• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gujarat

lady mp
Gujarat MP: ସାଂସଦଙ୍କ ଉପରେ ଡଲାର ବର୍ଷା, ଖାଲି ନୋଟ ନୁହେଁ, ସୁନା ରୂପାରେ ବି ବୁଡିଲେ

ସାଂସଦଙ୍କ ଉପରେ ଡଲାର ବର୍ଷା । ଉଡିଲା ଡଲାର, ୫୦୦ ଟଙ୍କିଆ ନୋଟ । ଖାଲି ନୋଟ ନୁହେଁ, ସୁନା ରୂପାରେ ବି ବୁଡିଲେ ସାଂସଦ । ଦେଖନ୍ତୁ ଏ ଦୃଶ୍ୟକୁ,କେମିତି ଉଡୁଛି ବିଡା ବିଡା ନୋଟ । ଯେମିତି ପଇସା ତ ନୁହେଁ ରଦ୍ଦି କାଗଜ । କୌଣସି ସାଂସଦଙ୍କୁ ଏମିତି ପ୍ରକାର ସମ୍ମାନ ନା ଆଗରୁ କିଏ ଦେଖିଥିବେ ନା କେହି କରିଥିବେ । ସୁନା, ରୂପା ଓ ଡଲାରରେ ସାଂସଦଙ୍କୁ ଏପରି ସମ୍ମାନିତ କରାଗଲା ଯେ, ଯିଏ ଦେଖିବ ଆଶ୍ଚର୍ଯ୍ୟ ହେବ।

rape
Man Rapes Sister: ଭଉଣୀକୁ ବ୍ଲାକମେଲିଂ କରୁଥିଲା ଭାଇ; ସୁଯୋଗ ଦେଖି କଲା ଦୁଷ୍କର୍ମ; ଏତିକିରେ ଅଟକିଲାନି....

ଭଉଣୀର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା ଜାଣିବା ପରେ ଭାଇ ତା’ ଭଉଣୀକୁ ବାରମ୍ବାର ବ୍ଲାକମେଲ୍ କରୁଥିଲା। ଦୁଇ ଥର ଦୁଷ୍କର୍ମ କରିଥିଲା।

murder
Ahmedabad Murder: ପ୍ରତିଶୋଧପରାୟଣ ଜୁନିଅର, ସିନିଅର ଛାତ୍ରଙ୍କୁ ଛୁରୀ ଭୁଷି ହତ୍ୟା କଲା; ସାଙ୍ଗକୁ ଚାଟିଂ କରି ସବୁ କହିଲା

ଅହମ୍ମଦାବାଦର ଏକ ଘରୋଇ ସ୍କୁଲରେ ପଢୁଥିବା ନୟନଙ୍କୁ ତାଙ୍କର ଜଣେ ଜୁନିଅର ତାଙ୍କୁ ଛୁରୀ ଭୁଷି ହତ୍ୟା କରିଛନ୍ତି। ସ୍କୁଲ ପରିସରରେ ସାମ୍ପ୍ରଦାୟିକ ହିଂସା ବୃଦ୍ଧି ପାଇଛି।

RICH-VILLAGE
World’s Richest Village: ଭାରତରେ ଅଛି ଦୁନିଆର ସବୁଠାରୁ ଧନୀ ଗାଁ

ଏହି ଗାଁରେ ୭,୬୦୦ଟି ପରିବାର ରହନ୍ତି । ଗାଁରେ ମୋଟ ୧୭ଟି ବ୍ୟାଙ୍କ ରହିଛି । ବ୍ୟାଙ୍କଗୁଡିକରେ ଗ୍ରାମବାସୀଙ୍କ ପ୍ରାୟ ୭ ହଜାର କୋଟି ଟଙ୍କା ଡିପୋଜିଟ୍ ଅଛି ।

Traffic
Safety Drive Posters: ବିଳମ୍ବିତ ରାତିରେ ପାର୍ଟିକୁ ଯାଆନ୍ତୁ ନାହିଁ, ନହେଲେ ଦୁଷ୍କର୍ମ ହୋଇପାରେ: ଟ୍ରାଫିକ ପୋଲିସର ପରାମର୍ଶ, ବିବାଦ ସୃଷ୍ଟି

