• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Atm

Dharmendra Pradhan
ମଦ ଟଙ୍କା ଘଟଣା; ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

କଂଗ୍ରେସ ଓ ଗାନ୍ଧି ପରିବାରର ଏଟିଏମ୍ ଥିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । ଦେଶୀ ମଦ ବ୍ୟବସାୟରେ ଆଇଟି ରେଡରୁ ଟଙ୍କାର ପାହାଡ଼ ଠାବ ହେବା ଘଟଣାର ସପ୍ତାହକ ପରେ ଧୀରଜଙ୍କ ସଫେଇ ଉପରେ ପ୍ରତିକ୍ରିୟା ରଖି ଆଜି ଏଭଳି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Know How To Protect Yourself From ATM Scams
ATMରୁ ଟଙ୍କା ଉଠାଉଛନ୍ତି କି ? କେମିତି ଠକାମିରୁ ବର୍ତ୍ତିବେ ମାନନ୍ତୁ ଏହିସବୁ ଟିପ୍ସ...

ବିଭିନ୍ନ ଉପାୟରେ ଠକମାନେ ଟଙ୍କାଠୁ ଆରମ୍ଭ କରି କାର୍ଡ ତଥ୍ୟ ଓ ଏଟିଏମ୍‌ ପିନ୍‌ ଚୋରି କରି ନେଉଛନ୍ତି। ନିକଟରେ ମୁମ୍ବାଇର ଜଣେ ବ୍ୟକ୍ତି ଏଟିଏମ୍‌ରେ ଟଙ୍କା ଟ୍ରାଞ୍ଜାକ୍ସନ ପରେ ଠକାମିର ଶିକାର ହେବାସହ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିଲା।

This ATM in Hyderabad dispenses gold
ଟଙ୍କା ବଦଳରେ ATMରୁ ବାହାରୁଛି ସୁନା ! ମାତ୍ର ଅଳ୍ପ ସେକେଣ୍ଡରେ ପାଇବେ ଶୁଦ୍ଧ ସୁନା

ଗୋଲ୍ଡସିକ୍କା ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଫିନ୍‌ଟେକ୍‌ କମ୍ପାନୀ ହାଇଦ୍ରାବାଦରେ ଏକ ଏଟିଏମ୍‌ ଖୋଲିଛି। ହେଲେ ଏହି ଏଟିଏମ୍‌ରୁ ଟଙ୍କା ବଦଳରେ ସୁନା ବାହାରୁଛି।

ATMରୁ ଟଙ୍କା କଟିଯିବ କିନ୍ତୁ ଟଙ୍କା ଆସିବନି, କ’ଣ କରିବେ?
ATMରୁ ଟଙ୍କା କଟିଯିବ କିନ୍ତୁ ଟଙ୍କା ଆସିବନି, କ’ଣ କରିବେ?

ଆପଣଙ୍କ ସହିତ ଏମିତି କେବେ ହେଇଛି କି ଟଙ୍କା ଉଠେଇବା ବେଳେ ଟଙ୍କା କଟିଯିବ କିନ୍ତୁ ମେସିନ୍‌ରୁ ଟଙ୍କା ଆସିବ ନାହିଁ? ଯଦି ବି ହୁଏ ଭୟ କରନ୍ତୁ ନାହିଁ। ଜାଣନ୍ତୁ କ’ଣ କଲେ ଟଙ୍କା ଆକାଉଣ୍ଟକୁ ଫେରିଆସିବ।

Odisha Govt To Open Ration ATM Soon
ଓଡ଼ିଶାରେ ଖୋଲିବ ରାସନ୍ ATM, ଟଙ୍କା ବଦଳରେ ବାହାରିବ ରାସନ୍‌

ATMରୁ ଟଙ୍କା ବାହରିଲା ଭଳି ଏଣିକି ରାସନ୍‌ ବାହାରିବ। ପାଇଲଟ ପ୍ରୋଜେକ୍ଟ ଭାବେ ରାଜଧାନୀ ଭୁବନେଶ୍ୱରରେ ଏହି ଯୋଜନା ଆରମ୍ଭ ହେବ। 

ATM In Maharashtra Dispenses 5 Times Extra Cash
ATMରୁ ୫୦୦ ବଦଳରେ ବାହାରୁଛି ୨,୫୦୦ ଟଙ୍କା; ଭିଡ଼ ଜମାଇଲେ ଲୋକ...

ଏଟିଏମ୍‌ରୁ ୫୦୦ ଟଙ୍କା withdraw କଲେ ବାହାରୁଛି ୫ ଗୁଣା ଅଧିକ ଟଙ୍କା ଅର୍ଥାତ୍‌ ୨,୫୦୦ ଟଙ୍କା। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।

Mobile ATMs are not working in some area
ଉପାନ୍ତ ଇଲାକାରେ ଡଙ୍କ ମୋଡ଼ିଛି ମୋବାଇଲ୍ ଏଟିଏମ୍ ସେବା; ପୋଲ୍ ଖୋଲିଥିଲେ ଏଜି

କୋଟି କୋଟି ଟଙ୍କା ବ୍ୟୟରେ ଉପାନ୍ତ ଓ ଆଦିବାସୀ ଇଲାକାରେ ଲାଗିଛି ମୋବାଇଲ୍ ଏଟିଏମ୍ ସେବା । ହେଲେ ସୁବିଧାରୁ ବଞ୍ଚିତ ହେଉଛନ୍ତି ଉପଭୋକ୍ତା...

atm
ଏହି ଏଟିଏମ୍‌ରୁ ଆପେ ଆପେ ବାହାରୁଛି ଟଙ୍କା

ଏହାକୁ ନେଇ ଆମେ ବିରକ୍ତ ମଧ୍ୟ ହୋଇଥାଆନ୍ତି। କିନ୍ତୁ ଥରେ ଚିନ୍ତା କରନ୍ତୁ ଯେତେବେଳେ ଆପଣ ଏଟିଏମ ସମ୍ମୁଖରେ ଛିଡ଼ା ହୋଇଥିବେ ଆଉ ମେସିନ୍‌ରୁ ଟଙ୍କା ବାହାରୁଥିବ ସେତେବେଳେ ଆପଣ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। କେବଳ ଆଶ୍ଚର୍ଯ୍ୟ ହେବେ ତାହା ନୁହେଁ ବରଂ ଖୁସି ମଧ୍ୟ ହେବେ।