• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gold Medal

iit
ବାଧା ସୃଷ୍ଟି କରିପାରିଲାନି ଅଭାବ ଅନଟନ ! IITରେ ଗୋଲଡ଼ ମେଡାଲ ପାଇଲେ ଅବସରପ୍ରାପ୍ତ ଯବାନଙ୍କ ଝିଅ

ଅବସରପ୍ରାପ୍ତ ସିଆରପିଏଫ ଯବାନ ବିଘ୍ନରାଜ ସାମଲଙ୍କ ଝିଅ ଆରତୀ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ସଇଁତଲା ବ୍ଲକ ଅଧିନସ୍ଥ ଏକ ଉପାନ୍ତ ଅଞ୍ଚଳରେ ତାଙ୍କ ଘର । ITରେ ଗୋଲଡ଼ ମେଡାଲ ପାଇ ନିଜ ଗାଁ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

pramod bhagat's coach
ଗୁରୁଦିବସ ଭେଟି ଦେଲେ ପ୍ରମୋଦ

ଟୋକିଓରେ ଥାଇ ଗୁରୁଙ୍କୁ କନ୍ଦେଇଦେଲେ ପ୍ରମୋଦ ଭଗତ। ପ୍ରତିଟି ସେକେଣ୍ଡ୍ କୁ ଜଗି ବସିଥିଲେ ପ୍ରମୋଦ ଭଗତଙ୍କ କୋଚ୍ ଶିବପ୍ରସାଦ। ଆଉ ଯେତେବେଳେ ପ୍ରମୋଦ ପ୍ରଥମ ଓଡ଼ିଆ ପାରାଅଲିମ୍ପିଆନ୍ ଭେବେ ସ୍ୱର୍ଣ୍ଣପଦକ ହାସଲ କଲେ ଶିବପ୍ରସାଦ କାନ୍ଦି ପକାଇଲେ।

pramod's sister
'ମୁଁ ପ୍ରମୋଦଙ୍କ ସାନଭଉଣୀ'

'ମୁଁ ପ୍ରମୋଦଙ୍କ ସାନଭଉଣୀ'। ମୋ ଭାଇ ସ୍ୱର୍ଣ୍ଣ ପଦକ ଜିତି ଥିବାରୁ ମୁଁ ବହୁତ ଗର୍ବିତ। ମୁଁ ମା ଦୁର୍ଗାଙ୍କ ପାଖରେ ମାନସିକ କରିଥିଲି, ମୋ ଭାଇ ଯଦି ଜିତିବ, ମୁଁ ମାଆଙ୍କ ପାଖକୁ ଆସିବ।

pramod bhagat
ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ୍

ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ। ବ୍ରିଟେନ ପ୍ରତିପକ୍ଷ ଡାନ୍ ବେଥେଲଙ୍କୁ ହରାଇ ଜିତିଲେ। ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇ ସ୍ୱର୍ଣ୍ଣ ଜିତିଛନ୍ତି।

Manish Narwal
ସକାଳୁ ସକାଳୁ ଭାରତ ପାଇଁ ବଡ଼ ଖୁସି ଖବର, ସୁଟିଂରେ ସ୍ୱର୍ଣ୍ଣ ସହ ରୌପ୍ୟ ପଦକ

ସକାଳୁ ସକାଳୁ ଭାରତ ପାଇଁ ବଡ଼ ଖୁସି ଖବର । ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଲା ଆଉ ଦୁଇଟି ପଦକ । ସେଥିରେ ଗୋଟିଏ ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ପଦକ ସାମିଲ ଅଛି ।

bajaranga
ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ : ସ୍ୱର୍ଣ୍ଣ ଜିତିଲେ ବଜରଙ୍ଗ ପୁନିଆ

ଗୋଲ୍ଡ କୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ସକାଳୁ ସକାଳୁ ସୁଟିଂରେ ଭାରତ ଦୁଇଟି ସ୍ୱର୍ଣ୍ଣ ହାତେଇ ଥିବା ବେଳେ ତୃତୀୟ ସ୍ୱର୍ଣ୍ଣଟି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଦେଇଛନ୍ତି। ଏହା ଭାରତର ୧୭ ତମ ସ୍ୱର୍ଣ୍ଣ ପଦକ। ଫ୍ରିଷ୍ଟାଇଲ୍‌ ୬୫ କେଜି ବର୍ଗରେ ୱେଲ୍ସର କୁସ୍ତିଯୋଦ୍ଧା କେନ୍‌ ଚିରାଗଙ୍କୁ ୧୦-୦ରେ ହରାଇ ଏହି ଗୌରବ ହାସଲ କରିଛନ୍ତି ବଜରଙ୍ଗ।ପୂର୍ବରୁ କୁସ୍ତିରେ ରାହୁଲ ଅୱାରେ ଓ ସୁଶିଲ୍‌ କୁମାର ଦେଶ ପାଇଁ […]