ୍ରୋଲିୟମ୍‌ ଡିଲର ସଂଘ ସାଧାରଣ ସମ୍ପାଦକ ।

big news
Big News : ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ଘୋଷଣା । ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ଟି ପଦ ଖାଲି ଅଛି, ଶୀଘ୍ର ସଂପ୍ରସାରଣ ହେବ । ଖୁବ ଶୀଘ୍ର ବୋର୍ଡ ନିଗମ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ହେବ ।

Big News
Big News: ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

ପୁଣି ଥରେ ରାଜ୍ୟ ବିଜେପି ମଙ୍ଗ ଧରିଲେ ମନମୋହନ ସାମଲ । ମନମୋହନଙ୍କ ନାଁରେ ଦଳ ମୋହର ମାରିବା ପରେ ବିଜେପି ଶିବିରରେ ଉତ୍ସବର ମାହୋଲ ।

ଜୁନ୍‌ରୁ ବଦଳିଯିବ ଏହି ନିୟମ
Rule June 2025: LPG ସିଲିଣ୍ଡରରୁ କ୍ରେଡିଟ୍‌ କାର୍ଡ ପର୍ଯ୍ୟନ୍ତ... ଜୁନ୍‌ ୧ରୁ ବଦଳିଯିବ ଏହି ସବୁ ନିୟମ

ଏଲପିଜି ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଠୁ ଆରମ୍ଭ କରି କ୍ରେଡିଟ୍‌ କାର୍ଡ ସହିତ ଜଡ଼ିତ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଆସନ୍ତା ମାସରେ କେଉଁ ୫ଟି ନିୟମରେ ହେବ ବଡ଼ ପରିବର୍ତ୍ତନ...

Jyoti Malhotra
ଗୁଗୁଲରେ ଜ୍ୟୋତିଙ୍କ ସ୍ୱାମୀ !

ସୁନ୍ଦରୀ ଜ୍ୟୋତି ମାଲହୋତ୍ରାଙ୍କ ପାଇଁ ପାଗଳ ହୋଇଯାଇଛନ୍ତି ଯୁବପିଢି। ଏହି ପାକିସ୍ତାନୀ ଗୁପ୍ତଚର ବିବାହିତ ନା’ ଅବିବାହିତ ବୋଲି ଲୋକେ ଜାଣିବାକୁ ଚାହୁଁଛନ୍ତି।

FifthGenFighter
Advanced Medium Combat Aircraft : ଭୟରେ ଥରିଲେଣି ଚୀନ, ପାକିସ୍ତାନ; ଭାରତ ତିଆରି କରୁଛି ୫ମ ପିଢ଼ିର ଯୁଦ୍ଧବିମାନ

ଭାରତ ଏବେ ନିଜସ୍ୱ ଜ୍ଞାନକୌଶଳରେ ପ୍ରସ୍ତୁତ ୫ମ ପିଢିର ଷ୍ଟେଲ୍ଥ ଯୁଦ୍ଧବିମାନ AMCAକୁ ବିକଶିତ କରିବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଥିପାଇଁ ଏକ ମେଗା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

Testing
Pokhran-1 Nuclear Test: ପୂରା ଟିମ ଚାହିଁ ରହିଥିଲା, ୫ ମିନିଟ ଯାଏ ହେଲାନି ବିସ୍ଫୋରଣ: ଜାଣନ୍ତୁ, ପୋଖରାନ-୧ ପରୀକ୍ଷଣର ପୂରା କାହାଣୀ

ପରୀକ୍ଷଣ କରାଯିବାର ଦିନକ ପୂର୍ବଯାଏ ଏହି ପୂରା ଅପରେସନକୁ ଗୋପନୀୟ ରଖାଗଲା । ଏପରିକି ପରୀକ୍ଷଣ ସମ୍ପର୍କରେ ଆମେରିକା ମଧ୍ୟ ଏ ସମ୍ପର୍କରେ ସାମାନ୍ୟ ପ୍ରାକ ସୂଚନା ପାଇ ପାରିଲା ନାହିଁ । ପରୀକ୍ଷଣ ପରେ ସାରା ବିଶ୍ୱ ଚମକି ପଡିଥିଲା । ଆମେରିକ ଭାରତ ଉପରେ ପୂରା ରାଗି ଯାଇଥିଲା । ଏପରିକି ଭାରତ ଉପରେ ବିଭିନ୍ନ ପ୍ରତିବନ୍ଧକ ମଧ୍ୟ ଲଗାଇଥିଲା । ଭାରତର ଏହି ସଙ୍କଟ ମୁହୂର୍ତ୍ତରେ ସୋଭିଏତ ଋଷ ହିଁ ସାଥ ଦେଇଥିଲା । 

how did danish trap youtubers and collect secret information from the Indian Army
Indian Youtuber Jyoti Spying For Pak: କିଏ ଏହି ପାକିସ୍ତାନୀ ପ୍ରେମିକ ଦାନିଶ? କେମିତି ୟୁଟ୍ୟୁବରଙ୍କୁ ଫସାଇ ଆଦାୟ କରୁଥିଲେ ଭାରତୀୟ ସେନାର ଗୁପ୍ତ ତଥ୍ୟ

ଭାରତର ଝିଅ, ପଡ଼ିଥିଲେ ପାକିସ୍ତାନୀ ଅଫିସରଙ୍କ ପ୍ରେମରେ। ପ୍ରେମ ପଛର ଅସଲ ଖେଳ ବୁଝିପାରୁ ନଥିଲେ ନା, ବୁଝିକି ଅବୁଝା ଥିଲେ ଜ୍ୟୋତି ମାଲହୋତ୍ରା? ସେହି ଅଫିସର ଜ୍ୟୋତିଙ୍କ ପାଇଁ ପାକିସ୍ତାନ ବୁଲିବାର ବ୍ୟବସ୍ଥା କରିଥିଲେ, ତା ସହିତ ଚୀନ୍ ଅଧିକାରୀଙ୍କ ସହ ଦେଖା ମଧ୍ୟ କରାଇ ଦେଇଥିଲେ। ତଥାପି ଜ୍ୟୋତି କେମିତି ବୁଝିପାରି ନଥିଲେ ପାକ୍ ଅଫିସରଙ୍କ ଷଡ଼ଯନ୍ତ୍ର?

ଡୋଭାଲ ହିଁ ଜାଣିଥିଲେ ସିକ୍ରେଟ୍‌ ପ୍ଲାନ୍‌
Operation Sindoor Secrets: ଅପରେସନ ସିନ୍ଦୂରରେ କ'ଣ ରହିବ ଟାର୍ଗେଟ୍, ସବୁ ସିକ୍ରେଟ୍‌ କେବଳ ଜାଣିଥିଲେ ଡୋଭାଲ

ଅପରେସନ ସିନ୍ଦୂରର ୨ ଘଣ୍ଟା ପୂର୍ବରୁ ସୁରକ୍ଷା ଏଜେନ୍ସିକୁ ଏନେଇ ସୂଚନା ଦେଇଥିଲେ ଅଜିତ ଡୋଭାଲ । ଅପରେସନ ନେଇ ସମସ୍ତ ତଥ୍ୟକୁ ଟପ୍ ସିକ୍ରେଟ ରଖିଥିଲେ NSA ।