• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fuel Price Hike

Pak Hikes Fuel Prices
ପାକ୍‌ରେ ରେକର୍ଡ ଭାଙ୍ଗିଲା ପେଟ୍ରୋଲ ଓ ଡିଜେଲ୍ ଦର; ଆକାଶ ଛୁଆଁ ଅତ୍ୟାବଶ୍ୟକ ସାମଗ୍ରୀ

ତୈଳଦରରେ ରେକର୍ଡ ବୃଦ୍ଧି ପାକିସ୍ତାନବାସୀଙ୍କ ଅର୍ଥନୈତିକ ମେରୁଦଣ୍ଡକୁ ଆହୁରି ଦୋହଲାଇ ଦେଇଛି । ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୨୨ ଟଙ୍କା ବଢ଼ି ୨୭୨ ଟଙ୍କାରେ ପହଞ୍ଚିଛି ।

Imran Khan Slams Pak Government Over Fuel Price Hike
ପାକିସ୍ତାନରେ ଫୁଟିଲା ମହଙ୍ଗା ବୋମା: ୩୦ ଟଙ୍କା ବଢ଼ିଲା ପେଟ୍ରୋଲ ଓ ଡିଜେଲ

ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପ୍ରତି ଲିଟରକୁ ପେଟ୍ରୋଲ ଓ ଡିଜେଲ ଦର ୩୦ ଟଙ୍କା (ପାକିସ୍ତାନୀ ମୁଦ୍ରା) ବୃଦ୍ଧି ହୋଇଛି।

CNG Price In Delhi Hiked Again
ମହଙ୍ଗା ଉପରେ ମହଙ୍ଗା ମାଡ଼: କଣ୍ଟ୍ରୋଲ ହେଉନି ପେଟ୍ରୋଲ, ଡିଜେଲ ଦର; ପୁଣି ବଢ଼ିଲା CNG ଦାମ୍‌

ପେଟ୍ରୋଲ, ଡିଜେଲଠୁ ଆରମ୍ଭ କରି ସିଏନ୍‌ଜି ପର୍ଯ୍ୟନ୍ତ ସବୁର ଦାମ୍‌ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ CNG(Compressed Natural Gas) ମଧ୍ୟ ମହଙ୍ଗା ହୋଇଛି।

Petrol price in city touches record high of 110.96, diesel hits a ton
ହୁ ହୁ ହୋଇ ବଢ଼ୁଛି ତୈଳ ଦର; ପେଟ୍ରୋଲ୍ ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି

ଆଜି ପୁଣି ବଢ଼ିଲା ତୈଳ ଦର । ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଉପରେ ୮୦ ପଇସା ବୃଦ୍ଧି ପାଇଛି ।

Petrol Price Hike
ହୁ ହୁ ହୋଇ ବଢ଼ିଚାଲିଛି ତେଲଦର, ଲାଗୁନି ବ୍ରେକ୍

ତେଲଦରରେ ଲାଗୁନି ବ୍ରେକ୍, ଲଗାତର ବଢ଼ିଚାଲିଛି । ଖାଲି ଭୁବନେଶ୍ୱର ନୁହେଁ, ପୁରୀରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୨୫ ପଇସାରେ କିଣିବାକୁ ପଡ଼ୁଥିବା ବେଳେ ମାଲକାନଗିରିରେ ୧୧୬ ଟଙ୍କା ପାର୍ କଲାଣି ଦର ।

Petrol, diesel prices hiked for 3rd time in 4 days; hike totals Rs 2.4 per litre. Check latest rates
ବେଲଗାମ୍ ହେଉଛି ତେଲ ଦର; ଆଜି ପୁଣି ବଢ଼ିଲା ପେଟ୍ରୋଲ ରେଟ୍‌...

ପୁଣି ବଢ଼ିଲା ତେଲ ଦର । ଗତ ୧୪ ଦିନ ଭିତରେ ୧୨ ଥର ବଢ଼ିଲାଣି ତେଲ ଦର ଗତକାଲି ପୁଣି ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ୍ ।

ଚୁଲି ହାଣ୍ଡି ଧରି ପ୍ରତିବାଦ

ବିଜେଡି ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ଅସ୍ତ୍ର କରିଛି। ଆଜିଠାରୁ ସାରା ରାଜ୍ୟରେ ପ୍ରତିବାଦ କରିବେ ଯୁବ ବିଜେଡି, ଛାତ୍ର ଓ ମହିଳା ସଂଗଠନ। ତିନି ଦିନ ଧରି ଆନ୍ଦୋଳନ କରିବ ଦଳ ।

oil price hike
ଦର ବୃଦ୍ଧିକୁ ନେଇ ଅଣନିଶ୍ୱାସୀ ଖାଉଟି : ଲଗାତାର ୬ ଦିନ ହେଲା ବଢ଼ୁଛି ପେଟ୍ରୋଲ ଓ ଡିଜେଲ୍ ଦର

