• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Balasore

Dirty Bucket
Balasore: ଗୋଡଧୁଆ ବାଲଟି ପାଇଁ ଗାଁରେ ଚହଳ, ଯିଏ ଶୁଣିଲା ହସି ହସି ଗଡ଼ିଲା

ଥାନାରୁ ମୁକୁଳିଲା ଗୋଡ଼ଧୁଆ ବାଲ୍‌ଟି । ହେଲେ ଚୋର ଫସିଗଲା । ନାଁ ଗାଁ ପଡିଲା । ମାନ୍ ଇଜତ ଗଲା । ତୁଚ୍ଛ ବାଲଟି ଚୋରି କଲା ପରେ ଏବେ ଚୋର ମହୋଦୟ ଥାନା ବାବୁଙ୍କ ଅତିଥି । ଆଉ ବାଲ୍‌ଟି ମାଲିକ ଚୋରି ବାଲ୍‌ଟି ଫେରିପାଇବା ପରେ ହସି ହସି ବେଦମ । ଆଉ ବାଲ୍‌ଟି ଚୋର ଏବେ ହାଜତ ଭିତରେ । ପୂରା ଘଟଣା ଜାଣିଲେ ଆପଣ ବି ହସି ହସି ଗଡ଼ିଯିବେ ।

Balasore Flood
Balasore Flood: ସହରୀ ବନ୍ୟା ଦାଉରେ ଆଜି ବି କଲବଲ ବାଲେଶ୍ୱର

ଲଘୁଚାପ ବର୍ଷାରେ ଉବୁଟୁବୁ ବାଲେଶ୍ୱର। କିଛି ଘଣ୍ଟା ବର୍ଷାରେ କୃତ୍ରିମ ବନ୍ୟା ସ୍ଥିତି ଆଉ ଜଳବନ୍ଦୀ ହେଉଛି ସହର। ଜଳ ଯନ୍ତ୍ରଣାରେ ଘାଣ୍ଟି ସନ୍ତୁଳି ହେଉଛନ୍ତି ଲୋକେ। କେଉଁଠି ପଦାକୁ ଗୋଡ଼ କାଢ଼ି ହେଉନି ତ ଆଉ କେଉଁଠି ବୁଡ଼ିଛି ଘରବାଡ଼ି, ଅଫିସ ଆଉ ମଲ୍।

BALESORE-FLOOD
ଲଗାଣ ବର୍ଷାରେ ଉବୁଟୁବୁ ବାଲେଶ୍ବର

ଲଗାଣ ବର୍ଷାରେ ଉବୁଟୁବୁ ବାଲେଶ୍ବର । ରାସ୍ତାରେ ପାଣି, ଘରେ ପାଣି । ଗତକାଲିଠୁ ପ୍ରବଳ ବର୍ଷାରେ ବାଲେଶ୍ବର ସହରରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତଳିଆ ଅଞ୍ଚଳର ବିଭିନ୍ନ ଗଳି ଓ ଛକରେ ୨ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି ।

Mr. Asia Manoj Bihari Das
Mr Asia: ବୟସ ୬୬ ବର୍ଷ, ମିଷ୍ଟର ଏସିଆରେ ହାସଲ କଲେ ବ୍ରୋଞ୍ଜ ପଦକ

୬୬ ବର୍ଷ ବୟସରେ ମିଷ୍ଟର ଏସିଆରେ ବ୍ରୋଞ୍ଜ ପଦକ ହାସଲ କଲେ ବାଲେଶ୍ଵର ଶୂନହଟ ଅଞ୍ଚଳର ମନୋଜ ବିହାରୀ ଦାସ। ଚାକିରିରୁ ଅବସର ପରେ ଆରମ୍ଭ କରିଥିଲେ ଜିମ୍ ଏବଂ ଏବେ ସେ ବଡି ବିଲ୍ଡିଂ ପାଇଁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ଅଛନ୍ତି।

Subarnarekha Floods
ବନ୍ୟା ବଢ଼ାଇଛି ଦୁର୍ଦ୍ଦଶା; ଭୋଗରାଇର ୬୨ ଗାଁ ପ୍ରଭାବିତ

ଜମିରେ ଏବେ ଅଣ୍ଟେ ଅଣ୍ଟେ ପାଣି ଜମି ରହିବାରୁ ଚାଷ ନଷ୍ଟ ହୋଇଯାଇଛି । ଭୋଗରାଇ ବ୍ଲକର ୯ ପଞ୍ଚାୟତର ୬୨ ଗାଁ ପ୍ରଭାବିତ ହୋଇଛି ।

