• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Burla

Ram Chandani
କୃଷକଙ୍କ ପାଇଁ କ୍ଲିନିକ, ଆରମ୍ଭ କଲେ ରାମଚନ୍ଦାନୀ

ବୁର୍ଲା ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ରାମ ଚନ୍ଦାନୀ ବର୍ତ୍ତମାନ ଜୟ କିଶାନ କ୍ଲିନିକ ଆରମ୍ଭ କରିଛନ୍ତି । ନିକଟରେ ପାରାକ୍ୟୁଇଟ କୀଟନାଶକ ଆନ୍ଦୋଳନ ପରେ ଚାଷୀଙ୍କର ଅନୁରୋଧ କ୍ରମେ ଜୟ କିଶାନ କ୍ଲିନିକ ଆରମ୍ଭ କରିଛନ୍ତି ଡାକ୍ତର ରାମ ଚନ୍ଦାନୀ ।

VIMSAR
ବୁର୍ଲା ଭୀମସାରରେ ଉତ୍ତେଜନା; ଡାକ୍ତରୀ ଛାତ୍ର-ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ

କୌଣସି କାରଣକୁ କେନ୍ଦ୍ର କରି ଜଣେ PG ଛାତ୍ର ଓ ଜଣେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ସୁରକ୍ଷା କର୍ମୀ ଜଣକ ଆହତ ହୋଇଥିଲେ ।

ବୁର୍ଲାରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ପିଟାପିଟି
ବୁର୍ଲାରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ପିଟାପିଟି

ବୁର୍ଲାରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ପିଟାପିଟି । ‘ୟୁଫୋରିଆ’ ଉତ୍ସବବେଳେ ମୁହାଁମୁହିଁ ଭୀମସାର ଏବଂ ବ୍ରହ୍ମପୁର ଏମକେସିଜି ଛାତ୍ର । ବସ୍ ଭିତରକୁ ଏକ୍ସଟିଂଗୁଇସର୍ ଗ୍ୟାସ୍ ଛାଡ଼ି ଦେବାରୁ ଅନେକ ଛାତ୍ର ଅସୁସ୍ଥ

  VSSUT girl student’s death
‘ପାଣିରେ ବୁଡ଼ିଯାଇ ଚିନ୍ମୟୀଙ୍କ ମୃତ୍ୟୁ ଘଟିଛି’

ଆସିଲା ଚିନ୍ମୟୀଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ . . ଶବ ବ୍ୟବଚ୍ଛେଦ ରିପୋର୍ଟ ନେଇ ଏସପି ବି.ଗଙ୍ଗାଧରଙ୍କ ସୂଚନା

Chinmayee
ଏବେ ବି ରହସ୍ୟ ଘେରରେ ଚିନ୍ମୟୀଙ୍କ ମୃତ୍ୟୁ, ବେକରେ ଦାଗ ବଢ଼ାଇଛି ହତ୍ୟା ସନ୍ଦେହ...

ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ଦେଲା ଭିମସାର୍ । ବନ୍ଧୁ ପ୍ରୀତିମାନଙ୍କ ସହିତ ଆଉ ଜଣେ ଅଟକ ।

AIDS
ରୋଗ ଭଲ ପାଇଁ ବୁର୍ଲା ମେଡିକାଲ ଯାଇଥିଲେ, AIDS ରକ୍ତ ନେଇ ନୂଆ ରୋଗ କିଣିଲେ..

୪ ଲକ୍ଷ ଟଙ୍କା ଦେଇ ନିଜ ମୁଣ୍ଡର ଦୋଷ ଖସାଇ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

visut
VISUTରେ ଛାତ୍ର ଅଶାନ୍ତି, ରାତି ତମାମ ଧାରଣା

ରାତିରେ କୁଳପତି, କୁଳସଚିବ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

burla2
ଚିକିତ୍ସା ଅବହେଳାରୁ ଭିମ୍‌ସାରରେ ହୋଇଥିଲା ମୃତ୍ୟୁ, ଏବେ ସରକାର ଦେବେ କ୍ଷତିପୂରଣ ! କୋର୍ଟ ଦେଲେ ନିର୍ଦ୍ଦେଶ

