• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cricket

black
Barabati ODI: ବାରବାଟୀ ଦିନିକିଆ ଟିକେଟ କଳାବଜାରୀ, ୭ ଜଣଙ୍କୁ ଗିରଫ କଲା ପୋଲିସ

ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ମ୍ୟାଚ ପୂର୍ବରୁ ୭ଜଣଙ୍କୁ ଟିକେଟ କଳାବଜାର ସନ୍ଦେହରେ ଅଟକ ରଖିଛି ପୋଲିସ। ବାରବାଟୀ ଦିନିକିଆରେ ଚଳିତ ବର୍ଷ ଟିକେଟ ପାଇଁ ଅନେକ ଅବ୍ୟବସ୍ଥା ସାମନାକୁ ଆସିଛି ।

india
India Win: ଗିଲ, ଆୟର, ଅକ୍ଷରଙ୍କ ଅର୍ଦ୍ଧଶତକ, ଭାରତର ସହଜ ବିଜୟ

ନାଗପୁରରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡକୁ ୪ ଉଇକେଟରେ ହରାଇ ସହଜ ବିଜୟ ହାସଲ କରିଛି ଭାରତ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୨୪୮ ରନରେ ଅଲଆଉଟ ହୋଇଥିଲା।

କ୍ରିକେଟ୍ ପାଇଁ ବାଡ଼ାବାଡ଼ି, ହକି ମାଗଣା
Cricket vs Hockey: କଟକରେ କ୍ରିକେଟ୍‌ ଟିକେଟ୍‌ ପାଇଁ ବାଡ଼ାବାଡ଼ି, ଭୁବନେଶ୍ୱରରେ ହକି ଟିକେଟ୍‌ ମିଳୁଛି ମାଗଣା

କ୍ରିକେଟ୍‌ ମ୍ୟାଚ୍‌ ଟିକେଟ୍‌ କିଣିବା ପାଇଁ ସମସ୍ତଙ୍କ ମନରେ ଥାଏ ବେଶ୍‌ ଉତ୍କଣ୍ଠା । ଟିକେଟ୍‌ର ମୂଲ୍ୟ ଯେତେ ହେଉ ନା କାହିଁ ସମସ୍ତେ ଚାହାନ୍ତି ଟିକେଟ ଖଣ୍ଡ କିଣି ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବାକୁ ।

Barabati
ବାରବାଟୀରେ କ୍ରିକେଟ୍ ଫ୍ୟାନଙ୍କ ଟିକଟ ଲଢ଼େଇ; ସାଂଘାତିକ ସ୍ଥିତି, ଚରମ ଅବ୍ୟବସ୍ଥା

କିଏ ଚେତାଶୂନ୍ୟ ହୋଇପଡ଼ିଲେ ତ ଆଉ କିଏ ଟିକଟ ନହେଲା ନାଇଁ, ଜୀବନ ବଞ୍ଚାଇ ଘରକୁ ବାହୁଡ଼ିଗଲେ। ତାମଧ୍ୟରେ ଉପସ୍ଥିତ କିଛି ଦର୍ଶକ ଭାଙ୍ଗିଦେଲେ ବ୍ୟାରିକେଡ୍। ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ୍ ହେଲେ କଟକ ଡିସିପି।

travis head
Travis Head Award: ଟିମ ଇଣ୍ଡିଆର ମୁଣ୍ଡବିନ୍ଧା ଟ୍ରାଭିସ ହେଡଙ୍କ କୀର୍ତ୍ତିମାନ, ପ୍ରଥମ ଥର ପାଇଲେ ଏହି ପୁରସ୍କାର

ଆଇସିସି ଟୁର୍ଣ୍ଣାମେଣ୍ଟ ଗୁଡିକରେ ଟିମ ଇଣ୍ଡିଆର ମୁଣ୍ଡବିନ୍ଧା ପାଲଟିଥିବା ଅଷ୍ଟ୍ରେଲିଆର ଟ୍ରାଭିସ ହେଡ ଆଉ ଏକ କୀର୍ତ୍ତିମାନ ହାସଲ କରିଛନ୍ତି। ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଆଲାନ ବର୍ଡର ପୁରସ୍କାର ହାସଲ କରିଛନ୍ତି।

ଅବସର ନେଲେ ରିଦ୍ଧିମାନ ଶାହ
Wriddhiman Saha: ଅବସର ଘୋଷଣା କଲେ ରିଦ୍ଧିମାନ ଶାହ, ଜାଣନ୍ତୁ କେମିତି ଥିଲା କ୍ରିକେଟ୍‌ କ୍ୟାରିୟର୍‌...

