ଜଣେ ପ୍ରଶଂସକ ଲେଖିଛନ୍ତି, 'ଏହା ବହୁତ ଦୁଃଖଦ କିନ୍ତୁ ବୟସ ହେଉଛି । ସମୟ ସହିତ ଏହା ସବୁ ଘଟୁଛି, ମୁଁ ଆଶା କରୁଛି ଯେ ତାଙ୍କ ଅବସ୍ଥା ବହୁତ ଗମ୍ଭୀର ନୁହେଁ'। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, 'ଆମମାନଙ୍କ ମଧ୍ୟରୁ ଅନେକଙ୍କ ସହିତ ଏହା ଘଟେ। ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ, କିନ୍ତୁ ୬୦ ବର୍ଷ ବୟସରେ ଏହା ଆହୁରି କଷ୍ଟକର ହୋଇଯାଏ'।
କରିସ୍ମା ଶର୍ମା ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରି ଲେଖିଛନ୍ତି ଯେ ଗତକାଲି ମୁଁ ଚର୍ଚଗେଟରେ ଏକ ଶୁଟିଂ ପାଇଁ ଯାଉଥିଲି। ସେହି ସମୟରେ ମୁଁ ଏକ ଶାଢ଼ୀ ପିନ୍ଧିଥିଲି। ଟ୍ରେନରେ ଚଢ଼ିବା ମାତ୍ରେ ଟ୍ରେନର ଗତି ବଢ଼ିଗଲା
୧୩ ମିନିଟର ଶର୍ଟ ଫିଲ୍ମ 'ସୁଟ୍ଟାବାଜୀ'ରେ ନଜର ଆସିଛନ୍ତି। ଏହି ଫିଲ୍ମରେ ରେନୀ ପ୍ରମାଣ କରିଛନ୍ତି ଯେ ସେ ଜଣେ ଉତ୍ତମ ଅଭିନେତ୍ରୀ। ଆଗାମୀ ଦିନରେ ରେନୀ ଅନେକ ପ୍ରୋଜେକ୍ଟରେ ନଜର ଆସିପାରନ୍ତି।
ଚୀନରେ ଅନେକ ଲୋକ ଭାରତୀୟ ସଂସ୍କୃତି ଆଡକୁ ଆକର୍ଷିତ। ଆଜିକାଲି ଚୀନରେ ବଲିଉଡ ଫିଲ୍ମଗୁଡିକ ବହୁତ ଲୋକପ୍ରିୟ। ଚୀନବାସୀ ଭାରତୀୟ ସଂସ୍କୃତିକୁ ବହୁତ ପସନ୍ଦ କରନ୍ତି । ଚୀନବାସୀଙ୍କ ପ୍ରିୟ ଅଭିନେତା ଆମିର ଖାନ। ସେ ଦୀର୍ଘ ସମୟ ଧରି ଏଠାରେ ଲୋକଙ୍କର ପ୍ରିୟ। ତାଙ୍କର ଅନେକ ଫିଲ୍ମ ସେଠାରେ ରିଲିଜ ହୁଏ । ଦଙ୍ଗଲ ହେଉ କିମ୍ବା ଥ୍ରୀ ଇଡିଅଟ୍ସ ଚୀନ ଲୋକଙ୍କ ଫେବରେଟ ଫିଲ୍ମ ।
ମୋନାଲିସା ଏବେ ମାଲାୟଲମ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଖୁସି ଖବର ମୋନାଲିସା ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫ୍ୟାନ୍ସଙ୍କୁ ଦେଇଛନ୍ତି। ମୋନାଲିସା ତାଙ୍କ ଏହି ସାଉଥ ଫିଲ୍ମର ନାମ ଏବଂ ଅନେକ ବିବରଣୀ ମଧ୍ୟ ପ୍ରକାଶ କରିଛନ୍ତି। ସେ ଫିଲ୍ମର ମହୁରତ ସମୟର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି।
ମୋର କୌଣସି ପୁରୁଷର ଆବଶ୍ୟକତା ନାହିଁ। ମୁଁ ମୋ ଜୀବନକୁ ସେହିପରି ସେଟ୍ କରିଦେଇଛି। ମୁଁ ନିଜକୁ ଆର୍ଥିକ ଭାବରେ ସମ୍ପୂର୍ଣ୍ଣ ସୁରକ୍ଷିତ କରିପାରିଛି। ମତେ କମପ୍ଲିଟ୍ କରିବା ପାଇଁ କେହି ଦରକାର ନାହିଁ। କାରଣ ମୁଁ ନିଜେ ବହୁତ ଭଲ କାମ କରୁଛି।” ଏମିତି ମତ ରଖିଛନ୍ତି ସଲମାନ ଖାନଙ୍କ୍ ହିରୋଇନ୍।
କାଳର କାଳ ବାବା ମହାକାଳଙ୍କ ଧାମରେ ବଲିଉଡ୍ ସୁନ୍ଦରୀ ମେହେରିନ୍ ପୀରଜାଦା। ଦର୍ଶନ ବେଳର ଅନୁଭୂତି ବଖାଣି କଣ କହୁଛନ୍ତି ମେହେରିନ୍ ଶୁଣନ୍ତୁ...
