• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjd

BJD
Rift In BJD: ନବୀନ କମିଟି ଗଢୁ ଗଢୁ ବିଧାୟକ ଦଳରେ ଫାଟ, କମିଟିରେ ଦୁଇ ନବାଗତଙ୍କ ସାମିଲକୁ ନେଇ କେଁ

ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆବସେଣ୍ଟ। କିନ୍ତୁ ବିଜେଡିର ବିଧାନସଭା ପରିଚାଳନା ପାଇଁ ଗଢ଼ିଲେ ୮ ଜଣିଆ ବିଧାୟକ କମିଟି। ଆଉ କମିଟି ଗଢୁ ଗଢୁ କେଁ ବାହାରିଲାଣି। ନବୀନଙ୍କ ଗୃହ ପରିଚାଳନା କମିଟିରେ ଦୁଇ ନବାଗତ ବିଧାୟକ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି କିଛି ବିଧାୟକଙ୍କ ଭିତରେ। ଏବେ ନବୀନଙ୍କ ଅନୁପସ୍ଥିତିରେ ଦଳ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ବିଧାନସଭାରେ ବିରୋଧୀ ଦଳ ଭୂମିକାକୁ ସଠିକ୍ ଭାବେ ନିଭାଇ ପାରିବ ନା ନାହିଁ ତାକୁ ନେଇ ବି ପ୍ରଶ୍ନ ଉଠିଲାଣି। କିନ୍ତୁ ଦଳ କହୁଛି ସବୁ କିଛି ଠିକ୍ ଅଛି।…

Shreemayee Mishra
Shreemayee Mishra: ଶ୍ରୀମୟୀଙ୍କୁ ମହଙ୍ଗା ପଡ଼ିବ କି ଶୀର୍ଷ ନେତୃତ୍ବଙ୍କୁ ଚ୍ୟାଲେଞ୍ଜ? ଦଳ ନେବ କି ବଡ଼ କାର୍ଯ୍ୟାନୁଷ୍ଠାନ

ଶୀର୍ଷ ନେତୃତ୍ୱଙ୍କୁ କଟାକ୍ଷ କରି ନିଶାନା କରିଥିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ତେଣୁ ବିଜେଡି ତାଙ୍କ ଉପରେ ଆକ୍ସନ ନେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

Shreemayee
Fake Monk: ଧୃତରାଷ୍ଟ୍ର ଉପାଖ୍ୟାନ ପରେ ସନ୍ନ୍ୟାସୀ ଶର ମାରିଲେ ଶ୍ରୀମୟୀ, ପାଣ୍ଡିଆନଙ୍କୁ ଭଣ୍ଡ ସନ୍ନ୍ୟାସୀ କହି ପରୋକ୍ଷରେ କଟାକ୍ଷ

ବିଜେଡି ସୁପ୍ରିମୋ ନବୀନଙ୍କୁ ନିଶାନାର ସପ୍ତାହେ ପରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ଶ୍ରୀମୟୀ। ପରୋକ୍ଷରେ ଏକ ହିନ୍ଦୀ ୱେବ ସିରିଜର ଉଦାହରଣ ରଖି ପାଣ୍ଡିଆନଙ୍କୁ ଭଣ୍ଡ ସନ୍ନ୍ୟାସୀ ବୋଲି ବି କଟାକ୍ଷ କରିଛନ୍ତି ଏହି ବିଜେଡି ନେତ୍ରୀ। ସୋସିଆଲ ମିଡିଆରେ ଶ୍ରୀମୟୀ ଲେଖିଛନ୍ତି, ସନ୍ନ୍ୟାସୀ ମାନେ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି, ହେଲେ ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ "ଜଗତ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉ"। ଏହା ବି ଲେଖିଛନ୍ତି କିଛି ସନ୍ନ୍ୟାସୀ ଜଗନ୍ନାଥଙ୍କ ନାମ ନେଇ ଅନ୍ୟ ପାଇଁ ଗାତ ଖୋଲିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି। ବିଜେଡି କହିଛି ସେ କାହିଁକି ଅସନ୍ତୁଷ୍ଟ ତାଙ୍କୁ ପଚାର, ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ ନେବେ ନବୀନ । ....

BJD leader Srimayi Mishra on sannyasi
BJD Infighting : ଧୃତରାଷ୍ଟ୍ର ପରେ ଏବେ ଭଣ୍ଡ ସନ୍ନ୍ୟାସୀ !

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏଥର ଏକ ସନ୍ନ୍ୟାସୀ ଉପାଖ୍ୟାନ ଲେଖିଛନ୍ତି, ଯାହା କି ପରୋକ୍ଷରେ ବିଜେଡିରୁ ସନ୍ନ୍ୟାସ ନେଇଥିବା ଭି.କେ. ପାଣ୍ଡିଆନଙ୍କ ଆଡକୁ ନିଶାନା ବୋଲି ଚର୍ଚ୍ଚା ହେଉଛି। ସନ୍ନ୍ୟାସ ଏବଂ ସନ୍ୟାସୀ ଉପରେ ଆଧାରିତ ଏକ ୱେବ ସିରିଜ୍ ଦେଖିବା ପରେ ଶ୍ରୀମୟୀ ଲେଖିଛନ୍ତି- ଆଜିର ଯୁଗରେ ସନ୍ନ୍ୟାସୀଙ୍କ ପରିଭାଷା ବଦଳି ଯାଇଛି। ସଂସାରର ସମସ୍ତ ସୁଖ ସମ୍ଭୋଗଠୁ ଦୂରେଇ ରହିଥିବା ବ୍ୟକ୍ତିକୁ ହିଁ ସନ୍ନ୍ୟାସୀ ରୂପେ ସମାଜ ଗ୍ରହଣ କରେ।

BJD
‍ବିଜେଡି ଭାଙ୍ଗିଲା ବ୍ୟାରିକେଡ୍

ପୋଲିସ-ବିଜେଡି କର୍ମୀ ଧସ୍ତାଧସ୍ତି । ରାଜ୍ୟରେ ସାର ସମସ୍ୟାକୁ ନେଇ ବିଜେଡିର ବିକ୍ଷୋଭ

BJD holds protest against fertilizer crisis
BJD Protest : ସାର ପାଇଁ ବିଜେଡିର ହଲ୍ଲାବୋଲ

ସାର ସଙ୍କଟକୁ ନେଇ ବିରୋଧ ବିଜେଡ଼ି ପକ୍ଷରୁ କରାଯାଇଛି ବିକ୍ଷୋଭ। ରାଜଭବନ ସମ୍ମୁଖରେ ବିଜେଡ଼ି କରିଛି ପ୍ରତିବାଦ। ଚାଷୀ ସାର ନ ପାଇ ଚିନ୍ତାରେ, କିନ୍ତୁ ସରକାର କହୁଛନ୍ତି ସାର ପର୍ଯ୍ୟାପ୍ତ ପରିମାଣରେ ଅଛି। ଏନେଇ ଦଳର ସମସ୍ତ ଛାମୁଆ ସଂଗଠନ ସହ ବରିଷ୍ଠ ନେତା ବିକ୍ଷୋଭରେ ସାମିଲ ହୋଇ ରାଜ୍ୟପାଳଙ୍କୁ ଦାବି ଜଣାଛନ୍ତି।

BJD
BJD Conflict: ଟାଣୁଆ ନେତାଙ୍କୁ ଛୁଇଁ ପାରୁନାହାନ୍ତି ବିଜେଡି ସୁପ୍ରିମୋ, ଦୁର୍ବଳ ଉପରେ ସାଧୁଛନ୍ତି କି ଦାଉ ?

ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳର ନିଲମ୍ବନ କରାଗଲା ବୋଲି ବିଜେଡ଼ି କହିଛି । ବିଜେଡ଼ିର ଏହି କାର୍ଯ୍ୟାନୁଷ୍ଠାନକୁ ଦଳର ଏକ ‘ଫେସ୍ ସେଭିଙ୍ଗ୍‌’ ବା ସମ୍ମାନରକ୍ଷା ପଦକ୍ଷେପ ବୋଲି ପ୍ରଫୁଲ୍ଲ କହିଛନ୍ତି । ତାଙ୍କର କହିବା କଥା ସେ ପ୍ରଥମେ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫା ପତ୍ର ପାଇଲା ପରେ ବିଜେଡ଼ି ଦଳ ନିଜକୁ ଅପଦସ୍ତ ପରିସ୍ଥିତିରୁ ମୁକୁଳାଇବା ପାଇଁ ଏହି ପଦକ୍ଷେପ ନେଇଛି ।

BJD
Internal Rift in BJD: ପ୍ରଫୁଲ୍ଲଙ୍କ ନିଲମ୍ବନ ନିଷ୍ପତ୍ତିକୁ ନେଇ ବିଜେଡିରେ କଂପନ, ପରୋକ୍ଷରେ ଦଳ ମୁଖିଆଙ୍କୁ ବାଣୀ ଶୁଣାଇଲେ ବରିଷ୍ଠ ନେତା ପଦ୍ମନାଭ

ପ୍ରଫୁଲ୍ଲଙ୍କ ନିଲମ୍ବନକୁ ନେଇ ବିଜେଡିରେ କଂପନ। ଅସନ୍ତୁଷ୍ଟଙ୍କ ସମସ୍ୟା ବୁଝି ସମାଧାନ ବଦଳରେ କାର୍ଯ୍ୟାନୁଷ୍ଠାନକୁ ଦଳ ଭିତରୁ ନାପସନ୍ଦ। ବରିଷ୍ଠ ନେତା ପଦ୍ମନାଭ ବେହେରା ତ ଏଇ ପ୍ରସଙ୍ଗରେ ସରକାରରେ ଥାଇ ଦଳ ଚଳାଇବା ଓ ବିରୋଧୀ ସିଟରେ ବସି ଦଳ ଚଳାଇବାର ଫରକ୍ ବତାଇ ଝଡ଼ ସୃଷ୍ଟି କରିଛନ୍ତି। ଯାହାକୁ ନେଇ ସରଗରମ ବିଜେଡି ରାଜନୀତି।...

BJD Faces Exodus
BJD: ବିଜେଡି ପଞ୍ଜୁରୀରୁ ଫୁର୍ ପୁଣି ଜଣେ ଭେଟେରାନ୍, ବୁମେରାଂ ହେବ ପ୍ରଫୁଲ୍ଲଙ୍କ ବିରୋଧରେ ଆକ୍ସନ !

ବିଜେଡି ପଞ୍ଜୁରୀରୁ ଉଡ଼ି ଯାଉଛନ୍ତି ଜଣକ ପରେ ଜଣେ ପୁରୁଖା ନେତା। ଏନ୍ ଭାସ୍କର ରାଓଙ୍କ ପରେ ଶଙ୍ଖ ଦଳ ସହ ସଂପର୍କ ତୁଟାଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଯଦିଓ ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ପ୍ରଫୁଲଙ୍କୁ ନିଲମ୍ବନ କରିଥିବା ବିଜେଡି କହୁଛି, ହେଲେ ପ୍ରଫୁଲ୍ଲ କହିଛନ୍ତି ସେ ଆଗେ ଇସ୍ତଫା ଦେଇଛନ୍ତି। ତେଣେ ଗତ କିଛି ଦିନ ଭିତରେ ମୁହଁ…

Prafulla Mallick
Prafulla Mallik: ଛାଡ଼ିଲେ ନା ତଡ଼ିଲେ ! ପ୍ରଫୁଲ୍ଲ କହିଲେ ସକାଳୁ ବିଜେଡିରୁ ଇସ୍ତଫା ଦେଇସାରିଛି

ଗତକାଲି ଦଳକୁ ବଡ ଚେତାବନୀ ଶୁଣାଇ ପ୍ରଫୁଲ୍ଲ କହିଥିଲେ,ଦଳ ଠିକ ଢଙ୍ଗରେ ନ ଚାଲେ ଦଳଠୁ ଦୂରେଇ ଯିବି।  ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି। ପୁରୁଣା ବିଜେଡ଼ିକୁ ସଠିକ ଭାବେ ଚଳାଇବାକୁ ପଡିବ।

Prafulla Mallik
BJD: ବିଜେଡିରୁ ପ୍ରଫୁଲ୍ଲ ମଲ୍ଲିକ ସସପେଣ୍ଡ, ଗତକାଲି ଚେତାବନୀ ଦେଇଥିଲେ...ଦଳଠୁ ଦୂରେଇ ଯିବି

ବିଜେଡିରୁ ପ୍ରଫୁଲ୍ଲ ମଲ୍ଲିକ ସସପେଣ୍ଡ । ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବିତ କଲା ବିଜେଡି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି । 

Nuapada By-Election
Nuapada By-Election: ଉପନିର୍ବାଚନ ପାଇଁ ଆରମ୍ଭ ହେଲାଣି ପାଗଭିଡ଼ା, ତିନି ଦଳର ଦମ୍ଭୋକ୍ତି- 'ଆମେ ଜତିବୁ'

ନୂଆପଡା ଉପନିର୍ବାଚନ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ପୁଣି ଜିତିବା ନେଇ ବିଜେଡି ଶହେ ପ୍ରତିଶତ ଗ୍ୟାରେଣ୍ଟି ଦେଉଥିବା ବେଳେ ନୂଆ ସଭାପତିଙ୍କ ନେତୃତ୍ବରେ କଂଗ୍ରେସ ଭଲ ପ୍ରଦର୍ଶନ ନେଇ ଆଶାବାଦୀ। ବିଜେପି କହିଛି ଆମର ଗୋଟିଏ ସିଟ୍ ବଢିବ।

BJD
BJD Crisis: ବିଜେଡିକୁ ଚେତାବନୀ ଦେଲେ ପ୍ରଫୁଲ୍ଲ ମଲ୍ଲିକ, କହିଲେ ମୁଁ ଦଳ ଛାଡ଼ିଦେବି..

ଯଦି ଦଳ ଆଗକୁ ଠିକ ଢଙ୍ଗରେ ନଚାଲେ, ଭୁଲ୍ ନସୁଧାରେ ତାହେଲେ ଦଳଠୁ ଦୂରେଇ ଯିବି ବୋଲି କହି ବିଜେଡିକୁ କଡା ଚେତାବନୀ ଶୁଣାଇଛନ୍ତି ଭେଟେରାନ ନେତା ପ୍ରଫୁଲ୍ଲ ମଲ୍ଲିକ। ସେପଟେ କଟକରେ ଦଳ ଛାଡି ସିଧା ସିଧା ପାଣ୍ଡିଆନକୁ ଟାର୍ଗେଟ କରିଛନ୍ତି ଛାତ୍ର ନେତା ହରିଶଙ୍କର ରାଉତ।

Harishankar Rout Quits BJD
BJD Crisis: ବିଜେଡି ଛାଡ଼ିଲେ ହରିଶଙ୍କର, ନିଶାନାରେ ନବୀନ-ପାଣ୍ଡିଆନ...କହିଲେ ନିର୍ବାଚନରେ ଲୋକେ ଜବାବ ଦେଲେ

ଦଳ ଛାଡ଼ିବା ସହ ଉଭୟ ନବୀନ ଓ ପାଣ୍ଡିଆନଙ୍କୁ ନିଶାନା କଲେ ଛାତ୍ରନେତା ହରିଶଙ୍କର ରାଉତ । କହିଲେ ନିର୍ବାଚନରେ ଲୋକେ ଜବାବ ଦେଲେ । ଏହା ସତ୍ତ୍ବେ ବି ନବୀନଙ୍କ ପାଣ୍ଡିଆନ ପ୍ରୀତି ଯାଇନି ।

Prafulla Mallik on BJD
BJD Crisis: ବରିଷ୍ଠ ନେତାଙ୍କ ଚେତାବନୀ; କହିଲେ ଦଳ ଠିକରେ ନଚାଲିଲେ ଛାଡ଼ିଦେବି

ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି । ଦଳ ଏବେ ଆଉ ପୂର୍ବ ବିଚାର ଧାରାରେ ନାହିଁ ।

BJD-will-see-the-new-BJD
ବିଜେଡି ଦେଖିବ ନୂଆ ବିଜେଡି !

ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କ ପରେ ବଡଚଣାର ପୂର୍ବତନ ବିଧାୟକ ଅମର ଶତପଥୀ ବିଶ୍ବାସର ସହ କହୁଛନ୍ତି ବିଜେଡି ଫାଳ ଫାଳ ହୋଇଯିବ। ନୂଆ ବିଜେଡିର ମୂଳଦୁଆ ପଡି ସାରିଲାଣି। ବିଜେଡି କର୍ମୀ ହିଁ ନୂଆ ବିଜେଡି ତିଆରି କରିବେ। ବର୍ତ୍ତମାନ ସ୍ଥିତି ଯାହା ବିଜେଡି ଉପରୁ ଆସ୍ଥା ଓ ବିଶ୍ବାସ ଉଠି ସାରିଲାଣି।

BJD
Amar Satpathy:ମହାରାଷ୍ଟ୍ର ଷ୍ଟାଇଲରେ ହାଇଜାକ୍ ହେଇଯିବ କି ବିଜେଡି ? କିଏ ସାଜିବେ ବିଜେଡି ସିନ୍ଦେ ବଢ଼ିଲା ଚର୍ଚ୍ଚା

ତଥାଗତଙ୍କ ସମର୍ଥନ ରେ ବାହାରି ନୂଆ ଆଂଚଳିକ ଦଳ ଗଠନ ନେଇ ସଙ୍କେତ ଦେଲେ ବରିଷ୍ଠ ରାଜନେତା ଅମର ଶତପଥୀ। ସାଧାରଣ ନିର୍ବାଚନ ପରେ ବିଜେଡିକୁ ବାଏ ବାଏ କରିଥିବା ପୂର୍ବତନ ମନ୍ତ୍ରୀ ଅମର ଶତପଥୀ ଆଜି ଗଣମାଧ୍ୟମ କୂ ଦେଇଥିବା ବୟାନ ଏଭଳି କିଛି ଦିଗ ଆଡକୁ ଇସାରା କରୁଛି।

BJD people will form the new BJD.
New BJD : ବିଜେଡିରେ ଏକନାଥ ସିନ୍ଦେ କିଏ ? ସଂକେତ ଦେଲେ ବରିଷ୍ଠ ନେତା ଅମର ଶତପଥୀ

ତଥାଗତଙ୍କ ପରେ ଅମର। ବିଜେଡିକୁ ନେଇ ହେଲାଣି ନୂଅ ଗଣିତ କଷା। ନୂଆ ବିଜେଡ଼ି ଗଠନ ସଂକେତ ! ନୂଆ ବିଜେଡି ଗଠନର ସଂକେତ ଦେଲେ ବରିଷ୍ଠ ନେତା ଅମର ଶତପଥୀ । ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି ବୋଲି ଅମର କହିଥିବା ବେଳେ ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି ବର୍ତ୍ତମାନର ବିଜେଡି ବୋଲି କହିଛନ୍ତି।

BJD
Bhaskar Rao: ବିଜେଡି ଛାଡିଲେ ଦଳର ଟାଣୁଆ ନେତା

ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ ଏବଂ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା।

Tathagata Satpathy
Tathagata Satpathy: ବିଜେଡିର ପଲିଟିକାଲ ସୁଇସାଇଡ୍: ତଥାଗତ

ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ନଦେବା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ପୂର୍ବତନ ବିଜେଡି ସାଂସଦ ତଥାଗତ ଶତପଥୀ ।

vice-presidential elections
Vice-Presidential Elections:ବିଜେଡି ପୁଣି ଆପଣାଇଲା ସମଦୂରତା ଫଣ୍ଡା, ଉପରାଷ୍ଟ୍ରପତି ନିର୍ବାଚନ ଭୋଟିଂରୁ ବିରତ ରହିବ

ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନନେବାକୁ ଦଳର ପଲିଟିକାଲ ଆଫାୟର୍ସ କମିଟି ଏବଂ ସାଂସଦ ମାନଙ୍କ ସହ ଆଲୋଚନା ପରେ ବିଜେଡି ସୁପ୍ରିମୋ ଏଭଳି ନିର୍ଦ୍ଦେଶ ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେଡି ସଂସଦୀୟ ଦଳ ନେତା। ତେବେ ବିଜେଡିର ଏ ଷ୍ଟାଣ୍ଡ, ଏନଡିଏକୁ ପରୋକ୍ଷ ସମର୍ଥନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।

BJD stronghold in Jajpur to collapse as leaders join BJP
BJD Fort in Jajpur: `ଯାଜପୁରରେ ଭୁଶୁଡିବ ବିଜେଡି ଗଡ, ଧର୍ମଶାଳା ଛାଡ଼ି ପଳାଇବେ ପ୍ରଣବ ବଳବନ୍ତରାୟ'

ଯାଜପୁରରେ ଭୁଶୁଡିବ ବିଜେଡି ଗଡ। ମନମୋହନଙ୍କ ନେତୃତ୍ୱରେ ହେବ ମହାମିଶ୍ରଣ ପର୍ବ। ଏଥିସହ ଧର୍ମଶାଳା ଛାଡ଼ି ପଳାଇବେ ପ୍ରଣବ ବଳବନ୍ତରାୟ। ବିଜେପି ରାଜ୍ୟ ସଭାପତିଙ୍କ ଯାଜପୁର ଗସ୍ତ ସମ୍ପର୍କରେ ସୂଚନା ଦେଇ ଏମିତି କହିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ।

BJD
Arun Sahoo: ଅରୁଣଙ୍କ ବେଦନା ଓ ବିପ୍ଳବର କାହାଣୀ – ନିଚ୍ଛକ ନା ନିଖୁଣ ଅଭିନୟ?

୨୦୧୨ ମସିହାରେ ତଥା କଥିତ ମିଡ୍ ନାଇଟ୍ ଅପେରସନ ପରେ ସେ ଏଭଳି ନିଜର ରଙ୍ଗ ବଦଳାଇଥିଲେ ଯେ ସମସ୍ତେ ଭାବିଥିଲେ ଯେ ସେ ପ୍ୟାରୀଙ୍କର ନୁହେଁ, ନବୀନ ପଟ୍ଟନାୟକଙ୍କର ଏକାନ୍ତ ଅନୁଗତ । ଏହି କ୍ରମରେ ଅରୁଣଙ୍କର ରାଜନୈତିକ କ୍ୟାରିୟରରେ କୌଣସି ଭଟ୍ଟା ପଡ଼ିନଥିଲା ।

Vice Presidential Election
Vice Presidential Election: ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି ବିଜେଡି; ଦଳୀୟ ସାଂସଦଙ୍କ ସୂତ୍ରରୁ ସୂଚନା...

ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି ବିଜେଡି । ଭୋଟିଂରୁ ବିରତ ରହିବ ବିଜେଡି । ଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ।

Arun
Arun Sahoo: ବିଜେଡିର ବିଦ୍ରୋହ ଭିତରେ ଅରୁଣ ସାହୁଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା, ପାଣ୍ଡିଆନଙ୍କ ନାଁ ନନେଇ ପରୋକ୍ଷରେ ବର୍ଷିଲେ ଅରୁଣ ସାହୁ !

ମନ ଭିତରେ ଆମ ବିବେକ, କେଉଁଠି ନା କେଉଁଠି ବିଦ୍ରୋହ କରୁଛି। ଏ ସବୁ କହିବା ବେଳେ ମୋ ମନ ଭିତରେ ବିଦ୍ରୋହର ନିଆଁ ଜଳୁଛି ବୋଲି କହିଛନ୍ତି ଅରୁଣ ସାହୁ।