ଅହମ୍ମଦାବାଦର ସୋଲା ଓ ଚାନ୍ଦଲୋଡ଼ିଆ ଅଞ୍ଚଳରେ ରାସ୍ତା ଡିଭାଇଡରରେ ମହିଳାଙ୍କୁ ଦୁଷ୍କର୍ମରୁ ବଞ୍ଚିବା ପାଇଁ ରାତିରେ ପାର୍ଟିକୁ ଯାଅନ୍ତୁ ନାହିଁ, ଆପଣଙ୍କ ସହ ଦୁଷ୍କର୍ମ କିମ୍ବା ଗଣ ଦୁଷ୍କର୍ମ ହୋଇପାରେ ବୋଲି ପୋଷ୍ଟର ଜାରି କରି କୁହାଯାଇଛି।

Terrorists
Terrorists: ପ୍ରମାଣ ନଷ୍ଟ ପାଇଁ ବ୍ୟବହାର କରୁଥିଲେ ଅଟୋ-ଡିଲିଟ୍ ଆପ୍ , ଅଲ କାଏଦା ସହ ଥିଲେ ଜଡ଼ିତ

ଏହି ଚାରି ଜଣ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରୁଥିବା ବେଳେ ATS ର ରାଡାରରେ ଆସିଥିଲେ। ଗୁଜରାଟ ATS କହିଛି ଯେ ସେମାନେ ତାଙ୍କର ଚାଟ୍ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଗୁଡ଼ିକର ଯାଞ୍ଚ କରୁଛନ୍ତି ।

Bangladeshi
Bangladeshi Arrest: କିନ୍ନର ବେଶରେ ୧୦ ବର୍ଷ, ୨୮ ବର୍ଷ ପରେ ଧରା ପଡିଲେ ବାଂଲାଦେଶୀ ଯୁବକ

ମଧ୍ୟପ୍ରଦେଶର ଭୋପାଳରେ ଜଣେ ବାଂଲାଦେଶୀ ଯୁବକ ଧରା ପଡିଛନ୍ତି। ଯିଏ ୨୮ ବର୍ଷ ଧରି ମିଛ ପରିଚୟରେ ରହିବା ସହ ୧୦ ବର୍ଷ ଧରି କିନ୍ନର ପରିଚୟରେ ରହୁଥିଲେ।

CRPF
Gujarat Murder Case: ମହିଳା ASIଙ୍କୁ ଗଳାକାଟି ହତ୍ୟା କଲେ CRPF ଯବାନ, ଥାନାରେ ପହଞ୍ଚି କହିଲେ କାରଣ

ଗୁଜୁରାଟର କଚ୍ଛ ଜିଲ୍ଲାର ଅଞ୍ଜାର ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିବା ମହିଳା ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ଅରୁଣାବେନ୍ ନଟୁଭାଇ ଯାଦବଙ୍କ ଗଳା କାଟି ହତ୍ୟା କରିଛନ୍ତି ସିଆରପିଏଫ କନଷ୍ଟେବଳ ଦିଲୀପ ଡାଙ୍ଗଚିଆ।

second black box found
second black box found: ମିଳିଲା ଦ୍ବିତୀୟ ବ୍ଲାକବକ୍ସ, ରହିଛି କକପିଟ୍ ଭଏସ୍ ରେକର୍ଡର

କକପିଟ୍ ଭଏସ୍ ରେକର୍ଡର ବ୍ଲାକବକ୍ସ ମିଳିଥିବା ତଦନ୍ତକାରୀ ଟିମ୍ ସ୍ପଷ୍ଟ କରିଛନ୍ତି।ଏଥିରୁ ଜଣାପଡ଼ିବ ଦୁର୍ଘଟଣା ପଛର ସମ୍ଭାବ୍ୟ କାରଣ। ବିମାନ ଦୁର୍ଘଟଣାର କାରଣ ଖୋଜିବାକୁ ୩ ମାସ ଡେଡଲାଇନ୍ ଦିଆଯାଇଛି ।

Vijay Rupani
Vijay Rupani: ରାଜକେ।ଟରେ ଆଜି ବିଜୟ ରୂପାଣିଙ୍କ ଅନ୍ତିମ ସଂସ୍କାର, ଦିଆଯିବ ରାଷ୍ଟ୍ରୀୟ ମର୍ଯ୍ୟ।ଦା