New Twist in FM Case
New Twist in FM Case: ଏଫଏମ୍ ପୀଡ଼ିତା ଆତ୍ମାହୁତି ମାମଲାରେ ନୂଆ ସୁରାଗ୍; ଉସୁକାଇବା ଥିଓରୀକୁ ନେଇ ଚର୍ଚ୍ଚା

ଯିଏ ହିରୋ ସାଜିଥିଲେ, ସିଏ ଭିଲେନ୍ ପାଲଟିଗଲେ କେମିତି ? ଯିଏ ପୀଡ଼ିତାଙ୍କ ପାଇଁ ଓକିଲାତି କରୁଥିଲେ, ସିଏ ପୁଣି ଆତ୍ମାହୁତି ପଛର ଷଡ଼ଯନ୍ତ୍ରକାରୀ ସାଜିଥିଲେ କି ?

Arrest
ଏଫଏମ ଛାତ୍ରୀ ଆତ୍ମଦାହ ମାମଲା, ବନ୍ଧା ହେଲେ ଦୁଇ ଛାତ୍ର

ଗିରଫ ଛାତ୍ର ଦୁଇ ଜଣ ହେଲେ ଶୁଭ୍ର ସମ୍ବିତ ନାୟକ, ଜ୍ୟୋତି ପ୍ରକାଶ ବିଶ୍ବାଳ।ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ଗତକାଲି ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଗିରଫ କରି ଉଭୟଙ୍କୁ କୋର୍ଟଚାଲାଣ କରିଛି।

୬ ଜିଲ୍ଲାରେ ବନ୍ୟା ଦାଉ
ଚାରିଆଡ଼େ ପାଣି, ବନ୍ୟାରେ ୬ ଜିଲ୍ଲା ପ୍ରଭାବିତ

ସୁଁ ସୁଁ କରି ମାଡ଼ିଚାଲିଛି ବନ୍ୟା ଜଳ। ମନ୍ଦିର ବେଢ଼ାକୁ ଘେରିଯାଇଛି ଚାରିଆଡ଼ୁ। ଉବୁଟୁବୁ ଗାଁ ଦାଣ୍ଡ, ଜଳବନ୍ଦୀ ଘର ଦ୍ବାର। କାହା ଘର କୋଉଟା ଜାଣି ହେଉନି, ନିତିଦିନିଆ ରାସ୍ତା ବି ବାରି ହେଉନି। ଟିକେ ଅସାବଧାନ ହେଲେ ବିପଦରେ ପଡ଼ିବା ଥୟ।

FM College Student Death Case (Edited Image)
FM College Student Death: ଦିନ ଗଡ଼ୁଛି, ରହସ୍ୟ ପେଡି ଖୋଲୁନି

ଏଫଏମ୍ ପୀଡ଼ିତାଙ୍କୁ ନିଶ୍ଚୟ ମିଳିବ ନ୍ୟାୟ। ଆଜି ବାଲେଶ୍ବରରେ ଏହି ପ୍ରତିଶ୍ରୁତି ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ଅନ୍ୟପଟେ ଓଟିଭି ହାତରେ ଲାଗିଥିବା ଆଇସିସି କମିଟି ରିପୋର୍ଟରେ କେମିତି ସମୀର ସାହୁଙ୍କୁ କ୍ଲିନଚିଟ୍ ଦିଆଯାଇଛି ତାହା ଜଳ ଜଳ ହୋଇ ସାମ୍ନାକୁ ଆସିଛି। ଏପଟେ କଲେଜ ପରିସରରେ ୭ ଅଜଣା ସାଇକେଲକୁ ନେଇ ବି ବଢ଼ିଛି ସସପେନ୍ସ।

FM College Incident (Edited Image)
FM Student Death Case: ଝିଅ ପାଇଁ ଗୁହାରି କରିଥିଲେ ବାପା, କେହି ଶୁଣିଲେନି

ମାନସିକ ଅବସାଦରେ ରହୁଥିଲେ FM ପୀଡ଼ିତା। ସମୀର ସାର୍ ଦେଉଥିବା ଅପମାନ, ମାନସିକ ନିର୍ଯାତନା ଓ ପିଲାଙ୍କ ଟାହି ଟାପରା ତାଙ୍କୁ ବାଧୁଥିଲା। ସେଥିପାଇଁ ଝିଅ ଆଗକୁ କିଛି ବଡ଼ ଧରଣର ଭୁଲ୍ କରିପାରେ, ଏଭଳି ଆଶଙ୍କା କରିଥିଲେ ତାଙ୍କ ବାପା। କୌଣସି ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ଇଣ୍ଟରନାଲ୍ କଂପ୍ଳେନ୍ କମିଟିକୁ ଲେଖିଥିଲେ ଆବେଗଭରା ଚିଠି।

FM Victim’s Father Warned ICC
FM Victim’s Father Warned ICC: FM କଲେଜ ଘଟଣା: ସାମ୍ନାକୁ ଆସିଲା ICCକୁ ପୀଡ଼ିତା ବାପାଙ୍କ ଗୁହାରି

ଜୁଲାଇ ୭ରେ ଏଫଏମ କଲେଜ ଆଇସିସି କମିଟି ଅଧ୍ୟକ୍ଷଙ୍କୁ ଚିଠିରେ ସମସ୍ତ କଥା ଲେଖିଥିଲେ ପୀଡିତାଙ୍କ ବାପା ।

FM Student Case
FM Student Case: 'ସମସ୍ତେ ମିଶିକି ମୋ ଝିଅକୁ ମରିବା ପାଇଁ ବାଧ୍ୟ କରିଛନ୍ତି'

ମିଳିତ ଷଡ଼ଯନ୍ତ୍ର କରି ମାରିଦିଆଯାଇଛି ମୋ ଝିଅକୁ। ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ବାପା।

FM College Case
FM College Case: `ପୀଡିତାଙ୍କ ସପକ୍ଷରେ ମାତ୍ର ୧୦ ଜଣ ଥିଲେ, ବିପକ୍ଷରେ ୨ଶହରୁ ୩ଶହ ପିଲା ଥିଲେ'

ଆଜି ଆମ ସାଙ୍ଗ ଜଳିନି, ଆମେ ସମସ୍ତେ ଜଳୁଛୁ, ଉଚିତ୍ ତଦନ୍ତ ନହେବା ଯାଏଁ ଆମେ ଜଳୁଥିବୁ ବୋଲି ଅନେକ କଥା କହି ଗୁମର ଖୋଲିଛନ୍ତି ମୃତା ଏଫଏମ୍ ପୀଡିତାଙ୍କ ସାଙ୍ଗ କଶିସ୍ ଦାଶ।

Balasore Bandh Today
Balasore Bandh Today: FM ଛାତ୍ରୀ ମୃତ୍ୟୁ; ବିଜେଡିର ୮ ଘଣ୍ଟିଆ ବାଲେଶ୍ବର ବନ୍ଦ...

ଏଫ୍ ଏମ୍ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବିଜେଡିର ୮ ଘଣ୍ଟିଆ ବାଲେଶ୍ବର ବନ୍ଦ...ଦିନ ୨ଟା ଯାଏଁ ଦୋକାନ ବଜାର ବନ୍ଦ, ଗାଡ଼ି ଚଳାଚଳ ଠପ୍....ସେପଟେ ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଏପଟେ ପୀଡ଼ିତାଙ୍କ ବାପାଙ୍କ ସହ କଥା ହେଲେ ରାହୁଲ ଗାନ୍ଧି...

FM College Case
FM College Case: ‘ସୌମ୍ୟାଶ୍ରୀ ଆମ କଲେଜ ପାଇଁ ଆସେଟ୍ ଥିଲା’

ICC ସଦସ୍ୟ ମୀନତି ସେଠୀ କହିଛନ୍ତି ସୋମ୍ୟାଶ୍ରୀ HODଙ୍କ ନାଁରେ ଫେଭର ଅଭିଯୋଗ କରିଥିଲେ ଯାହା ଯୌନ ନିର୍ଯାତନାକୁ ନିଶ୍ଚିତ ଇଙ୍ଗିତ କରୁଥିଲା। ମାତ୍ର କିଛି ପ୍ରତ୍ୟକ୍ଷ ପ୍ରମାଣ ନ ଥିଲା। ତାଙ୍କ ଅଭିଯୋଗର ସତ୍ୟତା ଥାଇପାରେ, ମାତ୍ର ପ୍ରମାଣ ପାଇଲୁ ନାହିଁ ବୋଲି ଆଇସିସି ସଦସ୍ୟ କହିଛନ୍ତି।

