• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Crime

smart phone
ବିନା ଅନୁମତିରେ ଫୋନ୍ କିଣିଲେ ମହିଳା, ସ୍ତ୍ରୀକୁ ମାରିବାକୁ ସୁପାରୀ ଦେଇଦେଲା ସ୍ୱାମୀ

ସ୍ମାର୍ଟଫୋନ୍ ପାଇଁ ଜୀବନ ଯାଉ ଯାଉ ବଞ୍ଚିଗଲା । ସ୍ୱାମୀର ଖୁନୀ ଷଡ଼ଯନ୍ତ୍ରରୁ ରକ୍ଷା ପାଇଗଲେ ସ୍ତ୍ରୀ ।

Crime Against Women
ହିରୋଇନ ହେବ କହି ଡାକିଲା, ଦୁଷ୍କର୍ମ କଲା

ଜଣେ ପୀଡିତା ଏହି ଅଭିଯୋଗ ଆଣି ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତ କାଲି ସେ ଏୟାରଫିଲଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଥାନା ଅଧିକାରୀ ମାମଲା ଗ୍ରହଣ କରୁନଥିବା ସେ ଅଭିଯୋଗ କରିଛନ୍ତି ।

Son Killed Mother
Crime Capital Bhubaneswar ! ପୁଣି ଗଡ଼ିଲା ମୁଣ୍ଡ, ମାଆକୁ ଜାଳିଦେଲା ପୁଅ

ହତ୍ୟା କରିବା ପରେ ସେ ଘରେ ହିଁ ଜାଳି ଦେଇଛି ନିଜ ମାଆକୁ । ମଙ୍ଗଳବାର ସଂଧ୍ୟାରେ ଘଟିଛି ଏହି ଅଭାବନୀୟ ଘଟଣା ।

Crime
ଭୁବନେଶ୍ୱର ପ୍ରେସ୍‌ଛକ ହତ୍ୟାକାଣ୍ଡ: ଦୁଇ ଅଭିଯୁକ୍ତ ଗିରଫ, ଜାଣନ୍ତୁ ପୁରା ଘଟଣା

ଗତକାଲିର ଘଟଣା ପରେ ଅଭିଯୁକ୍ତ ମାନେ ଫେରାର ଥିଲେ । ଏମାନଙ୍କୁ ଖୋଜି ଧରିବା ପରେ ଏବେ ଖୋଳତାଡ଼ ଚାଲିଛି । ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଯାଇ ତଦନ୍ତ କରିଛି ।

murder
ପୁଣି ରକ୍ତରଂଜିତ ରାଜଧାନୀ ! ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରି ମାରି ହତ୍ୟା

ଛୁରାମାଡ଼ରେ ଆଉ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ନୟାପଲ୍ଲୀ ଅଞ୍ଚଳର ଦୁର୍ବୃତ୍ତ ମାନେ ଚିଣ୍ଟୁ ଏବଂ ଆଉ ଜଣଙ୍କୁ ଛୁରାମାଡ଼ କରିଥିଲେ । ଫଳରେ ଚିଣ୍ଟୁଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ଜଣେ ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ।

Smuggling Sand
କୋଣାର୍କରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ

ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳ କୋଣାର୍କରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ । ରାତି ହେଲେ ଚାଲୁଛି ଶହ ଶହ ଟ୍ରକ୍ ବାଲି ଚୋରା ଚାଲାଣ । ସରକାରୀ ବାବୁ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ ଚାଲିଥିବା ଅଭିଯୋଗ ସ୍ଥାନୀୟ ବାସିନ୍ଦା କରିଛନ୍ତି ।

son-brutally-kills-father
ପ୍ରଥମେ ୪୦ ଲକ୍ଷର ବୀମା କରାଇଲା ପୁଅ, ତା’ପରେ କ୍ଲେମ୍ ପାଇଁ ବାପାଙ୍କୁ ହାତୁଡ଼ିରେ ପିଟି ହତ୍ୟା କଲା

ଟଙ୍କା ପାଇଁ ବାପାଙ୍କୁ ମାରିଲା ପୁଅ । ପ୍ରଥମେ ବୀମା କରାଇଲା, ତାପରେ ଯୋଜନାବଦ୍ଧ ଭାବେ ବାପାଙ୍କୁ ସହଯୋଗୀଙ୍କ ସହ ମିଶି ମାରିଲା ।

 Two Political Leader Murdered
ରାଜନୈତିକ ଶତ୍ରୁତା ! ଘରେ ପଶି ଦୁଇ ରାଜନେତାଙ୍କୁ ହାଣିଲେ ଦୁର୍ବୃତ୍ତ

୧୨ ଘଣ୍ଟା ମଧ୍ୟରେ କେରଳର ଦୁଇ ରାଜନୈତିକ ନେତାଙ୍କୁ ହତ୍ୟା । ଘରେ ପଶି ନେତାଙ୍କୁ ଦୁର୍ବୃତ୍ତ ହାଣିଥିବାର ଖବର ଶୁଣିବାକୁ ମିଳିଛି । ଏନେଇ କେରଳର ଅଲପୁଜ୍ଜା ଜିଲ୍ଲାରେ ଉତ୍ତେଜନା ସୃଷ୍ଟି ହୋଇଛି ।

cyber crime
ରାଜଧାନୀରେ ମାତିଛନ୍ତି ଅଦୃଶ୍ୟ ଲୁଟେରା

ପ୍ରାୟ ବର୍ଷକରେ ରାଜଧାନୀରୁ ସାଇବର ଳୁଟେରା ଲୁଟିନେଲେଣି ପ୍ରାୟ ୭ କୋଟି ଟଙ୍କା । ଲୁଟ୍ ଟଙ୍କାରୁ ଫେରିଛି ଏବଂ ବ୍ଲକ୍ ହୋଇପାରିଛି ମାତ୍ର ଦେଢ କୋଟି ଟଙ୍କା । ୫ ସହରରେ ଆଡ୍ଡା ଜମାଇଛନ୍ତି ସାଇବର ଫ୍ରଡର । ରାଜଧାନୀ ସହ ଅନେକ ସହରକୁ ଟାର୍ଗେଟ କରିଛନ୍ତି ଏହି ସାଇବର ଲୁଟେରା ।

Crime
ବଲାଙ୍ଗିର ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କିଏ?

ବଲାଙ୍ଗିର ହତ୍ୟାକାଣ୍ଡର ମାଷ୍ଚରମାଇଣ୍ଡ କିଏ? କାହିଁକି ଘଟିଲା ଏମିତି ଜଘଣ୍ୟକାଣ୍ଡ?

Loot CCTV
ଧିରେ ଧିରେ ସ୍କୁଟିରେ ଆସିଲେ, ମୋବାଇଲ ଝାମ୍ପିଲେ ! ଯୁବତୀଙ୍କୁ ଘୋଷାଡ଼ି ନେଲେ, ଦେଖନ୍ତୁ ଭିଡିଓ..

ଏହି ଭାଇରାଲ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଦୁଇ ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ରାସ୍ତର ରଙ୍ଗ ସାଇଟ୍‌ରେ ଆସିଲେ । ସ୍କୁଟି ପଛରେ ବସିଥିବା ବ୍ୟକ୍ତି ହଠାତ୍‌ ଜଣେ ମହିଳାଙ୍କ ହାତରୁ ଫୋନ୍‌ ଝାମ୍ପି ନେଇ ଫେରାର ହେବାକୁ ଚେଷ୍ଟା କରିଥିଲେ ।

Jump From Building
ପ୍ରେମିକାର ସ୍ୱାମୀକୁ ଦେଖି ପାଞ୍ଚ ମହଲା ଉପରୁ ଡେଇଁଲା ପ୍ରେମିକ, ଚାଲିଗଲା ଜୀବନ

ପୋଲିସ ସୂଚନାନୁସାରେ, ଏହି ମାମଲା ଜୟପୁର ପ୍ରତାପନଗର ଥାନା ଅଞ୍ଚଳରେ ଘଟିଛି । ପ୍ରତାପନଗରସ୍ଥିତ ରିଆ ଆପାର୍ଟମେଣ୍ଟରେ ଅଜାମ ଓରଫ ମୋହସିନ୍ ନାମକ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କ ସହ ରହୁଥିଲେ ।

Murder Mastermind
ଧରାପଡ଼ିଲା ଭୁବନେଶ୍ୱର ନୂଆପଲ୍ଲୀ ସୁପାରି କିଲିଂର ମାଷ୍ଟର ମାଇଣ୍ଡ

ନୟାପଲ୍ଲୀ ସୁପାରି କିଲିଂ ମାମଲାର ମାଷ୍ଟର ମାଇଣ୍ଡ ରାଜେନ୍ଦ୍ର ମଲ୍ଲିକ ଗିରଫ । ୩୦ହଜାର ଟଙ୍କା ଫେରିପାଇବା ଲାଗି ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ସେ ସୁପାରି ଦେଇଥିବା ପୋଲିସ ଜାଣିବାକୁ ପାଇଛି ।

crime
ପ୍ରେମ ବିବାହ ପରେ ସୁଇସାଇଡ୍ ନୋଟ୍ ଲେଖାଇଲା ଦଗାଦିଆ ସ୍ୱାମୀ, ଆଉ ତା’ପରେ ସ୍ତ୍ରୀକୁ ଫାଶୀରେ ଝୁଲାଇଦେଲା . . .