ଗତକାଲି ବିଜୟ ରୂପାଣିଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଡିଏନଏ ଟେଷ୍ଟ ମାଧ୍ୟମରେ ତାଙ୍କ ମୃତଦେହ ଚିହ୍ନଟ କରାଯାଇଛି ।ପତ୍ନୀ ଏବଂ ଝିଅକୁ ଦେଖା କରିବା ପାଇଁ ଲଣ୍ଡନ ଯାଉଥିଲେ ।

Blast
ଗାଡ଼ି ନମ୍ୱର ହେଲା ମୃତ୍ୟୁ ତାରିଖ

ବିଜୟ ରୂପାନୀଙ୍କ ଜୀବନ ନେଇଗଲା ଲକି ନମ୍ୱର। ଶୁଭ ଭାବୁଥିବା ନମ୍ୱର ନେଇଗଲା ତାଙ୍କ ଜୀବନ। ଲକି ନମ୍ୱର ଥିଲା ୧୨୦୬ ଆଉ ୧୨-୦୬ରେ ହିଁ ଚାଲିଗଲା ପ୍ରାଣ ।

boeing
Boeing Share Price: ବୋଇଂର ଶେୟାର ପ୍ରାଇସକୁ କ୍ରାସ କଲା ଏୟାର ଇଣ୍ଡିଆ, କ୍ରମାଗତ ଦ୍ବିତୀୟ ଦିନର ଖସିଲା ଏତିକି ପଏଣ୍ଟ

ଲଗାତାର ଦ୍ବିତୀୟ ଦିନରେ ବୋଇଂର ଶେୟାର ପ୍ରାଇସ ହ୍ରାସ ପାଇଛି। ପ୍ରଥମ ଦିନରେ ଅର୍ଥାତ ଗୁରୁବାର ଦୁର୍ଘଟଣା ପରେ ପରେ ଆମେରିକୀୟ ଷ୍ଟକ ମାର୍କେଟ ଖୋଲିଥିଲା। ତେବେ ବୋଇଂର ଶେୟାର ପ୍ରାଇସ ହ୍ରାସ ପାଇଥିଲା। ପ୍ରଥମ ଦିନର ମାର୍କେଟ ବନ୍ଦ ହେବା ବେଳକୁ ଏହି ଶେୟାର ମୂଲ୍ୟ ୧୯୬.୫୦ ଡଲାରରେ ପହଞ୍ଚିଥିଲା।

Plane Crash
Plane Crash: ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା: ଥିଲେ ୨୪୨ ଯାତ୍ରୀ, ଉଦ୍ଧାର କାର୍ଯ୍ୟ ଜାରି

ଗୁଜରାଟ ଅହମ୍ମଦାବାଦ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା । ଦୁର୍ଘଟଣା ପରେ ଜଳିଗଲା ବିମାନ । ବିମାନରେ ୧୦୦ରୁ ଅଧିକ ଯାତ୍ରୀ ଥିଲେ ।

IPL 2025
IPL Final 2025: ଆଜି ଆଇପିଏଲ୍ ମହାସମର; ମୁହାଁମୁହିଁ ହେବେ ବେଙ୍ଗାଲୁରୁ ଓ ପଞ୍ଜାବ

ଆଜି ଗୁଜରାଟର ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲର ୧୮ ତମ ସଂସ୍କରଣ ଅନୁଷ୍ଠିତ ହେବ । ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ ।

ପ୍ରଥମ ଶପଥ କ୍ଷଣକୁ ମନେ ପକାଇଲେ ମୋଦି
Narendra Modi: ପ୍ରଥମ ଶପଥ କ୍ଷଣକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ...

ପ୍ରଥମେ ଗୁଜରାଟର ଜନତା ମୋତେ ଆଶୀର୍ବାଦ କରିଥିଲେ, ଏହା ପରେ ସାରା ଦେଶର କୋଟି କୋଟି ଲୋକ ମୋତେ ଆଶୀର୍ବାଦ କରିଥିଲେ ବୋଲି ଜନସଭାରେ କହିଛନ୍ତି ପିଏମ ମୋଦି ।

Blast At Firecracker Factory
 Blast At Firecracker Factory: ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ; ଆଖି ପିଛୁଳାକେ ଚାଲିଗଲା ୧୭ ଜୀବନ...

