ଦିନକୁ ଦିନ ସୁନା ଦର ବୃଦ୍ଧି ପାଉଥିବା ବେଳେ ସୁନା କିଣିବା ପାଇଁ ସଠିକ୍ ସମୟ ବିଷୟରେ ଏକ୍ସପର୍ଟ କଣ କହୁଛନ୍ତି ଜାଣନ୍ତୁ।
ଲକ୍ଷେ ମୁହାଁ ହେଲାଣି ୨୨ କ୍ୟାରେଟ ସୁନା । ହୁ ହୁ ବଢୁଛି ଦାମ, ନିଇତି କରୁଛି ନୂଆ ରେକର୍ଡ । ବର୍ଷ ଶେଷ ସୁଦ୍ଧା ଦେଢ ଲକ୍ଷ ଛୁଇଁବ କି ସୁନା ଦର ?
ଭାରତରେ ସୁନା କେବଳ ଏକ ବହୁମୂଲ୍ୟ ଧାତୁ ନୁହେଁ, ଏହାର ଆମର ସଂସ୍କୃତି, ପରମ୍ପରା ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ । ବିବାହ, ବ୍ରତ ହେଉ କି କୌଣସି ମାଙ୍ଗଳିକ କାର୍ଯ୍ୟ ସୁନା ଉପହାରରେ ଦେବାର ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି । ହେଲେ ଏହି ଧାତୁ ମୂଲ୍ୟରେ ଅହେତୁକ ବୃଦ୍ଧି ଗରିବଠୁ ମଧ୍ୟବିତ୍ତ ସମସ୍ତଙ୍କୁ କରୁଛନ୍ତି ହନ୍ତସନ୍ତ । ଚଳିତ ବର୍ଷ ଆରମ୍ଭରୁ ମହଙ୍ଗା ହେବାରେ ଲାଗିଛି ସୁନା । ଦାମ୍ କମିବ କଣ, ବରଂ ପ୍ରତିଦିନ ନୂଆ ନୂଆ ଶିଖର ଛୁଇଁଛି ।
ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୭,୪୨୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୯,୩ ୦୦ ଟଙ୍କା ରହିଛି ।
ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୮,୯୫୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୯୦,୭ ୦୦ଟଙ୍କା ହୋଇଛି।
ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ସୁନା କିଣିବାକୁ ଚାହୁଁଥିଲେ ଜାଣି ନିଅନ୍ତୁ ଆଜିର ସୁନା ଦର କେତେ ରହିଛି...
ଦିନକୁ ଦିନ ସୁନା ମହଙ୍ଗା ହେଉଛି। ସୁନା କିଣିବାକୁ ଲୋକଙ୍କୁ ଭୟ ଲାଗୁଛି। ଆଜି ଦେବସ୍ନାନ ପୂର୍ଣ୍ଣିମାରେ ସୁନା ଦର ବୃଦ୍ଧି ପାଇଛି। ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୫୦ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୮୨୦ଟଙ୍କା ବୃଦ୍ଧି ପାଇଛି।
ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୯,୬୦୦ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୯୧,୩୦୦ଟଙ୍କା ହୋଇଛି।ସେହିପରି ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୯,୬୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୯୧,୩୦୦ଟଙ୍କା ହୋଇଛି।
ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଏମିତିକି ସୁନା କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରୁଥିଲେ ଗ୍ରାହକ । କିନ୍ତୁ, ଆଜି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଥିଲା ସୁନା ଦର । ଏମିତିକି ସୁନା କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରୁଥିଲେ ଗ୍ରାହକ । କିନ୍ତୁ, ଆଜି ସୁନା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହାସହ ରୁପା ଦର ମଧ୍ୟ ବଢ଼ିଛି। ତେବେ ସୁନା କିମ୍ବା ରୂପା କିଣିବା ପୂର୍ବରୁ ଜାଣି ରଖନ୍ତୁ କେଉଁଠି କେତେ ରହିଛି ସୁନା ଦର
ସୁନା କିଣିବାକୁ ଭାବୁଛନ୍ତି କି? ତା ପୂର୍ବରୁ ଥରେ ପଢି ନିଅନ୍ତୁ ଏହି ଖବର । କାଲି ୨୪୦୦ ଟଙ୍କା ବଢିବା ପରେ ରାଜଧାନୀ ଭୁବନେଶ୍ୱରରେ ଆଜି ପୁଣି ମହଙ୍ଗା ହୋଇଛି ସୁନା ।
ବିଶ୍ୱରେ ଭୂ-ରାଜନୈତିକ ସମସ୍ୟା ଯୋଗୁଁ ସୁନା ଦରରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ବିଶେଷଜ୍ଞଙ୍କ ମତରେ ସୁନା ଦର ୮୮,୦୦୦ ଟଙ୍କାକୁ ଖସି ଆସିବ । ଗତ ଏପ୍ରିଲ ୨୨ରେ ଥିବା ସୁନା ଦର ୯୯,୩୫୮ ଟଙ୍କାରୁ ଏବେ ଯାଏଁ ଦରରେ ୭ ପ୍ରତିଶତ ଖସିଛି ।
ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସୁନା ଦର ବହୁତ ଗୁରୁତ୍ୱ ବହନ କରିଥାଏ । ବିଶେଷ କରି ଭାରତୀୟଙ୍କ ମନରେ ଉପହାର ଦେବା ପାଇଁ ପ୍ରଥମେ ସୁନାକୁ ହିଁ ବାଛିଥାନ୍ତି । କିନ୍ତୁ ଭୂ-ରାଜନୈତିକ ସମସ୍ୟା ଓ ଯୋଗାଣରେ ବାଧା ହେତୁ ସୁନା ଦର ବୃଦ୍ଧି ପାଉଛି ।
ପ୍ରତିଦିନ ମହଙ୍ଗା ହେଉଛି ସୁନା, ଗରିବ ହେଉକି ମଧ୍ୟବିତ୍ତ ସମସ୍ତଙ୍କୁ ଘାରିଛି ସୁନା ଚିନ୍ତା। ଦର ଆସି ଲକ୍ଷେ ଛୁଇଁବାକୁ ବସିଲାଣି। ନିଇତି ନୂଆ ରେକର୍ଡ କରୁଛି ସୁନା । ଆଜି ବି ସୁନା ମହଙ୍ଗା ହୋଇଛି।
ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା୫୦୦ ବୃଦ୍ଧି ପାଇଛି । ସେହିପରି ୨୪ କ୍ୟାରେଟ୍ ସୁନା ୫୪୦ଟଙ୍କା ବୃଦ୍ଧି ପାଇଛି।
ଗତକାଲି କଟକରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୯୫,୭୧୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୭୩୦ ଟଙ୍କା ବୃଦ୍ଧି ପାଇ ୯୮,୪୬୦ ଟଙ୍କା ରହିଛି ।
ଯଦିଓ କିଛି ଦିନ ହେଲା ସୁନା ଦରରେ ହ୍ରାସ ହୋଇଛି ତଥାପି ଏବେ ବି ୧୦ ଗ୍ରାମ୍ ପିଛା ମୂଲ୍ୟ ୯୫ ହଜାରରୁ ଊର୍ଦ୍ଧ୍ୱ ରହିଛି । ଆଜି ସୁନା ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ଅଛି ଦାମ୍...
ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୦୦୦ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୨୧୮୦ ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୭,୯୧୦ ଟଙ୍କା ରହିଥିଲା।
ଆସୁଛି ଅକ୍ଷୟ ତୃତୀୟା । ସୁନାଦର ୧୦ ଗ୍ରାମ ପିଛା ରହିଛି ପାଖାପାଖି ଲକ୍ଷେ ଟଙ୍କା । ଦର ବଢ଼ିଥିବା ବେଳେ ଏ ସମୟରେ ଅନେକ ଲୋକ ଭାବୁଛନ୍ତି, ସୁନାରେ ନିବେଶ କରିବା ଠିକ୍ ହେବ କି ନାହିଁ ? କ’ଣ ରହିଛି ବିକଳ୍ପ, ଜାଣନ୍ତୁ ।
ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର । ସୁନା କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରିବାକୁ ପଡୁଛି । ତେବେ ଆଜି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ସୁନାଦର ଆଗକୁ କମିବ ବୋଲି ଆକଳନ କରାଯାଉଛି । କେତେ କମିବ, କେତେ ଦିନ ଭିତରେ କମିବ ଓ କାହିଁକି କମିବ ? ଏହା ଉପରେ କହିଛନ୍ତି ସୁନା ଖଣି କଂପାନୀର ଜଣେ ସିଇଓ ।
ପୁଣି ଶସ୍ତା ହେଲା ସୁନା । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୭୫୦ ଟଙ୍କା ହ୍ରାସ ପାଇଛି ।
ସବୁ ଆକଳନ, ଅନୁମାନ ସତ ହେଲା । ଲକ୍ଷେ ଟପିଲା ସୁନାଦର । କେବଳ ଆଜି ଦିନକରେ ୩ ହଜାର ଟଙ୍କା ମହଙ୍ଗା ହୋଇଛି ସୁନା । ଭୁବନେଶ୍ବରରେ ୧୦ ଗ୍ରାମ ପିଛା ଦର ୧ ଲକ୍ଷ ୧ ହଜାର ୩୫୦ ଟଙ୍କା ଛୁଇଁଛି ଖାଣ୍ଟି ସୁନା ।
ସବୁ ଆକଳନ, ଅନୁମାନ ସତ ହେଲା । ଲକ୍ଷେ ଟପିଲା ସୁନାଦର । କେବଳ ଆଜି ଦିନକରେ ୩ ହଜାର ଟଙ୍କା ମହଙ୍ଗା ହୋଇଛି ସୁନା । ଭୁବନେଶ୍ବରରେ ୧୦ ଗ୍ରାମ ପିଛା ଦର ୧ ଲକ୍ଷ ୧ ହଜାର ୩୫୦ ଟଙ୍କା ଛୁଇଁଛି ଖାଣ୍ଟି ସୁନା ।
ସୁନା ଏଟିଏମ୍ ସେନେଜେନ୍ର କିଙ୍ଗହୁଡ୍ ଗ୍ରୁପ୍ ପକ୍ଷରୁ ନିର୍ମାଣ କରାଯାଇଛି । ଚୀନର ପ୍ରାୟ ୧୦୦ ସହରରେ ଏଭଳି ଏଟିଏମ୍ ସ୍ଥାପନ କରାଯାଇଛି । ଏହାର ବହୁଳ ବ୍ୟବହାରକୁ ଦେଖି ସାଂଘାଇ ସହରରେ ଏଭଳି ଆଉ ଏକ ଏଟିଏମ୍ ସ୍ଥାପନ ଯୋଜନା ହେଉଛି ।