• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cuttack

D Brothers
D Brothers Acquitted: ଓମ୍‌ ଓ ଦୀପୁ ହତ୍ୟା ମାମଲା, ଡି.ବ୍ରଦର୍ସ ପ୍ରମାଣ ଅଭାବରୁ ଖଲାସ

ପ୍ରାୟ ୩ ବର୍ଷ ପରେ ଚାଉଳିଆଗଞ୍ଜ ଥାନାରେ ଏ ନେଇ କେଶ୍ ରୁଜୁ ହୋଇଥିଲା । ଅଭିଯୁକ୍ତମାନଙ୍କ ନାଁରେ ହତ୍ୟା, ଅପହରଣ, ଦାଦାବଟି ଆଦାୟ ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଆଦି ଅଭିଯୋଗରେ ପ୍ରାୟ ୨୦ଟି କେଶ୍ କରାଯାଇଥିଲା । ଅନ୍ୟ ମାମଲା ସବୁ ରୁଜୁ ହେବା ପରେ ଦୀପୁ ଓ ଓମ୍ ହତ୍ୟା ମାମଲା ସେମାନଙ୍କ ନାଁରେ ଯୋଡା ହୋଇଥିଲା ବୋଲି କହିଛନ୍ତି ଅଭିଯୁକ୍ତଙ୍କ ଓକିଲ ସୌରଚନ୍ଦ୍ର ମହାପାତ୍ର ।

ଶିଶୁ ଭବନ ନୂଆ ବିଲ୍ଡିଂ କାନ୍ଥ ଭୁଶୁଡ଼ିଲା
ଶିଶୁ ଭବନ ନୂଆ ବିଲ୍ଡିଂ କାନ୍ଥ ଭୁଶୁଡ଼ିଲା

ଲଗାଣ ବର୍ଷାରୁ ଅଘଟଣ। ଭୁଶୁଡ଼ି ପଡ଼ିଲା କଟକ ଶିଶୁ ଭବନର ନୂଆ ବିଲଡିଂ କାନ୍ଥ। ଲଗାଣ ବର୍ଷା ଯୋଗୁଁ ନୂଆ ବିଲ୍ ଡିଂ କାନ୍ଥ ଭୁଶୁଡ଼ି ପଡ଼ିଛି। ବିଲଡିଂ କାନ୍ଥ ଭୁଶୁଡ଼ିବାରୁ ଚାପି ହୋଇଗଲା କିଛି ବାଇକ୍।

drama
Kidnapping Drama: ଅପହରଣ ନାଟକ ରଚି ଟଙ୍କା ମାଗିଥିଲେ, ସତ ବାହାର କରିଦେଲା ପୋଲିସ୍

ଅପହରଣ ହୋଇଥିବା କହି ସେ ତାଙ୍କ ଘରକୁ ଫୋନ୍ କରି ଟଙ୍କା ମାଗିଥିଲେ । ତାଙ୍କ ବାପା ମଧ୍ୟ କିଛି ଟଙ୍କା ଦେଇଥିଲେ । ତାଙ୍କ ଭଉଣୀକୁ ଫୋନ୍ କରି ସେ ୫୦ ହଜାର ଟଙ୍କା ଦେବାକୁ କହିଥିଲେ । ତାଙ୍କ ଭଉଣୀ ଏ ସଂପର୍କରେ ପୋଲିସକୁ ଜଣାଇଥିଲେ ।

Man Killed Brother
Man Killed Brother: କଟକରେ ହତ୍ୟାକାଣ୍ଡ, ମାରିଦେଲେ ଭାଇ-ଭାଉଜ-ପୁତୁରା

ଭାଇକୁ ହତ୍ୟା କଲା ଭାଇ । ପୈତୃକ ସମ୍ପତ୍ତି ହଡପ କରିବା ପାଇଁ ବଡଭାଇକୁ ମିଶି ମାରିଦେଲେ ଭାଇ, ଭାଉଜ ଓ ପୁତୁରା । କଟକ ବକ୍ସି ବଜାର ସିଡିଏ ମାର୍କେଟ କମ୍ପ୍ଲେକ୍ସରେ ହତ୍ୟାକାଣ୍ଡ ।

Murder
Murder: କଟକରେ ଚାଞ୍ଚଲ୍ୟ; ଯୁବକଙ୍କ ଗଳା କାଟି ବୀଭତ୍ସ ହତ୍ୟା

କଟକର ବକ୍ସିବଜାର ସ୍ଥିତ ସିଡିଏ ମାର୍କେଟ୍ କମ୍ପ୍ଲେକ୍ସରେ ଜଣେ ଯୁବକଙ୍କୁ ଗଳା କାଟି ବୀଭତ୍ସ ହତ୍ୟା କରାଯାଇଛି। କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଛାନଭିନ ଆରମ୍ଭ କରିଛି।

Diarrhea Spreads
Diarrhea Spreads In Banki: ଯାଜପୁରରେ ଅଣାୟତ୍ତ, ଏଣେ କଟକ ଜିଲ୍ଲାକୁ ବ୍ୟାପିଲା

ଯାଜପୁର ଓ ଭଦ୍ରକ ପରେ କଟକ ଜିଲ୍ଲା ବାଙ୍କୀକୁ ବ୍ୟାପିଲା ଝାଡ଼ାବାନ୍ତି । ୨୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆଠଗଡ଼ ହସ୍ପିଟାଲରେ ୫ ଜଣ ଚିକିତ୍ସାଧୀନ ଅଛନ୍ତି । ପ୍ରଭାବିତ ଗାଁରେ ପହଞ୍ଚି ମାଗଣା ଔଷଧପତ୍ର ବଣ୍ଟନ କଲେ ଡାକ୍ତରୀ ଟିମ୍ ।

 SCB Cuttack
ସିନ୍ଦୁର ପୋଛି ସ୍ତ୍ରୀ ବୋହୁଛି ସ୍ବାମୀ ଶବ

ମଥାରୁ ସିନ୍ଦୁର ଲିଭିସାରିଛି। ସ୍ୱାମୀ ଶବ ହୋଇ ପଡ଼ିରହିଛନ୍ତି। ଆଉ କୋଳରେ କାନ୍ଦୁଛି ମାସକର କୁନି ଝିଅ। ଚିକିତ୍ସା ପାଇଁ ଆସିଥିବା ସ୍ୱାମୀଙ୍କ ଅକାଳ ମୃତ୍ୟୁ ଘଟିବା ପରେ ତାଙ୍କ ଶବ ସତ୍କାର ପାଇଁ ସମ୍ୱଳ ଅଭବାରୁ ଅସହାୟ ପାଲଟି ଯାଇଛି ସ୍ତ୍ରୀ ।

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରର ଖୋଳତାଡ଼
କଟକ ଜନନୀ ହସ୍ପିଟାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସାର ଖୋଳତାଡ଼

ଚିକିତ୍ସା ଅବହେଳା ଓ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଘଟଣାରେ ଖୋଳତାଡ଼ । ଆଜି କଟକ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ବରେ ଦୁଇ ଜଣିଆ ଟିମ ହସ୍ପିଟାଲରେ ପହଞ୍ଚି କାଗଜପତ୍ର ଯାଞ୍ଚ କରିଛନ୍ତି ।

Accident
Road Accident: ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌

ଆଜି ସକାଳେ ଯୋଗାଣ ମନ୍ତ୍ରୀ କୌଣସି କାମରେ ସରକାରୀ ଗାଡ଼ିରେ ଯାଉଥିଲେ। ଏହି ସମୟରେ ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ମନ୍ତ୍ରୀଙ୍କ ଗାଡ଼ି ସହ କାର୍‌ର ଧକ୍କା ହୋଇଥିଲା । ଦୁର୍ଘଟଣାରେ ମନ୍ତ୍ରୀ ଓ ତାଙ୍କ ଡ୍ରାଇଭରଙ୍କ କିଛି କ୍ଷତି ହୋଇନାହିଁ। ଦୁର୍ଘଟଣାରେ ମନ୍ତ୍ରୀଙ୍କ ଗାଡ଼ିର ସମ୍ମୁଖ ଅଂଶଟି ଭାଙ୍ଗିଯାଇଛି।

Covid Case Detected
COVID-19 Case in Cuttack: ଭୁବନେଶ୍ୱର ପରେ କଟକରେ କୋଭିଡ୍, ଆକ୍ରାନ୍ତଙ୍କର ନାହିଁ ଟ୍ରାଭେଲ ହିଷ୍ଟ୍ରି

ରାଜ୍ୟରେ ୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଟ୍ୱିନସିଟିରେ ପଶିଲା କରୋନା । ଭୁବନେଶ୍ୱର ପରେ କଟକରେ କୋଭିଡ଼ ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ସୂଚନା ମିଳିଛି ।

ମହାନଦୀର ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା
Water Sports Training: ମହାନଦୀର ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା, ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସ୍ୱିମିଙ୍ଗ ସହ ସ୍କୁବା ଡାଇଭିଂ ଟ୍ରେନିଂ

ମହାନଦୀର ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା । ଜଳକ୍ରୀଡ଼ା ପାଇଁ ପ୍ରତିଭା ଅନ୍ବେଷଣ ଓ ପ୍ରଶିକ୍ଷଣ । କଟକ ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା ପାଇଁ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ସୁଯୋଗ ଆଣିଦେଇଛି ଓଡ଼ିଶା ୟାଚିଂ ସଂଘ ।

gold
Gold Price: ସୁନା କିଣିବାକୁ ଚାହୁଁଛନ୍ତି କି ? ଚେକ କରନ୍ତୁ ରେଟ୍‌

ଭାରତରେ ପ୍ରତ୍ୟେକ ଘରେ ଜନ୍ମଦିନ ହେଉ କି ବିବାହ କିମ୍ବା କୌଣସି ଉତ୍ସବ, ଉପହାର ଦେବା ପାଇଁ ପ୍ରଥମେ ମନରେ ସୁନା ହିଁ ଆସିଥାଏ। ତେବେ ହୁ ହୁ ହୋଇ ବଢୁଥିବା କାରଣରୁ ସୁନା କିଣିବା ପାଇଁ ଲୋକଙ୍କ ମନରେ ଛନକା ପଶିଛି ।

Sonalika Mishra
Commercial Pilot: ପୂରଣ ହେଲା ସ୍ୱପ୍ନ; କମର୍ସିଆଲ ପାଇଲଟ୍ ହେଲେ ଓଡ଼ିଆ ଝିଅ

ସୋନାଲିକା ମିଶ୍ର, ନରସିଂହପୁରର ଏକ ବିନୀତ ଝିଅ ବଣ୍ଟି କମର୍ସିଆଲ ପାଇଲଟ୍ ହେବାରେ ସଫଳ ହୋଇଛନ୍ତି, ତାଙ୍କର ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ତାଙ୍କୁ ସଫଳତାର ମନ୍ଜୁଲ ପଥ ଦେଇଛି।

Attack on Police Van
Attack On Police Van : ପାଟ୍ରୋଲିଂ ବେଳେ ପୋଲିସ ଭ୍ୟାନ ଉପରକୁ ଢେଲା ମାଡ଼, ଜଣେ ଅଟକ

ପୋଲିସକୁ ବି ଛାଡିଲେନି । ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ ଗାଡି ଉପରକୁ ଢେଲାମାଡ଼ କରିଛନ୍ତି ଦୁବୃର୍ତ୍ତ । ଫଳରେ ଗାଡ଼ିର କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Anti-National Slogans
ବିଜେଡି ନେତାଙ୍କ ତୁଣ୍ଡରେ ପାକିସ୍ତାନ ଜିନ୍ଦାବାଦ୍ !

କଟକରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ସୈାରଭ ସାହୁ ଏବଂ ଗୌତମ କୁମାର ଲେଙ୍କା ନାମକ ଦୁଇଜଣ ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଗୌତମ ପୂର୍ବରୁ ବିଜୁ ଛାତ୍ର ଜନତା ଦଳର ନେତା ଥିବା ଜଣାପଡିଛି । କିଛି ବିଜେଡି ନେତାଙ୍କର ସହ ତାଙ୍କ ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି ।

Cuttack Filigree
Cuttack Filigree: କଟକରେ ନିର୍ମାଣ ହେବ ତାରକସି କମନ୍ ଫେସିଲିଟି ସେଣ୍ଟର ,୭ କୋଟି ବ୍ୟୟବରାଦ

ବିଶ୍ବ ଦରବାରରେ ଚମକିବ କଟକର ତାରକସି କାମ । ନିର୍ମାଣ ହେବ ତାରକସୀ କମନ୍ ଫେସିଲିଟେସନ ସେଣ୍ଟର । ଏନେଇ ୭ କୋଟିର ବ୍ୟୟବରାଦ । ଏହାର ଲକ୍ଷ୍ୟ ହେଉଛି କାରିଗରଙ୍କୁ ନୂତନ ଜ୍ଞାନ, ଡିଜାଇନ, ଏବଂ ସୁବିଧା ସୁଯୋଗ ଦେଇ ମଜବୁତ କରାଇବା ।

police
ମୋ ପୋଲିସ ପୁଅକୁ ଖୋଜିଆଣ

ପୋଲିସ, ପୁଅର ଫଟୋ ଦେଖି ଅନବରତ ବାହୁନି ଚାଲିଛି ମାଆ। ଘର ଦୁଆର ମୁହଁରେ ବସି ତା ଫେରିବା ବାଟକୁ ଚାହିଁ ରହିଛି। ବାପା ବି ଧର୍ଯ୍ୟହରା ହୋଇଯାଉଛନ୍ତି।

Gun Factory Kingpin
Gun Factory Kingpin Arrest: ଧରାପଡିଲା ବନ୍ଧୁକ ରାକେଟ ମାଷ୍ଟରମାଇଣ୍ଡ, ମୁଙ୍ଗେରରେ ମାଡିବସିଲା କ୍ରାଇମବ୍ରାଞ୍ଚ

କଟକ ବୟାଳିଶ ମୌଜା ବେଆଇନ୍ ବନ୍ଧୁକ ରାକେଟ ମାମଲାର ମାଷ୍ଟରମାଇଣ୍ଡ ମହମ୍ମଦ ଅସଲମ୍ ଗିରଫ । ବିହାର ମୁଙ୍ଗେରରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF ।

fire
Biscuit Factory Fire in Cuttack: ଭୟାବହ ଅଗ୍ନିକାଣ୍ଡ; ଜଳୁଛି ବିସ୍କୁଟ୍ କାରଖାନା

ବିସ୍କୁଟ୍ କାରଖାନାରେ ଭୟବହ ଅଗ୍ନିକାଣ୍ଡ ଘଟିଛି । ହୁତୁ ହୁତୁ ହୋଇ ଜଳୁଛି ବିସ୍କୁଟ୍ କାରଖାନା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କଟକ ଜଗତପୁର ସ୍ଥିତ ଏକ ବିସ୍କୁଟ କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି।

Vigilance Raid
Vigilance Raid on Jajpur Legalities: ଭିଜିଲାନ୍ସ ଜାଲରେ ABDO; ୭ଟି ସ୍ଥାନରେ ରେଡ୍

ଭିଜିଲାନ୍ସ ଜାଲରେ ଧର୍ମଶାଳା ABDO। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ଧର୍ମଶାଳା ABDO ଅସିତ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଅସିତଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Cuttack Bridge Collapse
Cuttack Bridge Collapse: କଟକରେ ବ୍ରିଜ୍ କାମବେଳେ କାହିଁକି ଗଳିପଡ଼ିଲା ସ୍ଲାବ୍ ? ଯାନ୍ତ୍ରିକ ନା ମନୁଷ୍ୟକୃତ ତ୍ରୁଟି ? 

କଟକ ଖାନନଗର କାଠଯୋଡ଼ି କୂଳରେ ବ୍ରିଜ୍ ନିର୍ମାଣ ବେଳେ କାହିଁକି ଘଟିଲା ଅଘଟଣ ? ଜଣେ ଇଞ୍ଜିନିୟରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ, ୨ ଶ୍ରମିକଙ୍କ ଆହତ ହେବା ପଛରେ ମନୁଷ୍ୟକୃତ ତ୍ରୁଟି ନା ହାଇଡ୍ରଲିକ୍ କ୍ରେନ୍ ଫେଲ୍ ?

ଖାନନଗର ଅଘଟଣ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ
Cuttack Bridge Tragedy: କଟକରେ ବ୍ରିଜ୍ ସ୍ଲାବ୍ ଭୁଶୁଡି ୩ ଜଣଙ୍କ ମୃତ୍ୟୁ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଗତକାଲି ବ୍ରିଜର ସ୍ଲାବ୍ ଖସି ପଡ଼ିବାରୁ ପ୍ରାୟ ୫ ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଅଘଟଣରେ ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି ।

ମାତିଛନ୍ତି ବାଲିମାଫିଆ
Illegal Sand Trafficking Cuttack: କଟକ ସହର ଉପକଣ୍ଠରେ ମାତିଛନ୍ତି ବାଲି ମାଫିଆ, ବେଆଇନ ଭାବେ ଚାଲାଣ ହେଉଛି ଶହ ଶହ ଟ୍ରିପ୍ ବାଲି

କଟକ ସହର ଉପକଣ୍ଠରେ ମାତିଛନ୍ତି ବାଲି ମାଫିଆ । ବେଆଇନ ଭାବେ ଚାଲାଣ ହେଉଛି ଶହ ଶହ ଟ୍ରିପ୍ ବାଲି। ସରକାରୀ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ବାଲି ମାଫିଆ ।

ମାଆ ମଥାରୁ ସିନ୍ଦୂର ପୋଛିଥିଲା ଝିଅ !
Pahalgam Attack: ବାପାଙ୍କୁ ବଞ୍ଚାଇବାକୁ ମାଆ ମଥାରୁ ସିନ୍ଦୂର ଲିଭାଇଥିଲା ଝିଅ

ପହଲଗାମରୁ ଫେରି ଛାତିଥରା କାହାଣୀ ବଖାଣିଛନ୍ତି କଟକ ଚୌଦ୍ୱାରର ପର୍ଯ୍ୟଟକ । ଆତଙ୍କୀଙ୍କ ଗୁଳିରୁ ବାପାଙ୍କୁ ବଞ୍ଚାଇବାକୁ ଯାଇ ଝିଅକୁ ମାଆ ମଥାରୁ ସିନ୍ଦୂର ଲିଭାଇ ମୁସଲିମର ପରିଚୟ ଦେବାକୁ ପଡ଼ିଥିଲା ।

 SCB ଯାଏଁ ଗଡ଼ିବ ମେଟ୍ରୋ ।
Bhubaneswar Metro Expansion: ତିଆରି ହେଉଛି ନୂଆ ଡିପିଆର୍, SCB ମେଡିକାଲ ଓ ନେତାଜୀ ବସ୍ ଟର୍ମିନାଲ ଯାଏଁ ଗଡ଼ିବ ମେଟ୍ରୋ ଟ୍ରେନ୍

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ମେଟ୍ରୋ ପ୍ରକଳ୍ପ ଲାଗି ନୂଆ ଡିପିଆର୍ ପ୍ରସ୍ତୁତ ହେଉଛି । ପୂର୍ବ ସରକାର ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ଚଲାଇବାକୁ ଯୋଜନା କରିଥିଲେ । ଏହାଦ୍ବାରା ଲୋକଙ୍କ କୌଣସି ଫାଇଦା ହେବନି । ତେଣୁ ମେଟ୍ରୋ ପ୍ରକଳ୍ପକୁ କଟକ ସହର ସହ ଯୋଡ଼ିବାକୁ ଯୋଜନା ହୋଇଛି ।