ଯୁଆଡ଼େ ଚାହିଁବେ ସିଆଡ଼େ ଖାଲି ଧୂଆଁମୟ ପରିବେଶ । ଆଖି ପିଛୁଳାକେ ଚାଲିଗଲା ୧୭ ଜଣଙ୍କ ଜୀବନ। ସବୁ ଜଳି ପୋଡ଼ି ପାଉଁଶ ହୋଇଗଲା। 

murder
ଦୃଶ୍ୟମ ଷ୍ଟାଇଲରେ ମର୍ଡର

ପ୍ରେମିକା ତଥା ପର ସ୍ତ୍ରୀକୁ ଘରୁ ଭଗେଇ ନେଲା, ମର୍ଡର କରି କୂଅରେ ଫୋପାଡିଲା। ଫ୍ରୀ କଲ ଆପରେ ପୋଲିସକୁ ଭୂଆଁ ବୁଲାଇଲା। ଆଉ ଏବେ ।

Road Accident
Road Accident: କ୍ଷଣିକ ଭିତରେ ସବୁ ଓଲଟପାଲଟ; ଚାଲିଗଲା ୫ ଜୀବନ; ୩୫ ଆହତ

ତୀର୍ଥଯାତ୍ରୀମାନେ ମହାରାଷ୍ଟ୍ରର ତ୍ରିମ୍ବକେଶ୍ୱରରୁ ଗୁଜରାଟର ଦ୍ୱାରିକା ଅଭିମୁଖେ ଯାଉଥିଲେ। ସାପୁତାରା ହିଲ୍‌ ଷ୍ଟେସନ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଖାଲକୁ ଖସି ପଡ଼ିଥିଲା।

Murder
Gujarat Murder: ଜହ୍ଲାଦ ପାଲଟିଲେ ୨ ପୁଅ; ମା’ର ପ୍ରେମିକକୁ ଛୁରି ଭୁସିଲେ, ଅନ୍ତବୁଜୁଳା କାଢି ଫୋପାଡି ଦେଲେ

ବିଚ୍‌ ରାସ୍ତାରେ ଲୁହା ରଡ୍‌ରେ ପିଟିଲେ । ବାରମ୍ବାର ଭୁସି ଚାଲିଲେ ଛୁରି । ଏତିକିରେ ମନ ବୁଝିଲାନି । ପେଟ ଚିରି ଅନ୍ତପୁଟା ବାହାର କରି ଖଣ୍ଡ ଖଣ୍ଡ କରି କାଟି ପକାଇଲେ। ମା’ର ପ୍ରେମ ସମ୍ପର୍କକୁ ବରଦାସ୍ତ କରି ନ ପାରି ଏପରି ଜହ୍ଲାଦ ପାଲଟି ଗଲେ ଦୁଇ ପୁଅ।

HMPV
HMPV Symptoms: HMPVରେ ଆକ୍ରାନ୍ତ ହେଉଛନ୍ତି ବୟସ୍କ ଓ ଶିଶୁ; ଜାଣନ୍ତୁ ଏହାର ଲକ୍ଷଣ...

HMPV ମୁଖ୍ୟତଃ ବୟସ୍କ ଏବଂ ଶିଶୁମାନଙ୍କୁ ପ୍ରଭାବିତ କରେ। ବୟସ୍କ ଲୋକଙ୍କଠାରେ ଲକ୍ଷଣଗୁଡ଼ିକ ସାମାନ୍ୟରୁ ଗୁରୁତର ପର୍ଯ୍ୟନ୍ତ ହୋଇଥାଏ ଏବଂ ସଂକ୍ରମିତ ବ୍ୟକ୍ତିମାନେ ସାଧାରଣତଃ କାଶ, ନାକ ବନ୍ଦ, ନାକରୁ ପାଣି ବୋହିବା, ଗଳା ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି। ଜ୍ୱର ଏବଂ ଥକ୍କାପଣ ମଧ୍ୟ ହୋଇପାରେ।