ଭଟ୍ଟ ପରିବାର ସହ ଜଡ଼ିତ ସ୍ମାଇଲି ସୁରୀ, ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ମହେଶ ଭଟ୍ଟ ଏବଂ ମୁକେଶ ଭଟ୍ଟଙ୍କ ଭାଣିଜୀ ଏବଂ ଆଲିଆ ଭଟ୍ଟ, ପୂଜା ଭଟ୍ଟ ଏବଂ ଇମ୍ରାନ ହାଶମୀଙ୍କ ସମ୍ପର୍କୀୟ ଭଉଣୀ। ତଥାପି, ଏହାର କୌଣସି ପ୍ରଭାବ ତାଙ୍କ ଫିଲ୍ମ କ୍ୟାରିଅର ଉପରେ ପଡ଼ିନଥିଲା ।
ଫିଲ୍ମର ଟ୍ରେଲରରେ ସବୁଠାରୁ ଅଧିକ ଧ୍ୟାନ ଆକର୍ଷଣ କରୁଛନ୍ତି ଅନୁପମ ଖେର, ଯିଏ ମହାତ୍ମା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ସେହିପରି ମିଥୁନ ଚକ୍ରବର୍ତୀ, ପଲ୍ଲବୀ ଯୋଶୀ ଏବଂ ଦର୍ଶନ କୁମାର ପରି କଳାକାରମାନେ ନିଜ ନିଜ ଚରିତ୍ରରେ ଅତ୍ୟନ୍ତ ଦମଦାର ଦେଖା ଯାଉଛନ୍ତି।
ଏବେ ପ୍ରାୟ ଆଠ ବର୍ଷ ପରେ ଫିଲ୍ମର ତୃତୀୟ ପାର୍ଟ ରିଲିଜ ହେବାକୁ ଯାଉଛି। ଏଥିରେ ପ୍ରଥମ ଓ ଦ୍ୱିତୀୟ ଫିଲ୍ମର ପ୍ରମୁଖ ଚରିତ୍ର ଅର୍ଥାତ ଅରଶଦ ୱାରସୀ ଏବଂ ଅକ୍ଷୟ କୁମାର ନଜର ଆସିବେ।
୨୦୧୯ ମସିହାରେ ହ୍ରିତିକଙ୍କ ଦୁଇଟି ଚଳଚ୍ଚିତ୍ର ରିଲିଜ ହୋଇଥିଲା। ଗୋଟିଏ ଥିଲା "ସୁପର ୩୦" ଏବଂ ଅନ୍ୟଟି ଥିଲା "ଓ୍ଵାର"। ଏହି ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା। "ସୁପର ୩୦"ର ବଜେଟ ଥିଲା ୬୦ କୋଟି ଟଙ୍କା ଏବଂ ଏହା ୨୧୦ କୋଟି ଟଙ୍କା ଆୟ କରିଥିଲା।
ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ରୋମାଣ୍ଟିକ ଚଳଚ୍ଚିତ୍ର "ସୈୟାରା" ଆରମ୍ଭରୁ ହିଁ ଏମିତି ମାହୋଲ ବନାଇଥିବା ଅନେକ ଭଲ ଫିଲ୍ମ ବି ବକ୍ସଅଫିସରେ ଫେଲ ମାରିଛନ୍ତି । ପ୍ରଥମେ ତ ଏହା ସହ ରିଲିଜ ହେବାକୁ ଥିବା ଫିଲ୍ମର ଡେଟ୍ ଘୁଞ୍ଚାଇ ଦିଆଯାଇଥିଲା ଆଉ ଯେତେବେଳେ କିଛି ଫିଲ୍ମ ରିଲିଜ ହେଲା କଣ ଅବସ୍ଥା ହେଲା ଜାଣିଥିବେ ।
ଲଦାଖ, ରାଜସ୍ଥାନ ଓ ମୁମ୍ବାଇରେ ସୁଟିଂ ହୋଇଛି ଫିଲ୍ମ । ଏଯାଏ ସବୁଠାରୁ ବଡ଼ ସ୍କେଲରେ ନିର୍ମିତ ୧୨୦ ବାହାଦୂର ଯୁଦ୍ଧକୁ ଦର୍ଶକ ବଡ଼ ପରଦାରେ ଦେଖିପାରିବେ। ବରଫରେ ଆଚ୍ଛାଦିତ ଯୁଦ୍ଧ ଭୂମିଠୁ ଆରମ୍ଭ କରି ଯୁଦ୍ଧକ୍ଷେତ୍ରର ନୀରବତା ପର୍ଯ୍ୟନ୍ତ ପ୍ରତ୍ୟେକଟି ଦୃଶ୍ୟ ଜୀବନ୍ତ ହୋଇଛି ।
କେହି ଜଣେ ଏହି ଫିଲ୍ମର କ୍ଲାଇମାକ୍ସକୁ AI ସାହାଯ୍ୟରେ ବଦଳାଇ ଦେଇଛନ୍ତି। AI ଦ୍ୱାରା କରାଯାଇଥିବା ଏହି ପରିବର୍ତ୍ତନ ଏତେ ବାସ୍ତବ ଲାଗୁଛି ଯେ ଅସଲି ଓ ନକଲି ମଧ୍ୟରେ ଫରକ କରିବା କାହା ପାଇଁ ମଧ୍ୟ ସମ୍ଭବ ହେଉନାହିଁ।
ହଂସିକା ମୋଟୱାନୀ ୪ ଡିସେମ୍ବର, ୨୦୨୨ରେ ତାଙ୍କ ଦୀର୍ଘ ଦିନର ପ୍ରେମିକ ତଥା ମୁମ୍ବାଇର ବ୍ୟବସାୟୀ ସୋହେଲ ଖତୁରିଆଙ୍କୁ ବିବାହ କରିଥିଲେ। ସୋହେଲ ସେହି ବର୍ଷ ନଭେମ୍ବରରେ ପ୍ୟାରିସର ଏଫିଲ ଟାୱାର ସାମ୍ନାରେ ଅଭିନେତ୍ରୀଙ୍କୁ ପ୍ରପୋଜ କରିଥିଲେ।
ଅଭିନେତ୍ରୀଙ୍କ କହିବା ଥିଲା ‘ମୋ ଫିଲ୍ମରୁ ହେଉଥିବା ସମସ୍ତ ଆୟ କମ୍ପାନୀକୁ ଯାଉଛି ଏବଂ ତଥାପି ଆପଣ ମୋତେ ଟ୍ୟାକ୍ସ ପରିଶୋଧ କରିବାକୁ କହୁଛନ୍ତି, ଯାହା ସଂପୂର୍ଣ୍ଣ ଭୁଲ୍
"ଲଭ୍ ଆଣ୍ଡ ଗଡ" ଫିଲ୍ମର ସୁଟିଂ ୧୯୬୩ ମସିହାରେ ଆରମ୍ଭ ହୋଇଥିଲା। ସେହି ସମୟରେ ଏହି ଫିଲ୍ମରେ ମୁଖ୍ୟ ଅଭିନେତା ଅର୍ଥାତ୍ କୈସ ଭୂମିକାରେ ଗୁରୁଦତ୍ତଙ୍କୁ ସାଇନ କରାଯାଇଥିଲା। ସେହିପରି ଲୈଲା ଭୂମିକାରେ ନିମ୍ମୀ ନାମକ ଜଣେ ଅଭିନେତ୍ରୀ ଥିଲେ।
ବ୍ରାଣ୍ଡର ସଫଳତାର ଶ୍ରେୟ ସେ ଗ୍ରାହକଙ୍କ ଆବଶ୍ୟକତା ବୁଝିବା, ସଠିକ୍ ଉତ୍ପାଦ ରଣନୀତି ଏବଂ ମଜବୁତ ଡିଷ୍ଟ୍ରିବ୍ୟୁସନ ନେଟୱାର୍କକୁ ଦେଇଛନ୍ତି। ହାଏଫନର ଆରମ୍ଭ କ୍ରିତି ସାନନ ନିଜର ୩୩ତମ ଜନ୍ମଦିନରେ (ଜୁଲାଇ ୨୦୨୩) କରିଥିଲେ।
ଆମୀର ଖାନ ମଙ୍ଗଳବାର ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସେ ନିକଟରେ ମୁକ୍ତିଲାଭ କରିଥିବା ତାଙ୍କ ଚଳଚ୍ଚିତ୍ର ‘ସିତାରେ ଜମୀନ ପର’ ସମ୍ପର୍କରେ ଅନେକ କଥା କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ‘ସେ ଏହି ଚଳଚ୍ଚିତ୍ର ପାଇଁ ତାଙ୍କ ପ୍ରଶଂସକମାନଙ୍କୁ ମିଛ କହିଥିଲେ’।
ଘଟଣାଟି ୨୦୧୮ ମସିହାର। ମୁମ୍ବାଇରେ ରହୁଥିବା ୬୨ ବର୍ଷୀୟା ନିଶା ପାଟିଲ ଦୀର୍ଘ ଦିନରୁ ଗୁରୁତର ରୋଗରେ ପୀଡ଼ିତ ଥିଲେ । ଏକ ସମୟରେ ତାଙ୍କର ସ୍ୱାସ୍ଥ୍ୟ ଏତେ ଖରାପ ହୋଇଗଲା ଯେ ସେ ଅନୁଭବ କଲେ ଯେ ତାଙ୍କର ଶେଷ ସମୟ ନିକଟତର ହେଉଛି।
୨୦୨୫ ବର୍ଷର ଗତ ତିନି ମାସ ଇଣ୍ଡଷ୍ଟ୍ରି ପାଇଁ ଅଦ୍ଭୁତ ରହିଛି। ଏହି ସମୟରେ ସନ୍ନି ଦେଓଲଙ୍କ ‘ଜାଟ’, ଅକ୍ଷୟ କୁମାରଙ୍କ ‘କେଶରୀ ଚାପ୍ଟର ୨’, ଅଜୟ ଦେବଗନଙ୍କ ‘ରେଡ ୨’, ଅକ୍ଷୟ କୁମାରଙ୍କ ‘ହାଉସଫୁଲ ୫’, ଆମିର ଖାନଙ୍କ ‘ସିତାରେ ଜମୀନ ପର’, କାଜୋଲଙ୍କ ‘ମା’, ମଲ୍ଟିଷ୍ଟାରର ଫିଲ୍ମ ‘ମେଟ୍ରୋ ଇନ ଦିନୋ’ ଏବଂ ‘ସୈୟାରା’ ରିଲିଜ ହୋଇଛି।
ବଲିଉଡ ଚଳଚ୍ଚିତ୍ର ‘ଡନ’ ର ନିର୍ଦ୍ଦେଶକ ଚନ୍ଦ୍ର ବାରୋଟଙ୍କର ୮୬ ବର୍ଷ ବୟସରେ ମୁମ୍ବାଇର ଗୁରୁ ନାନକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ପରଲୋକ ଘଟିଛି। ସେ ପଲମୋନାରୀ ଫାଇବ୍ରୋସିସ ରୋଗରେ ପୀଡିତ ଥିଲେ।
ସୈୟାରା ଦେଖି ଫେରିଥିବା ଅଧିକାଂଶ ଲୋକ ଫିଲ୍ମକୁ କାଫି ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି ଯେ ଏହି ଫିଲ୍ମ ମୋତେ କନ୍ଦାଇଛି ଏବଂ ମୋତେ ପ୍ରେମ ଉପରେ ପୁଣି ଥରେ ବିଶ୍ୱାସ କରିବାକୁ ଶିଖାଇଛି। ଏହା ଏକ ଚମତ୍କାର ଭାବପ୍ରବଣ ଚଳଚ୍ଚିତ୍ର।
ଆଗାମୀ ବର୍ଷ ଜାନୁୟାରୀରେ ମୁକ୍ତିଲାଭ କରିବ ‘ବ୍ୟାଟଲ ଅଫ ଗଲୱାନ’ । ଏଥିରେ ସଲମାନ ଖାନଙ୍କ ସହ ଚିତ୍ରାଙ୍ଗଦା ସିଂ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।ସଲମାନଙ୍କ ନିକଟରେ ‘ବଜରଙ୍ଗୀ ଭାଇଜାନ’ର ସିକ୍ୱେଲ ମଧ୍ୟ ରହିଛି ।