• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Crime

High Level Meeting
ଆକ୍ସନ ମୋଡରେ ମୁଖ୍ୟ ଶାସନ ସଚିବ, ମହିଳାଙ୍କ ସୁରକ୍ଷା ପାଇଁ ଡାକିଲେ ବଡ଼ ବୈଠକ

ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାପାଳଙ୍କ ସହ ୟୁନିସେଫ ଏବଂ ୟୁନଏଫବିଏର ସଦସ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ ୱିମେନ୍ସ ଷ୍ଟଡି ନିର୍ଦ୍ଦେଶକା ମଧ୍ୟ ସାମିଲ ହେବେ ବୈଠକରେ । ଗତ କିଛି ଦିନହେବ ରାଜ୍ୟରେ ଥମୁନି ଲଜ୍ଜା । ବଢୁଛି ମହିଳାଙ୍କ ପ୍ରତି ଦୁଷ୍କର୍ମ ଓ ଅତ୍ୟାଚାର । ଗତ କିଛି ଦିନ ହେବ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଦୁଷ୍କର୍ମ ହୋଉଥିବା ଅଭିଯୋଗ ହେଉଛି ।

Crime on the Rise in Odisha
Crime on the Rise: କାମ କରୁନି ରାଜ୍ୟ ପୋଲିସ, ବିରୋଧୀ ଆଣିଲେ ବଡ଼ ଅଭିଯୋଗ 

ଠିକ୍‌ ଭାବେ କାମ କରୁନି ପୋଲିସ ? ପୋଲିସ ଉପରେ ଲାଗୁନି କି ସରକାରଙ୍କ ଅଙ୍କୁଶ ? ରାଜ୍ୟରେ ଅପରାଧିକ ଘଟଣା ସାମ୍‌ନାକୁ ଆସିବା ପରେ ତାତିଲେଣି ବିରୋଧୀ ।

Police Arrests Crime Queen
Police Arrests Crime Queen: ଧଳା ଜହର ହେଲା କାଳ; ମାଷ୍ଟର ମାଇଣ୍ଡ ଲିପିକା ନେଲା ପ୍ରତିଶୋଧ... 

ରସୁଲଗଡ଼-ବାଣୀବିହାର ଓଭରବ୍ରିଜ ଉପରେ ସହଦେବଙ୍କୁ ହତ୍ୟା ଘଟଣାରେ ଥିଲେ ସ୍ୱାମୀ ଲକ୍ଷ୍ମୀଧର ନାୟକ ଓ ସ୍ତ୍ରୀ ଲିପିକା ମୁଖ୍ୟ ଅଭିଯୁକ୍ତ । ଯାହାର ତଦନ୍ତ କରି ମଞ୍ଚେଶ୍ୱର ଥାନା ପୋଲିସ ଏବେ ଗୋଟିଏ ପରେ ଗୋଟିଏ ସତ୍ୟ ପଦାକୁ ଆଣୁଛି । 

Woman Stabbed to Death
Woman Stabbed to Death: କମ୍ପାନୀ ସାମ୍ନା ରାସ୍ତାରେ ମହିଳାଙ୍କୁ ହାଣିଦେଲେ ସହକର୍ମୀ.. ଭିଡ଼ିଓ ଭାଇରାଲ

ଦିନ ଦ୍ୱିପହର ... ରାସ୍ତା ମଝି ... ଖୋଲା ମେଲା ଯାଗା, ପ୍ରବଳ ଲୋକ ଗଦା । ତଥାପି ହେଲା ଛୁରା ମାଡ଼ । ଶହ ଶହ ଲୋକଙ୍କ ସାମ୍ନାରେ ଜଣେ ଯୁବକ, ନିଜ କମ୍ପାନୀରେ କାର୍ଯ୍ୟରତ ମହିଳାଙ୍କୁ ଛୁରାମାଡ଼ କରିଛି ।

Fraudsters Hansita
Real-Life Bunty-Babli: କାନ୍ଦିଲେ ହଂସିତା ଅଭିଲିପ୍ସା, କହିଲେ ସବୁ ସତ କହିବି ...

କ୍ୟାମେରା ଆଗରେ କାନ୍ଦିଲେ କର୍ପୋରେଟ୍ ଦଲାଲ୍ ହଂସିତା ଅଭିଲିପ୍ସା । କ୍ୟାମେରା ଆଗରେ କାନ୍ଦି କାନ୍ଦି କହିଲେ ଆମକୁ ଫସେଇ ଦିଆଯାଇଛି ।

Commissionerate Police
Commissionerate Police: ଅପରାଧରେ ନମ୍ବର୍ ୱାନ୍ ୨୦୨୪, ଗତ ବର୍ଷ ଟ୍ୱିନ୍ ସିଟିରେ ୬୬ ଟି ହତ୍ୟା

କମ୍ୟୁନିଟି ପୋଲିସିଂକୁ ଗୁରୁତ୍ୱ ଦେବ କମିଶନରେଟ ପୋଲିସ । ସାଧାରଣ ଲୋକଙ୍କ ସହଭାଗିତାରେ ହେବ ଅପରାଧ ନିୟନ୍ତ୍ରଣ ।

Daughter-in-Law
Manvasa guruvar: ମାଣବସାରେ ଲକ୍ଷ୍ମୀ ସ୍ୱରୂପା ବୋହୂକୁ ମାରିଲେ ! ଶାଶୁ ଘର ଆଗରେ ଜଳିଲା ଜୁଇ

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ହରିପୁର ଗାଁର ସୁରତ ମାହାନାଙ୍କ ବୋହୂ ସସ୍ମିତା ମାହାନାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା ।

Supari Killing
Odisha Ex Sarpanch Murder Case: ହତ୍ୟା ପାଇଁ ହୋଇଥିଲା ଅଢ଼େଇ ଲକ୍ଷ ଟଙ୍କାର ସୁପାରି ଡିଲ୍

ହତ୍ୟା ପାଇଁ ଅଢେଇ ଲକ୍ଷ ଟଙ୍କାର ସୁପାରି ଦେଇଥିଲା ଅଭିଯୁକ୍ତ ।

Illicit Relationship
Illicit Relationship: ଧିକ୍ ଏ କୁଳାଙ୍ଗାର! ପୁଅ ହୋଇ ମାଆ ସହ ରଖୁଥିଲା ସମ୍ପର୍କ!

ମା’-ପୁଅ ସମ୍ପର୍କରେ ଲାଗିଲା କଳଙ୍କ । ପାଳିତ ପୁଅ ସହ ପାପ ସମ୍ପର୍କ ରଖୁଥିଲା ମା’ ।

21-Year-Old Goes On Stabbing Spree In China
21-Year-Old Goes On Stabbing Spree In China: ୨୧ ବର୍ଷର ଯୁବକର ବର୍ବର କାଣ୍ତ: ସ୍କୁଲରେ କଲା ଛୁରାମାଡ଼; ୮ ମୃତ, ୧୭ ଆହତ 

ସ୍କୁଲରେ ଘଟିଲା ବଡ଼ଧରଣର ହତ୍ୟାକାଣ୍ଡ । ସ୍କୁଲ୍‌ରେ ହେଲା ଛୁରାମାଡ଼ । ଛୁରାମାଡ଼ରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି ।

Ganja Smuggling
ଗଂଜେଇ ଚୋରା ଚାଲାଣର ହବ୍ ପାଲଟିଛି ଓଡ଼ିଶା, ଲମ୍ବିଥିବା ଚେରର ଫିଟୁଛି ଗୁମର

ଗଂଜେଇ ଚୋରା ଚାଲାଣର ହବ୍ ପାଲଟିଛି କି ଓଡିଶା ? ଗତକାଲି ଗଂଜାମରୁ ଗିରଫ ନିଲୁ ପ୍ରଧାନ ହେଉ ଅବା ପାଣ୍ଡି ବ୍ରଦର୍ସ ।

Khordha Murder
ପଥର ଖଣିରୁ ମୃତଦେହ ଜବତ, ପ୍ରି ପ୍ଲାନ୍ ମର୍ଡର କହିଲେ ଏସପି

ଖୋର୍ଦ୍ଧା କାଇପଦର ଟାଙ୍ଗିଣି ମୁଣ୍ଡିଆ ପଥର ଖଣିରୁ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାସ ।

Delhi Case
ଓଡ଼ିଶାର ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ! ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଚାଞ୍ଚଲ୍ୟ

ଓଡ଼ିଶାର ମହିଳାଙ୍କୁ ରାଜଧାନୀ ଦିଲ୍ଲୀରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏନେଇ ଏକ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ ।

Odisha Police
ଖଣ୍ଡଗିରି ଥାନାରେ ମହିଳାଙ୍କ ହଙ୍ଗାମା ଘଟଣା, ଚେତାବନୀ ଦେଇ ଛାଡ଼ିଲା ପୋଲିସ

ଥାନାରେ ଉତ୍ପାତ କରିବା ପଡ଼ିଲା ମହଙ୍ଗା । ଡ୍ୟୁଟିରେ ଥିବା ପୋଲିସ ଅଫିସରଙ୍କୁ ମହିଳାଙ୍କ ଦୁର୍ବ୍ୟବହାର ପରେ ରୁଜୁ ହେଲା ମାମଲା ।

Forester Death
ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା, ୪ ଘଣ୍ଟା ଧରି ଜେରା ହେଲେ DFO

କଳାହାଣ୍ଡି ଜିଲ୍ଲା ଜାରିଂ ନର୍ସରୀର ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ଡିଏଫଓଙ୍କୁ ଜେରା । ଭାବନୀପାଟଣା ଟାଉନ୍ ଥାନାରେ ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ ୪ ଘଣ୍ଟା ଜେରା କରିଛି ପୋଲିସ ।

Crime
ଏ କେମିତି କା ଭାଇ...୧୩ ବର୍ଷର ଭଉଣୀ ସହ କଲା ଏମିତି କାମ, ପଢ଼ିଲେ କହିବେ...

ଯେ ରକ୍ଷା କରିବାର ଦେଇଥିଲା ପ୍ରତିଶ୍ରୁତି ସେ ହିଁ ସାଜିଲା ଭକ୍ଷକ । ଯେଉଁ ହାତ ଭଉଣୀର ମଥାରେ ରହିବା କଥା ସେହି ହାତ ଇଜ୍ଜତ ନେଲା ।

Sambalpur Loot
ମୁଖାପିନ୍ଧା ଚୋର ଗ୍ୟାଙ୍ଗ ଆତଙ୍କ! ଭୟଭୀତ ଲୋକେ, ଟେର୍ ପାଉନି ପୋଲିସ

ସମ୍ବଲପୁରରେ ରାତିରେ ବୁଲୁଛନ୍ତି ମୁଖା ପିନ୍ଧା ଚୋର ଗ୍ୟାଙ୍ଗ । ବିଳମ୍ବିତ ରାତିରେ ସେମାନେ ବିଭିନ୍ନ ଘରକୁ ଘର ପଶୁଛନ୍ତି ।

Bengaluru Horror
ମହାଲକ୍ଷ୍ମୀ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା!!! ଓଟିଭି ହାତରେ EXCLUSIVE ସୂଚନା

କେମିତି ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସେ ସବୁ ଗୋଟି ଗୋଟି କରି ବଖାଣିଛନ୍ତି ତାଙ୍କ ସାନ ଭାଇ । ଓଟିଭିକୁ ଅଭିଯୁକ୍ତର ସାନ ଭାଇ ସତ୍ୟରଞ୍ଜନ ରାୟ EXCLUSIVE ସୂଚନା ଦେଇଛନ୍ତି ।

Bharatpur Case
ଭରତପୁରକାଣ୍ଡର କେମିତି ହେବ ତଦନ୍ତ ? ନା ଅଛନ୍ତି ନିରପେକ୍ଷ ସାକ୍ଷୀ, ନା ଅଛି ସିସିଟିଭି ଫୁଟେଜ୍

ଭରତପୁର କାଣ୍ଡର ନା କେହି ନିରପେକ୍ଷ ସାକ୍ଷୀ ଅଛନ୍ତି ନା ରହିଛି ବଳିଷ୍ଠ ପ୍ରମାଣ । ତେବେ ଅଭିଯୋଗ-ପ୍ରତି ଅଭିଯୋଗରେ ସୀମିତ ଏହି ଅଘଟଣର କେମିତି ହେବ ତଦନ୍ତ ?

Swami Laxmanananda Saraswati
ଦୋହଲି ଯାଇଥିଲା ରାଜ୍ୟ ରାଜନୀତି, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡକୁ ପୂରିଲା ୧୬ ବର୍ଷ

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ପୂରିଛି ୧୬ ବର୍ଷ । ଆଜି କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମରେ ପାଳିତ ହେବ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରଦ୍ଧାଞ୍ଜଳି ସଭା ।

Khordha Tension
ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟାକୁ ନେଇ ଉତ୍ତେଜନା, BNSSର ଧାରା 163 ବଳବତ୍ତର

ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ପରେ ବଳବତ୍ତର ରହିଛି BNSS-୧୬୩ ଧାରା ।

Khordha Crime
ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ! ପୂର୍ବ ଶତ୍ରୁତାରୁ ନିର୍ମମ ହତ୍ୟା

ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା ଘଟଣା ପରେ ଉତ୍ତେଜନା । ପୋଡ଼ାସାହିରେ ଉତ୍ତ୍ୟକ୍ତ ଲୋକ ଗାଡ଼ି ଭଙ୍ଗାରୁଜା କରିଛନ୍ତି ।

Sanjay Roy
କୋଲକାତା କେସ୍‌ରେ ଘାଣ୍ଟୁଛି CBI, ପାପୀ ସଞ୍ଜୟର ଚାଲିଛି ପଲିଗ୍ରାଫ୍ ଟେଷ୍ଟ

କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ପାପର ପାପୀ ସଞ୍ଜୟ ରାୟର ଚାଲିଛି ପଲିଗ୍ରାଫ୍ ଟେଷ୍ଟ । ଅଭିଯୁକ୍ତ ସଂଞ୍ଜୟ ରାୟର ପଲିଗ୍ରାଫ୍ ଟେଷ୍ଟ ପୂର୍ବରୁ ଗତକାଲି ୬ ଜଣଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା ।

Odisha Crime
ରାକ୍ଷୀରେ ହତ୍ୟା କରିଥିଲେ ଭଉଣୀକୁ, ଆଜି ଚାଲିଗଲା ନିଜ ଜୀବନ

ଗତକାଲି ଭାଇ ଭଉଣୀର ସମ୍ପର୍କରେ ଲାଗିଥିଲା ରକ୍ତର ଦାଗ । ରାକ୍ଷୀରେ ଭଉଣୀକୁ ମାରିଥିଲା ଭାଇ । ଛୁରୀରେ ବେକ କାଟିଲା, ପରେ ଫେରାର ହେବାକୁ ଚେଷ୍ଟା କରିଥିଲା । ତେବେ ବିଧିର ବିଧାନ ଥିଲା ବିଚିତ୍ର ।

Sim Box
ସିମ୍ ବକ୍ସ ମାମଲାରେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ !! ବାଂଲାଦେଶ ଯାଇଥିଲା ରାଜୁ

ବାଂଲାଦେଶକୁ ଲମ୍ବିଛି ଭୁବନେଶ୍ୱରର ସିମ୍ ବକ୍ସ ଲିଙ୍କ୍ । ଅଭିଯୁକ୍ତ ରାଜୁ ମଣ୍ଡଳକୁ ପଚରାଉଚରା ପରେ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।