ଭଦ୍ରକ ସହରରେ ମାସେ ଧରି ମଣ୍ଡପରେ ପୂଜା ପାଇବେ ଗଜାନନ। ବୁଢ଼ାରୁ ପିଲା ଗଣେଶଙ୍କ ପୂଜା ପାଇଁ ଉତ୍ସବମୁଖର ଭଦ୍ରକ ସହର।
ଉଚ୍ଚି ପିଲ୍ଲାୟାର ମନ୍ଦିର ଭଗବାନ ଗଣେଶଙ୍କର ଏକ ପ୍ରମୁଖ ପୀଠ ଭାବେ ବିବେଚିତ। ଗଣେଶଙ୍କୁ ବିଘ୍ନବିନାଶକ ଓ ସଫଳତାର ଦାତା ରୂପେ ପୂଜା କରାଯାଏ। ଏହି ମନ୍ଦିରରେ ପୂଜା କଲେ ସମସ୍ତ ବାଧା ଦୂର ହୁଏ ଏବଂ ନୂତନ କାର୍ଯ୍ୟରେ ସଫଳତା ମିଳେ ବୋଲି ବିଶ୍ୱାସ କରାଯାଏ। ଏହା ବ୍ୟତୀତ ମନ୍ଦିରଟି ଉଚ୍ଚ ସ୍ଥାନରେ ଥିବା ହେତୁ ଏହା ଶ୍ରଦ୍ଧାଳୁମାନଙ୍କୁ ଏକ ଶାନ୍ତ ଓ ଆଧ୍ୟାତ୍ମିକ ପରିବେଶ ପ୍ରଦାନ କରିଥାଏ।
ସବୁ ପୂଜାର ଯେମିତି ଗୋଟେ ବିଧି ଥାଏ, ସେମିତି ଗଣେଶ ପୂଜାର ମଧ୍ୟ ଅନେକ ବିଧି ରହିଛି। ପ୍ରଭୁ ଗଣେଶ ହେଉଛନ୍ତି ସବୁ ଦେବତାଙ୍କ ମଧ୍ୟରେ ଅଗ୍ରପୂଜ୍ୟ। ଅର୍ଥାତ ତାଙ୍କୁ ପୂଜା କରିବା ପରେ ହିଁ ଅନ୍ୟର ପୂଜା ହୁଏ। ପ୍ରଭୁ ଗଣେଶଙ୍କୁ ନେଇ ରହିଛି ଅନେକ କୌତୂହଳୀ କାହାଣୀ।
ଗଣେଶ ପୂଜାରେ ଲାଗିବ ଅଢ଼େଇ ଲକ୍ଷ ଲଡ଼ୁ। ଓଡ଼ିଶାର ପ୍ରସିଦ୍ଧ ସିଦ୍ଧି ବିନାୟକ ପୀଠ ଗଞ୍ଜାମର ପଞ୍ଚମା ଗଣେଶ ମନ୍ଦିରରେ ଏମିତି କିଛି ପୂଜା କରାଯିବ। ଗଣେଶଙ୍କ ପାଖରେ ଏହି ଲଡ଼ୁ ପୂଜା କରାଯାଇ ସେଦିନ ଭକ୍ତଙ୍କୁ ମାଗଣାରେ ବଣ୍ଟାଯିବ।
ତମାଣ୍ଡୋ ଥାନା ଅଞ୍ଚଳ ଭଗବାନପୁର ମା’ ମଙ୍ଗଳା କ୍ଳବ ପକ୍ଷରୁ ପ୍ରଭୁ ଗଣନାଥଙ୍କ ପୂଜା ପାଇଁ ଆୟୋଜନ ହୋଇଥିଲା। ପୂର୍ବରୁ ଡିଜେ ପାଇଁ ବରାଦ୍ ବି ଦିଆ ସରିଥିଲା। ହେଲେ ଠିକ୍ ସମୟକୁ କମିଶନରେଟ୍ ପୁଲିସ୍ ଡିଜେ ବ୍ୟାନ କଲା ।
ବିଶାଖାପାଟଣା ସହରରେ କେବେ ଚାଉଳରେ, କେବେ ଚୁଡ଼ିରେ, କେବେ ନଡ଼ିଆରେ ସୁଉଚ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ ସହରର ଗାଜୁୱାକା ନିକଟରେ ଲମ୍ବୋଦର ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ନିର୍ମାଣ ହୋଇଛି ୭୫ ଫୁଟର ଗଣେଶ । ଯାହା ଖାଇବା ଗୁଡରେ ତିଆରି ହୋଇଛି।
ବିଦ୍ୟାର ଆଧାର ହେଉଛନ୍ତି ଗଣପତି ତଥା ଗଜାନନ । ସେଇଥି ପାଇଁ ତ ଏ କୁନିକୁନି ପିଲାମାନଙ୍କର ଏହି ପ୍ରୟାସ । ସ୍କୁଲର ଛାତ୍ରଛାତ୍ରୀ ମାନେ ସଂଗୃହିତ କରିଛନ୍ତି ଭିନ୍ନ ଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତି ।
ଅଗ୍ରପୂଜ୍ୟଙ୍କ ଆବାହନ ସହ ଆରମ୍ଭ ହୋଇଛି ପାର୍ବଣ। ଗଜାନନଙ୍କ ପୂଜା ପାଇଁ ସାରା ରାଜ୍ୟ ଉତ୍ସବମୁଖର। ଜଟଣୀ ଓ ତାଳଚେରରେ ମହାଆଡମ୍ବରରେ ଗଣେଶ ପୂଜା ହେଉଛି।
ଆଜି ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀ। ଆମେ ଭଗବାନ ଗଣେଶଙ୍କ ସମ୍ପର୍କିତ କିଛି ସ୍ୱତନ୍ତ୍ର ତଥ୍ୟ ଆପଣଙ୍କୁ ଦେବାକୁ ଯାଉଛୁ। ସାକ୍ଷୀଗୋପାଳ ମନ୍ଦିରରେ କେଉଁ କେଉଁ ନାମରେ ଓ କେତେ ଗୋଟି ଗଣେଶ ବିଗ୍ରହଣଙ୍କୁ ପୂଜାର୍ଚ୍ଚନା କରାଯାଏ?
ଆସୁଛନ୍ତି ବିଘ୍ନବିନାଶକ ଗଜାନନ... ହାତରେ ଆଉ ଗୋଟିଏ ଦିନ... ମୂର୍ତ୍ତି କାରିଗରରେ ଲାଗିପଡ଼ିଛନ୍ତି ଶିଳ୍ପୀ । ମାଟିର ମୂର୍ତ୍ତିକୁ ଜୀବନ୍ତ କରି ସେଥିରେ ଦେଉଛନ୍ତି ଶେଷ ସ୍ପର୍ଶ...
ବେଙ୍ଗାଲୁରୁ ସହରରରେ ଗଣେଶ ପୂଜାକୁ ଏଥର ବେଶ୍ ଆକର୍ଷଣୀୟ ଢଙ୍ଗରେ କରାଯ।ଉଛି । ସହରର ଏକ ପୂଜା କମିଟି କେବଳ ନୋଟ୍ ଓ କଏନରେ ମେଢ଼ ସଜାଇଛି । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି କୁହାଯାଉଛି।
ଶିକ୍ଷାନୁଷ୍ଠାନ ସହ ପୂଜା ମଣ୍ଡପରେ ପୂଜା ପାଉଛନ୍ତି..ପୂଜାମଣ୍ଡପ ଗୁଡିକୁ ଆକର୍ଷଣୀୟ ଢଙ୍ଗରେ ସଜ୍ଜାଯାଇଛି
ଆପଣମାନେ ହୁଏତ ଅନେକ ଗଣେଶଙ୍କ ଅଜବ ନାଁ ଶୁଣିଥିବେ। ଯେମିତି କି ଡ୍ୟାନ୍ସିଂ ଗଣେଶ, ବୁଢ଼ା ଗଣେଶ, ପେଟା ଗଣେଶ ଇତ୍ୟାଦି। ପୁରୀର ଏହି ଜାଗାରେ ଅଛନ୍ତି ଭଣ୍ଡ ଗଣେଶ। ଏହି ନାମକରଣର ରହସ୍ୟ କ’ଣ ଆସନ୍ତୁ ଜାଣିନେବା।
ପାଖେଇ ଆସୁଛି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶ ଚତୁର୍ଥୀ । ପୂଜା ଲାଗି ଚଳଚଂଚଳ ହେଲାଣି ଗାଁଠୁ ସହର । ନିଜ ନିଜ ପୂଜା ମଣ୍ଡପକୁ ଆକର୍ଷଣୀୟ ଢଙ୍ଗରେ ସଜେଇବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ହେଲେ ବ୍ରହ୍ମପୁର ସାନକୁଶସ୍ଥଳୀ ଗାଁର ପୂଜାକୁ ନେଇ ଏବେ ସହରସାରା ଚର୍ଚ୍ଚା
ପୂଜାର ଧୁମ୍ ! ଏଥର ଦୁଲୁକିବ ବ୍ରହ୍ମପୁର..ରାମ ମନ୍ଦିର ତିଆରି ଚାଲିଛି । ଆଉ ତା’ରି ଭିତରେ ବିଘ୍ନବିନାଶକଙ୍କୁ କରାଯିବ ପୂଜା । ପୂର୍ବଥର କେଦାରନାଥ ମନ୍ଦିରରେ ପୂଜା ପାଇଥିଲେ ଗଣପତି ବାବା
ଭଗବାନ ଗଣେଶଙ୍କୁ ନେଇ ରହିଛି ଅନେକ କାହାଣୀ। କୁହାଯାଏ ଭାରତର ମହାନ କାବ୍ୟ ‘ମହାଭାରତ’କୁ ଭଗବାନ ଗଣେଶ ଲେଖିଥିଲେ। ତେବେ ସେ କିପରି ଓ କେଉଁଠି ଲେଖିଥିଲେ ଆସନ୍ତୁ ଜାଣିନେବା।
ସବୁ ଶୁଭ କାମରେ ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରିବାର ଅନେକ ଲୋକପ୍ରିୟ କଥା ରହିଛି। ଏହା ପଛରେ ତାଙ୍କ ଦୁଇ ପତ୍ନୀ ରିଦ୍ଧି-ସିଦ୍ଧିଙ୍କର ମଧ୍ୟ ଭୂମିକା ଥିବା କିମ୍ବଦନ୍ତୀ କୁହେ। ତେବେ ଆସନ୍ତୁ ଜାଣିନେବା ଭଗବାନ ଗଣେଶ କାହିଁକି ଦୁଇଟି ବିବାହ କରିଥିଲେ।
