ପ୍ରଭୁ ଶ୍ରୀ ଗଣେଶଙ୍କ ଆବାହନ ପାଇଁ ସାରା ରାଜ୍ୟ, ସାରା ଦେଶ ଉତ୍ସବ ମୁଖର । ଗାଁ ଦାଣ୍ଡ, ସହର, ବଜାର ଚଳଚଞ୍ଚଳ । ରଙ୍ଗୀନ ତୋରଣ ଓ ସୁସଜ୍ଜିତ ପୂଜା ମଣ୍ଡପ ଶୋଭାପାଉଥିବା ବେଳେ, ଗଣେଶ ପୂଜା ପାଇଁ ସବୁଠି ଭରପୁର ଉତ୍ସାହ ଓ ଉତ୍କଣ୍ଠା । ବିଭିନ୍ନ ଥିମକୁ ନେଇ ସବୁଠି ପ୍ରସ୍ତୁତ ହୋଇଛି ସୁନ୍ଦର ତୋରଣ ଓ ମୂର୍ତ୍ତି ।
ଯିଏ ପାଠ ପଢାରେ ଦୁର୍ବଳ ଥିଲା, ଧର୍ କହିଲେ ମାଡ଼ି ବସିଥିଲା, ଗଣେଶ ପୂଜାରେ ଜୋର୍ ଜବରଦସ୍ତ ପୂଜା ସାମଗ୍ରୀ କିଣାକିଣିର ଦାୟିତ୍ବ ନେଇଥିଲା। ପୂଜା ଖର୍ଚ୍ଚର ସଠିକ୍ ହିସାବ ଦେଇ ପାରିନଥିଲା। ଯିଏ ହିସାବ ମାଗୁଥିଲା ତାକୁ ନାଲି ଆଖି ଦେଖାଉଥିବା ପିଲା ଟାହିଆ ଆଜି ବଡ ସାମ୍ବିଧାନିକ ପଦବୀରେ ଶପଥ ଗ୍ରହଣ କରି ମଞ୍ଚାସୀନ ଅଛି। ଯିଏ ପରୀକ୍ଷାରେ ମାଧ୍ୟମ ଧରଣର ମାର୍କ ରଖୁଥିଲା, ପୂଜା ବେଳେ କୋଷାଧ୍ୟକ୍ଷ ବା ପରିଚାଳନା ଦାୟିତ୍ୱରେ ଥିଲା, ଗଣେଶ ପୂଜା ଅର୍ଥ ହେରଫେର ମାମଲାରେ ଟାହିଆକୁ ସାହାଯ୍ୟ କରିଥିବା ଟିଟନ୍ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ଆଜି ପୁଣି ସେହି ଟାହିଆ ବିଭାଗର ସଚିବ ଭାବେ କାର୍ଯ୍ୟରତ ଅଛି ।
ଗଣେଶ ପୂଜାରେ ଲାଗିବ ଅଢ଼େଇ ଲକ୍ଷ ଲଡ଼ୁ। ଓଡ଼ିଶାର ପ୍ରସିଦ୍ଧ ସିଦ୍ଧି ବିନାୟକ ପୀଠ ଗଞ୍ଜାମର ପଞ୍ଚମା ଗଣେଶ ମନ୍ଦିରରେ ଏମିତି କିଛି ପୂଜା କରାଯିବ। ଗଣେଶଙ୍କ ପାଖରେ ଏହି ଲଡ଼ୁ ପୂଜା କରାଯାଇ ସେଦିନ ଭକ୍ତଙ୍କୁ ମାଗଣାରେ ବଣ୍ଟାଯିବ।