ସୌମ୍ୟାଶ୍ରୀଙ୍କ ଶେଷ କଥା
FM College Student Death: ବୋଉ...ମୋତେ ଭାରି ବାଧିଲା, ମୋ କଥା କେହି ଶୁଣିଲେନି...ସେଥିପାଇଁ ଜୀବନ ହାରିଦେଲି

ହଁ ଦର୍ଶକ ବନ୍ଧୁ ନିଜ ପାଇଁ ଲଢ଼ି ଲଢ଼ି ଶେଷରେ ହାରିଯାଇଥିବା ସୌମ୍ୟାଶ୍ରୀ ମେଡିକାଲ ବେଡ୍‌ରେ ମୃତ୍ୟୁ ସହ ସଂଗ୍ରାମ କଲା ବେଳେ ଏଇମିତି ବାଉଳି ହେଉଥିଲେ। ନିଜର ପୁରୁଣା ଦିନକୁ ଭାବିବା ସହ ନିଜ ବାପାମା’ ଭାଇଭଉଣୀକୁ ଭାରି ମନେ ପକାଇଥିଲେ। ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ।

ଦୁଃଖରେ ଭାଙ୍ଗିପଡ଼ିଛି ପୂରା ଗାଁ
FM Student Death: ଏପଟେ ଝିଅର ଚିତା ଜଳୁଛି, ସେପଟେ ଘର ପିଣ୍ଡାରେ ମୁଣ୍ଡ ପିଟୁଛି ବାପା

ସୌମ୍ୟାଶ୍ରୀଙ୍କ ପାଇଁ ପୂରା ଗାଁ ସ୍ତବ୍ଧ। ସୁନା ଝିଅର ମୃତ୍ୟୁ ପରେ କାନ୍ଦବୋବାଳିରେ ଫାଟିପଡୁଛି ପଳାସିଆ ଗାଁ। ଭାଙ୍ଗିପଡ଼ିଛନ୍ତି ପରିବାର ଓ ସଂପର୍କୀୟ। ଗେଲ୍ହି ଝିଅକୁ ଝୁରୁଛି ଗାଁ ମାଟି। ଏସବୁ ଭିତରେ ସୌମ୍ୟାଶ୍ରୀ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗାଁ ମାଟିରେ ପଞ୍ଚଭୂତରେ ଲୀନ ହୋଇଯାଇଛି ସୌମ୍ୟାଙ୍କ ପାର୍ଥିବ ଶରୀର।

MP Baijayant Panda Offers Condolences on Soumyashree’s Death
FM Student Death: ବାଲେଶ୍ବର ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଗଭୀର ଶୋକ ପ୍ରକାଶ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ...

ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାର ସହ ସର୍ବଦା ଛିଡ଼ା ହୋଇଛନ୍ତି । ଏହି ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ବୈଜୟନ୍ତ । 

FM
FM Student: ଶୋକାକୁଳ ପରିବେଶରେ ଏଫଏମ ପୀଡିତା ଛାତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ

ପଳାସିଆ ଗାଁ ମଶାଣିରେ ଏଫଏମ ପୀଡିତା ଛାତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହୋଇଛନ୍ତି ଏଫଏମ ଛାତ୍ରୀ । ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

FM student
FM student: ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ, ସଂଗ୍ରାମ କରି ଶେଷରେ ଆଖି ବୁଜିଲେ

ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ବାଲେଶ୍ବର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କର ମୃତ୍ୟୁ ହୋଇଛି । ଘର ଲୋକଙ୍କ ଇଚ୍ଛା ଅନୁସାରେ ଶବ ବ୍ୟବଛେଦ ପରେ ମୃତଦେହକୁ ତାଙ୍କ ଗାଁ ବାଲେଶ୍ବର ଭୋଗରାଇ ନିଆଯାଇଛି । ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