ଗଣେଶ ପୂଜାରେ ସଙ୍ଗୀତ ଏବଂ ନୃତ୍ୟ ଏକ ବିଶେଷ ଭୂମିକା ନେଇଥାଏ। ଭଗବାନ ଗଣେଶଙ୍କୁ ସ୍ୱାଗତ କରିବା ହେଉ କି ତାଙ୍କର ବିଦାୟ ବେଳେ ଉଭୟ ନାଚ-ଗୀତର ଚମତ୍କାର ହାବଭାବ ଦେଖିବାକୁ ମିଳେ। ଏହି ୫ଟି ବଲିଉଡ ଗୀତ ଆପଣଙ୍କ ପୂଜାର ମାହୋଲକୁ ଆହୁରି ରଙ୍ଗିନ କରିଦେବ।
ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଭଗବାନ ଗଣେଶଙ୍କୁ ସବୁଠାରୁ ଜ୍ଞାନୀ ଭାବେ ଗଣାଯାଏ। ଆପଣ ଯଦି ନିଜ ପିଲାଙ୍କୁ ବୁଦ୍ଧିମାନ ଏବଂ ସଫଳ କରିବାକୁ ଚାହାନ୍ତି ତେବେ ଏହି ଗଣେଶ ଚତୁର୍ଥୀରେ ଭଗବାନ ଗଣେଶଙ୍କ ଜୀବନରୁ କିଛି ଶିକ୍ଷା ନେଇ ଏହା କରି ପାରିବେ। ଆସନ୍ତୁ ସେ ବିଷୟରେ ଜାଣିନେବା।
ବିଘ୍ନ ବିନାଶକ ଦେବତା ଶ୍ରୀଗଣେଶ । ସିଏ ପୂଜାରେ ସନ୍ତୁଷ୍ଟ ହୋଇ ଭକ୍ତଙ୍କ ସମସ୍ତ ପ୍ରତିବନ୍ଧକକୁ ହଟାଇ ସୁଖ, ସୌଭାଗ୍ୟ ଏବଂ ଧନଧାନ୍ୟରେ ଭଣ୍ଡାର ଭରି ଦିଅନ୍ତି। ତାଙ୍କର ଦୟା ଏବଂ ପରୋପକାର ବିଷୟରେ ଅନେକ କାହାଣୀ ଅଛି, ଯାହା ମଧ୍ୟରେ ଜଣେ ବୁଢୀଠାରୁ ଖିରି ଖାଇବାର ଲୋକକଥା ଅତ୍ୟନ୍ତ ପ୍ରସିଦ୍ଧ। ଆସନ୍ତୁ ଜାଣିବା…
ଟ୍ୱିନ୍ ସିଟି ସାଙ୍ଗକୁ ଜଟଣୀ ଓ ତାଳଚେରରେ ବ୍ୟାପକ ଆୟୋଜନ । ଅଗ୍ରପୂଜ୍ୟଙ୍କ ଆଗମନରେ ଉତ୍ସବମୁଖର ପୁରପଲ୍ଲୀ । ୧୨ ଦିନିଆ ମହୋତ୍ସବକୁ ନେଇ ଉଠୁଛୁ ପଡ଼ୁଛି ମୁମ୍ବାଇ ।
ବଡ଼ଗଡ଼ ବ୍ରାଇଟ୍ ଷ୍ଟାର୍ କ୍ଲବ ଚଳିତ ବର୍ଷ ସର୍ବାଧିକ ୫୧ ଫୁଟର ଗଣେଶ ମୂର୍ତ୍ତି ତିଆରି କରିଥିବା ବେଳେ ନୟାପଲ୍ଲୀ ନୂଆସାହିରେ ଆଖଣ୍ଡଳମଣି କ୍ଲବ୍ ପକ୍ଷରୁ ତିଆରି ହୋଇଛି ୫୦ ଫୁଟ୍ର ମୂର୍ତ୍ତି ।
ଏଥର ବିନା କୋଭିଡ୍ କଟକଣାରେ ଗଣେଶ ପୂଜା ଅଗ୍ରପୂଜ୍ୟଙ୍କ ଆରାଧନା । ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ ବିଘ୍ନ ବିନାଶକଙ୍କ ପୂଜାକୁ ନେଇ ସରୁନି ବିବାଦ ।
କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲା । ମୂର୍ତ୍ତି କାରିଗର ଏବଂ କ୍ଲବ୍ଗୁଡ଼ିକୁ କଟକ ଡିସିପିଙ୍କ ତାଗିଦ ।