• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cuttack

gold
Gold Price: ସୁନା କିଣିବାକୁ ଚାହୁଁଛନ୍ତି କି ? ଚେକ କରନ୍ତୁ ରେଟ୍‌

ଭାରତରେ ପ୍ରତ୍ୟେକ ଘରେ ଜନ୍ମଦିନ ହେଉ କି ବିବାହ କିମ୍ବା କୌଣସି ଉତ୍ସବ, ଉପହାର ଦେବା ପାଇଁ ପ୍ରଥମେ ମନରେ ସୁନା ହିଁ ଆସିଥାଏ। ତେବେ ହୁ ହୁ ହୋଇ ବଢୁଥିବା କାରଣରୁ ସୁନା କିଣିବା ପାଇଁ ଲୋକଙ୍କ ମନରେ ଛନକା ପଶିଛି ।

Sonalika Mishra
Commercial Pilot: ପୂରଣ ହେଲା ସ୍ୱପ୍ନ; କମର୍ସିଆଲ ପାଇଲଟ୍ ହେଲେ ଓଡ଼ିଆ ଝିଅ

ସୋନାଲିକା ମିଶ୍ର, ନରସିଂହପୁରର ଏକ ବିନୀତ ଝିଅ ବଣ୍ଟି କମର୍ସିଆଲ ପାଇଲଟ୍ ହେବାରେ ସଫଳ ହୋଇଛନ୍ତି, ତାଙ୍କର ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ତାଙ୍କୁ ସଫଳତାର ମନ୍ଜୁଲ ପଥ ଦେଇଛି।

Attack on Police Van
Attack On Police Van : ପାଟ୍ରୋଲିଂ ବେଳେ ପୋଲିସ ଭ୍ୟାନ ଉପରକୁ ଢେଲା ମାଡ଼, ଜଣେ ଅଟକ

ପୋଲିସକୁ ବି ଛାଡିଲେନି । ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ ଗାଡି ଉପରକୁ ଢେଲାମାଡ଼ କରିଛନ୍ତି ଦୁବୃର୍ତ୍ତ । ଫଳରେ ଗାଡ଼ିର କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Anti-National Slogans
ବିଜେଡି ନେତାଙ୍କ ତୁଣ୍ଡରେ ପାକିସ୍ତାନ ଜିନ୍ଦାବାଦ୍ !

କଟକରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ସୈାରଭ ସାହୁ ଏବଂ ଗୌତମ କୁମାର ଲେଙ୍କା ନାମକ ଦୁଇଜଣ ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଗୌତମ ପୂର୍ବରୁ ବିଜୁ ଛାତ୍ର ଜନତା ଦଳର ନେତା ଥିବା ଜଣାପଡିଛି । କିଛି ବିଜେଡି ନେତାଙ୍କର ସହ ତାଙ୍କ ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି ।

Cuttack Filigree
Cuttack Filigree: କଟକରେ ନିର୍ମାଣ ହେବ ତାରକସି କମନ୍ ଫେସିଲିଟି ସେଣ୍ଟର ,୭ କୋଟି ବ୍ୟୟବରାଦ

ବିଶ୍ବ ଦରବାରରେ ଚମକିବ କଟକର ତାରକସି କାମ । ନିର୍ମାଣ ହେବ ତାରକସୀ କମନ୍ ଫେସିଲିଟେସନ ସେଣ୍ଟର । ଏନେଇ ୭ କୋଟିର ବ୍ୟୟବରାଦ । ଏହାର ଲକ୍ଷ୍ୟ ହେଉଛି କାରିଗରଙ୍କୁ ନୂତନ ଜ୍ଞାନ, ଡିଜାଇନ, ଏବଂ ସୁବିଧା ସୁଯୋଗ ଦେଇ ମଜବୁତ କରାଇବା ।

police
ମୋ ପୋଲିସ ପୁଅକୁ ଖୋଜିଆଣ

ପୋଲିସ, ପୁଅର ଫଟୋ ଦେଖି ଅନବରତ ବାହୁନି ଚାଲିଛି ମାଆ। ଘର ଦୁଆର ମୁହଁରେ ବସି ତା ଫେରିବା ବାଟକୁ ଚାହିଁ ରହିଛି। ବାପା ବି ଧର୍ଯ୍ୟହରା ହୋଇଯାଉଛନ୍ତି।

Gun Factory Kingpin
Gun Factory Kingpin Arrest: ଧରାପଡିଲା ବନ୍ଧୁକ ରାକେଟ ମାଷ୍ଟରମାଇଣ୍ଡ, ମୁଙ୍ଗେରରେ ମାଡିବସିଲା କ୍ରାଇମବ୍ରାଞ୍ଚ

କଟକ ବୟାଳିଶ ମୌଜା ବେଆଇନ୍ ବନ୍ଧୁକ ରାକେଟ ମାମଲାର ମାଷ୍ଟରମାଇଣ୍ଡ ମହମ୍ମଦ ଅସଲମ୍ ଗିରଫ । ବିହାର ମୁଙ୍ଗେରରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF ।

fire
Biscuit Factory Fire in Cuttack: ଭୟାବହ ଅଗ୍ନିକାଣ୍ଡ; ଜଳୁଛି ବିସ୍କୁଟ୍ କାରଖାନା

ବିସ୍କୁଟ୍ କାରଖାନାରେ ଭୟବହ ଅଗ୍ନିକାଣ୍ଡ ଘଟିଛି । ହୁତୁ ହୁତୁ ହୋଇ ଜଳୁଛି ବିସ୍କୁଟ୍ କାରଖାନା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କଟକ ଜଗତପୁର ସ୍ଥିତ ଏକ ବିସ୍କୁଟ କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି।

Vigilance Raid
Vigilance Raid on Jajpur Legalities: ଭିଜିଲାନ୍ସ ଜାଲରେ ABDO; ୭ଟି ସ୍ଥାନରେ ରେଡ୍

ଭିଜିଲାନ୍ସ ଜାଲରେ ଧର୍ମଶାଳା ABDO। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ଧର୍ମଶାଳା ABDO ଅସିତ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଅସିତଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Cuttack Bridge Collapse
Cuttack Bridge Collapse: କଟକରେ ବ୍ରିଜ୍ କାମବେଳେ କାହିଁକି ଗଳିପଡ଼ିଲା ସ୍ଲାବ୍ ? ଯାନ୍ତ୍ରିକ ନା ମନୁଷ୍ୟକୃତ ତ୍ରୁଟି ? 

କଟକ ଖାନନଗର କାଠଯୋଡ଼ି କୂଳରେ ବ୍ରିଜ୍ ନିର୍ମାଣ ବେଳେ କାହିଁକି ଘଟିଲା ଅଘଟଣ ? ଜଣେ ଇଞ୍ଜିନିୟରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ, ୨ ଶ୍ରମିକଙ୍କ ଆହତ ହେବା ପଛରେ ମନୁଷ୍ୟକୃତ ତ୍ରୁଟି ନା ହାଇଡ୍ରଲିକ୍ କ୍ରେନ୍ ଫେଲ୍ ?

ଖାନନଗର ଅଘଟଣ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ
Cuttack Bridge Tragedy: କଟକରେ ବ୍ରିଜ୍ ସ୍ଲାବ୍ ଭୁଶୁଡି ୩ ଜଣଙ୍କ ମୃତ୍ୟୁ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଗତକାଲି ବ୍ରିଜର ସ୍ଲାବ୍ ଖସି ପଡ଼ିବାରୁ ପ୍ରାୟ ୫ ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଅଘଟଣରେ ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି ।

ମାତିଛନ୍ତି ବାଲିମାଫିଆ
Illegal Sand Trafficking Cuttack: କଟକ ସହର ଉପକଣ୍ଠରେ ମାତିଛନ୍ତି ବାଲି ମାଫିଆ, ବେଆଇନ ଭାବେ ଚାଲାଣ ହେଉଛି ଶହ ଶହ ଟ୍ରିପ୍ ବାଲି

କଟକ ସହର ଉପକଣ୍ଠରେ ମାତିଛନ୍ତି ବାଲି ମାଫିଆ । ବେଆଇନ ଭାବେ ଚାଲାଣ ହେଉଛି ଶହ ଶହ ଟ୍ରିପ୍ ବାଲି। ସରକାରୀ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ବାଲି ମାଫିଆ ।

ମାଆ ମଥାରୁ ସିନ୍ଦୂର ପୋଛିଥିଲା ଝିଅ !
Pahalgam Attack: ବାପାଙ୍କୁ ବଞ୍ଚାଇବାକୁ ମାଆ ମଥାରୁ ସିନ୍ଦୂର ଲିଭାଇଥିଲା ଝିଅ

ପହଲଗାମରୁ ଫେରି ଛାତିଥରା କାହାଣୀ ବଖାଣିଛନ୍ତି କଟକ ଚୌଦ୍ୱାରର ପର୍ଯ୍ୟଟକ । ଆତଙ୍କୀଙ୍କ ଗୁଳିରୁ ବାପାଙ୍କୁ ବଞ୍ଚାଇବାକୁ ଯାଇ ଝିଅକୁ ମାଆ ମଥାରୁ ସିନ୍ଦୂର ଲିଭାଇ ମୁସଲିମର ପରିଚୟ ଦେବାକୁ ପଡ଼ିଥିଲା ।

 SCB ଯାଏଁ ଗଡ଼ିବ ମେଟ୍ରୋ ।
Bhubaneswar Metro Expansion: ତିଆରି ହେଉଛି ନୂଆ ଡିପିଆର୍, SCB ମେଡିକାଲ ଓ ନେତାଜୀ ବସ୍ ଟର୍ମିନାଲ ଯାଏଁ ଗଡ଼ିବ ମେଟ୍ରୋ ଟ୍ରେନ୍

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ମେଟ୍ରୋ ପ୍ରକଳ୍ପ ଲାଗି ନୂଆ ଡିପିଆର୍ ପ୍ରସ୍ତୁତ ହେଉଛି । ପୂର୍ବ ସରକାର ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ଚଲାଇବାକୁ ଯୋଜନା କରିଥିଲେ । ଏହାଦ୍ବାରା ଲୋକଙ୍କ କୌଣସି ଫାଇଦା ହେବନି । ତେଣୁ ମେଟ୍ରୋ ପ୍ରକଳ୍ପକୁ କଟକ ସହର ସହ ଯୋଡ଼ିବାକୁ ଯୋଜନା ହୋଇଛି ।

Pahalgam Massacre
Terror Attack in Pahalgam: ପହଲଗାମ ଆକ୍ରମଣର ଆଖି ଦେଖା ଘଟଣା ବଖାଣିଲେ କଟକର ରଞ୍ଜିତଙ୍କ ପରିବାର

ପହଲଗାମ ଆକ୍ରମଣରୁ ଅଳ୍ପକେ ବର୍ତ୍ତିବା ପରେ ଘରକୁ ଫେରିଛନ୍ତି କଟକର ରଞ୍ଜିତଙ୍କ ପରିବାର । କହିଲେ ଭଗବାନ ଆମକୁ ବଞ୍ଚେଇଦେଲେ । ମାରି ମାରି ଆସୁଥିଲେ । ଆମ ପାଖ ଲୋକକୁ ବି ମାରିଛନ୍ତି । ଆମେ ଭଗବାନଙ୍କୁ ଡାକୁଥିଲୁ । ହଠାତ୍ ମୁହଁ ବୁଲେଇ ଚାଲିଗଲେ, ଆମେ ବଞ୍ଚିଗଲୁ ।

Hanuman
1999Cyclone: ମହାବାତ୍ୟା ବେଳେ ମିଳିଥିଲେ ହନୁମାନ

୧୯୯୯ ମହାବାତ୍ୟା ସମୟର କଥା। ସୁ ସୁ ହୋଇ ହୋଇ ବହୁଥାଏ ପବନ। ଠିକ ଏହି ସମୟରେ ଘଟିଥିଲା ଅଲୌକିକ ଘଟଣା। ମହାବାତ୍ୟାର କରାଳ ତାଣ୍ଡବ ଭିତରେ ପ୍ରକଟ ହୋଇଥିଲେ ପବନ ପୁତ୍ର ହନୁମାନଙ୍କର ବିଗ୍ରହ।

Encounter
Police Encounter in Cuttack: କଟକରେ ଡବଲ୍ ଏନକାଉଣ୍ଟର; ୨ ଅପରାଧୀକୁ ପୋଲିସ ମାରିଲା ଗୁଳି

ଗତକାଲି ବିଳମ୍ବିତ ରାତିରେ ଚୌଦ୍ୱାର ଇନ୍ଦ୍ରାଣୀପାଟଣାରେ ଉଭୟ ଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଚୌଦ୍ୱାର ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ପୋଲିସକୁ ଦେଖି ସେମାନେ ଗୁଳି ଚାଳନା କରିଥିଲେ।

cdmo
Healthcare Recruitment Scandal: ସ୍ବାସ୍ଥ୍ୟକର୍ମୀ ନିଯୁକ୍ତିରେ ବଡ଼ କେଳେଙ୍କାରୀ, ଗ୍ରେଡେସନ୍ ତାଲିକାରେ ରହିଛି ୫୮

୨୩ ଜଣଙ୍କୁ ନିଯୁକ୍ତି ମିଳିଥିଲା, ହେଲେ ଗ୍ରେଡେସନ୍ ତାଲିକାରେ ରହିଛି ୫୮ ଜଣଙ୍କ ନାଁ। କଟକ CDMO କାର୍ଯ୍ୟାଳୟରେ ସାମ୍ନାକୁ ଆସିଛି ଏଭଳି ବଡ଼ ଧରଣର ନିଯୁକ୍ତି କେଳେଙ୍କାରୀ।

ବିଞ୍ଚଣା ଦେଲେ ଚର୍ମରୋଗ ସଫା !
Traditional Ritual for Cure: ବିଞ୍ଚଣା ଦାନ କଲେ ଦୂର ହେଉଛି ଚର୍ମରୋଗ !

ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମାରେ ମା’ ପୋଟଲେଇଙ୍କ ମେଳା ହୁଏ । କାହିଁ କେଉଁ କାଳରୁ ଏହି ପୂଜା ହେଉଥିବା ବିଶ୍ୱାସ ରହିଛି । କେବଳ ଟାଙ୍ଗୀ କି କଟକ ବାସିନ୍ଦା ନୁହନ୍ତି, ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ମା’ଙ୍କ ଆଶିଷ ଲାଭ ପାଇଁ ଆସନ୍ତି।

Special Story
Special Story: ବିଞ୍ଚଣା ଦେଲେ ଚର୍ମରୋଗ ସଫା!

ବିଶ୍ୱାସରେ ଦୂର ହେଉଛି ଚର୍ମରୋଗ, ମାଙ୍କ ପାଖରେ ଲାଗି କରୁଛନ୍ତି ବିଞ୍ଚଣା, କୁକୁଡ଼ା ଓ ଖୀରପାଣ।

ସରକାର ଆମକୁ ସାର୍ଟିଫିକେଟ୍‌ ଦିଅ
Disability Certificate Delay: ସାର୍ଟିଫିକେଟ ପାଇଁ ଅପେକ୍ଷା କରି ନୟାନ୍ତ ହଜାର ହଜାର ଭିନ୍ନକ୍ଷମ !

କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ସମସ୍ତ ଭିନ୍ନକ୍ଷମଙ୍କ ପରୀକ୍ଷା ନିରୀକ୍ଷା ସରିଛି । ହେଲେ ଅନ୍‌ଲାଇନ୍‌ ସାର୍ଟିଫିକେଟ ମିଳିନଥିବାରୁ ଅନେକ ହିତାଧିକାରୀ ବର୍ଦ୍ଧିତ ଭତ୍ତାରୁ ବଂଚିତ ହୋଇଛନ୍ତି ।

jp-nadda
BJP President Odisha Visit: କାଲି ଆସିବେ ନଡ୍ଡା; ଆୟୁଷ୍ମାନ ଭାରତର କରିବେ ଉଦଘାଟନ

ଆସନ୍ତାକାଲି ଅପରାହ୍ନ ୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ନଡ୍ଡା ପହଞ୍ଚିବେ। ପରେ ସେଠାରୁ ସିଧାସଳଖ କଟକ ଯିବେ। ସେଠାରେ କଟକର SCB ମେଡିକାଲରେ  ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ଯୋଗଦେବେ।

suicide
ତାଙ୍କ ମାଇଣ୍ଡ ଡିଷ୍ଟର୍ବ ଥିଲା

\'#ତାଙ୍କ_ମାଇଣ୍ଡ_ଡିଷ୍ଟର୍ବ_ଥିଲା..\' କଟକ ମହାନଦୀ ଯୋବ୍ରା ବ୍ୟାରେଜରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତବ୍ୟକ୍ତିଙ୍କ ନାଁ ଶ୍ୟାମ ସୁନ୍ଦର ତେଗ୍ରିଓ୍ବାଲ ଘର କଟକ ଝୋଲାସାହି ଅଞ୍ଚଳରେ ବୋଲି ଜଣାପଡ଼ିଛି। ଶୁଣନ୍ତୁ ତାଙ୍କ ପଡ଼ୋଶୀ କଣ କହୁଛନ୍ତି...

ନକଲି ପୋଲିସକୁ ସାବଧାନ !
Fake Polic: କଟକରେ ନକଲି ପୋଲିସ, ହୋମଗାର୍ଡ ଚାକିରି କରାଇଦେବାକୁ କହି ଠକୁଥିଲା ଅଭିଯୁକ୍ତ

ଚାକିରି କରାଇ ଦେବାକୁ କହି ଜିତାଂଶୁଙ୍କଠାରୁ ଗୁଣ୍ଡିଚା ହାତେଇ ନେଇଥିଲେ ଦେଢ଼ ଲକ୍ଷ ।ଏନେଇ ଅଭିଯୋଗକାରୀ ଥାନାରେ ଅଭିଯୋଗ କରିବାପରେ ଗୁଣ୍ଡିଚା ଦଳେଇକୁ ଗିରଫ କରିଛି ବାଦାମବାଡି ଥାନା ପୋଲିସ। ଏ

suspense behind overnight change of colour of Biju pattnaik’s Statue at cuttack
Biju’s Statue Colour Change Politics: ରାତାରାତି ବଦଳିଗଲା ବିଜୁଙ୍କ ରଙ୍ଗ, ଥିଲେ ସବୁଜ, ହେଲେ… ଯାହାକୁ ପଚାରିଲେ ସେ କହୁଛି…

ବିଜେଡିର ଥିମ୍ କଲର୍ ବା ଦଳୀୟ ରଙ୍ଗ ହେଉଛି ସବୁଜ। ବିଜେପି ସରକାରକୁ ଆସିବା ପରେ ରଙ୍ଗକୁ ନେଇ ଛକ୍କା ପଞ୍ଝା ଜାରି ରହିଛି। ଏହି ସମୟରେ ବିଜେଡି ଯେଉଁ ବିଜୁ ପଟ୍ଟନାୟକଙ୍କ ନାଁରେ ତିଆରି ହୋଇଛି, ଏବେ ସେଇ ବିଜୁଙ୍କ କଲର୍ କିଏ ବଦଲେଇ ଦେଇଛି। କିନ୍ତୁ କିଏ ବଦଳେଇଛି ତାହା ଜଣାପଡୁନି। ପଢ଼ନ୍ତୁ ପୂରା ଷ୍ଟୋରି।