ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ଏହି ଆଇକନିକ ରେଷ୍ଟୁରାଣ୍ଟର କେବଳ ଗେଟ ଭାଗ ବଞ୍ଚିଛି, ପଛ ଭାଗ ସମ୍ପୂର୍ଣ୍ଣ ବନ୍ୟାରେ ଭାସି ଯାଇଛି। ଶେର-ଏ-ପଞ୍ଜାବ ରେଷ୍ଟୁରାଣ୍ଟ ବ୍ୟାସ ନଦୀ କୂଳରେ ନିର୍ମିତ ହୋଇଥିଲା। ମନାଲି ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଏହା ବେଶ୍ ପ୍ରସିଦ୍ଧ ଥିଲା।
ଜମିରେ ଏବେ ଅଣ୍ଟେ ଅଣ୍ଟେ ପାଣି ଜମି ରହିବାରୁ ଚାଷ ନଷ୍ଟ ହୋଇଯାଇଛି । ଭୋଗରାଇ ବ୍ଲକର ୯ ପଞ୍ଚାୟତର ୬୨ ଗାଁ ପ୍ରଭାବିତ ହୋଇଛି ।
ହୀରାକୁଦରେ ଚାରୋଟି ଗେଟ ବନ୍ଦ ହେବାରୁ ୮ଟି ଗେଟ୍ ଦେଇ ଏବେ ଜଳ ନିଷ୍କାସନ ହେଉଛି।ମୁଣ୍ଡଳୀରେ ୩ଲକ୍ଷ କ୍ୟୁସେକ୍ ଜଳ ପ୍ରଭାହିତ ହେଉଛି, ଯାହା ସ୍ୱାଭାବିକ । ଆସନ୍ତାକାଲି ଠାରୁ ସ୍ଥିତି ସ୍ୱାଭାବିକ ହେବ. ଯେଉଁ ଲଘୁଚାପ ଆସୁଛି, ତାର ଗତିବିଧି ବଦଳୁଛି ।
ଏଥର ଷଷ୍ଠଥର ବନ୍ୟାରେ ସବୁ ବ୍ଲକର ବହୁ ଇଲାକା ଜଳମଗ୍ନ ହେବା ସହ ହଜାର ହଜାର ହେକ୍ଟର ଫସଲ ଉଜୁଡ଼ି ଯାଇଛି । ବାଲିଆପାଳ ବ୍ଲକର ୮ଟି ପଞ୍ଚାୟତର ୪୦ରୁ ଅଧିକ ଗାଁ, ଜଳେଶ୍ବର ବ୍ଲକର ୬ଟି ପଞ୍ଚାୟତର ୩୦ଟି ଗାଁ ଏବଂ ଭୋଗରାଇ ବ୍ଲକର ୯ଟି ପଞ୍ଚାୟତର ୬୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇ ରହିଛି ।
ବୈତରଣୀ ବନ୍ୟାରେ ବେଶୀ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା । ୧୪ ପଞ୍ଚାୟତର ୪୬ଟି ଗାଁ ପ୍ରଭାବିତ ହୋଇଛି । କାଣି ନଦୀରେ ୬୦ ଫୁଟର ଘାଇ ହେବା ପରେ ଦୁର୍ଦ୍ଦଶାରେ ଦଶରଥପୁର ବ୍ଲକର ଏକାଧିକ ପଞ୍ଚାୟତ । ଜଳବନ୍ଦୀ ହୋଇଛି ମଲ୍ଲିକାପୁର, କସପା, ମହାନ୍ତିପାଟଣା, ଦୁଦୁରାଅଣ୍ଟା, ସୁସୁଆ, ନିଜାମପୁର ଓ ଖାନନଗର ଆଦି ପଞ୍ଚାୟତ ।
ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକର ଅନେକ ତଳିଆ ଅଞ୍ଚଳରେ ବନ୍ୟାପାଣି ପ୍ରବେଶ କରିଥିବା ବେଳେ ଚାଷ ଜମି ସମ୍ପୂର୍ଣ୍ଣ ଭାବରେ ବୁଡି ରହିଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ବାତ୍ୟା ଦାନା ପ୍ରଭାବରେ ଉପର ମୁଣ୍ଡରୁ ପାଣି ଆସିବା ପରେ କାଂଶବାଂଶ ନଈ ଫୁଲିବା କାରଣରୁ ବରଣ୍ଡୁଆ ଏବଂ ସୁଦର୍ଶନପୁର ପଞ୍ଚାୟତର ଶତାଧିକ ହେକ୍ଟର ଚାଷ ଜମିରେ ପାଣି ମାଡି ରହିଥିବା ବନ୍ୟା ଜଳ ଏବେ ଗାଁ ଭିତରକୁ ପ୍ରବେଶ ହେଉଛି।
ପାଣିପାଗ ବିଭାଗର କହିବା କଥା, ଲ୍ୟାଣ୍ଡଫଲ୍ ପରେ ବର୍ଷା ପରିମାଣ ଅଧିକ ରହିବ। ପ୍ରବଳ ବର୍ଷା ହେଲେ ବନ୍ୟା ଆଶଙ୍କା ସୃଷ୍ଟି ହୋଇପାରେ।
ମୋଦି ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ।
ବାତ୍ୟା ସ୍ଥଳଭାଗ ଅତିକ୍ରମ କଲା ପରେ ଏହା କ୍ରମଶଃ ଦୁର୍ବଳ ହୋଇ ଡିପ୍-ଡିପ୍ରେସନ ଓ ଲଘୁଚାପରେ ପରିଣତ ହୋଇ ଅଧାରୁ ଅଧିକ ଓଡ଼ିଶାକୁ ଗ୍ରାସିବ।
ଡଙ୍ଗା ସହାୟତାରେ ଚାଲିଛି ରେସ୍କ୍ୟୁ । ଆଣ୍ଠୁଏ ଉଚ୍ଚର ପାଣିରେ ‘ଜୀବନ’ ପାଇଁ ସଂଘର୍ଷ ।
ବୁଢ଼ାବଳଙ୍ଗ ଓ ଜଳକା ବି ଫୁଲିବା ପରେ ଆତଙ୍କିତ ଲୋକେ । ମୟୂରଭଂଜ ବଡ଼ସାହିରେ ଚିନ୍ତା ବଢ଼ାଇଲା ୨୫ ଫୁଟର ଘାଇ ।
ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜସ୍ବ ମନ୍ତ୍ରୀ କହିଲେ ବିପନ୍ନଙ୍କୁ ମିଳିବ ପର୍ଯ୍ୟାପ୍ତ କ୍ଷତିପୂରଣ ।
କାରଣ ସାଜିଛି NH-32ର ୭ଟି ସ୍ଥାନରେ ଥିବା ନୂଆଁଣିଆ ପୋଲ । ଡେଡଲାଇନ୍ ପରେ ବି ସରୁନି ଉଚ୍ଚ ବ୍ରିଜ୍ ନିର୍ମାଣ କାମ ।
ପୋଲର ମରାମତି କାର୍ଯ୍ୟ ପାଇଁ ଏବେ ଆନ୍ଦୋଳନ ଦାନା ବାନ୍ଧୁଛି। ତୁରନ୍ତ ମରାମତି କାର୍ଯ୍ୟ ସହିତ ନଷ୍ଟ ପୂର୍ବରୁ ନୂଆ ପୋଲ ପାଇଁ ଅଞ୍ଚଳବାସୀ ସରକାରଙ୍କୁ ଦାବି କରିଛନ୍ତି।
ଭାରତୀୟ ସେନାର ତ୍ରିଶକ୍ତି କୋର ଦେଖାଉଛି ପରାକ୍ରମ । ବିଛିନ୍ନ ଅଞ୍ଚଳକୁ କରାଯାଉଛି ଯୋଗାଯୋଗ ।
ସ୍ତ୍ରୀ ପାଟିରୁ କଥା ବାହାରୁନି, ଭାଇ ନିଖୋଜ ଖବର ଶୁଣିଲା ପରେ ନିଦ ହଜି ଯାଇଛିା ପୁଅକୁ ଖୋଜୁଛନ୍ତି ମା’ ଓ ବାପା, ବାହୁନି ବାହୁନି କାନ୍ଦୁଛନ୍ତି।
ଯବାନ ମାନେ ତିସ୍ତା ନଦୀ ନିକଟରେ ଲୋକଙ୍କୁ ରେସ୍କ୍ୟୁ କରୁଥିଲେ । ହେଲେ ଅଚାନକ ୧୫ରୁ ୨୦ ଫୁଟ ଜଳସ୍ତର ବଢ଼ିଯିବା ଫଳରେ ଘଟିଗଲା ଏତେ ବଡ଼ ବିପର୍ଯ୍ୟୟ ।
