• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Firing

Two Held for Firing at Tantrik's Son
କାମ କଲାନି ତନ୍ତ୍ରମନ୍ତ୍ର...ସନ୍ତାନ ନହେବାରୁ ତାନ୍ତ୍ରିକର ପୁଅକୁ ଗୁଳି କରିଦେଲେ

ତାନ୍ତ୍ରିକକୁ ଏହା କହିବା ପରେ ମଧ୍ୟ ସେ ମିଛ ପ୍ରତିଶ୍ରୁତି ଦେଉଥିଲେ। ରାଗରେ ଜର୍ଜରିତ ମହେଶ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା। ତାନ୍ତ୍ରିକର ପୁଅ ଦୀପକ ନାଗର ବାଇକରେ ଯିବାବେଳେ ମହେଶ ଏବଂ ସହଯୋଗୀ ସୋନୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

Bride Firing
ବିବାହ ଉତ୍ସବରେ ବନ୍ଧୁକ ଫୁଟାଇ ଭାଇରାଲ ହେଲେ ରିଭଲଭର ରାଣୀ..!

ଭିଡିଓରେ, ଊତ୍ତର ପ୍ରଦେଶର ଏକ ବିବାହ ଉତ୍ସବରେ ନବବଧୂ ବନ୍ଧୁକ ଚଳାଉଛନ୍ତି । ଥରେ ନୁହେଁ ବାରମ୍ବାର ଆକାଶକୁ ଗୁଳି ଫୁଟାଉଛନ୍ତି । ଭିଡିଓରେ ତାଙ୍କ ବର ମଧ୍ୟ ରହିଛନ୍ତି ।

Firing
ପରୀକ୍ଷା ଖାତା ନେଇ ଯାଉଥିଲେ ଶିକ୍ଷକ, ଗୁଳି ମାରିଦେଲା ନିଶାସକ୍ତ ପୋଲିସ

ଶିକ୍ଷକ ଜଣକ ଏହାକୁ ପ୍ରତିବାଦ କରିବାରୁ ଉତ୍‌କ୍ଷିପ୍ତ ହୋଇଯାଇଥିଲେ ନିଶାଶକ୍ତ କନ୍‌ଷ୍ଟେବଳ ଜଣକ । ଆଉ ରାଗି ଯାଇ ଗୁଳି ମାରିଥିଲେ ଶିକ୍ଷକଙ୍କୁ ।

Cameraman shot dead
ଭିଡିଓଗ୍ରାଫି ବେଳେ ସରିଗଲା ବ୍ୟାଟେରୀ...ରାଗରେ ଗୁଳି କରିଦେଲେ ଯୁବକ

ଅଭିଯୁକ୍ତ ରାକେଶ ବେଆଇନ୍ ମଦ କାରବାରରେ ସଂପୃକ୍ତ ଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖିଛି।

Firing
ଜଙ୍ଗଲରେ ତୋଳୁଥିଲେ ଖଲିପତ୍ର; ହଠାତ୍‌ ମହିଳାଙ୍କ ପେଟ୍‌ରେ ବାଜିଲା ଗୁଳି

ସନ୍ଧ୍ୟା ସମୟରେ ମା ଝିଅ ଦୁହେଁ ମିଶି ଖଲି ପତ୍ର ତୋଳି ପତ୍ର ବିଡା କରିବା ବେଳେ ଗୁଳିମାଡ଼ ହୋଇଥିଲା। ଗୁଳି କେମିତି ବାଜିଲା, ତାହା ଜଣାପଡ଼ିନାହିଁ।

Cop Kills Wifes Lover Dumps Body
ବିବାହ ପରେ ବି ସ୍ତ୍ରୀକୁ ବ୍ଲାକମେଲ କରୁଥିଲା ପ୍ରେମିକ, ହତ୍ୟା କରି ଦଙ୍ଗାରେ ମରିଛି କହିଲା ସ୍ୱାମୀ

ପରକୀୟା ପ୍ରୀତିରୁ ତାଙ୍କୁ କନଷ୍ଟେବଲ ବୀରେନ୍ଦ୍ର ସିଂ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। କନଷ୍ଟେବଲ ବୀରେନ୍ଦ୍ରଙ୍କ ସ୍ତ୍ରୀ ପ୍ରିୟଙ୍କାଙ୍କ ସହ ପ୍ରକାଶଙ୍କର ଅନୈତିକ ସଂପର୍କ ଥିଲା।

Abhisekh Ghosalkar
ଉଦ୍ଧବ ଠାକରେ ଗୋଷ୍ଠୀର ନେତାଙ୍କୁ ଫେସ୍‌ବୁକ୍‌ ଲାଇଭ୍‌ରେ ଗୁଳିମାଡ଼

ଆକ୍ରମଣକାରୀ ମୋରିସ୍ ନୋରହ୍ନା ବି ଆତ୍ମହତ୍ୟା କରିଥିବା ସୂଚନା । ଆକ୍ରମଣ କିଛି ସମୟ ପୂର୍ବରୁ ଉଭୟ ଏକାଠି ଫେସବୁକ ଲାଇଭ କରୁଥିଲେ  ।

Assam Rifles jawan fires at colleagues
୬ ସହକର୍ମୀଙ୍କୁ ଗୁଳି ପରେ ନିଜକୁ ଗୁଳି ମାରିଦେଲେ ଯବାନ

ଦକ୍ଷିଣ ମଣିପୁର ସାଜିକ୍ ଚମ୍ପକ ଅଞ୍ଚଳର ଏହି ଘଟଣା ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆହତମାନଙ୍କ ମଧ୍ୟରୁ କେହି ବି ମଣିପୁରର ନୁହଁନ୍ତି।

Group Clash
ବଣଭୋଜିରୁ ଗଣ୍ଡଗୋଳ; ସାଙ୍ଗ ସାଙ୍ଗ ଭିତରେ ପିଟାପିଟି ସହ ଫୁଟିଲା ଗୁଳି

ଗୁଳିମାଡରେ ଜଣେ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି ।

Firing
ସମ୍ବଲପୁରରେ ଫାୟାରିଂ ! ବ୍ୟବସାୟୀ‌‌‌ଙ୍କୁ ଗୁଳିମାଡ଼...

ଲକ୍ଷ୍ୟଭ୍ରଷ୍ଟ ହେବାରୁ ଅଳ୍ପକେ ବର୍ତ୍ତିଗଲେ ବ୍ୟବସାୟୀ । କ୍ଷେତରାଜପୁର ଥାନା ପୋଦ୍ଦାର କଲୋନୀରେ ଫାୟାରିଂ

Murder Accused Shot Dead In Patna Court Complex
କୋର୍ଟ ପରିସରରେ ଓପନ୍‌ ଫାୟାରିଂ; ଦୁର୍ଦ୍ଦାନ୍ତ ଅପରାଧୀକୁ ଗୁଳିକରି ହତ୍ୟା

ବିହାର ପାଟନାର ଦାନାପୁର ସବ୍‌-ଡିଭିଜନ୍‌ କୋର୍ଟ ପରିସରରେ ଏହି ଗୁଳିକାଣ୍ତ ଘଟିଛି । ବିଚାରଧିନ କଏଦୀ ଅଭିଷେକ କୁମାର ଓରଫ୍‌ ଛୋଟେ ସରକାରକୁ ଗୁଳି କରି ହତ୍ୟା କରାଯାଇଛି ।

Sukhdev Singh Gogamedi
ରାଷ୍ଟ୍ରୀୟ ରାଜପୁତ କରନୀ ସେନା ମୁଖ୍ୟ ସୁଖଦେବ ସିଂଙ୍କୁ ଗୁଳିକରି ହତ୍ୟା

ରାଷ୍ଟ୍ରୀୟ ରାଜପୁତ କରନୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡିଙ୍କୁ ଆଜି ରାଜସ୍ଥାନ ଜୟପୁରରେ ଗୁଳି କରି ହତ୍ୟା କରାଯାଇଛି । ଏହି ଗୁଳିମାଡ଼ ଘଟଣାରେ ତାଙ୍କର ଦୁଇ ଜଣ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି ।

Firing
ମୁଖା ପିନ୍ଧି ଆସିଲେ; ପେଟକୁ ଗୁଳି ଫୁଟାଇଲେ

ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଆହତ ଯୁବକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Pipili Tollgate Firing
ଯେମିତି ଫିଲ୍ମ ଷ୍ଟାଇଲ୍‌ରେ ଫାୟାରିଂ କରିଥିଲେ, ସେମିତି ଧରିଲା ପୋଲିସ

କାରରୁ ଓହ୍ଲାଇ ଆସି ଜଣେ ଯୁବକ ଟୋଲଗେଟ୍ ନିକଟରେ ବ୍ଲାଙ୍କ ଫାୟାରିଂ କରିଥିଲେ ଏବଂ ଆକ୍ରମଣ ବି କରିଥିଲେ । ଏହାପରେ ଘଟଣାସ୍ଥଳରୁ ଦ୍ରୁତଗତିରେ ଖସି ପଳାଇଥିଲେ। 

Balasore Firing
ଦାଦାବଟିକୁ ନେଇ ବାଲେଶ୍ୱରରେ ଗୁଳିମାଡ଼

ପୂର୍ବଶତୃତା ଓ ଦାଦବଟିରୁ ଗୁଳିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।

loot
କଟକରେ ସ୍ପଷ୍ଟ ଦିବାଲୋକରେ ଲୁଟ୍, ଫାଙ୍କା ଗୁଳି ଫୁଟାଇ ନେଇଗଲେ ଟଙ୍କାସୁନା

ମତ୍ତଗଜପୁର ଲେବୁଲ୍‌ କ୍ରସିଂ ନିକଟରେ ବ୍ୟବସାୟୀଙ୍କ ଠାରୁ ଲୁଟ୍‌ ହୋଇଛି ।

Man allegedly shoots estranged wife lover in sambalpur
ସ୍ତ୍ରୀର ପ୍ରେମିକ ଉପରେ ରାଗ ଶୁଝାଇଲା ସ୍ୱାମୀ, ଗାଁକୁ ଆସିଥିବା ବେଳେ ଗୁଳି ମାରିଦେଲା...

ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ୱାମୀ। ମହିଳା ଜଣକ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ରହୁଥିଲେ। 

crime
ସ୍ତ୍ରୀ ଓ ପିଲାଙ୍କୁ ନପାଇ ରକ୍ତମୁଖା ଯୁବକ, ଶ୍ୱଶୁରଙ୍କ ଉପରକୁ ଗୁଳି ଚଳାଇଲା ଜ୍ୱାଇଁ

ସୌଭାଗ୍ୟକୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶ୍ୱଶୁର କୁଞ୍ଜବନ, ଅଭିଯୁକ୍ତ ଜ୍ୱାଇଁକୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ

4 dead after Railway Protection Force jawan opens fire on train
ଟ୍ରେନ୍‌ ଭିତରେ ଯାତ୍ରୀଙ୍କ ଉପରକୁ ଗୁଳିମାଡ଼ କଲେ RPF କନଷ୍ଟେବଲ୍‌, ୪ ମୃତ

ଚଳନ୍ତା ଟ୍ରେନ୍‌ରେ ଗୁଳିମାଡ଼। RPF କନଷ୍ଟେବଲ୍‌ଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଛି। । ଫାୟାରିଂ ପରେ କନଷ୍ଟେବଲ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ।

MP man shoots wife for wearing perfume while going out
ସ୍ତ୍ରୀର ସଜବାଜ ଦେଖି ସହିପାରିଲାନି ସ୍ୱାମୀ, ସିଧା ଗୁଳି କରିଦେଲା

ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସାମାନ୍ୟ ବଚସା ଚାଲିଥିବା ବେଳେ ଆଜି ତାହା ଉଗ୍ରରୂପ ନେଇଥିଲା

 BJD Corporator Brother And His Son Injured In Firing By Miscreants In Bhubaneswar
ଗାଡ଼ି ସାଇଡ୍‌ମରାକୁ ନେଇ ତୁମୁଳକାଣ୍ଡ: ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ !

ରାସ୍ତାରେ କାର୍‌ ସାଇଡ୍‌ମରାକୁ ନେଇ ତୁମୁଳକାଣ୍ଡ। ଝଗଡ଼ା ଏତେ ଜୋର ହୋଇଥିଲା ଯେ, ଗୁଳିମାଡ଼ ପର୍ଯ୍ୟନ୍ତ କଥା ଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଗୁଳିମାଡ଼ ହୋଇଛି। 

2 women shot dead by unidentified assailants in delhi
ଭଉଣୀଙ୍କ ଉପରେ ଶୁଝାଇଲେ ଭାଇର ରାଗ ! ଜୋରଜବରଦସ୍ତ ଘରେ ପଶି ୨ ମହିଳାଙ୍କୁ ଗୁଳି କରି ହତ୍ୟା...

ଭଉଣୀଙ୍କ ଉପରେ ଶୁଝାଇଲେ ଭାଇର ରାଗ ! ଜୋରଜବରଦସ୍ତ ଘରେ ପଶି ୨ ଜଣ ମହିଳାଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ। 

Forester shot dead by poachers in mayurbhanj
ଶିକାରୀ ଗୁଳିରେ ଗଲା ଫରେଷ୍ଟରଙ୍କ ଜୀବନ

ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀ ଏବଂ ବନ କର୍ମଚାରୀ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଫରେଷ୍ଟରଙ୍କ ମୃତ୍ୟୁ ହୋଇଥିବା ସୂଚନା।

Bike-borne miscreants open fire at BJD leader and contractor Kanhu Charan Sahu
ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ, ବିଜେଡି ନେତାଙ୍କ ଉପରକୁ ଧୂଆଁଦାର ଗୁଳିମାଡ଼ କଲେ...

ବିଜେଡି ନେତା କାହ୍ନୁ ଚରଣ ସାହୁଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ୧୦ଟା ୪୫ ମିନିଟ୍‌ରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ।

Woman Killed For Consuming Alcohol Near Punjab Patiala Gurudwara
ଗୁରୁଦ୍ୱାର ପୋଖରୀ ନିକଟରେ ବସି ମଦ ପିଉଥିଲେ ମହିଳା, ମନା କରିବାରୁ ମାନିଲେନି ! ତା’ପରେ...

ଗୁଳିକାଣ୍ଡର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ପରମିନ୍ଦର କୌର । ସେ ରବିବାର ସନ୍ଧ୍ୟାରେ ପବିତ୍ର ପୋଖରୀ ବା ସରୋବର ନିକଟରେ ବସି ମଦ୍ୟପାନ କରୁଥିଲେ ।