• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cuttack

Matric Exam
କଡ଼ା ସୁରକ୍ଷା ବ୍ୟବସ୍ଥାରେ ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା

ଆଜିଠୁ କଡ଼ା ସୁରକ୍ଷା ବନ୍ଦୋବସ୍ତରେ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା। ପେପର ଲିକ ଓ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ଏଥର ନୂଆ ବ୍ୟବସ୍ଥାରେ ପରୀକ୍ଷା ହୋଇଥିଲା ବେଳେ, ପ୍ରଥମ ଦିନର ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଥିବା କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

Cuttack
ପୁଣି ତାଜା ହେଲା କଟକର ଐତିହାସିକ ବାଲିଯାତ୍ରାକୁ ପ୍ରସଙ୍ଗ

ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ପ୍ରସଙ୍ଗରେ ଗୃହରେ ଆଲୋଚନା ବେଳେ ଏ ନେଇ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଗଠନ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ୟୁନେସ୍କୋର ଏକ ଟିମ୍‌ ଓଡ଼ିଶା ଆସୁଥିବା କହିଛନ୍ତି ମନ୍ତ୍ରୀ।

କ୍ୟାନସର ଭଉଣୀକୁ ବଞ୍ଚାଇଲା ଭଉଣୀ
କ୍ୟାନସର ପୀଡ଼ିତ ଭଉଣୀକୁ ବଞ୍ଚାଇଲା ଭଉଣୀ

ରାଜ୍ୟରେ ପ୍ରଥମ ଥର ଲାଗି ସଫଳତାର ସହ ଜଣେ ଶିଶୁର ଅସ୍ଥି ମଜ୍ଜା ପ୍ରତିରୋପଣ ହୋଇଛି । କଟକ ଏସସିବି ମେଡିକାଲର ରକ୍ତ କର୍କଟ ବିଭାଗରେ ସଫଳ ଅସ୍ତ୍ରୋପଚାର କରାଯାଇଛି ।

କ୍ୟାନସର ଭଉଣୀକୁ ବଞ୍ଚାଇଲା ଭଉଣୀ
Special Story: ବାଃ ବାଃ କୁନି ଝିଅ, ବଞ୍ଚାଇ ଦେଲା ବଡ଼ ଭଉଣୀ ଜୀବନ

ରାଜ୍ୟରେ ପ୍ରଥମ ଥର ଲାଗି ସଫଳତାର ସହ ଜଣେ ଶିଶୁର ଅସ୍ଥି ମଜ୍ଜା ପ୍ରତିରୋପଣ ହୋଇଛି । କଟକ ଏସସିବି ମେଡିକାଲର ରକ୍ତ କର୍କଟ ବିଭାଗରେ ସଫଳ ଅସ୍ତ୍ରୋପଚାର କରାଯାଇଛି ।

Woman Found Dead
Woman Found Dead: ଯୌତୁକ ଦାବିରେ ବୋହୂକୁ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ଯୌତୁକ ଦାବିରେ ବୋହୂକୁ ହତ୍ୟା ଅଭିଯୋଗ । କଟକ ସାମନ୍ତରାପୁର ଗ୍ରାମରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ମୃତକଙ୍କ ସ୍ୱାମୀକୁ ଅଟକ ରଖିଛି ପୋଲିସ ।

ପଇସା ଦେଇପାରିଲିନି, ପୁଅକୁ ଜାଳିଦେଲେ
ଦେହରେ ଡିଜେଲ ଢାଳି ଜଳିଗଲା ନାବାଳକ

ଦେହରେ ଡିଜେଲ ଢାଳି ଜଳିଗଲା ନାବାଳକ। କଟକରେ ଚାଞ୍ଚଲ୍ୟ ଖେଳାଇଲା ୧୭ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ। ଜୀବନ ହାରିଦେଲେ ନାଁ କିଏ ହତ୍ୟା କରି ପୋଡିଦେଲା ? ବାପା ଆଣିଲେ ସାଂଘାତିକ ଅଭିଯୋଗ ।

Christ College Student found dead
Cuttack Christ College Student Death: ଖ୍ରୀଷ୍ଟ କଲେଜ ଛାତ୍ରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ବଡ ଅଭିଯୋଗ ଆଣିଲେ ବାପା

ଖ୍ରୀଷ୍ଟ କଲେଜ ଛାତ୍ରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । କେହି ହତ୍ୟା କରି ପୋଡି ଦେଇଥିବା ବଡ ଅଭିଯୋଗ ଆଣିଲେ ମୃତକଙ୍କ ବାପା ।

Minor boy suicide
Cuttack Minor Boy Suicide: ଦେହରେ ଡିଜେଲ୍ ଢାଳି ନିଜକୁ ଜାଳିଦେଲା ନାବାଳକ

ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ୧୭ ବର୍ଷୀୟ ନାବାଳକ । କଟକ ପୁରୀଘାଟ ଥାନା ମଠସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ନାବାଳକର ଘର ପଶ୍ଚିମବଙ୍ଗରେ ।

Beaten To Death
Murder In Front Of Wife: ଘରୁ ଟେକି ନେଇ ପିଟି ପିଟି ମାରିଦେଲେ, ପୋଲିସ ତଦନ୍ତ ଆରମ୍ଭ

ସ୍ତ୍ରୀ ସାମନାରେ ସ୍ୱାମୀକୁ ହତ୍ୟା କରାଯାଇଛି । ମାଡ଼ ମାରୁଥିବା ଦୁର୍ବୃତ୍ତମାନଙ୍କୁ ନିଜ ସ୍ୱାମୀକୁ ଛାଡିଦେବା ପାଇଁ ନେହୁରା ହୋଇଥିଲା ପତ୍ନୀ । କିନ୍ତୁ ରକ୍ତମୁଖା ଯୁବକମାନଙ୍କ ଉପରେ କିଛି ପ୍ରଭାବ ପଡିନଥିଲା । ବରଂ ଧମକ ଦିଆଯାଇଥିଲା, ଯିଏ ପାଖକୁ ଆସିବ ସିଏ ମରିବ ।

ଦୃଶ୍ୟମ୍‌ ଫିଲ୍ମ ଷ୍ଟାଇଲରେ ମର୍ଡର
ବେଲେଶ୍ୱର ଡବଲ ମର୍ଡର, ୫ ବର୍ଷ ପରେ ଧରାପଡ଼ିଲେ ଅଭିଯୁକ୍ତ

କଟକ ବେଲେଶ୍ୱର ଅଂଚଳରେ ହୋଇଥିବା ଡବଲ ମର୍ଡର ଘଟଣାରେ ପୁଲିସ ୫ ବର୍ଷ ପରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି।

ଦୃଶ୍ୟମ୍‌ ଫିଲ୍ମ ଷ୍ଟାଇଲରେ ମର୍ଡର
Murder Case: ଡବଲ ମର୍ଡର କରି ଏଣେତେଣେ ବୁଲୁଥିଲେ, ୫ ବର୍ଷ ପରେ ଗିରଫ ହେଲେ

କଟକ ବେଲେଶ୍ୱର ଅଂଚଳରେ ହୋଇଥିବା ଡବଲ ମର୍ଡର ଘଟଣାରେ ପୁଲିସ ୫ ବର୍ଷ ପରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି।

Fire
Fire Mishap: ଏମିତି ଆସେ ମୃତ୍ୟୁ; ଟ୍ରେନରେ ଯୁବକ ଜୀବନ୍ତ ଦଗ୍ଧ

ଗୁରୁଡ଼ିଝାଟିଆ ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନଟି ଠିଆ ହୋଇଥିଲା। ଏହି ସମୟରେ ସଂପୃକ୍ତ ଯୁବକ ଜଣଙ୍କ କୋଇଲା ବୋଝେଇ ଟ୍ରେନ ଉପରେ ଚଢ଼ିଯାଇଥିଲେ।

Death person
Rap Singer Death: ଓଡ଼ିଆ ରାପର୍ ଅଭିନବ ସିଂହ ମୃତ୍ୟୁ: ବାପା ଆଣିଲେ ସାଂଘାତିକ ଅଭିଯୋଗ

ସ୍ତ୍ରୀ ଓ ତାଙ୍କ ପରିବାର ଲୋକେ ନିର୍ଯାତନା ଦେବା କାରଣରୁ ଅଭିନବ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ତାଙ୍କ ମୃତ୍ୟୁ ପରେ ବେଙ୍ଗାଲୁରୁ ଲାଲବାଗ ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି।

ବାରବାଟୀରେ ଅନ୍ଧାର କଳଙ୍କ
ବାରବାଟୀ ଅନ୍ଧାର କଳଙ୍କ ପାଇଁ କିଏ ଦାୟୀ ?

ବାରବାଟୀରେ ଅନ୍ଧାର କଳଙ୍କ । କ୍ରିକେଟ୍ ଭଳି ଲୟର ଖେଳରେ ଅଧଘଣ୍ଟା ଧରି ଫ୍ଲଡ୍ ଲାଇଟ୍ ଗୁଲ୍ । ଲଜ୍ଜିତ ଓସିଏ, ଅନ୍ତର୍ଜାତୀୟ କ୍ରିକେଟରେ ନିନ୍ଦିତ ଓଡ଼ିଶା ।

Show cause
Show Cause Notice To OCA: ଫ୍ଲଡ ଲାଇଟ ବନ୍ଦ ଘଟଣା, ୧୦ ଦିନରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଲେ ସରକାର

ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚ ଅଧାରେ ଫ୍ଲଡ ଲାଇଟ ବନ୍ଦ ହେବା ଘଟଣାରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)କୁ ନୋଟିସ ଜାରି କରିଛି ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ।

Team India Vs England At Barabati
India Vs England In Barabati: ସୁପର୍ ସଣ୍ଡେରେ ହେବ ସୁପର୍ ମୁକାବିଲା,ବାରବାଟୀରେ ଇଣ୍ଡିଆ ବନାମ ଇଂଲଣ୍ଡ ମଧ୍ୟରେ ହେବ ମହାଟକ୍କର

ନେଟ୍ ପ୍ରାକ୍ଟିସ୍ ବେଳେ ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ନାହିଁନଥିବା କ୍ରେଜ୍ ଏବଂ ଅସମ୍ଭବ ଭିଡ଼ । ଆଉ ସେମାନଙ୍କ ଚିୟର ଅପ୍ କରିବାକୁ ଷ୍ଟାଡ଼ିୟମରେ ଖଚାଖଚ୍ ଭିଡ଼ । କାଲିର ମ୍ୟାଚ୍ ପୂର୍ବରୁ ମ୍ୟାଚ୍‌ର ଭ୍ରମ ସୃଷ୍ଟି କରିଛି ଆଜିର ଖଚାଖଚ୍ ଭରା ଷ୍ଟାଡ଼ିୟମ ।

Team India At Cuttack Barabati
Team India In Barabati Stadium: ବାରବାଟୀରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ପ୍ରବଳ ଭିଡ଼

ବାରବାଟୀରେ ପହଞ୍ଚିଲା ଟିମ ଇଣ୍ଡିଆ । ଫ୍ୟାନ ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି । ଟିମ ଇଣ୍ଡିଆର ନେଟ ଅଭ୍ୟାସ ଦେଖିବା ପାଇଁ ବାରବାଟୀରେ ଖଚାଖଚ୍ ଭିଡ । ଆସନ୍ତା କାଲି ବାରବାଟୀ ବ୍ୟାଟଲ । କିନ୍ତୁ ଏହାର ଦିନକ ପୂର୍ବରୁ ଫ୍ୟାନଙ୍କ ସୁଅ ଛୁଟିଛି କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମକୁ ।

ବାରବାଟୀ କାଉଣ୍ଟଡାଉନ୍‌
Barabati ODI Match: ଦିନକ ପରେ ବାରବାଟୀରେ କ୍ରିକେଟର ମହାଯୁଦ୍ଧ, ସୁପର ସଣ୍ଡେରେ ହେବ ସୁପର୍ ସୋ’

ଦିନକ ପରେ ବାରବାଟୀ ବ୍ୟାଟେଲ୍...ସୁପର ସଣ୍ଡେରେ ହେବ ସୁପର୍ ସୋ’...ଇଂଲଣ୍ଡ-ଇଣ୍ଡିଆ ଦିନିକିଆରେ ଉଡ଼ିବ ଚୌକା ଛକ୍କା...ଫ୍ୟାନଙ୍କ ଉପସ୍ଥିତିରେ ଗର୍ଜିବ କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମ ।

Road Accident
Road Accident: ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଲା ମୋ ବସ୍‌

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।  

ଏପଟେ ବାଡ଼ିଆପିଟା ସେପଟେ ପାସ୍‌ ଖେଳ !
Barabati Match Ticket: VIPଙ୍କ ପାଇଁ ମାଳ ମାଳ ପାସ୍, ସାଧାରଣ ଲୋକଙ୍କ ପାଇଁ ଟିକେଟ୍ ଖତମ୍

ମ୍ୟାଚ୍ ଆସିଲେ ବେଦନା ବଢ଼ାଉଛି ବାରବାଟୀ । କ୍ରିକେଟ୍ ପୂର୍ବରୁ ଟେନସନ୍ ଦେଉଛି ଟିକେଟ୍ । ରାତି ଅନିଦ୍ରା ହେଉଛନ୍ତି କମନମ୍ୟାନ୍ । ଧସ୍ତାଧସ୍ତିରେ ହଂସା ଉଡ଼ିଯାଉଛି କ୍ରିକେଟ ଫ୍ୟାନଙ୍କର ।

ରାସ୍ତାରେ ବୁଲୁଛି ବାଘ
Tiger Cub on Road: ରାସ୍ତାରେ ବୁଲୁଛି ବାଘ; ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ

ଲୋକେମାନେ ପ୍ରଥମେ ବାଘଟିକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ। ପରେ ଲୋକମାନେ ବାଡ଼ି,ଠେଙ୍ଗା ଧରି ହୋହଲ୍ଲା କରିବାରୁ ବାଘଟି ଜଙ୍ଗଲ ଭିତରକୁ ପଳାଇଯାଇଥିଲା।

ବାରବାଟୀରେ ଟିକେଟ୍‌ ୱାର୍‌
Barabati Match Ticket: ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍ ଟିକେଟ୍ ପାଇଁ ଲଢ଼େଇ, ଦଳାଚକଟା ସ୍ଥିତିରେ ସନ୍ତୁଳି ହେଲେ ଦର୍ଶକ

ଇଣ୍ଡିଆ-ଇଂଲଣ୍ଡ ଫାଇଟ୍ ପୂର୍ବରୁ ବାରବାଟୀରେ କ୍ରିକେଟ୍ ଫ୍ୟାନଙ୍କ ଟିକଟ ଲଢ଼େଇ...ସାଂଘାତିକ ସ୍ଥିତି...ଚରମ ଅବ୍ୟବସ୍ଥା....ଜୀବନକୁ ପାଣି ଛଡ଼ାଇ ଧାଡ଼ିବାନ୍ଧିଥିବା କ୍ରିକେଟ ପ୍ରେମୀଙ୍କ ଅବସ୍ଥା ବେହାଲ ।

ବ୍ୟାରିକେଟ୍‌ ଭାଙ୍ଗିଲେ ଲୋକେ
Barabati Match Ticket: ପାଇଲେନି ବାରବାଟୀ ମ୍ୟାଚ୍‌ ଟିକେଟ୍‌, ଭାଙ୍ଗିଲେ ବ୍ୟାରିକେଡ୍‌

ତେବେ ସନ୍ଧ୍ୟା ୬ଟାରେ ଟିକେଟ୍‌ କାଉଣ୍ଟର ବନ୍ଦ ହୋଇଯିବାରୁ ସେଠାରେ ଉପସ୍ଥିତ ଥିବା ଲୋକ ବ୍ୟାରିକେଡ୍‌ ଭାଙ୍ଗି ଦେଇଛନ୍ତି । ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହେବା ପରେ ବ୍ୟାରିକେଡ୍‌ ଭାଙ୍ଗି ଦେଇଛନ୍ତି ଲୋକେ ।

Barabati Battle
Barabati Match: ବାରବାଟୀରେ ଟିକେଟ ପାଇଁ ଦଳାଚକଟା; ଧସେଇ ପଶିଲେ, ଧସ୍ତାଧସ୍ତି ହେଲେ

ଟିକେଟ୍ ଖଣ୍ଡେ ପାଇଁ ଲୋକଙ୍କ ଉପରେ ଚଢିଯିବାକୁ ମଧ୍ୟ ପଛାଇନାହାନ୍ତି କ୍ରିକେଟ୍ ପ୍ରେମୀ। ଯିଏ ଯେମିତି ପାଇଲା ସେମିତି ଟିକେଟ୍ ପାଇଁ ଆଗକୁ ମାଡିଗଲା। ପୋଷ୍ଟର ଚିରିବା ସହିତ କାଉଣ୍ଟର ଛାତ ଉପରକୁ ବି ଲୋକମାନେ ଚଢିଯାଇଥିବା ଦେଖିବାକୁ ମିଳିଛି।

Barabati Match
Barabati Match: ବାରବାଟୀରେ ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍; ଟିକେଟ୍ ପାଇଁ ରାତିରୁ ଲମ୍ବା ଲାଇନ

ଆସନ୍ତା ୯ ତାରିଖରେ ଖେଳାଯିବାକୁ ଥିବା ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଅନଲାଇନରେ ଟିକେଟ ବିକ୍ରି ସରିଥିବା ବେଳେ ଆଜିଠୁ ୨ ଦିନ ଯାଏଁ କାଉଣ୍ଟରରେ ବିକ୍ରି ହେବ ଟିକେଟ୍।