City of vegetarian
City of Vegetarian: ଭାରତର ଏମିତି ସହର ଯେଉଁଠି ମାଂସ ଖାଇବା-ବିକ୍ରି କରିବା ମନା

ପଲିଟାନାକୁ ଅନୁସରଣ କରି ଗୁଜୁରାଟର ରାଜକୋଟ, ଭଦୋଦରା, ଜୁନାଗଡ ଏବଂ ଅହମ୍ମଦାବାଦ ଭଳି ଅନ୍ୟାନ୍ୟ ସହରରେ ମଧ୍ୟ ସମାନ ନିୟମ ପ୍ରଣୟନ ହୋଇଛି। ରାଜକୋଟରେ କର୍ତ୍ତୃପକ୍ଷ ଆମିଷ ଖାଦ୍ୟ ପ୍ରସ୍ତୁତି ଏବଂ ସର୍ବସାଧାରଣ ସ୍ଥାନରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

Burial Ceremony
Burial Ceremony of Car: ଗାଡ଼ି ପ୍ରତି ଅଗାଢ଼ ପ୍ରେମ ! ୧୨ ବର୍ଷ ପୂରୁଣା କାର୍‌କୁ ଦେଲେ ସମାଧି, ଖର୍ଚ୍ଚ କଲେ ୪ଲକ୍ଷ

ଭାରତରେ ମଧ୍ୟବିତ୍ତ ଶ୍ରେଣୀ ପାଇଁ ଏକ କାର ହେଉଛି ଏକ ସ୍ୱପ୍ନ, ଯାହା ପୂରଣ କରିବାରେ ଥାଏ ଭାବପ୍ରବଣତା । ଭବିଷ୍ୟତରେ ଜଣେ ବ୍ୟକ୍ତି ଯେତେ ଧନୀ ହୁଅନ୍ତୁ ନା କାହିଁକି, ପ୍ରଥମ କାର୍ ତାଙ୍କ ପାଇଁ ସବୁଠାରୁ ସ୍ୱତନ୍ତ୍ର।

Tattoo craze
ଭୋଟ୍ ପାଇଁ ବାହୁରେ ଟାଟୁ

ଗଣତନ୍ତ୍ରର ମହାନ ପର୍ବରେ ଭୋଟରଙ୍କୁ ସଚେତନ କରିବା ପାଇଁ ଯୁବପିଢୀ ଏବେ ନିଆରା ଉପାୟ ଆପଣାଇଛନ୍ତି। ନିଜ ଶରୀରରେ ଟାଟୁ କରି ସଚେତନ କରୁଛନ୍ତି। ଚାଲନ୍ତୁ ଦେଖିବା ଭଦୋଦରାରୁ ଏକ ରିପୋର୍ଟ

Vasuki Indicus
କଚ୍ଛରୁ ମିଳିଲା ବାସୁକି ନାଗର ଜୀବାଶ୍ମ, ଆନାକୋଣ୍ଡା ଓ ଡାଇନୋସରଠୁ ବି ବଡ଼

ବୈଜ୍ଞାନିକମାନେ କଚ୍ଚର ପାନନ୍ଦ୍ରାଓ ଲିଗ୍ନାଇଟ୍‌ ଖଣିରୁ ‘ବାସୁକି ନାଗ’ର ମେରୁଦଣ୍ଡର ୨୭ଟି ଅଂଶ ଉଦ୍ଧାର କରିଛନ୍ତି । ତେବେ ଏହି ସାପର ବୈଜ୍ଞାନିକ ନାମ ହେଉଛି ବାସୁକି ଇଣ୍ଡିକସ୍ ।

Return Home After 25 Year
ମୃତ ଭାବି ଶୁଦ୍ଧିକ୍ରିୟା ସାରି ଦେଇଥିଲେ ପରିବାର, ୨୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧ

ଦୀର୍ଘ ବର୍ଷ ହେଲା କୌଣସି ପତ୍ତା ନ ମିଳିବାରୁ ପରିବାର ଲୋକେ ଶୁଦ୍ଧିକ୍ରିୟା ବି ସାରି ଦେଇଥିଲେ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୨୫ ବର୍ଷ ପରେ ଘରକୁ ଫେରିଛନ୍ତି ଜଣେ ବୃଦ୍ଧ।