ସ୍ୱାମୀ ନାମରେ କଳଙ୍କ । ପ୍ରେମ ବିବାହ କରିବା ପରେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କଲା । ସୌଭାଗ୍ୟବଶତଃ ବଞ୍ଚିଗଲେ ପୀଡ଼ିତା ।

Rayagada Murder
କ’ଣ ଜୀବନର ମୂଲ୍ୟ ଏତେ ଶସ୍ତା ? ମାତ୍ର ୩୧ ଟଙ୍କା ପାଇଁ ଜଣେ ଜଣକ ଜୀବନ ନେଇପାରେ ?

କୁହାଯାଏ କ୍ରୋଧ ବ୍ରହ୍ମ ଚଣ୍ଡାଳ । ରାଗିଗଲେ ମଣିଷ କିଛି ବି ଅନର୍ଥ କରିପାରେ । ତେଣୁ ସବୁବେଳେ ନିଜ କ୍ରୋଧକୁ ବସ କରିବାର ଶକ୍ତି ରଖିବା ଉଚିତ୍‌ । ମଣିଷ ଜୀବନରେ ସହନଶିଳତା ଏକ ଗୁରତ୍ୱପୂର୍ଣ୍ଣ ଅଙ୍ଗ ।

Child
ଓଃ କି ନିଷ୍ଠୁର ! ଗର୍ଭବତୀଙ୍କୁ ବିଧା ଗୋଇଠା ମାରି ନଷ୍ଟ କରିଦେଲେ ଗର୍ଭ

ନୟାଗଡ଼ ଫତେଗଡ଼ରେ ଘଟିଛି ଏକ ଅମାନବୀୟ କାଣ୍ଡ । ଜଣେ ଗର୍ଭବତୀଙ୍କୁ କିଛି ଲୋକ ବିଧା ଗୋଇଠା ମାରି ତାଙ୍କ ଗର୍ଭ ନଷ୍ଟ କରିଦେଇଛନ୍ତି । ଯାହା କି ସ୍ଥାନୀୟ ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Lootera
ମୁଣ୍ଡରେ ବନ୍ଧୁକ ଲଗାଇ ସାର୍‌ଙ୍କୁ ଅପହରଣ କଲେ, ୨୦ କିଲୋମିଟର ଯାଏଁ ପିଟି ପିଟି ନେଲେ

ରାଜରାସ୍ତାରେ ହାଇେୱେ ଲୁଟେରାଙ୍କ ଆତଙ୍କରାଜ । ପ୍ରାୟ ୨୦ କିଲୋମିଟର ଯାଏଁ ଅପହରଣ, ଲୁଟ୍ ଉଦ୍ୟମ, ରକ୍ତାକ୍ତ ଆକ୍ରମଣ । ମୁଣ୍ଡରେ ଲଗାଇଲେ ପିସ୍ତଲ, ଟଙ୍କା ନଦେଲେ ଗୁଳି କରିଦେବାକୁ ଧମକ ।

Berhampur Tapaswini Case
କୋର୍ଟଙ୍କ କଥା ଶୁଣିଲେନି; କହିଲେ ‘ମୁଁ ସଖି କେନ୍ଦ୍ରକୁ ଯିବିନି, ଶ୍ୱଶୂର ଘର ଦୁଆରେ ବସିବି’

ବୋହୂ ତପସ୍ୱିନୀ କହିଛନ୍ତି ‘ମୁଁ ସଖି କେନ୍ଦ୍ରକୁ ଯିବିନି । ମୋ ପ୍ରତି ଅନ୍ୟାୟ ହୋଇଛି । ମୁଁ ଯେଉଁଠି ବସିଥିଲି ସେଇଠି ବସିବି । ମୋତେ ବୋହୂ ହିସାବରେ ନନେବା ଯାଏ ମୁଁ ବସିବି ବୋଲି କହିଛନ୍ତି ତପସ୍ୱିନୀ ।’

Loot
ମା’ ଡାକ ଦେଇ ବିଶ୍ୱାସ ଜନ୍ମାଇଲା, ପରେ ଘରେ କଳାକନା ବୁଲାଇଲା ଧରମ ଝିଅ

ଗତ ୨୦୧୭ ମସିହାରେ ସ୍ୱାମୀ ମର୍ଡର କେଶରେ ସମ୍ପୃକ୍ତ ଥାଇ ଜେଲ ଯାଇଥିଲେ ଅଭିଯୁକ୍ତାଜଣକ । ଜେଲ୍‌ରୁ ଫେରିଲା ପରେ କେଶ ଲଢ଼ିବା ପାଇଁ ଟଙ୍କାର ଆବଶ୍ୟକ ଥିବାରୁ ବସଷ୍ଟାଣ୍ଡମାନଙ୍କରେ ଲୋକଙ୍କୁ ଟାର୍ଗେଟ କଲେ ।

Rape In Custody
ପୁଣି ଖାକିରେ ଦୁଷ୍କର୍ମ ଦାଗ ! ହୋମଗାର୍ଡଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗୁଳି ଫାଣ୍ଡିରୁ । ଏଠାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଡ୍ୟୁଟିରେ ଥିବା ଜଣେ ହୋମଗାର୍ଡଙ୍କ ବିରୋଧରେ ।

Child Trafficking
ପିଠା ଖାଇବାକୁ ଯାଇଥିଲା କୁନି ଝିଅ, ହେଲେ ଫେରିନଥିଲା ! ଫେରିବାଲା ନେଇଗଲେ କି ?

ଝିଅ ନମିଳିବାରୁ ବାପା ଉମାକାନ୍ତ ଓ ମାଆ ସସ୍ମିତା ଏନେଇ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି । ଘଟଣାରେ ପୋଲିସ ଏବେ ବି ତଦନ୍ତ ଜାରି ରଖିଛି ।

son killed mom After She Refuses To Cook Egg Curry
ଅଣ୍ତା ରୋଷେଇ ନ କରିବାରୁ ମା’କୁ ହାଣିଲା ପୁଅ

ଅଣ୍ତା ତରକାରୀକୁ ନେଇ ହତ୍ୟାକାଣ୍ତ । ମାଆ ଅଣ୍ଡା ତରକାରୀ କରି ନ ଦେବାରୁ ଧାରୁଆ ଅସ୍ତ୍ରରେ ମା’କୁ ଆକ୍ରମଣ କରି ମାରି ଦେଲା ପୁଅ ।

Child Trafficking
ଗେଲ କରିବା ବାହାନାରେ ଶିଶୁ କନ୍ୟାକୁ ଧରି ଚମ୍ପଟ୍‌ ମାରିଲେ ମହିଳା

ଆଜି ସକାଳେ ଜଣେ ଅଚିହ୍ନା ମହିଳା ଶିଶୁଟିକୁ ଧରିବା ବାହାନରେ, ତାକୁ ନେଇ କୁଆଡେ ଫେରାର ହୋଇଯାଇଛନ୍ତି । ଶିଶୁ ଚୋରି ସମ୍ପର୍କରେ ପରିବାର ପକ୍ଷରୁ ସଦର ଟାଉନ ଥାନାରେ ଅଭିଯୋଗ ହୋଇଛି ।

pratap samal
OPHWCର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଓଲିଉଡ ଲିଙ୍କ୍ ନେଇ ଭିଜିଲାନ୍ସର ତଦନ୍ତ

ପ୍ରତାପ ପ୍ରାୟ ୫୦ ଲକ୍ଷ ଟଙ୍କା ଏହି ୨ଟି ଫିଲ୍ମରେ ଲଗାଇଥିଲେ । ପ୍ରତାପ ଓ ତାଙ୍କ ପରିବାରର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ସନ୍ଦେହଜନକ ଭାବେ ଜମା ହୋଇଛି ପ୍ରାୟ ଦେଢ଼ କୋଟି ଟଙ୍କା ।

Gang Rape
ନଦୀକୁ ଯାଇଥିଲେ, ଗଣଦୁଷ୍କର୍ମର ଶିକାର ହେଲେ

ନିମାପଡ଼ା ଅଂଚଳରେ ଜଣେ ବିବାହିତ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଆସିଲା ସଙ୍ଗୀନ ଅଭିଯୋଗ