ସାଧାରଣ ଜନତାଙ୍କୁ ଅଣନିଶ୍ୱାସୀ କରୁଛି ତେଳ ଦର । ଗତ ୬ ଦିନ ଧରି ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ୍ ଦର । ଆଜି ପୁଣି ପୁଣି ବଢିଛି ତେଲ ଦର । ଉଭୟ ପେଟ୍ରୋଲ ଓ ଡିଜେଲ ଦର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱର ପେଟ୍ରୋଲ ଦର ୧୧୦ ଟଙ୍କା ୬୮ ପଇସା ଥିବା ବେଳେ ଡିଜେଲ ଦର ୧୦୭ଟଙ୍କା ୩୮ ପଇସାରେ ପହଞ୍ଚିଛି

politics
ବିରୋଧୀଙ୍କ ମମିତା ବନାମ୍ ବିଜେଡିର ଦରବୃଦ୍ଧି ଇସ୍ୟୁ: ପଞ୍ଚାୟତ ଭୋଟ୍ ପୂର୍ବରୁ ଜୋର୍ ଧରୁଛି ପ୍ରତିବାଦ ପଲିଟିକ୍ସ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ରାଜ୍ୟ ରାଜନୀତି । ମମିତା ମେହେର ପ୍ରସଙ୍ଗରେ ବିରୋଧୀଙ୍କ ଘନଘନ ଆକ୍ରମଣ ଓ ବିକ୍ଷୋଭ ପରେ ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇ ଏହାକୁ କାଉଣ୍ଟର କରିଛି ବିଜେଡି । ପ୍ରାୟ ୩ ବର୍ଷ ପରେ କେନ୍ଦ୍ର ବିରୋଧୀ ସ୍ୱରକୁ ଶାଣିତ କରି ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଗତକାଲି ରାଜଭାବନ ଆଗରେ ବିକ୍ଷୋଭ କରିଛି ଶାସକ ଦଳ

Fuel price hike
ଡିଜେଲ ଓ ପେଟ୍ରୋଲ୍ ଦରରେ ରେକର୍ଡ ବୃଦ୍ଧି ‌

ନୂଆଦିଲ୍ଲୀ: ୧୩ ଦିନ ଧରି ଲଗାତର ମୂଲ୍ୟ ବୃଦ୍ଧି ଯୋଗୁ ଡିଜେଲ୍-ପେଟ୍ରୋଲ୍‌ ଦର ବୃଦ୍ଧି ଏବେ ରେକର୍ଡ କରିଛି। ଦିଲ୍ଲୀରେ ଡିଜେଲ୍ ମୂଲ୍ୟ ୭୭.୦୬ ଟଙ୍କା ବୃଦ୍ଧି ହୋଇଛି। ସେହିଭଳି ପେଟ୍ରୋଲ୍‌ ଦର ୧୯ ମାସରେ ସର୍ବାଧିକ ବୃଦ୍ଧି ହୋଇଛି। ତେବେ ପୂର୍ବରୁ ଡିଜେଲ୍‌ ମୂଲ୍ୟରେ ଏତେ ବୃଦ୍ଧି କେବେ ହୋଇ ନଥିଲା। ୧୬ ଅକ୍ଟୋବର ୨୦୧୮ରେ ଡିଜେଲ୍‌ ଦର ସର୍ବାଧିକ ୭୫.୬୯ ଟଙ୍କା ହୋଇଥିଲା। କିନ୍ତୁ ଏବେ ଦିଲ୍ଲୀରେ ଏହାର ଦର ୭୭.୦୬ ହୋଇଛି। ଆଜି […]

congress strike
ଶଗଡ଼ରେ ଚଢ଼ି ତୈଳ ଦର ବୃଦ୍ଧି ପ୍ରତିବାଦରେ ଗର୍ଜନ ତର୍ଜନ କରୁଥିଲେ କଂଗ୍ରେସ କର୍ମୀ,ହଠାତ୍ ପ୍ରଚଣ୍ଡ ଶଦ୍ଦ . .

ମୁମ୍ବାଇ : ତୈଳ ଦର ବୃଦ୍ଧି ପ୍ରତିବାଦରେ ବିରୋଧ ପ୍ରଦର୍ଶନ ସମୟରେ ବଡ଼ ଅଘଟଣ । ମହାରାଷ୍ଟ୍ରରେ ଶଗଡ଼ ଗାଡ଼ିରେ ଚଢ଼ି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ ତର୍ଜନ କରୁଥିଲେ କଂଗ୍ରେସ କର୍ମୀ । ହେଲେ ହଠାତ୍ ଭାଙ୍ଗି ପଡ଼ିଥିଲା ଶଗଡ଼ ଗାଡ଼ି । ଫଳରେ ଏହି ଅଘଟଣା ଅନେକ କଂଗ୍ରେସ କର୍ମୀ ସାମାନ୍ୟ ଆହତ ହୋଇଛନ୍ତି । ଏବେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି ।

Congress Workers Stage Road Blockade
ବାଇକ୍‌ର ଅନ୍ତିମ ସଂସ୍କାର

ପେଟ୍ରୋଲ ଦର ୧୦୦ ଟଙ୍କା ଟପିଛି। ଖାଇବା ତେଲ ୨୦୦ ଟଙ୍କା ଅତିକ୍ରମ କରିଛି। ଏହାକୁ ବିରୋଧ କରି ଯୁବ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି।