• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chit Fund

Chitfund
କୁଆଡ଼େ ଗଲା ୩୦୦ କୋଟିର କର୍ପସ ପାଣ୍ଠି, ଆଉ ଫେରସ୍ତ ଆସିବ ତ ଚିଟ୍‌ଫଣ୍ଡ ଟଙ୍କା ?

ଜଣେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ କ୍ଷୋଭରେ କହିଛନ୍ତି, ରାଜ୍ୟ ସରକାର ଯଦି ଚାହିଁଥାନ୍ତେ, ତାହେଲେ ଇତିମଧ୍ୟରେ ସେମାନେ ଫେରିପାଇଥାନ୍ତେ ଜମାରାଶି । ହାତକୁ ଆସିଥାନ୍ତା କଷ୍ଟ ଉପାର୍ଜିତ ଟଙ୍କା । ତାହେଲେ କାହିଁକି ସରକାର ଚୁପ୍ ?

Chitfund
ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଆଉ ମିଳିବ ନାହିଁ ଟଙ୍କା !

ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଆଉ ମିଳିବ ନାହିଁ ଟଙ୍କା ! ଏ ଦୃଶ୍ୟ ହିଁ ଏହାହିଁ କରୁଛି ବୟାନ ।

Chitfund Loot
ସାବଧାନ ! ପୁଣି ମାତିଲେଣି ଚିଟ୍‌ଫଣ୍ଡ ଲୁଟେରା, ଅନ୍‌ଲାଇନ୍‌ରେ ଟାସ୍କ ଦେଇ ଲୁଟୁଛନ୍ତି

ପୁଣି ମାତିଲେଣି ଚିଟ୍‌ଫଣ୍ଡ ଲୁଟେରା । ହେଲେ ଏବେ ଆଫ୍‌ଲାଇନ୍‌ ନୁହେଁ ଆନ୍ଲାଇନ୍‌ରେ । ସାରା ଦେଶ ଏବେ ଡିଜିଟାଲ ଇଣ୍ଡିଆ ଆଡ଼କୁ ଗତି କରୁଥିବା ବେଳେ ଚିଟ୍‌ଫଣ୍ଡ ଠକ ବି ନେଇଛନ୍ତି ଅନ୍‌ଲାଇନ୍‌ର ସାହାରା ।

Rose valley Chitfund
୮ ବର୍ଷ ପରେ ଧରାପଡ଼ିଲା ଆଉ ଜଣେ ଚିଟ୍‌ଫଣ୍ଡ ଲୁଟେରା, ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ଗିରଫ

୮ ବର୍ଷ ପରେ ଧରା ପଡ଼ିଲା ଆଉ ଜଣେ ଚିଟ୍‌ଫଣ୍ଡ ଲୁଟେରା । ଚିଟ୍‌ଫଣ୍ଡ ସଂସ୍ଥା ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ଗିରଫ । ଓଡ଼ିଶା ମୁଖ୍ୟ ବିକ୍ରମଜିତ ଭୌମିକଙ୍କୁ ପଶ୍ଚିମବଙ୍ଗ ମଇନାରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି ।