• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chit Fund Fraud

Multi Crore Scam
Multi Crore Scam: କୋଟି କୋଟି ଟଙ୍କା ନେଇ ପାର୍ , ୩୦୦ରୁ ଅଧିକ ଲୋକ ଠକେଇର ଶିକାର

କେରଳର ମୂଳ ବାସିନ୍ଦା ହେଉଛନ୍ତି ଟମି ଓ ଶିନି । ଦୀର୍ଘ ୨୫ ବର୍ଷ ହେଲା ଉଭୟ ବେଙ୍ଗାଲୁରୁରେ ରହୁଥିଲେ। ମିଶିକି A &A ଚିଟ୍ସ ଆଣ୍ଡ୍ ଫାଇନାନ୍ସ ଚଳାଉଥିଲେ। କମ୍ପାନୀ ଲୋକଙ୍କୁ ସେମାନଙ୍କ ନିବେଶରେ ୧୫ରୁ ୨୦% ଲାଭ ଦେବ ବୋଲି କହିଥିଲା ।

Chit Fund Victim Compensation Process to Be Simplified: Odisha CM Mohan Majhi in Assembly
ଚିଟଫଣ୍ଡ କ୍ଷତିଗ୍ରସ୍ତକୁ ଟଙ୍କା ଫେରାଇବାକୁ ପ୍ରସ୍ତୁତି

ଚିଟଫଣ୍ଡ କ୍ଷତିଗ୍ରସ୍ତକୁ ଟଙ୍କା ଫେରାଇବାକୁ ନୂଆ ସରକାର ପ୍ରସ୍ତୁତ କରୁଛନ୍ତି ନୂଆ ନିର୍ଦ୍ଦେଶାବଳୀ। ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକରଣ କରିବାକୁ ଆସିବ ଏହି ନିର୍ଦ୍ଦେଶାବଳୀ।ଗୃହରେ ଲିଖିତ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

Chit Fund
Chit Fund money: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଖୁବଶୀଘ୍ର ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଖୁବଶୀଘ୍ର ଫେରିପାଇବେ ଟଙ୍କା । ଏହି ଟଙ୍କା ଫେରସ୍ତ ନେଇ ସରକାର ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି । ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

 House proceedings adjourned till 4pm today
ଚିଟ୍‌ଫଣ୍ଡ ପ୍ରସଙ୍ଗରେ ବିଧାନସଭାରେ ହୋହଲ୍ଲା: ୪ଟା ଯାଏ ଗୃହ ମୁଲତବୀ

ବିଜେପି ଦେଇଥିବା ମୁଲତବି ପ୍ରସ୍ତାବ ଅଗ୍ରାହ୍ୟ ନେଇ ବାଚସ୍ପତିଙ୍କ ଘୋଷଣା ...ଗୃହରେ ଆଲୋଚନା ଦାବିରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ...

Chit Fund
କେବେ ମିଳିବ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ବୁଡ଼ିଲା ଟଙ୍କା ?

କେବେ ମିଳିବ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ବୁଡ଼ିଲା ଟଙ୍କା : ସରକାର ଖାଲି ଆଶା ଦେଉଛନ୍ତି କିନ୍ତୁ ଏମାନେ କିଛି ପାଉନାହାନ୍ତି ।

Chit Fund
ଚିଟ୍‌ଫଣ୍ଡ ପରେ ନୂଆ ଢଙ୍ଗରେ ଠକେଇ

ଚିଟଫଣ୍ଡ ପରେ ନୂଆ ଢଙ୍ଗରେ ଠକେଇ I ବାଲେଶ୍ୱର ଓ ଭଦ୍ରକରୁ ୩୦ କୋଟି ଧରି ଛୁ ବେନାମୀ କମ୍ପାନୀ I ଅରୋକ୍ସା ଡିଲ୍ ମଲ୍ଟି ଟ୍ରେଡ୍ ନାମକ ବେନାମୀ କମ୍ପାନୀ ଟଙ୍କା ଧରି ଛୁ I EOWରେ ଅଭିଯୋଗ କଲେ କ୍ଷତିଗ୍ରସ୍ତ ଜମାକାରୀ ଓ ଏଜେଣ୍ଟ ।

Chitfund
୮ ବର୍ଷ ପରେ ଧରାପଡ଼ିଳା ଚିଟ୍‌ଫଣ୍ଡ ଠକ, ଓଡ଼ିଶାରୁ ଠକି ୟୁପିରେ ବୁଲୁଥିଲା

୮ ବର୍ଷ ଧରି ଫେରାର ଥିବା ଚିଟ ଫଣ୍ଡ ଠକେଇ ଅଭିଯୁକ୍ତକୁ ଉତ୍ତର ପ୍ରଦେଶର ବରେଲିରୁ ଗିରଫ । ଅଭିଯୁକ୍ତକୁ ଗିରଫ କରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା । ଗିରଫ ଅଭିଯୁକ୍ତର ନାଁ ଦିଲୀପ କୁମାର ଜୈନ ।