Chief Secretary convened an urgent high-level meeting
Girl student self-immolation bid case: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ବାଲେଶ୍ୱର FM କଲେଜରେ ମୁଖ୍ୟ ସଚିବ ଏକ ଉଚ୍ଚସ୍ତରୀୟ ବୈଠକର ଆୟୋଜନ କରିଥିଲେ, ଯେଉଁଥିରେ ତିନିଟି ମହତ୍ତ୍ୱପୂର୍ଣ୍ଣ ବିଭାଗର ସଚିବମାନେ ଅଂଶଗ୍ରହଣ କଲେ। ଏହି ବୈଠକରେ ମୁଖ୍ୟ ଭାବେ ମୁଖ୍ୟ ସଚିବଙ୍କ ନେତୃତ୍ୱରେ ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ଚର୍ଚ୍ଚା ହେଲା।

Survival Chances Remain Grim Amid Organ Damage
Girl student self-immolation bid case: ଅବସ୍ଥା ଜଟିଳ କିନ୍ତୁ ସ୍ଥିର: AIIMS

ଭୁବନେଶ୍ବର AIIMS ବର୍ଣ୍ଣ ୟୁନିଟରେ ଭେଣ୍ଟିଲେଟରରେ ଚାଲିଛି FM ପୀଡ଼ିତାଙ୍କ ଚିକିତ୍ସା । ଏବେ ସ୍ବାସ୍ଥ୍ୟାବସ୍ଥା ଜଟିଳ କିନ୍ତୁ ସ୍ଥିର ରହିଥିବା ସୂଚନା ଦେଇଛନ୍ତି AIIMS କର୍ତ୍ତୃପକ୍ଷ । ପ୍ରଥମ ୭୨ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି AIIMS ଅଧୀକ୍ଷକ ।

Flood Situation
Flood Situation: ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଗମ୍ଭୀର, ସାଂଘାତିକ ପ୍ରଭାବିତ ହୋଇଛି ବାଲେଶ୍ୱର ଜିଲ୍ଲା

ଭୋଗରାଇ, ବାଲିଆପାଳ, ବସ୍ତା ଏବଂ ଜଳେଶ୍ବର ବ୍ଲକର ୩୦ଟି ପଞ୍ଚାୟତର ଶହେରୁ ଅଧିକ ଗାଁ ଜଳବନ୍ଦୀ ହୋଇରହିଛି । ପାଣିରେ ବୁଡ଼ିଯାଇଛି ୫ ହଜାରରୁ ଅଧିକ ହେକ୍ଟର ଚାଷଜମି। ତାରି ଭିତରେ କାହାର ଧାନ ବୁଡ଼ି ନଷ୍ଟ ହୋଇଯାଇଛି ତ ଆଉ କାହାର ପରିବା

Murder
Murder: ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ପିଟି ପିଟି ହତ୍ୟା...

ବାଲେଶ୍ୱର ଜିଲ୍ଲା ସୋର ଥାନା ଗୋପୀନାଥପୁର ଗାଁରେ ଅଭାବନୀୟ ଘଟଣା । ଶ୍ୱଶୁରଙ୍କ ମୃତ୍ୟୁ ଖବର ଶୁଣି ଯାଇଥିବାବେଳେ ଜ୍ୱାଇଁକୁ ପିଟି ପିଟି ମାରିଦେଲେ ଶ୍ୱଶୁର ଘର ଲୋକ ।

Unique Remuna Temple
Unique Remuna Temple: କଳକୀ ଅବତାରରେ ପୂଜା ପାଉଛନ୍ତି ଜଗନ୍ନାଥ, ନବକଳେବର ହୁଏନି କି ଗଡ଼େନି ଏଠି ରଥ

କୁହାଯାଏ ମହାପ୍ରଭୁ ଏଠାରେ କଳ୍କୀ ଅବତାରରେ ପୂଜା ପାଆନ୍ତି। ମହାପ୍ରଭୁ ଜଗନ୍ନାଥ ଓ ବଡ଼ଠାକୁର ବଳଭଦ୍ରଙ୍କର ହାତ ଗୋଡ ଥିବାବେଳେ ମା ସୁଭଦ୍ରାଙ୍କର ଅଧାଗଢ଼ା ବିଗ୍ରହ ଏଠାରେ ପୂଜା ପାଏ।