ମୋହିତଙ୍କୁ ତୁରନ୍ତ ଜେପିସି ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ, ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଟିବି ହସ୍ପିଟାଲକୁ ପଠାଯାଇଥିଲା।
ପ୍ରଥମେ ସେମାନେ ଭାବିଥିଲେ ଯେ ଏହା ଏକ ତାର। କିନ୍ତୁ ଯେତେବେଳେ ଏହା ହଲିବା ଆରମ୍ଭ କଲା, ଏହା ସେମାନଙ୍କ ପାଇଁ କୌଣସି ଭୟଙ୍କର ଘଟଣା ଠାରୁ କମ୍ ନଥିଲା। ସ୍ବପ୍ନରେ କେବେ ଭାବନଥିଲେ ଘରେ....
୩ଟି କୋର୍ଟରୁମ୍ ରେ ୩ଟି ବୋମା ଖଞ୍ଜାଯାଇଥିବା ତାସହ ବିଚାରପତିଙ୍କୁ ଟାଗେର୍ଟ କରାଯିବ ବୋଲି ମେଲରେ ଲେଖାଥିଲା। ବାସ୍ ଏହାପରେ ଦିଲ୍ଲୀ ପୋଲିସ୍, ବମ୍ ସ୍କ୍ବାଡ୍ ପହଞ୍ଚି ତନ୍ନ ତନ୍ନ ଯାଞ୍ଚ ପରେ କୋର୍ଟ ରୁମ୍ ରୁ ବିଚାରପତି, ଓକିଲଙ୍କୁ ବାହାର କରିଥିଲା ।
ଅଭିଯୁକ୍ତ ମୁଣିରେ କଳସ ନେଇ ଫେରାର ହୋଇଯାଇଥିଲା । ୭୬୦ ଗ୍ରାମ ସୁନାରେ ତିଆରି ଏହି କଳସରେ ହୀରା, ମାଣିକ ଏବଂ ପାନ୍ନା ସମେତ ପ୍ରାୟ ୧୫୦ ଗ୍ରାମ ମୂଲ୍ୟବାନ ରତ୍ନ ଖଚିତ ହୋଇଥିଲା ।
ମୋଦିଙ୍କର ଏଭଳି ମନୋଭାବ ସବୁ ଦଳୀୟ ସାଂସଦଙ୍କ ସହ ସମସ୍ତ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଛି । ସାଧାରଣ କାର୍ଯ୍ୟକର୍ତ୍ତାଙ୍କୁ ପ୍ରେରଣା ଯୋଗାଇଛି ପିଏମ୍ ମୋଦିଙ୍କ କାର୍ଯ୍ୟଶୈଳୀ ।
ଗତ କାଲି ରାତିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଥିବା ବେଳେ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଛନ୍ତି।
ଦିଲ୍ଲୀର ଜିବି ପନ୍ତ ହସ୍ପିଟାଲରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ଡାକ୍ତର ତିନି ବର୍ଷ ଧରି ବିନା ଅନୁମତିରେ ଡ୍ୟୁଟିରୁ ଅନୁପସ୍ଥିତ ରହିଥିଲେ । ଏହି ସମୟରେ ସେ ମଧ୍ୟ ଦରମା ନେଉଥିଲେ। ଜଣାପଡ଼ିଛି ଯେ ଏହି ସମୟରେ ଡାକ୍ତରଜଣକ କାନାଡାରେ ରହୁଥିଲେ।
ରାଜଧାନୀ ଦିଲ୍ଲୀ ଜଳମଗ୍ନ । ଗତକାଲି ମଧ୍ୟ ଏତେ ଜୋରଦାର ବର୍ଷା ହୋଇଥିଲା ଯେ ରାସ୍ତାଘାଟ ପାଣିରେ ବୁଡ଼ିଯାଇଥିଲା ଏବଂ ରାସ୍ତାରେ ଗାଡ଼ିଗୁଡ଼ିକର ଲମ୍ବା ଧାଡ଼ି ଲାଗିଯାଇଥିଲା। ଏହା ସହିତ ଉଛୁଳୁ ଥିବା ଯମୁନା ଯୋଗୁଁ ରାଜଧାନୀ ଦିଲ୍ଲୀର ଅନେକ ତଳି ଅଞ୍ଚଳରେ ପାଣି ଭର୍ତ୍ତି ହୋଇଛି।
ଲୁଟିୟନ୍ସ ଦିଲ୍ଲୀରେ ଅବସ୍ଥିତ ଐତିହାସିକ ନେହେରୁଙ୍କ ବାସଭବନ ୧୧୦୦ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହା ପ୍ରାୟ ୩.୭ ଏକର ଜମିରେ ବିସ୍ତୃତ।
ଦିଲ୍ଲୀରେ ଲଗାଣ ବର୍ଷାରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଦିଲ୍ଲୀ ସଚିବାଳୟ ନିକଟରେ ବନ୍ୟା ଜଳ ପହଞ୍ଚିବା ଫଳରେ ଏକ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ନିଗମବୋଧ ଶ୍ମଶାନ ଘାଟରେ ପାଣି ପଶିଯିବାରୁ ଅନ୍ତିମ ସଂସ୍କାର ପ୍ରକ୍ରିୟା ବନ୍ଦ କରାଯାଇଛି।
ଦେଶର ରାଜଧାନୀର କିଛି ଅଞ୍ଚଳରେ ସୋମବାର ଅପରାହ୍ନରେ ବର୍ଷା ହୋଇଥିଲା ଏବଂ ସହରରେ ହାଲୁକା ଓ ମଧ୍ୟମରୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୨୩.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ନିକ୍କି ପାୟଲା ହତ୍ୟାକାଣ୍ଡ ମାମଲାରେ ପ୍ରତିଦିନ ନୂଆ ନୂଆ ଦିଗ ସାମ୍ନାକୁ ଆସୁଛି । ଯାହା ଏହି ଘଟଣାକୁ ଆହୁରି ଜଟିଳ କରୁଛି। ପୋଲିସ ତଦନ୍ତରେ ଅନେକ ନୂଆ ତଥ୍ୟ ମିଳିଛି। ଫରେନ୍ସିକ୍ ଟିମ୍କୁ ନିକ୍କିଙ୍କ ରୁମରେ ଅଲଗା ଅଲଗା ଶଯ୍ୟା ମିଳିଛି, ଯାହା ସେମାନେ ଅଲଗା ଅଲଗା ଶୋଇଥିବା ସନ୍ଦେହ ସୃଷ୍ଟି କରୁଛି।
ଗ୍ରେଟର ନୋଏଡାର ନିକ୍କି ଭାଟୀଙ୍କ ଘଟଣା ପରି ଏକ ଘଟଣା ଦିଲ୍ଲୀରେ ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ ଏଠାରେ ଜଣେ ଶ୍ୱଶୁରଙ୍କୁ ନିଜ ଜୀବନ ହରାଇବାକୁ ପଡ଼ିଛି। ତାଙ୍କ ଜ୍ୱାଇଁ ରାଗରେ ତାଙ୍କୁ ନିଆଁ ଲଗାଇ ଦେଇଥିଲା।
ପ୍ରବଳ ବର୍ଷାରେ ଦିଲ୍ଲୀ-ଏନସିଆର ଓ ମୁମ୍ବାଇ ସମେତ ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ହିମାଚଳ ପ୍ରଦେଶରେ ପୋଲ ଭୁଶୁଡି ପଡିଛି। କେତେକ ଅଞ୍ଚଳ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି।
ଘଟଣା ସମୟରେ ପୀଡ଼ିତ ବ୍ୟକ୍ତି ଦୁର୍ବୃତ୍ତମାନଙ୍କ କବଳରୁ ମୁକ୍ତ ହେବାକୁ ସଂଘର୍ଷ କରୁଥିଲେ, କିନ୍ତୁ ଆକ୍ରମଣକାରୀମାନେ ତାଙ୍କୁ ଜୋରରେ ଜାବୁଡ଼ି ରଖିଥିଲେ। ଘଟଣା ଏତେ ଶୀଘ୍ର ଘଟିଥିଲା ଯେ ଆଖପାଖରେ ଥିବା ଲୋକମାନେ ମଧ୍ୟ ତୁରନ୍ତ ସାହାଯ୍ୟ ପାଇଁ ଆଗକୁ ଆସି ପାରିନଥିଲେ।
ଆଖପାଖର ଲୋକଙ୍କୁ ପଚରାଉଚରା ଆଧାରରେ ପୁଲିସ କହିଛି ଯେ ଅଭିଯୁକ୍ତ ଋଣର ବୋଝ ହେତୁ ଏଭଳି କାଣ୍ଡ ଘଟାଇଛି । ତେବେ, ଏହି ହତ୍ୟାକାଣ୍ଡର କାରଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ହିଁ ଜଣାପଡ଼ିବ।
ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ। ଗତକାଲି ରାତିରୁ ଦିଲ୍ଲୀ ଓ NCR ସମେତ ଅଧିକାଂଶ ସ୍ଥାନରେ ବର୍ଷା ଲାଗିରହିଛି।
ଜଣେ ପୁଲିସ୍ ଅଧିକାରୀ କହିଛନ୍ତି, ହତ୍ୟାକାଣ୍ଡ ସମ୍ପର୍କରେ ଭୋର ୪ଟାରେ ଖବର ମିଳିଥିଲା। ଏହାପରେ ଗୋଟିଏ ଟିମ ସେଠାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ଅଭିଯୁକ୍ତ ପ୍ରମୋଦ ଝାଙ୍କୁ ଦେଖିବାକୁ ମିଳିଛି।
ପାରିବାରିକ କଳହ ଯୋଗୁଁ ଝିଅଟି ତାର ବାପାଙ୍କ ମୁଣ୍ଡରେ ଫ୍ରାଇଂ ପ୍ୟାନରେ ଆକ୍ରମଣ କରି ହତ୍ୟା କରିଛି। ପୋଲିସ ଝିଅକୁ ଅଟକ ରଖିଛି।
ବିଶ୍ବାସରେ ବିଶ । ନିଜକୁ ଆଧ୍ୟାତ୍ମିକ ପୁରୁଷ ତଥା 'ବାବା' ବୋଲି ପରିଚୟ ଦେଇ ଲୁଟ । ରାଜଧାନୀ ଦିଲ୍ଲୀରେ ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ଠାରୁ ଲୁଟ ଘଟଣାରେ ୪ ଜଣଙ୍କୁ ବାନ୍ଧିଛି ପୋଲିସ । ଫଳରେ ଏକ ବଡ଼ ଧରଣର ଲୁଟେରା ଗ୍ୟାଙ୍ଗର ହୋଇଛି ପର୍ଦ୍ଦାଫାସ ।
ଦଳର ନୂଆ ରାଜ୍ୟ କମିଟି ଉପରେ ଲାଗିପାରେ କେନ୍ଦ୍ର ନେତୃତ୍ୱଙ୍କ ମୋହର। କମିଟିରେ କିଏ କିଏ ସ୍ଥାନ ପାଇବେ ? ଯେଉଁମାନେ ବାଦ୍ ପଡିବେ ? ସେମାନଙ୍କୁ କେଉଁଠି ଆଉ କେଉଁ ପଦବୀରେ ଥଇଥାନ କରାଯିବ ? ସେ ନେଇ ହେଉଛି ମାନସ ମନ୍ଥନ। ସେହିପରି ବୋର୍ଡ-ନିଗମ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବ ଶୀଘ୍ର ଏହା ଚୂଡାନ୍ତ ହୋଇପାରେ ବୋଲି କୁହାଯାଉଛି।
ବିଶ୍ବାସରେ ବିଷ । ନିଜକୁ ଆଧ୍ୟାତ୍ମିକ ପୁରୁଷ ତଥା 'ବାବା' ବୋଲି ପରିଚୟ ଦେଇ ଲୁଟ । ରାଜଧାନୀ ଦିଲ୍ଲୀରେ ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ଠାରୁ ଲୁଟ ଘଟଣାରେ ୪ ଜଣଙ୍କୁ ବାନ୍ଧିଛି ପୋଲିସ । ଫଳରେ ଏକ ବଡ଼ ଧରଣର ଲୁଟେରା ଗ୍ୟାଙ୍ଗର ହୋଇଛି ପର୍ଦ୍ଦାଫାସ ।
ରାଜଧାନୀ ଦିଲ୍ଲୀରେ ଥିବା ଲାଲକିଲ୍ଲାରେ ଜବରଦସ୍ତି ପ୍ରବେଶ କରିବାକୁ ଚେଷ୍ଟା କରି ୫ ଜଣ ବାଂଲାଦେଶୀଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍।
ଜଣେ ମାଳିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସ କହିବା ଅନୁସାରେ ଏକ ଛୋଟ ବିବାଦ ପରେ ପୀୟୂଷ ଯାଦବ ନାମକ ଜଣେ ଯୁବକ ଏହି ଘଟଣା ଘଟାଇଛି। ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ହତ୍ୟାରେ ବ୍ୟବହୃତ ଅସ୍ତ୍ରକୁ ମଧ୍ୟ ଜବତ କରାଯାଇଛି। ପୋଲିସ ଏହି ମାମଲାର ତଦନ୍ତ କରୁଛି।
ସାଧାରଣ ଜନତା କାଟିପାରିବେ ଟ୍ରାଫିକ ଚାଲାଣ। ଫଟୋ ଉଠାଇ ପଠାନ୍ତୁ ୫୦ହଜାର ପୁରସ୍କାର ଜିତନ୍ତୁ। ଲଞ୍ଚ ହେଲା ସ୍ୱତନ୍ତ୍ର ଓ୍ବେବସାଇଟ୍ ।