କ୍ଷତିପୂରଣ ଦେବା ସହ ମେ ୨’ ସୁଦ୍ଧା କମ୍ପ୍ଲାଏନ୍ସ ରିପୋର୍ଟ ଦେବାକୁ କୁହାଯାଇଛି । ଅବସରପ୍ରାପ୍ତ ବିଚାରପତିଙ୍କ ରିପୋର୍ଟ ଆଧାରରେ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ ଏକ ମାମଲା ଆଧାରରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

8-YO Boy Goes Missing While Bathing At Power Channel In Sambalpur’s Burla
ମାଆ ସହ ଗାଧୋଇବା ବେଳେ ଭାସିଗଲା ୮ବର୍ଷ ବୟସର ନାବାଳକ

ସମ୍ବଲପୁର ବୁର୍ଲାସ୍ଥିତ ପାୱାର ଚାନେଲରେ ମାଆ ସହ ଗାଧୋଇବା ବେଳେ ଭାସିଗଲା ୮ବର୍ଷ ବୟସର ନାବାଳକ । ଶିବ ମନ୍ଦିର ଘାଟରେ ଗାଧୋଇବା ସମୟରେ କୌଣସି କାରଣରୁ ପିଲାଟି ଭାସି ଯାଇଥିଲା । ସେଠାରେ ସ୍ରୋତ ପ୍ରଖର ଥିବାରୁ ପିଲାଟି ତଳକୁ ତଳକୁ ଭାସି ଯାଇଥିଲା । ନାବାଳକର ଘର ବୁର୍ଲା ୱାନ-ଆର କଲୋନୀରେ ବୋଲି ଜଣାପଡ଼ିଛି । ଭାସି ଯାଇଥିବା ବାଳକର ନାଁ ରୋନକ ପଞ୍ଚବିହାର । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ପିଲାଟିର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ ।

2nd Yr Student In Burla VSSUT Allegedly Thrashed By Senior
ପୁଣିଥରେ ମାଡ ଖାଇଲେ ଇଞ୍ଜିନିଅରିଂ ଛାତ୍ର

ବୁର୍ଲା ଭିସୁଟରେ ପୁଣି ଇଞ୍ଜିନିଅରିଂ ଛାତ୍ରଙ୍କୁ ମାଡ଼ ... ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ସିନିଅର ଛାତ୍ର ମାଡ଼ ମାରିଥିବା ନେଇ ଅଭିଯୋଗ... ପୀଡ଼ିତଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପରେ ବୁର୍ଲା ଥାନାରେ ମାମଲା ରୁଜୁ...|

4 More Students Test COVID Positive In VIMSAR Burla, Total Infection Reaches 64
ସଂକ୍ରମଣ ହେଲାଣି ଭୀମସାର ...୬୪ରେ ପହଞ୍ଚିଲାଣି ପଜିଟିଭ୍ ସଂଖ୍ୟା

ବୁର୍ଲା ଭୀମସାରରେ ଆଉ ୪ ଛାତ୍ର କୋଭିଡ୍ ପଜିଟିଭ ଚିହ୍ନଟ । ଏହି ୪ ଛାତ୍ରଙ୍କ ସହ ଭୀମସାରରେ ମୋଟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟ ୬୪ରେ ପହଞ୍ଚିଛି ।

ଭିମସାରରେ ୬୦ ଛୁଇଁଲା...

ସମ୍ବଲପୁର ବୁର୍ଲା ଭୀମସାରରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ । ଏହାପରେ ୬୦ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା ।

children test Covid positive
ବୁର୍ଲା VIMSARରେ ୨ ଶିଶୁଙ୍କୁ କରୋନା

ବୁର୍ଲା ଭୀମସାର୍‌(Veer Surendra Sai Institute Of Medical Sciences And Research)ରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‌ ଚିହ୍ନଟ ହୋଇଥିବା ୨ ଶିଶୁଙ୍କ ବୟସ ୮ ମାସ ଓ ୫ ବର୍ଷ ବୋଲି ଜଣାପଡ଼ିଛି।