• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Haryana

Indian-Man-Shot-America
Haryana man shot dead:ସର୍ବସାଧାରଣରେ ପରିସ୍ରା କରିବାକୁ ବାରଣ କଲେ, ଗୁଳି ଖାଇଲେ...

ଘଟଣା ସମ୍ପର୍କରେ କପିଲଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, “ସେ କେବଳ ଜଣେ ବ୍ୟକ୍ତିଙ୍କୁ ସର୍ବସାଧାଣରରେ ପରିସ୍ରା ନ କରିବାକୁ କହିଥିଲା। ବାସ୍‌ ଏହି ଛୋଟ କଥା ଯୋଗୁ ତାକୁ ଗୁଳି କରି ହତ୍ୟା କରାଯାଇଛି।”

Husband Murder
Husband Murder: ମର୍ଡର ପାଇଁ ଦେଇଥିଲେ ୫୦ ହଜାର, ମୃତଦେହର ଭିଡିଓ ବି କରିଥିଲେ

ପ୍ରଥମେ ଏହାକୁ ଏକ ସାଧାରଣ ନିଖୋଜ ମାମଲା ଭାବେ ଗ୍ରହଣ କରାଯାଇଥିଲା। କିନ୍ତୁ ଅନେକ ସପ୍ତାହ ପର୍ଯ୍ୟନ୍ତ ପୀଡ଼ିତ ବ୍ୟକ୍ତି କୌଣସି ଡିଜିଟାଲ ପ୍ଲାଟଫର୍ମରେ ସକ୍ରିୟ ନଥିଲେ କିମ୍ବା କୌଣସି ଆର୍ଥିକ ନେଣଦେଣ କରି ନଥିଲେ। ପ୍ରାୟ ସେହି ସମୟରେ ପୁଲିସ ସେହି ଅଞ୍ଚଳରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲେ ।

Earthquake
Earthquake: ହରିୟାଣା ଓ ଦିଲ୍ଲୀରେ ଭୂମିକମ୍ପର ଝଟକା ଅନୁଭୂତ, ରିକ୍ଟର ସ୍କେଲରେ ୩.୨ ତୀବ୍ରତା ରେକର୍ଡ

ହରିୟାଣାର ଫରିଦାବାଦରେ ୩.୨ ତୀବ୍ରତାର ଭୂମିକମ୍ପ ରେକର୍ଡ ହୋଇଛି। ଦିଲ୍ଲୀ-ଏନସିଆରରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ହେଲେ ଧନ ଜୀବନ କ୍ଷୟକ୍ଷତିର ହୋଇନାହିଁ।

Murder
Radhika Yadav Murder: ହତ୍ୟାର ୩ ଦିନ ପୂର୍ବରୁ ଧମକ ଦେଇଥିଲେ ରାଧିକାଙ୍କ ବାପା

ରାଧିକା ଯାଦବଙ୍କୁ ବାପା ହତ୍ୟା କରିବା ଘଟଣା । ଜୀବନରୁ ମାରିଦେବେ ନଚେତ୍ ନିଜେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ ବାପା । ଶେଷରେ ତାହା ହିଁ ହେଲା । ରାଗରେ ୩ ରାଉଣ୍ଡ ଗୁଳି ଚଳାଇ ଝିଅକୁ ହତ୍ୟା କଲା ବାପା ।

Radhika Yadav
Radhika Yadav: ସଇତାନ ସାଜିଲା ବାପା, ମାରିବା ପାଇଁ ୫ ରାଉଣ୍ଡ ଗୁଳି ଚଳାଇଲା...

