• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dussehra

Durga Visarjan
ମା’ଙ୍କୁ ମେଲାଣି, ନିରାଡ଼ମ୍ବର ଭାବେ ଚାଲିଛି ଭସାଣ ଉତ୍ସବ

ସରିଲା ଦଶହରା। ଆଜି ମା’ଙ୍କ ମେଲାଣି। କରୋନା ପାଇଁ ଏଥର ବାଜାବାଣ ମନା। ତେଣୁ ନିରାଡମ୍ବର ଭାବେ ଭସାଣ ଉତ୍ସବ ଲାଗି ସବୁଠି ପ୍ରସ୍ତୁତି ହୋଇଛି। ଭୁବନେଶ୍ୱରରେ ଭସାଣ ପାଇଁ ୫ଟି ଅସ୍ଥାୟୀ ପୋଖରୀ।  

RSS Chief Mohan Bhagwat At Annual Dussehra Address At RSS Headquarters
ଆଜି RSS ର ପ୍ରତିଷ୍ଠା ଦିବସ।

ଆଜି RSS ର ପ୍ରତିଷ୍ଠା ଦିବସ। ନାଗପୁର ମୁଖ୍ୟାଳୟରେ ପାଳନ ହେଉଛି ଶସ୍ତ୍ର ପୂଜା, ବିଜୟା ଦଶମୀ ଉପଲକ୍ଷେ ଆୟୋଜନ କରାଯାଇଛି ବିରାଟ କାର୍ଯ୍ୟକ୍ରମ

Dussehra | Bijaya Dashami Rituals Begins In Durga Puja Mandaps | Updates From Cuttack
ଦଶହରାର ନାହିଁ ଉତ୍ସାହ

ଦଶହରାର ନାହିଁ ଉତ୍ସାହ। କେବଳ ପୀଠରେ ମାଆଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ଆଜି ସ୍ୱତନ୍ତ୍ର ଅପରାଜିତା ପୂଜା ହେବ

Dussehra | Ravan Dahan At Several Places Across India
ବିଜୟା ଦଶମୀର ରାବଣ ପୋଡ଼ି ପାଇଁ ଚାଲିଛି ପ୍ରସ୍ତୁତି

ବିଜୟା ଦଶମୀର ରାବଣ ପୋଡ଼ି ପାଇଁ ଚାଲିଛି ପ୍ରସ୍ତୁତି। ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଉତ୍ସବ ହେବ ଅନୁଷ୍ଠିତ, ଦିଲ୍ଲୀରେ ସନ୍ଧ୍ୟା ୬ରେ ହେବ ରାବଣ ପୋଡ଼ି

MahaNavami
ଆଜି ମହାମାୟାଙ୍କ ମହାନବମୀ: କୁନି ଝିଅଙ୍କୁ କୁମାରୀ ବେଶରେ ପୂଜାର୍ଚ୍ଚନା

ଆଜି ମହାମାୟାଙ୍କ ମହାନବମୀ: କୁନି ଝିଅଙ୍କୁ କୁମାରୀ ବେଶରେ ପୂଜାର୍ଚ୍ଚନା, ଏଣେ କରୋନା କଟକଣା ଯୋଗୁ କେମିତି ହାତବାନ୍ଧି ବସିଛନ୍ତି ମଣ୍ଡପ ପାଖରେ ବେପାର କରି ଚଳୁଥିବା ବ୍ୟବସାୟୀ, ଦେଖନ୍ତୁ ଏହି ରିପୋର୍ଟ ।

No Festival Celebration
କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ

ଏଥର ବି ଫିକା ପଡ଼ିବ ପାର୍ବଣ ମଉଜ। ଗତବର୍ଷ ଭଳି ଏଥର ବି ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ। ଗଣେଶ ପୂଜା ହେଉ କି ଦୁର୍ଗାପୂଜା ଗତବର୍ଷ ଭଳି ଏଥର ବି ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ।