• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Iaf

Indian Airforce
ପୋଖରାନରେ ବାୟୁସେନାର ଶକ୍ତି ପ୍ରଦର୍ଶନ, ବିଧ୍ୱଂସ କ୍ଷମତା ଦେଖାଇଥିଲେ ଲଢ଼ୁଆ ବିମାନ

ଭାରତୀୟ ବାୟୁସେନାର ବାୟୁଶକ୍ତି-୨୪ ଏକ୍ସରସାଇଜ୍‌ । ବାୟୁସେନାର ୧୨୦ ଯୁଦ୍ଧ ବିମାନ ଅଭ୍ୟାସରେ ସାମିଲ ।

IAF
ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା, ମିଳିଲା ଟୁ ସିଟର୍ ଯୁଦ୍ଧ ବିମାନ ’ତେଜସ୍’

HAL ଠାରୁ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ VR ଚୌଧୁରୀ ଏହାକୁ ଗ୍ରହଣ କରିଛନ୍ତି । ଏହି ଯୁଦ୍ଧ ବିମାନରେ ସ୍ୱଦେଶୀ ଇଲେକ୍ଟ୍ରୋନିକାଲି ସ୍କାନ୍ଡ ରାଡର ଖଂଜା ଯାଇଛି । ବିମାନରେ ମିସାଇଲ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲଗାଯିବା ଭଳି ବ୍ୟବସ୍ଥା ହୋଇଛି। ଆକାଶ ମାର୍ଗରେ ମଧ୍ୟ ବିମାନରେ ଇନ୍ଧନ ଭର୍ତ୍ତି କରାଯାଇପାରିବ ।

IAF
ଆହୁରି ଶକ୍ତିଶାଳୀ ହେବ ବାୟୁସେନା ! ସାମିଲ ହେବ C-295 MW ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ

ଏହି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟର ୫ରୁ ୧୦ଟନ୍ ଓଜନର ମାଲ ପରିବହନ କ୍ଷମତା ରହିଛି । ଏଥିସହ ଏକାଥରକେ ୭୦ ଜଣ ଯବାନ ଏଥିରେ ବସିପାରିବେ । 

IAF grounds entire fleet of MiG-21 fighter jets following crash in Rajasthan
ବାରମ୍ବାର ଦୁର୍ଘଟଣା ପରେ ଲଢ଼ୁଆ ବିମାନ MIG-21ର ଉଡ଼ାଣ ସ୍ଥଗିତ

କ୍ରାସ୍ ବଢ଼ିବା ପରେ ଲଢ଼ୁଆ ବିମାନ MIG-21ର ଉଡ଼ାଣକୁ ସ୍ଥଗିତ ରଖାଯାଇଛି। ରାଜସ୍ଥାନରେ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦୁଇ ସପ୍ତାହ ପରେ ଭାରତୀୟ ବାୟୁସେନା ଏଭଳି ନିଷ୍ପତ୍ତି ନେଇଛି। 

Droupadi Murmu
ବାୟୁସେନା ପୋଷାକରେ ସୁଖୋଇ-୩୦ରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ସୁଖୋଇ ୩୦ର କୋ ପାଇଲଟ୍ ସିଟରେ ମହାମହିମ ଉଡ଼ାଣ ଭରିଛନ୍ତି ।

Sukhoi 30
ସୁଖୋଇ-୩୦ରେ ଉଡ଼ିବେ ତିନି ସେନାର ସୁପ୍ରିମ୍‌ କମାଣ୍ଡର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ହେଉଛନ୍ତି ଦେଶର ତିନି ସେନାର ସୁପ୍ରିମ କମାଣ୍ଡର । ତାଙ୍କୁ ଦେଶର ସାମରିକ ଶକ୍ତି, ଅସ୍ତ୍ରଶସ୍ତ୍ର ଓ ରଣନୀତି ସଂପର୍କରେ ଅବଗତ କରାଯାଇଥାଏ ।

Garud Commando Force
ଚୀନ୍‌ ସେନାଙ୍କ ପାଇଁ କାଳ ଭାରତୀୟ ଗରୁଡ ଫୋର୍ସ : ଦେଖିଲା ମାତ୍ରେ କରିବେ ସୁଟ୍

ମନରେ ଅସୀମ ଦମ୍ଭ । ହାତରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର । ବଛାବଛା ବାୟୁବୀରଙ୍କୁ ନେଇ ଗଠିତ ଗରୁଡ଼ ଫୋର୍ସ

Indian Air Force
ଦମ୍‌ ଦେଖାଇଲା ଭାରତୀୟ ବାୟୁସେନା, ନୀଳ ଆକାଶରେ ଘୁ ଘୁ ଗର୍ଜନ କରି ଥରାଇଲା ଛାତି..

ନୀଳ ଆକାଶର ଛାତି ଚିରି ଶକ୍ତି ଓ ସାମର୍ଥ୍ୟ ଦେଖାଇଥିଲେ ରାଫେଲ, ସୁଖୋଇ ଓ ଜାଗୁଆର ଭଳି ଫାଇଟର ଜେଟ୍ ।

Indian Air Force
ଭାରତ ବନାମ ପାକିସ୍ତାନ କାହା ବାୟୁସେନା କେତେ ଶକ୍ତିଶାଳୀ ?

ଭାରତୀୟ ବାୟୁସେନା ପାଖରେ ୧,୭୦,୫୭୬ ସକ୍ରିୟ ସୈନିକ ଅଛନ୍ତି । ୧.୪୦ ଲକ୍ଷ ରିଜର୍ଭ ଫୋର୍ସ ଅଛନ୍ତି ।

Prachand
ବାୟୁସେନାକୁ ଶକ୍ତିଶାଳୀ କରିବ ‘ପ୍ରଚଣ୍ତ’

ଭାରତୀୟ ବାୟୁ ସେନାରେ ଶକ୍ତି ବୃଦ୍ଧି ହୋଇଛି। ସ୍ୱଦେଶୀ ଜ୍ଞାନ କୌଶଳ ନିର୍ମିତ ହାଲୁକା ଲଢୁଆ ହେଲିକପ୍ଟର (ଏଲସିଏଚ୍)କୁ ଆଜି ଭାରତୀୟ ବାୟୁ ସେନାରେ ସାମିଲ କରାଯାଇଛି। ଏହି ଲଢ଼ୁଆ ବିମାନର ନାଁ ରହିଛି ପ୍ରଚଣ୍ଡ। ଏହାକୁ ସେନା ପକ୍ଷରୁ ରାଜସ୍ଥାନର ଲଙ୍ଗେୱାଲାଠାରେ ମୁତୟନ କରାଯିବ।

Indigenously Developed Light Combat Helicopter
ଭାରତୀୟ ବାୟୁସେନାରେ ସାମିଲ ହେଲା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ଲଢୁଆ ହେଲିକପ୍ଟର

ଦେଶ ପାଇଁ ଗୌରବର ବିଷୟ। ଭାରତୀୟ ସାମରିକ ଶକ୍ତିରେ ଯୋଡ଼ି ହେବ ନୂଆ ଇତିହାସ । ଭାରତୀୟ ବାୟୁସେନା ପକ୍ଷରୁ (ଆଇଏଏଫ) ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍)ର ପ୍ରଥମ ବ୍ୟାଚ୍ ମୁତୟନ କରାଯାଇଛି।

Suryakiran Show
ଭୁବନେଶ୍ୱର ଆକାଶର ବୁକୁରେ ଶକ୍ତି ଓ ସାମର୍ଥ୍ୟର ଜବରଦସ୍ତ ଜଲଓ୍ୱା ଦେଖାଇଲେ ବାୟୁବୀର

ନୀଳ ଆକାଶର ବୁକୁରେ ଶକ୍ତି ଓ ସାମର୍ଥ୍ୟର ଜବରଦସ୍ତ ଜଲଓ୍ୱା। ବାୟୁବୀରଙ୍କ ଚିତାକର୍ଷକ ସୋର ସାକ୍ଷୀ ସାଜିଲା କୁଆଖାଇ ପଠା। ସମୟ ସକାଳ ଠିକ୍ ୧୦ଟା ୨୦ ମିନିଟ୍। ଭୀମ ଗର୍ଜନ କରି ଭୁବନେଶ୍ୱର ବିମାନ ବନ୍ଦର ଆଡୁ ଏକାସାଙ୍ଗେ ମାଡ଼ି ଆସିଲେ ୯ଟି ରେଡ୍ ଆଣ୍ଡ ହ୍ବାଇଟ୍ ହକ୍ MK-132 ଫାଇଟର ଏୟାରକ୍ରାଫ୍ଟ। କେତେବେଳେ ୫ଶହ ଫୁଟ୍ ତ କେତେବେଳେ ହଜାରେ ଫୁଟ୍ ଉଚ୍ଚରେ। 

Suryakiran Show
ରାଜଧାନୀ ଆକାଶରେ ବାୟୁବୀରଙ୍କ ଜଲଓ୍ୱା: ସୂର୍ଯ୍ୟକିରଣ ଶୋ'ରେ ଅବିଭୁତ ଭୁବନେଶ୍ୱରବାସୀ

ଆଜାଦି କା ଅମୃତ ମହୋତ୍ସବ ଅବସରରେ ପୂର୍ବ ଭାରତର ଯେଉଁ ୫ଟି ସ୍ଥାନରେ ସୂର୍ଯ୍ୟକିରଣ ସୋ ପ୍ରଦର୍ଶନ ପାଇଁ ସ୍ଥାନ ନିର୍ଦ୍ଧାରଣ ହୋଇଛି। ତା ମଧ୍ୟରେ ରହିଛି ଭୁବନେଶ୍ୱର ଓ ପୁରୀ। 

Barun Singh
ଜୀବନକୁ ବାଜି ଲଗାଇ, SOPକୁ ଖାତିର ନକରି ବିମାନ ଛାଡ଼ିନଥିଲେ; ଆଉ ପୁରଷ୍କାର ପାଇଥିଲେ, ହେଲେ ଏବେ

ନିଜ ଜୀବନ ସହ ଖେଳିଯାଇଥିବା ଏହି ବାହାଦୂର୍ ବାୟୁବୀର, ଆଜି ହାରିଯାଇଛନ୍ତି ଜୀବନ ଯୁଦ୍ଧରେ । ତାମିଲନାଡ଼ୁ ଚପର କୁନ୍ନୁର କ୍ରାସ୍‌ରେ ଗୁରୁତର ହୋଇ ସପ୍ତାହେ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ, ଚିରଦିନ ପାଇଁ ଆଖି ବୁଜିଛନ୍ତି ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂ ।

IAF\'s Suryakiran Team Steal Limelight At Dubai Air Show, Flies Over Burj Khalifa
ଦୁବାଇ ଆକାଶରେ ସୂର୍ଯ୍ୟକିରଣ ଦେଖାଇଲେ କମାଲ

ଦୁବାଇ ଆକାଶରରେ କରିସ୍ମା ଦେଖାଇଲା ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ । ଦେଖନ୍ତୁ ଏହାର ସଂପୂର୍ଣ୍ଣ ଭିଡିଓ..

Air cheif marshal
ନୂଆ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ

ଦେଶର ୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ। ବିଦାୟୀ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦନ କରାଯାଇଛି

MIG 21
ଆକାଶରୁ ହଠାତ୍‌ ଖସିପଡ଼ିଲା ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ MIG 21

ବୁଧବାର ରାଜସ୍ଥାନର ବାଡ଼ମେର ଜିଲ୍ଲାର ଭୁଟାରିଆ ଗାଁ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ବାୟୁସେନାର ଏକ ମିଗ୍ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Special Operations At Nyoma
ଚୀନ ସୀମା ଲଦାଖରେ ଦମ୍ ଦେଖାଇଲା ଭାରତୀୟ ସେନା : ୧୩ ହଜାର ୫୦୦ ଫୁଟ୍ ଉପରେ ଥିବା ନ୍ୟୋମାରେ ଲ୍ୟାଣ୍ଡ କଲା ଚିନୁକ୍

ଚୀନ ସୀମା ନିକଟ ଲଦାଖର ନ୍ୟୋମାରେ ଦମ୍ ଦେଖାଇଛି ଭାରତୀୟ ସେନା । ପୂର୍ବ ଲଦାଖରେ ଶସକ୍ତ ଉପସ୍ଥିତି ଜାହିର ଲାଗି ଭାରତୀୟ ବାୟୁସନାର ଜୋରଦାର ଶକ୍ତି ପ୍ରଦର୍ଶନ । ଟ୍ୟାଙ୍କ ରେଜିମେଣ୍ଟର ଯବାନମାନେ ୧୩ ହଜାର ୫୦୦ ଫୁଟ୍ ଉଚ୍ଚରେ ଥିବା ନ୍ୟୋମାରେ ଚିନୁକ୍ ହେଭି ହେଲିକପ୍ଟର ଲ୍ୟାଣ୍ଡ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ।

narottam-mishra
ଲୋକଙ୍କୁ ବଞ୍ଚାଇବାକୁ ଯାଇ ବନ୍ୟା ପାଣିରେ ଫସିଗଲେ ମନ୍ତ୍ରୀ : ଉଦ୍ଧାର କଲା ଭାରତୀୟ ବାୟୁସେନା

ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇଥିଲେ, ନିଜେ ଫସିଗଲେ ମନ୍ତ୍ରୀ । ବନ୍ୟାର କରାଳରୂପରୁ ଲୋକଙ୍କୁ ରକ୍ଷା କରିବେ କ’ଣ ତାଙ୍କୁ ଉଦ୍ଧାର କରିବା ପାଇଁ ଏୟାରଲିପ୍ଟ କରାଗଲା ।

RKS-Bhadauria
'ମୁକାବିଲା ପାଇଁ ଭାରତ ପ୍ରସ୍ତୁତ, ଏଲ୍‌ଏସି ଘଟଣା ଆମ ପ୍ରସ୍ତୁତିର ଏକ ଛୋଟ ପ୍ରତିଫଳନ'

ହାଇଦ୍ରାବାଦ: ସୀମାରେ ଶାନ୍ତି ପ୍ରତିଷ୍ଠାପାଇଁ ଭାରତ ସବୁବେଳେ ଉଦ୍ୟମ କରିଆସୁଛି।  କିନ୍ତୁ ଯଦି ସୀମାରେ ଆହ୍ୱାନପୂର୍ଣ୍ଣ ସ୍ଥିତି ସୃଷ୍ଟି ହୁଏ ତେବେ ଏହାର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ ବୋଲି ବାୟୁସେନା ମୁଖ୍ୟ ଆର.କେ.ଏସ. ଭଦୌରିଆ କହିଛନ୍ତି। ଭାରତୀୟ ସେନା ସମସ୍ତ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ସହ ପୂରା ସଜାଗ ରହିଛନ୍ତି ବୋଲି ସେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ସୀମାରେ ଭୌଗୋଳିକ ସ୍ଥିତି ଏପରି ଯେ, ସେନାକୁ ସବୁବେଳେ ସତର୍କ ରହିବାକୁ ପଡ଼ିବ। କିଛି […]