୪୦ ବର୍ଷୀୟ ଶାହା ଭାରତୀୟ ଦଳ ପାଇଁ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ କ୍ରିକେଟ ଖେଳିଥିଲେ । ଘରୋଇ କ୍ରିକେଟରେ ତାଙ୍କର ରେକର୍ଡ ମଧ୍ୟ ଦମଦାର ରହିଥିଲା ।

Cricket
Cricket Match: ଚର୍ଚ୍ଚାରେ ଟିଲୋ ଖେଳ ପଡ଼ିଆ: ଏଇଠି ଖେଳିଥିଲେ ଧୋନୀ ଓ ଈସାନ

୨୦୦୨ ମସିହାରେ ଶେରସାହ ଖଡ଼ଗପୁର ତରଫରୁ ମ୍ୟାଚ ଖେଳିଥିଲେ ମହେନ୍ଦ୍ର ସିଂ ଧୋନି। ପରେ ୨୦୧୪ ମସିହାରେ ସେଲ ରାଞ୍ଚି ପାଇଁ ଅଣ୍ଡର ୧୬ ଟିମରୁ ଖେଳିଥିଲେ ଈଶାନ କିଶାନ୍।

India
BCCI Not Ready to Write Pakistan: ଚାମ୍ପିୟନ୍ସ ଟ୍ରଫି ଜର୍ସିରେ ପାକିସ୍ତାନ ନ ଲେଖିବା ଜିଦରେ ଅଟଳ ବିସିସିଆଇ

ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜର୍ସିରେ ପାକିସ୍ତାନ ନ ଲେଖିବା ପାଇଁ ଜିଦ ଧରିଛି। ଆଇସିସିର ନିୟମ ଅନୁସାରେ ଯେଉଁ ଦେଶରେ ଟୁର୍ନାମେଣ୍ଟ ଆୟୋଜନ କରାଯାଇଥାଏ ସେହି ଦେଶର ନାମ ଜର୍ସିରେ ଲେଖିବାକୁ ପଡିଥାଏ।

Will a two-tier system be beneficial for Test cricket
Sports: ଟେଷ୍ଟ କ୍ରିକେଟ୍ ପାଇଁ ଲାଭଦାୟକ ହେବ କି ଦ୍ୱି-ସ୍ତରୀୟ ବ୍ୟବସ୍ଥା

ବଦଳିଯିବ କି ଟେଷ୍ଟ କ୍ରିକେଟ୍‌ର ରୂପରେଖ? ୨୦୨୭ରୁ ପାରମ୍ପରିକ ଫର୍ମାଟ୍‌ରେ ଲାଗୁ ହେବ କି ‘ଦ୍ୱି-ସ୍ତରୀୟ ବ୍ୟବସ୍ଥା’? ଏହାକୁ ନେଇ ଏବେ କ୍ରିକେଟ୍ ମହଲରେ ଆରମ୍ଭ ହୋଇଯାଇଛି ବିତର୍କ।

virat rohit
Guideline For Indian Cricketers: ଖେଳାଳିଙ୍କ ସହିତ ଯାଇ ପାରିବେନି ସ୍ତ୍ରୀ ଓ ପରିବାର, ବିସିସିଆଇ ନିୟମରେ ବଡ ପରିବର୍ତ୍ତନ

ଭାରତୀୟ ଦଳର ବିଦେଶ ଗସ୍ତ ସମୟରେ ଏଣିକି ଖେଳାଳି ମାନଙ୍କ ସହିତ ତାଙ୍କ ପରିବାର ଲୋକ ଯାଇ ପାରିବେ ନାହିଁ। ୪୫ ଦିନର କମ ସମୟର ଟୁରରେ ପରବାର ଲୋକଙ୍କୁ ଅନୁମତି ନାହିଁ।

ଓଡ଼ିଶାରେ ୨୦୩୬ ଅଲିମ୍ପିକ୍ସ ହକି !
Olympics 2036: ଅହମ୍ମଦାବାଦ ହେବ ହୋଷ୍ଟ ସିଟି, ଓଡ଼ିଶାକୁ ହକି-ମୁମ୍ବାଇକୁ ମିଳିପାରେ କ୍ରିକେଟ୍‌ ଇଭେଣ୍ଟ

ଗୁଜରାଟର ଅହମଦାବାଦରେ ୨୦୩୬ ଅଲିମ୍ପିକ୍ସର ଅଧିକାଂଶ ଇଭେଣ୍ଟ ଖେଳାଯିବାକୁ ଥିବା ବେଳେ ହକି ମ୍ୟାଚଗୁଡ଼ିକ ଓଡ଼ିଶାରେ ଖେଳାଯିବା ନେଇ ବିଭିନ୍ନ ଜାତୀୟ ଗଣାମଧ୍ୟମରେ ଖବର ପ୍ରକାଶ ପାଇଛି।

divorced cricketers
Divorced Cricketer: ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର

ଭାରତୀୟ କ୍ରିକେଟ ଦଳର ତାରକା ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ଡିଭୋର୍ସ ଖବର ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଉଭୟଙ୍କ ନିକଟତର ବ୍ୟକ୍ତିଙ୍କ ଅନୁଯାୟୀ ଉଭୟ ଅଲଗା ହେବାକୁ ଯାଉଥିବା ବେଳେ କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି।

gautam gambhir
Gautam Gambhir: ଅନିଶ୍ଚିତତା ଘେରରେ ଗୌତମ ଗମ୍ଭୀରଙ୍କ ଭାଗ୍ୟ

ପୂର୍ବରୁ କୌଣସି କୋଚିଂ ଅଭିଜ୍ଞତା ନ ଥାଇ ମଧ୍ୟ ଗମ୍ଭୀରଙ୍କୁ ଆଇପିଏଲ ପ୍ରଦର୍ଶନ ଆଧାରରେ ଭାରତୀୟ ଦଳର କୋଚ ଦାୟିତ୍ବ ପ୍ରଦାନ କରାଯାଇଥିଲା। ତେବେ ଗମ୍ଭୀରଙ୍କ ଅଧୀନରେ ଭାରତ ଏହାର ସବୁଠାରୁ ଖରାପ ପ୍ରଦର୍ଶନ କରିଛି। ଗମ୍ଭୀରଙ୍କ ଅଧୀନରେ ଦଳ ୧୦ ଟି୨୦, ୩ ଦିନିକିଆ ଓ ୧୦ ଟେଷ୍ଟ ମ୍ୟାଚ ଖେଳିଛି । ଟି୨୦ରେ ଗମ୍ଭୀର ୧୦ରୁ ୯ ବିଜୟ ସହ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଦିନିକିଆରେ ଭାରତୀୟ ଦଳ ଗମ୍ଭୀରଙ୍କ ନେତୃତ୍ବରେ ଏଯାଏ ପ୍ରଥମ ବିଜୟ ସନ୍ଧାନରେ ରହିଛି। ସେହିପରି ୧୦ ଟେଷ୍ଟ ମ୍ୟାଚରେ ଭାରତ ମାତ୍ର ୩ ବିଜୟ ଓ ୬ ପରାଜୟ ବରଣ କରିଥିବା ବେଳେ ଗୋଟିଏ ମ୍ୟାଚ ଡ୍ରରେ ଶେଷ ହୋଇଛି।

border gavaskar trophy
Border Gavaskar trophy :୧୦ ବର୍ଷ ପରେ ଅଷ୍ଟ୍ରେଲିଆ ଜିତିଲା ବର୍ଡର-ଗାଭାସ୍କର ଟ୍ରଫି

ସିଡନୀରେ ଅନୁଷ୍ଠିତ ଅନ୍ତିମ ଟେଷ୍ଟ ମ୍ୟାଚକୁ ୬ ୱିକେଟରେ ଜିତିବା ସହ ବର୍ଡର-ଗାଭାସ୍କର ଟ୍ରଫିକୁ ୩-୧ରେ ଜିତି ନେଇଛି ଅଷ୍ଟ୍ରେଲିଆ। ତୃତୀୟ ଦିନରେ ବିଜୟ ପାଇଁ ୧୬୨ ରନ ଆବଶ୍ୟକ ଥିବା ବେଳେ ଘରୋଇ ଦଳ ୪ ୱିକେଟ ହରାଇ ହାସଲ କରି ନେଇଥିଲା। ଏହା ସହିତ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାର ରେକର୍ଡ କରିଛି। ଭାରତ ପ୍ରଥମ ଇନିଂସରେ ୧୮୫ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ୧୮୧ ରନରେ ଅଲଆଉଟ ହୋଇଥିଲା। ଦ୍ବିତୀୟ ଇନିଂସରେ ଭାରତ ଆଉଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୫୭ ରନରେ ଅଲଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ୨୭ ଓଭରରେ ୪ ୱିକେଟ ହରାଇ ୧୬୨ ରନ ସ୍କୋର କରିଥିଲା।

Will Rohit Sharma retire from Tests after the Border-Gavaskar Trophy
Sports: ବର୍ଡର-ଗାଭାସ୍କର ଟ୍ରଫି ପରେ ଟେଷ୍ଟରୁ ଅବସର ନେବେ କି ରୋହିତ ଶର୍ମା

ମେଲ୍‌ବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଛି ଟିମ୍ ଇଣ୍ଡିଆ । ଏହା ଫଳରେ ଡବ୍ଲ୍ୟୁଟିସିରେ ଭାରତର ସିଧାସଳଖ ଫାଇନାଲ୍‌ରେ ପ୍ରବେଶ ସମ୍ଭାବନା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ବର୍ଡର-ଗାଭାସ୍କର ଟ୍ରଫି ପରେ ଟେଷ୍ଟରୁ ଅବସର ନେବେ କି ଅଧିନାୟକ ରୋହିତ ଶର୍ମା?

kohali
Happy Retirement: ରିଟାୟାର୍ଡମେଣ୍ଟ୍ ନେବେ ବିରାଟ କୋହଲି ! ଆଶଙ୍କାରେ ଫ୍ୟାନ୍ସ

ଏମିତି ଦେଖିବାକୁ ଗଲେ ବିରାଟଙ୍କ କ୍ୟାରିୟର ପାଇଁ ୨୦୨୪ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଏ ପୁରା ବର୍ଷ ବ୍ୟାଟିଂ କରିବା ବେଳେ କୋହଲି ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା।

Pranab Prakash Das
Pranab Prakash Das: OCA ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା; ବ୍ୟକ୍ତିଗତ କାରଣ ଦର୍ଶାଇ ଦେଲେ ଇସ୍ତଫା...

OCA ସଭାପତି ପଦରୁ ଇସ୍ତଫା ଦେଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ଇସ୍ତଫା ଦେଇଥିବା କହିଲେ ସମ୍ପାଦକ ସଞ୍ଜୟ ବେହେରା। 

ସୁସ୍ଥ ହେଉଛନ୍ତି ବିନୋଦ କାମ୍ୱଲି
Vinod Kambli:ହସ୍ପିଟାଲ ବେଡରୁ ଗୀତ ଗାଇ ବାର୍ତ୍ତା ଦେଲେ ବିନୋଦ କାମ୍ୱଲି, ମୁଁ ସୁସ୍ଥ ହେଉଛି

ପୂର୍ବତନ କ୍ରିକେଟର୍ ବିନୋଦ କାମ୍ୱଲି ହସ୍ପିଟାଲ୍ ବେଡରୁ ନିଜର ଶୁଭେଚ୍ଛୁ ଓ ପ୍ରଶଂସକଙ୍କୁ ବାର୍ତ୍ତା ଦେଇଛନ୍ତି । ତାହା ପୁଣି ଗୀତରେ ଗୀତରେ । କହିଛନ୍ତି, ମୁଁ ଧୀରେ ଧୀରେ ସୁସ୍ଥ ହେଉଛି । ସଚିନଙ୍କୁ ଧନ୍ୟବାଦ ।

 Sanju samson Father Accused Dhoni
Sanju Samson Father Accused Dhoni: ସଞ୍ଜୁ ସାମ୍‌ସନଙ୍କ ବାପାଙ୍କ ବିସ୍ପୋରକ ବୟାନ; କହିଲେ-ଧୋନି, ବିରାଟ ଓ ରୋହିତ ମୋ ପୁଅର କ୍ୟାରିୟର ନଷ୍ଟ କରିଦେଲେ

ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପାଇଁ ମୋ ପୁଅର କ୍ୟାରିୟର ପ୍ରାୟ ଏକ ଦଶନ୍ଧି ପାଇଁ ନଷ୍ଟ ହୋଇଗଲା । ଏମିତି ବିସ୍ପୋରକ ବୟାନ ଦେଇଛନ୍ତି  କ୍ରିକେଟର ସଞ୍ଜୁ ସାମ୍‌ସନଙ୍କ ବାପା ସାମ୍‌ସନ ବିଶ୍ୱନାଥ । 

ଲିଙ୍ଗ ପରିବର୍ତ୍ତନ କଲେ ପୂର୍ବତନ କ୍ରିକେଟରଙ୍କ ପୁଅ
Sanjay Bangar Son Aryan: ଲିଙ୍ଗ ପରିବର୍ତ୍ତନ କଲେ ପୂର୍ବତନ କ୍ରିକେଟରଙ୍କ ପୁଅ, ଆର୍ଯ୍ୟନରୁ ହେଲେ ଅନାୟା

କ୍ରିକେଟର ସଞ୍ଜୟ ବଙ୍ଗରଙ୍କ ପୁଅ ଆର୍ଯ୍ୟନ୍ ପ୍ରାୟ ୧୧ ମାସ ପୂର୍ବେ ତାଙ୍କର ଲିଙ୍ଗ ପରିବର୍ତ୍ତନ ଯାତ୍ରା ଆରମ୍ଭ କରିଥିଲେ । ଯାହାକୁ 'ହରମୋନ୍ ରିପ୍ଲେସମେଣ୍ଟ ଥେରାପି' ବା HRT କୁହାଯାଏ ।

Afro-Asia Cup set to be revived
Afro Asia Cup Cricket 2024: ୧୭ ବର୍ଷ ପରେ ଆରମ୍ଭ ହୋଇପାରେ ଏହି ଟୁର୍ଣ୍ଣାମେଣ୍ଟ, ଏକାଠି ଖେଳିବେ ବିରାଟ-ବାବର ଓ ରୋହିତ-ରିଜୱାନ୍‌ !

ଯଦି ଏହି ଟୁର୍ଣ୍ଣାମେଣ୍ଟ ହୁଏ ତେବେ ବିରାଟ-ବାବର ଓ ରୋହିତ-ରିଜୱାନ୍‌ଙ୍କ ଭଳି ଖେଳାଳି ଗୋଟିଏ ଦଳରେ ଖେଳୁଥିବାର ନଜର ଆସିବେ । ଯାହା କ୍ରିକେଟ ପ୍ରେମୀଙ୍କ ପାଇଁ ବେଶ୍‌ ରୋମାଞ୍ଚକର ହେବ ।

The Border-Gavaskar Trophy will be the acid test for Gautam Gambhir
Sports: ଗୌତମ ଗମ୍ଭୀରଙ୍କ ପାଇଁ ଏସିଡ୍ ଟେଷ୍ଟ ହେବ ବର୍ଡର-ଗାଭାସ୍କର ଟ୍ରଫି

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ କ୍ଲିନ୍ ସୁଇପ୍ ହୋଇଛି ଟିମ୍ ଇଣ୍ଡିଆ । ଏହାପରେ ଡବ୍ଲ୍ୟୁଟିସିରେ ଭାରତର କ୍ରମାଗତ ତୃତୀୟ ଥର ଫାଇନାଲ୍‌ରେ ପ୍ରବେଶ ଉପରେ ଲାଗିଯାଇଛି ପ୍ରଶ୍ନଚିହ୍ନ । ଅଧିନାୟକ ରୋହିତ ଶର୍ମାଙ୍କ ସହ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ବି ହୋଇଛନ୍ତି କଡ଼ା ସମାଲୋଚନାର ଶରବ୍ୟ । ଏବେ ଗମ୍ଭୀରଙ୍କ ପାଇଁ ଏସିଡ୍ ଟେଷ୍ଟ ହେବ ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ।

Barabati Stadium
କ୍ରିକେଟ୍ ପ୍ରେମୀଙ୍କୁ ଟିକେଟ୍ ଚଡ଼କ, OCA ଉପରେ ଦର୍ଶକଙ୍କ ଅସନ୍ତୋଷ !

ଆଖି ତରାଟିଲା ଭଳି କାହିଁକି ଟିକେଟ୍ ଦର ଏଭଳି ବୃଦ୍ଧି କରିଛି OCA ? ଓସିଏ ସଂପାଦକ କହିଛନ୍ତି, ବାରବାଟୀ ଟିକେଟ ଦାମ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି।

Cricketers Who Hold A Position Within Indian Government
କ୍ରିକେଟରରୁ DSP ହେଲେ ମହମ୍ମଦ ସିରାଜ; ବଡ଼ ପଦବୀ ପାଇଥିବା ତାଲିକାରେ ଏହିସବୁ ଖେଳାଳି

ଭାରତରେ ସରକାରୀ ଚାକିରି ପାଇଥିବା ସିରାଜ ପ୍ରଥମ କ୍ରିକେଟର ନୁହଁନ୍ତି। ଦେଶର ଅନେକ କ୍ରିକେଟର ମଧ୍ୟ କ୍ରୀଡା ହେତୁ ପ୍ରଶାସନରେ ବଡ ପଦବୀ ପାଇଛନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା।

India vs Bangladesh
ଧୂଳି ଚାଟିଲା ବାଂଲାଦେଶ, କାନପୁର ଟେଷ୍ଟ ଜିତି ସିରିଜ ପୋଛିଲା ଭାରତ

ମ୍ୟାଚ୍ ସହ ସିରିଜ ଜିତିଲା ଭାରତ । କାନପୁର ଟେଷ୍ଟରେ ବାଂଲାଦେଶକୁ ୭ ୱିକେଟରେ ହରାଇଲା ଭାରତ ।