ଏବେବି ସ୍ଥଳସେନା ଯବାନଙ୍କୁ ଖୋଜିବା ପାଇଁ ଅପରେସନ ଜାରି ରଖିଛି। ସେମାନଙ୍କ ସହ ଅନ୍ୟ ୨୦ ଜଣ ଲୋକ ବି ନିରୁଦ୍ଦିଷ୍ଟ ଅଛନ୍ତି ।
ଉବୁଟୁବୁ ମହାନଦୀ । ବଢ଼ି ପାଣି ଗାଁ ଗଣ୍ଡାକୁ ମାଡ଼ିଲାଣି । ଏକର ଏକର ଜମିରେ ଫସଲ ବୁଡ଼ିଲାଣି । ବୌrdR ଜିଲ୍ଲା ହରଭଙ୍ଗା ବ୍ଲକକୁ ସଂଯୋଗ କରୁଥିବା ଜଗନ୍ନାଥ ସଡ଼କ ବାଲାଟ ନାଳ ଉପରେ ୪ ଫୁଟ ଉଚ୍ଚର ପାଣି ।
ଉବୁଟୁବୁ ମହାନଦୀ । ବଢ଼ି ପାଣି ଗାଁ ଗଣ୍ଡାକୁ ମାଡ଼ିଲାଣି । ଏକର ଏକର ଜମିରେ ଫସଲ ବୁଡ଼ିଲାଣି । ବୌrdR ଜିଲ୍ଲା ହରଭଙ୍ଗା ବ୍ଲକକୁ ସଂଯୋଗ କରୁଥିବା ଜଗନ୍ନାଥ ସଡ଼କ ବାଲାଟ ନାଳ ଉପରେ ୪ ଫୁଟ ଉଚ୍ଚର ପାଣି ।
କେଉଁଠି ଜଳମଗ୍ନ ଗାଁଗଣ୍ଡା ଓ ଚାଷଜମି... ତ ଆଉ କେଉଁଠି ମୁଖ୍ୟ ସଡ଼କ ଉପରେ ପ୍ରଖର ସୁଅ। ହୀରାକୁଦ ଡ୍ୟାମର ୨୬ଟି ଗେଟ୍ ଖୋଲିବା ପରେ, ସମ୍ବଲପୁର ଓ ବୌଦ୍ଧରୁ ଆରମ୍ଭ କରି କଟକର ଆଠଗଡ଼ ଓ ବାଙ୍କୀ ଯାଏଁ ବନ୍ୟା ଆଶଙ୍କାରେ ଛାନିଆ ତଳି ଅଞ୍ଚଳ ବାସିନ୍ଦା ।
ଭୋକ ଉପାସରେ ଛଟପଟ ହେଉଛନ୍ତି ବନ୍ୟା ପ୍ରଭାବିତ । ଘରେ ପାଣି ପଶିଯିବାରୁ ଖାଇବାକୁ ଆଉ କିଛି ନାହିଁ କି ରିଲିଫ୍ ବି ପହଞ୍ଚିନି । ଏବେ କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ...ଜୀବନ ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ
ଭୋକ ଉପାସରେ ଛଟପଟ ହେଉଛନ୍ତି ବନ୍ୟା ପ୍ରଭାବିତ । ଘରେ ପାଣି ପଶିଯିବାରୁ ଖାଇବାକୁ ଆଉ କିଛି ନାହିଁ କି ରିଲିଫ୍ ବି ପହଞ୍ଚିନି । ଏବେ କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ...ଜୀବନ ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ
ବନ୍ୟା ଖବର ସଂଗ୍ରହ ବେଳେ ହଠାତ୍ ପାଣିରେ ଭାସି ଆସିଲା ନାଗ ସାପ। ହୁଏତ ଏହି ସମୟରେ ସାପକୁ ଦେଖିପାରି ନଥିଲେ, ସାପ ଯେ କାମୁଡ଼ି ଦେଇ ନଥାନ୍ତା ଏଥିରେ ସନ୍ଦେହ ନାହିଁ।