ରାଧିକା ଯାଦବ ଜଣେ ଜାତୀୟ ସ୍ତରୀୟ ଟେନିସ ଖେଳାଳି । ସେ ଅନେକ ମେଡାଲ ଜିତିଛନ୍ତି । ତାଙ୍କର ଏକ ଟେନିସ ଏକାଡେମୀ ଅଛି। ସେ ଅନ୍ୟ ଟେନିସ ଖେଳାଳିଙ୍କୁ ସେଠାରେ ଟ୍ରେନିଂ ଦେଉଥିଲେ।

Man Raped Daughter-In-Law
Man Raped Daughter-In-Law: ବୋହୂଙ୍କୁ ଦୁଷ୍କର୍ମ କରି ହତ୍ୟା କଲା ଶ୍ବଶୁର, ୧୦ ଫୁଟ ଗାତରୁ ମିଳିଲା ମୃତଦେହ

ହରିୟାଣାର ଫରିଦାବାଦରେ ବିବାହ କରିଥିବା ଜଣେ ମହିଳାଙ୍କୁ ତାଙ୍କ ଶ୍ୱଶୁର ଦୁଷ୍କର୍ମ କରିବା ପରେ ହତ୍ୟା କରି ୧୦ ଫୁଟ ଗଭୀର ଗାତ ଖୋଳି ପୋତି ଦେଇଥିଲେ । ଘଟଣାର ତଦନ୍ତ ବେଳେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ସମସ୍ତ ଘଟଣା ସାମନାକୁ ଆସିଥିଲା ।

Haryana
Haryana: ଫେରାର ହୋଇଯାଇଛି କହିଲେ ଶାଶୁ ଘର ଲୋକ, ସିମେଣ୍ଟ ସ୍ଲାବ ତଳୁ ମିଳିଲା ମୃତଦେହ

ତନୁଙ୍କ ଭଉଣୀ ପ୍ରୀତିଙ୍କ କହିବା କଥା ଯେ ତାଙ୍କ ଉଭଣୀ ୨୦୨୩ରେ ଅରୁଣଙ୍କୁ ବିବାହ କରିଥିଲେ। ବାହାଘରର କିଛି ମାସ ପରଠାରୁ ତାଙ୍କୁ ଶାଶୁ ଘର ଲୋକ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ।

ହାଣିଦେଲା ବୟଫ୍ରେଣ୍ଡ
ମଡେଲଙ୍କ ଛାତି ବେକକୁ ହାଣିଦେଲା ବୟଫ୍ରେଣ୍ଡ୍

ପ୍ରେମରେ ଧୋକ୍କା ଖାଇ ବୟୟଫ୍ରଣ୍ଡ ରଚିଥିଲା ସାଂଘାତିକ ପ୍ଲାନ। ରାତି ଅଧରେ ପ୍ରେମିକାର ଛାତି ଓ ବେକକୁ ହାଣିଦେଲା। ମୃତଦେହହକୁ କାରରେ ରଖି କେନାଲକୁ ଠେଲିଦେଲା ।

Panchkula DCP win heart
Panchkula DCP win heart : ଡ୍ୟୁଟିରେ ଥାଇ ସିନିୟରଙ୍କୁ ଚିହ୍ନିପାରିଲେନି, ଦଣ୍ତ ବଦଳରେ ମିଳିଲା ପୁରସ୍କାର

ସିଭିଲ ଡ୍ରେସରେ ଡିସିପିଙ୍କୁ ଚେକ୍ ପଏଣ୍ଟରେ ପୋଲିସ କର୍ମଚାରୀ ମାନେ ଚିହ୍ନି ପାରିନଥିଲେ । ପଚରାଉଚରା କରିବା ସହ ମଦ ପିଇଛନ୍ତି କି ନାହିଁ ଯାଞ୍ଚ କରିଥିଲେ । ଘଟଣା ଘଟିଛି ହରିୟାଣାର ପଞ୍ଚକୁଲାରେ ।

Panchkula Tragedy
ଋଣ ବୋଝରୁ ଚରମ ନିଷ୍ପତ୍ତି !

୨୦ କୋଟିର ଋଣ ବୋଝ ପାଇଁ ଆତ୍ମହତ୍ୟା କରିଥିବା ଚର୍ଚ୍ଚା। ମୁଁ ବି ବିଷ ପିଇଛି, ୫ ମିନିଟରେ ମରିବି କହି ପ୍ରାଣ ହରାଇଲେ ପରିବାର ମୁଖିଆ।

Seven members of a family found dead
Family Found Dead In Car: ଚାଞ୍ଚଲ୍ୟ ! କାର ଭିତରୁ ମିଳିଲା ୭ ଜଣଙ୍କ ମୃତଦେହ

ଉତ୍ତରାଖଣ୍ଡର ଡେରାଡୁନର ଗୋଟିଏ ପରିବାର ପଞ୍ଚକୁଲାର ବାଗେଶ୍ବର ଧାମକୁ ହନୁମାନ କଥା ପ୍ରବଚନ ଶୁଣି ଫେରିବା ବାଟରେ କାର ଭିତରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।

Jyoti Malhotra To Be Produced In Court
Jyoti Malhotra Espionage Case: ସରିଲା ସ୍ପାଏ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ରିମାଣ୍ଡ, କୋର୍ଟରେ କରାଯିବ ହାଜର

ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଇଛି । ୪ ଦିନିଆ ରିମାଣ୍ଡରେ ପୋଲିସକୁ କେଉଁ ତଥ୍ୟ ମିଳିଛି, ତାହା କୋର୍ଟରେ ଉପସ୍ଥାପନ କରାଯିବ । ଜ୍ୟୋତିଙ୍କ ଗୁଇନ୍ଦାଗିରି ନେଇ ପୋଲିସକୁ କିଛି ପ୍ରମାଣ ମିଳିଛି ନା ନାହିଁ, ତାହା ଉପରେ ନଜର ରହିଛି ।

 ICU ଭିତରେ ରାକ୍ଷସ ।
Sexual Assault Case In Hospital: ଆଇସିୟୁ ଭିତରେ ଭେଣ୍ଟିଲେଟର ଲାଗିଥିବା ମହିଳାଙ୍କୁ ଯୌନ ନିର୍ଯାତନା

ହରିୟାଣା ଗୁରୁଗ୍ରାମର ଏକ ଘରୋଇ ହସ୍‌ପିଟାଲରେ ଚାଞ୍ଚଲ୍ୟ । ICUରେ ଚିକିତ୍ସିତ ଥିବା ଜଣେ ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା ନେଇ ଆସିଲା ସାଙ୍ଘାତିକ ଅଭିଯୋଗ ।

suit case
Lover Hiding in Suitcase Caught: ସୁଟକେସରେ ପୂରାଇ ପ୍ରେମିକାକୁ ହଷ୍ଟେଲ ଆଣୁଥିଲା, ଧରି ପକାଇଲା ୱାର୍ଡେନ

ପ୍ରେମିକାକୁ ବୟେଜ ହଷ୍ଟେଲ ଭିତରକୁ ଆଣିବା ପାଇଁ ଏକ ଅଭିନବ ଉପାୟ ଆପଣେଇଥିଲା ଜଣେ ଯୁବକ। ନିଜ ପ୍ରେମିକାକୁ ହଷ୍ଟେଲ ରୁମକୁ ନେବା ପାଇଁ ଯୁବକ ଜଣଙ୍କ ତାକୁ ଏକ ବଡ ଟ୍ରଲି ବ୍ୟାଗରେ ଭର୍ତ୍ତି କରିଥିଲା।

Online Dating App
Ex-Army Officer Assaulted : ଧୋକାଦେଲା ଅନ୍‌ଲାଇନ ପ୍ରେମିକା; ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ଉଲଗ୍ନ କରି ମାଡ଼ ମାରି ଟଙ୍କା ନେଇଗଲା

ପରିଣତ ବୟସରେ ଦ୍ୱିତୀୟ ଥର ଘର ସଂସାର କରିବାକୁ ମନ କରିଥିଲେ । ହେଲେ ପ୍ରେମ ବଦଳରେ ମିଳିଲା ଧୋକା । ଆକାଉଣ୍ଟରୁ ଟଙ୍କା ଗଲା । ତା’ସହ ଘୋର ଲଜ୍ଜାର ବି ସାମ୍ନା କଲେ ୫୯ ବର୍ଷୀୟ ଅବସରପ୍ରାପ୍ତ କର୍ଣ୍ଣେଲ ।

 Elderly Woman Brutally tortured
Brutality On Mother: ନୃଶଂସତାର ସୀମା ଟପିଲା ଝିଅ, ସମ୍ପତ୍ତି ଲୋଭରେ ମାଆକୁ କାମୁଡ଼ି କହିଲା, ‘ତୋ ରକ୍ତ ପିଇବି’

ସମ୍ପତ୍ତି ଲୋଭରେ ବୃଦ୍ଧା ମାଆକୁ ଅକଥନୀୟ ନିର୍ଯାତନା । ଚାପୁଡା, କାମୁଡା, ବିଧା ମାରିବା ସହ ଚୁଟି ଧରି ଘୋଷାଡିଲା ନିର୍ଦ୍ଦୟ ଝିଅ । ସୋସିଆଲ ମିଡିଆରେ ଭାଇରାଲ ହେଲା ହୃଦୟ ବିଦାରକ ଭିଡ଼ିଓ ।

Body found in suitcase
Body In Suitcase: ହାତରେ ମେହେନ୍ଦୀ, ବେକରେ ଓଢ଼ଣୀ...ସୁଟ୍‌କେଶରୁ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ

ସୁଟ୍‌କେଶ ଭିତରୁ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ । ହାତରେ ଲାଗିଛି ମେହେନ୍ଦୀ, ବେକରେ ଓଢ଼ଣୀ । ତାଙ୍କୁ କେହି ଗଳାଚିପି ହତ୍ୟା କରିବା ପରେ ସୁଟ୍‌କେଶ ଭିତରେ ମୃତଦେହ ପୁରାଇ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

Ganja Mafia Arrested By Police
Illegal Ganja: ଗଞ୍ଜେଇ କାରବାର ଅଭିଯୋଗ, ଦାରିଙ୍ଗବାଡି ଆସି ଗିରଫ କଲା ହରିୟାଣା ପୋଲିସ୍

ଗଞ୍ଜେଇ ବେପାରୀକୁ ଧରିବା ପାଇଁ ହରିୟାଣାର ଫରିଦାବାଦ ପୋଲିସ ଗତ ଦୁଇ ଦିନ ଧରି ଦାରିଙ୍ଗବାଡ଼ିରେ ଡେରା ପକାଇଥିଲା । ଫରିଦାବାଦରେ ଗିରଫ ହୋଇଥିବା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଅଂଚଳର ପ୍ରଦୀପ ବିଷୋୟୀ ନାମକ ଗଞ୍ଜେଇ ମାଫିଆକୁ ଧରି ହରିଆଣା ପୋଲିସ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ପହଞ୍ଚିଥିଲା । ଗଞ୍ଜେଇ କାରବାରରେ ସେ କାହାଠାରୁ ଗଞ୍ଜେଇ କିଣିଥିଲା ଏବଂ କାରବାରର ମୂଳ ଉତ୍ସ କେଉଁଠି ସେ ନେଇ ସ୍ଥାନୀୟ ପୋଲିସ ସହାୟତାରେ ଖୋଜି ବାହାର କରିଛି ।

Nayab Singh Saini
ଆଜି ସୈନୀ ସରକାର 2.Oର ଶପଥ; ଯୋଗଦେବେ PM ମୋଦି, ଶାହ, ରାଜନାଥ...

ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି ସୈନୀ। 

Haryana Election
ହରିୟାଣାରେ ହାଟ୍ରିକ୍ ବିଜୟ ପରେ ସରକାର ଗଠନ କସରତ

ହରିୟାଣାରେ ବିଜେପିର ଐତିହାସିକ ଜିତାପଟ୍ ପରେ, ସରକାର ଗଠନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।

Haryana Election
ଦିଲ୍ଲୀରେ ମୋଦି-ଶାହଙ୍କୁ ଭେଟିଲେ ହରିୟାଣା ମୁଖ୍ୟମନ୍ତ୍ରୀ, ଦଶହରାରେ ଦ୍ବିତୀୟ ଥର ନେଇପାରନ୍ତି ଶପଥ

ହରିୟାଣାରେ ବିଜେପିର ଐତିହାସିକ ଜିତାପଟ୍ ପରେ, ସରକାର ଗଠନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଖୁବଶୀଘ୍ର ବିଧାୟକ ଦଳ ଓ ବିଜେପି ସଂସଦୀୟ ବୋର୍ଡ ନୂଆ ମୁଖ୍ୟମନ୍ତ୍ରୀ ନେଇ ନିଷ୍ପତ୍ତି ନେବାକୁ ଥିବା ବେଳେ, ନାୟବ ସିଂ ସୈନି ପୁଣି ସିଏମ୍ ବନିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Haryana BJP
ଭୁଲ୍‌ ହେଲା ଏକଜିଟ୍‌ ପୋଲ୍‌ ଆକଳନ, ହରିୟାଣାରେ ବିଜେପିର ବିଜୟ ହାଟ୍ରିକ୍

ହରିୟାଣାରେ ବିଜେପି, ଜାମ୍ମୁ-କାଶ୍ମୀରରେ କଂଗ୍ରେସ-ଏନସି ମେଣ୍ଟ। ଏକଜିଟ୍ ପୋଲ୍ ଆକଳନର ସଂପୂର୍ଣ୍ଣ ବିପରୀତ ଆସିଛି ଏକଜାଟ୍ ପୋଲ ଗଣତିର ଫଳ। ସବୁଠୁ ଆଶ୍ଚର୍ଯ୍ୟଜନକ ଫଳ ଆସିଛି ହରିୟାଣାରେ।

Jalebi
ଜଲେବି ଖାଇଲେ ରାହୁଲ, ସ୍ବାଦ ନେଇଗଲା ବିଜେପି

ହରିୟାଣା ନିର୍ବାଚନ ଫଳାଫଳ ପରେ ଜଲେବିକୁ ନେଇ ଚର୍ଚ୍ଚା । କୁହାଯାଉଛି- ଜଲେବି ଖାଇଲେ ରାହୁଲ, ହେଲେ ସ୍ୱାଦ ନେଇଗଲା ବିଜେପି । ହରିୟାଣାରେ ବିଜେପିର ଜବରଦସ୍ତ ବିଜୟ ପରେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ହାସ୍ ଟ୍ୟାଗ୍ ଜଲେବି ।

Haryana Elections
ହରିୟାଣାରେ ବିଜେପିର ହ୍ୟାଟ୍ରିକ; କାହିଁକି ହାରିଲା କଂଗ୍ରେସ ? ଜାଣନ୍ତୁ ୫ କାରଣ...

ପୁଣି ଥରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ତେବେ କିଭଳି ଦଳ ରେକର୍ଡ ୩ୟ ଥର ଲାଗି ହରିୟାଣାରେ ସଫଳ ହେଲା ?

Results today
ଆଜି ରେଜଲ୍ଟ ଡେ': ହରିୟାଣା ଓ ଜାମ୍ମୁ-କାଶ୍ମୀରରେ କିଏ ଗଢ଼ିବେ ସରକାର ?

ଆଜି ଆସିବ ହରିୟାଣା ଓ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ । ଦୁଇ ରାଜ୍ୟରେ କିଏ ଗଢିବ ସରକାର ? ହରିୟାଣାରେ ହାଟ୍ରିକ୍ ମାରିବ ବିଜେପିର ନା କମ୍ ବ୍ୟାକ୍ କରିବ କଂଗ୍ରେସ ?