• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Florida

truck driver ban
Foreign Trucker Visa Freezes: ବିଦେଶୀ ଟ୍ରକ୍ ଡ୍ରାଇଭରଙ୍କୁ ଶ୍ରମିକ ଭିସା ବନ୍ଦ, ଏମିତି କ’ଣ କରିଦେଲେ ହରଜିନ୍ଦର

ଭାରତୀୟ ନାଗରିକ ହରଜିନ୍ଦର ସିଂହଙ୍କ ଦ୍ୱାରା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ହରଜିନ୍ଦର ସିଂହଙ୍କ ବିରୁଦ୍ଧରେ ବେପରୁଆ ଭାବରେ ଟ୍ରକ୍ ଚଲାଇ ଏବଂ ନିୟମ ଭାଙ୍ଗି ହତ୍ୟା ଅଭିଯୋଗ ଆସିଛି। ସେ ବେଆଇନ ଭାବରେ ଆମେରିକା ଯାଇଥିଲେ।

Shubhanshu Shukla
Shubhanshu Shukla's Space Mission: ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍; ସାଥିରେ ନେବେ ଭାରତୀୟ ଖାଦ୍ୟ ଓ ହଂସ

ଜୁନ୍ ୧୦ ତାରିଖ ସନ୍ଧ୍ୟା ୫ଟା ୫୨ରେ ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ଷ୍ଟେସନକୁ ଯିବେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଓ ୩ ମହାକାଶଚାରୀ। ସାଥିରେ ଭାରତୀୟ ଖାଦ୍ୟ ଓ ସରସ୍ବତୀଙ୍କ ବାହନ ହଂସ ନେବେ ଶୁଭାଂଶୁ।

Lime Pie
ସାନଭାଇ ମୁହଁକୁ ବଡ଼ଭାଇ ଛାଟିଦେଲା ପାଣି, ଏବେ ୩୦ ବର୍ଷ ଜେଲ୍‌..!

ଫ୍ଲୋରିଡାର ନିୟମ ଅନୁଯାୟୀ ଏଭଳି ଘଟଣାରେ ଜଣେ ବ୍ୟକ୍ତିକୁ ୩୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବାର ସମ୍ଭାବନା ରହିଛି ।

41-year-old-lady-teacher-pregnant-after-sex-with-15-year-old-student
୪୧ ବର୍ଷୀୟ ଶିକ୍ଷୟିତ୍ରୀ ୧୫ ବର୍ଷର ଛାତ୍ରଙ୍କ ସହ ସମ୍ପର୍କ ରଖି ଗିରଫ

ଏହା କୁହାଯାଏ ଯେ ଜଣେ ଛାତ୍ରର ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ। ଛାତ୍ରଟି ମଧ୍ୟ ନିଜ ଶିକ୍ଷକଙ୍କ ସହିତ ବହୁତ ମିଶିଥାଏ। କିନ୍ତୁ ନିକଟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ବିଚଳିତ କରିପାରେ। ଏହି ଖବର ଜଣେ ମହିଳା ଶିକ୍ଷକ ଏବଂ ଛାତ୍ର ସହିତ ଜଡିତ, କିନ୍ତୁ ଏହା ଅତ୍ୟନ୍ତ ଅଦ୍ଭୁତ ଅଟେ।

florida
ଭୁସୁଡ଼ିଲା ଫୁଟ୍ ଓଭର ବ୍ରିଜ୍: ୪ ମୃତ

ଫ୍ଲୋରିଡା: ଆମେରିକା ଫ୍ଲୋରିଡାରେ ଭୁସୁଡ଼ିଲା ଫୁଟ୍ ଓଭର ବ୍ରିଜ୍। ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ନିକଟସ୍ଥ ଟ୍ରାଫିକ୍ ସିଗ୍ନାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଫଳରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଏବେ ସୁଦ୍ଧା ଜାରି ରହିଛି। ବହୁ ସଂଖ୍ୟାରେ ଲୋକେ ଫୁଟ୍ ଓଭର ବ୍ରିଜ୍ ତଳେ ଦବି ରହିଥିବା ସନ୍ଦେହ କରାଯାଉଛି। ସନ୍ଧାନୀ କୁକୁର ଏବଂ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ମିଳିଥିବା ସୂଚନା ଅନୁସାରେ ବ୍ରିଜରେ […]