ଆସ୍ଥା ହରାଉଛନ୍ତି ଜନ ପ୍ରତିନିଧି ଓ ନେତା। ଦୁଇ ଦୁଇଜଣ ରାଜ୍ୟସଭା ସାଂସଦ ଦଳ ଛାଡିବା ପରେ ନବୀନ ଆପଣାଇଲେ ନୂଆ ଷ୍ଟ୍ରାଟେଜି। ଆଉ ଓହ୍ଲାଇଛନ୍ତି ମଇଦାନକୁ।
ସନ୍ଧ୍ୟା ଧୂପ ସରିବା ପରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ହେବ । ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ଯାତ୍ରା ପଡିଆ ନୀତି ମଧ୍ୟ ପାଳନ ହେବ ।
ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, କଟକରେ ବର୍ଷା ଆଲର୍ଟ । କୋରାପୁଟ, ମୟୂରଭଞ୍ଜ ଏବଂ କଳାହାଣ୍ଡିରେ ଘଡଘଡି ସହ ବର୍ଷାର ପୂର୍ବାନୁମାନ ।
ହିନ୍ଦୁ ପୌରାଣିକ କଥାବସ୍ତୁ ଅନୁସାରେ ଭଗବାନ ଗଣେଶ ହେଉଛନ୍ତି ବୁଦ୍ଧିର ଦେବତା। ଆପଣ ଯଦି ନିଜ ପିଲାଙ୍କୁ ବୁଦ୍ଧିମାନ ଏବଂ ସଫଳ କରିବାକୁ ଚାହାନ୍ତି ତେବେ ଏହି ଗଣେଶ ଚତୁର୍ଥୀରେ ଭଗବାନ ଗଣେଶଙ୍କ ଜୀବନରୁ କିଛି ଶିକ୍ଷା ଦେଇ ଏହା କରି ପାରିବେ। ଆସନ୍ତୁ ସେ ବିଷୟରେ ଜାଣିନେବା
ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଭଗବାନ ଗଣେଶଙ୍କୁ ସବୁଠାରୁ ଜ୍ଞାନୀ ଭାବେ ଗଣାଯାଏ। ସବୁ ଶୁଭ କାମରେ ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରିବା ପଛରେ ତାଙ୍କ ଦୁଇ ପତ୍ନୀ ରିଦ୍ଧି-ସିଦ୍ଧିଙ୍କର ମଧ୍ୟ ଭୂମିକା ଥିବା କିମ୍ବଦନ୍ତୀ କୁହେ। ତେବେ ଆସନ୍ତୁ ଜାଣିନେବା ଭଗବାନ ଗଣେଶ କାହିଁକି ଦୁଇଟି ବିବାହ କରିଥିଲେ।
ଶେଷପର୍ଯ୍ୟାୟରେ ବିଭିନ୍ନ ପୂଜା କମିଟିର ପ୍ରସ୍ତୁତି । ଗଣେଶପୂଜା ପାଇଁ ପ୍ରସିଦ୍ଧ ଜଟଣୀ ଏବଂ ରାଉରକେଲାରେ ଜାଣନ୍ତୁ କେମିତି ରହିଛି ପ୍ରସ୍ତୁତି...
ମାଟିର ମୂର୍ତ୍ତିକୁ ନେଇ ସଚେତନତା କରାଯାଉଛି । ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦେଉଛନ୍ତି ଏମାନେ । କୁନିକୁନି ପିଲାଙ୍କ ହାତରେ କାଦୁଅରେ ଗଢ଼ା ଚାଲିଛି ଶ୍ରୀ ଗଣେଶଙ୍କ ମୂର୍ତ୍ତି । କାରଣ ରାତି ପାହିଲେ ଗଣେଶ ପୂଜା ।
ପାର୍ବଣ ୠତୁ ପାଇଁ ଚଳଚଞ୍ଚଳ ହୋଇପଡିଛି କଟକ ସହର । ରିହରସାଲରେ ବ୍ୟସ୍ତ ମେଲୋଡି କଳାକାର ।
ବଢ଼ୁଛି ମାଟି ମୂର୍ତ୍ତିର ଚାହିଦା । ବିଘ୍ନ ବିନାଶକଙ୍କ ଆବାହନ ପାଇଁ ପ୍ରସ୍ତୁତି ଜୋରଦାର ।
କଟକରେ ପୂଜା ପ୍ରସ୍ତୁତି ବୈଠକରେ ପୋଲିସ୍ କମିଶନରଙ୍କ ସୂଚନା । ଗଣେଶ ମୂର୍ତ୍ତି ବିକୃତ ନକରିବାକୁ ଗୁରୁତ୍ୱ ।
ସେ ମୌଲାନଙ୍କ ଟାର୍ଗେଟକୁ ଆସିଥିଲେ । ପରେ ରୁବି ଆସିଫଙ୍କ ବିରୋଧରେ ଫତୱା ଜାରି କରିଥିଲେ ମୁସଲମାନ ର୍ଧମଗୁରୁ।
ଏଠି ୩୦ ହଜାର ପ୍ରକାର ଗଣେଶ ମୂର୍ତ୍ତି ପ୍ରଦର୍ଶନ ହୋଇଛି। ଏକ ସ୍କୁଲରେ ଏହିସବୁ ଗଣେଶ ମୂର୍ତ୍ତି ପ୍ରଦର୍ଶନ ହୋଇଛି। ଏଗୁଡିକ ବିଭିନ୍ନ ଧାତୁ, ଶସ୍ୟ, ପଥର, ବର୍ଜ୍ୟବସ୍ତୁରେ ନିର୍ମାଣ ହୋଇଛି।
ଦେବତା ଏକ, ସ୍ବରୂପ ଅନେକ। କେଉଁଠି ଗଛ, କେଉଁଠି ମୂର୍ତ୍ତି ତ ଆଉ କେଉଁଠି ଫଟୋ। ପବିତ୍ର ଗଣେଶ ଚତୁର୍ଥୀରେ ଆଜି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ପୂଜା ପାଇଛନ୍ତି ଅଗ୍ରପୂଜ୍ୟ ଗଣେଶ
ଗଣେଶ ପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ସବୁଠି ଆନନ୍ଦ ଉଲ୍ଲାସରେ ଚାଲିଛି ଅଗ୍ରପୂଜ୍ୟଙ୍କ ଅବାହନ । ତେବେ ସବୁ ବର୍ଷ ଭଳି ଏ ବର୍ଷ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ଓ ପୂଜା ପେଣ୍ଡାଲରେ ଆକର୍ଷିଣୀୟ ଥିମ୍ ସହ ଏକ୍ସପେରିମେଣ୍ଟ କରିଛନ୍ତି ବିଭିନ୍ନ ପୂଜା କମିଟି ।
ଶିକ୍ଷାନୁଷ୍ଠାନ ସହ ପୂଜା ମଣ୍ଡପରେ ପୂଜା ପାଉଛନ୍ତି..ପୂଜାମଣ୍ଡପ ଗୁଡିକୁ ଆକର୍ଷଣୀୟ ଢଙ୍ଗରେ ସଜ୍ଜାଯାଇଛି
ଆପଣମାନେ ହୁଏତ ଅନେକ ଗଣେଶଙ୍କ ଅଜବ ନାଁ ଶୁଣିଥିବେ। ଯେମିତି କି ଡ୍ୟାନ୍ସିଂ ଗଣେଶ, ବୁଢ଼ା ଗଣେଶ, ପେଟା ଗଣେଶ ଇତ୍ୟାଦି। ପୁରୀର ଏହି ଜାଗାରେ ଅଛନ୍ତି ଭଣ୍ଡ ଗଣେଶ। ଏହି ନାମକରଣର ରହସ୍ୟ କ’ଣ ଆସନ୍ତୁ ଜାଣିନେବା।
ଭଗବାନ ଗଣେଶଙ୍କୁ ନେଇ ରହିଛି ଅନେକ କାହାଣୀ। କୁହାଯାଏ ଭାରତର ମହାନ କାବ୍ୟ ‘ମହାଭାରତ’କୁ ଭଗବାନ ଗଣେଶ ଲେଖିଥିଲେ। ତେବେ ସେ କିପରି ଓ କେଉଁଠି ଲେଖିଥିଲେ ଆସନ୍ତୁ ଜାଣିନେବା।
ସବୁ ଶୁଭ କାମରେ ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରିବାର ଅନେକ ଲୋକପ୍ରିୟ କଥା ରହିଛି। ଏହା ପଛରେ ତାଙ୍କ ଦୁଇ ପତ୍ନୀ ରିଦ୍ଧି-ସିଦ୍ଧିଙ୍କର ମଧ୍ୟ ଭୂମିକା ଥିବା କିମ୍ବଦନ୍ତୀ କୁହେ। ତେବେ ଆସନ୍ତୁ ଜାଣିନେବା ଭଗବାନ ଗଣେଶ କାହିଁକି ଦୁଇଟି ବିବାହ କରିଥିଲେ।
ଗଣେଶ ପୂଜାରେ ସଙ୍ଗୀତ ଏବଂ ନୃତ୍ୟ ଏକ ବିଶେଷ ଭୂମିକା ନେଇଥାଏ। ଭଗବାନ ଗଣେଶଙ୍କୁ ସ୍ୱାଗତ କରିବା ହେଉ କି ତାଙ୍କର ବିଦାୟ ବେଳେ ଉଭୟ ନାଚ-ଗୀତର ଚମତ୍କାର ହାବଭାବ ଦେଖିବାକୁ ମିଳେ। ଏହି ୫ଟି ବଲିଉଡ ଗୀତ ଆପଣଙ୍କ ପୂଜାର ମାହୋଲକୁ ଆହୁରି ରଙ୍ଗିନ କରିଦେବ।
ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଭଗବାନ ଗଣେଶଙ୍କୁ ସବୁଠାରୁ ଜ୍ଞାନୀ ଭାବେ ଗଣାଯାଏ। ଆପଣ ଯଦି ନିଜ ପିଲାଙ୍କୁ ବୁଦ୍ଧିମାନ ଏବଂ ସଫଳ କରିବାକୁ ଚାହାନ୍ତି ତେବେ ଏହି ଗଣେଶ ଚତୁର୍ଥୀରେ ଭଗବାନ ଗଣେଶଙ୍କ ଜୀବନରୁ କିଛି ଶିକ୍ଷା ନେଇ ଏହା କରି ପାରିବେ। ଆସନ୍ତୁ ସେ ବିଷୟରେ ଜାଣିନେବା।
ବିଘ୍ନ ବିନାଶକ ଦେବତା ଶ୍ରୀଗଣେଶ । ସିଏ ପୂଜାରେ ସନ୍ତୁଷ୍ଟ ହୋଇ ଭକ୍ତଙ୍କ ସମସ୍ତ ପ୍ରତିବନ୍ଧକକୁ ହଟାଇ ସୁଖ, ସୌଭାଗ୍ୟ ଏବଂ ଧନଧାନ୍ୟରେ ଭଣ୍ଡାର ଭରି ଦିଅନ୍ତି। ତାଙ୍କର ଦୟା ଏବଂ ପରୋପକାର ବିଷୟରେ ଅନେକ କାହାଣୀ ଅଛି, ଯାହା ମଧ୍ୟରେ ଜଣେ ବୁଢୀଠାରୁ ଖିରି ଖାଇବାର ଲୋକକଥା ଅତ୍ୟନ୍ତ ପ୍ରସିଦ୍ଧ। ଆସନ୍ତୁ ଜାଣିବା…
ରାମ ମନ୍ଦିରରେ ହେବ ଗଣେଶପୂଜା..ବ୍ରହ୍ମପୁର ସାନକୁଶସ୍ଥଳୀରେ ଅଯୋଧ୍ୟା ରାମମନ୍ଦିର ଢାଞ୍ଚାରେ ତୋରଣ..ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ମୂର୍ତ୍ତି ଓ ତୋରଣ କାମ