Tag: Arvind Kejriwal

Arvind Kejriwal
କେଜ୍ରିୱାଲଙ୍କ ‘ମେକ୍ ଇଣ୍ଡିଆ ନଂ ୧’ ମିଶନ : ସବୁଦଳକୁ ସାମିଲ ହେବାକୁ ଆହ୍ୱାନ

ଭାରତକୁ ୧ନଂ କରିବା ପାଇଁ କେଜ୍ରିଓ୍ୱାଲ ବିଜେପି ଓ କଂଗ୍ରେସ ଭଳି ରାଜନୈତିକ ଦଳକୁ ତାଙ୍କ ମିଶନରେ ସାମିଲ ହେବାକୁ ନିମନ୍ତ୍ରଣ କରଛନ୍ତିଁ ।

Arvind Kejriwal
ମୋଦିଙ୍କ ଗଡ଼ ଉପରେ କେଜ୍ରିୱାଲଙ୍କ ନଜର : ପଞ୍ଜାବ ପରି ଗୁଜରାଟରେ ମାଗଣା ବିଜୁଳି ବଣ୍ଟନ ପାଇଁ ପ୍ରତିଶ୍ରୁତି

ଚଳିତ ବର୍ଷ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି ଗୁଜରାଟ ଅକ୍ତିଆର କରିବାକୁ ପ୍ରୟାସ ଆରମ୍ଭ କରିଛି ।

Tajinder Bagga
କେଜ୍ରିୱାଲଙ୍କ ଘର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ : ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଉଠାଇନେଲା ପୋଲିସ୍‌

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ସାମ୍ନାରେ ତଜିନ୍ଦର ପାଲ ସିଂ ବଗା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Arvind Kejriwal
ଅଳସ ଭାଙ୍ଗି ଟ୍ରୋଲ୍‌ ହେଲେ କେଜ୍ରିୱାଲ, ବିଜେପି କହିଲା..

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କେଜ୍ରିୱାଲ୍‌ ଦେଶରେ ବଢ଼ୁଥିବା କୋଭିଡ୍‌ ସଂକ୍ରମଣ ସମୀକ୍ଷା ବୈଠକରେ ମୋଦିଙ୍କ ବାର୍ତ୍ତାକୁ ଅଣଦେଖା କରିଥିବାର ଅଭିଯୋଗ କରିଛି ଦିଲ୍ଲୀ ବିଜେପି ।

government will fulfill another big promise women
ଏଣିକି ମହିଳାଙ୍କୁ ମିଳିବ ମାସିକ ୧୦୦୦ ଟଙ୍କା; ପ୍ରତିଶ୍ରୁତି ପୂରଣ କରିବେ ଏହି ସରକାର

ନିର୍ବାଚନ ଲଢ଼ିଥିଲେ, ଜିତିଲେ...ଏବେ ସମୟ କେବଳ ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାର...

Arvind Kejriwal targets bjp
କାଶ୍ମୀର ପଣ୍ଡିତ ଓ କାଶ୍ମୀର ନାମରେ ବିଜେପି ରାଜନୀତି କରୁଛି : କେଜ୍ରିୱାଲ

ଅରବିନ୍ଦ କେଜ୍ରିୱାଲ ଶନିବାର କାଶ୍ମୀରୀ ପଣ୍ଡିତଙ୍କ ଦେଶ ଛାଡିବା ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ଏବଂ ଗତ ୮ ବର୍ଷ ମଧ୍ୟରେ କେତେଜଣ ଲୋକଙ୍କୁ ଉପତ୍ୟକାକୁ ଫେରାଇ ଆଣିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। କେବଳ କାଶ୍ମୀର ପଣ୍ଡିତ ଓ କାଶ୍ମୀର ନାମରେ ବିଜେପି ରାଜନୀତି କରୁଛି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି।

Labh Singh
ସବୁଠୁ ବଡ଼ ଚର୍ଚ୍ଚା, ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଚିତ୍‌ପଟାଙ୍ଗ କରିଦେଲେ ମୋବାଇଲ ମେକାନିକ୍‌ ଲାଭ ସିଂହ

ଏକ୍‌ଜିଟ୍‌ ପୋଲ ରିପୋର୍ଟ କହିଥିଲା ୪ ରାଜ୍ୟରେ ବିଜେପି କରିବ ଶାସନ । ଆଉ ପଞ୍ଜାବରେ ଆପ୍‌ ଗଢ଼ିବ ସରକାର । ନିର୍ବାଚନ ଫଳାଫଳ ତାହା ହିଁ ହେଲା ।

Aam Admi Party
ପଞ୍ଜାବରେ ଆପ୍‌ର ଭାଙ୍ଗଡ଼ା, ବିଜୟର ବଲ୍ଲେ ବଲ୍ଲେ ! ଝାଡ଼ୁର ଝଡ଼ରେ ଧ୍ୱସ୍ତବିଧ୍ୱସ୍ତ ବିରୋଧୀଙ୍କ ଗଡ଼

୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ଆମ୍ ଆଦ୍‌ମୀ ପାର୍ଟି ଏକାକି ୯୨ ଆସନ ଜିତିଥିବା ବେଳେ କଂଗ୍ରେସ ଚରମ ବିପର୍ଯ୍ୟୟ ସହ ମାତ୍ର ୧୮ଟି ସିଟ୍ ଜିତିପାରିଛି । ସେହିଭଳି ବିଜେପିକୁ ୨ଟି ଓ ଶିରୋମଣି ଅକାଳୀ ଦଳ ସପକ୍ଷରେ ଯାଇଛି ୩ଟି ସିଟ୍ ମିଳିଛି ।

Arvind Kejriwal
ଏହି ୧୦ଟି କାରଣ ପାଇଁ ପଞ୍ଜାବରେ ଜିତିଲା ଆପ୍

ସମସ୍ତଙ୍କ ମନରେ ପ୍ରଶ୍ନ, ପଞ୍ଜାବରେ କେଉଁ କାରଣରୁ କଂଗ୍ରେସ ହାରିଲା ଆଉ ଆପ୍ ଜିତିଲା ? ବିଶେଷଜ୍ଞଙ୍କ ମତରେ ୧୦ଟି କାରଣ ହିଁ ମୁଖ୍ୟତଃ ପଞ୍ଜାବରେ ରାଜନୈତିକ ପଟ୍ଟ ପରିବର୍ତ୍ତନ ପାଇଁ ଦାୟୀ ।

 Baijayant Panda statement on CM Kejriwal
କେଜରିଓ୍ୱାଲଙ୍କ ଖଲିସ୍ତାନ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ପୂରଣ ହେବନି: ଵୈଜୟନ୍ତ

କେଜରିଓ୍ୱାଲଙ୍କ ଦେଶ ବିରୋଧୀ ଚିନ୍ତାଧାରାକୁ ବରଦାସ୍ତ କରାଯିବନି।

Arvind Kejriwal
ନିଜକୁ ଦୁନିଆର ସବୁଠାରୁ ସୁଇଟ୍ ଆତଙ୍କବାଦୀ କହିଲେ କେଜ୍ରିୱାଲ

୧୦ ବର୍ଷରେ ୩ବର୍ଷ ପାଇଁ କଂଗ୍ରେସ ସରକାର ଥିଲା , ୭ ବର୍ଷ ହେଲେ ବିଜେପି ସରକାର ରହିଛି । କାହିଁକି ଏତେ ବର୍ଷ ମଧ୍ୟରେ ସେମାନେ ମୋତେ ଗିରଫ କଲେ ନାହିଁ ? ସେମାନଙ୍କର ସୁରକ୍ଷା ଏଜେନ୍ସି କଣ କରୁଥିଲା । ଏବେ ସୁଦ୍ଧା ସେମାନେ କ’ଣ ଶୋଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ।

kumar biswash
କୁମାର ବିଶ୍ୱାସଙ୍କୁ ମିଳିବ କି ସୁରକ୍ଷା ? ଖଲିସ୍ତାନୀ ବୟାନ୍ ପରେ ଘନେଇଲା ବିପଦ

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ପରେ ବର୍ତ୍ତମାନ କୁମାର ବିଶ୍ୱାସଙ୍କ ଜୀବନ ପ୍ରତି ଭୟ ରହିଛି ।

Kumar Vishwas and Delhi chief minister Arvind Kejriwal.
ପଞ୍ଜାବ ନିର୍ବାଚନ ପୂର୍ବରୁ ଅଡୁଆରେ ଅରବିନ୍ଦ କେଜ୍ରିଓ୍ୱାଲ : ସାଂଘାତିକ ଅଭିଯୋଗ ଆଣିଲେ ପୁରୁଣା ସହଯୋଗୀ

କୁମାରଙ୍କ ଏହି ସାଂଘାତିକ ଅଭିଯୋଗ ପରେ ସୃଷ୍ଟି ହୋଇଛି ରାଜନୈତିକ ଝଡ଼ । କୁମାର ବିଶ୍ୱାସ ଏତେ ଦିନ ଧରି କାହିଁକି ଚୁପ୍ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ଆପ ମୁଖପାତ୍ର ରାଘବ ଚଢା । କେଜ୍ରିୱାଲଙ୍କ ଭଳି ଜଣେ ସଚ୍ଚୋଟ ନେତାଙ୍କ ରାସ୍ତା ରୋକିବାକୁ ଏହା ଅସାଧୁ ଶକ୍ତିଙ୍କ ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି ।

delhi
ହୋମ୍ ଆଇସୋଲେସନ୍‌ରେ ଥିବା ସଂକ୍ରମିତଙ୍କୁ ଦିଆଯିବ ଯୋଗ ଶିକ୍ଷା, ବଡ଼ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ରାଜଧାନୀ ଦିଲ୍ଲୀରେ ହୋମ୍ ଆଇସୋଲେସନ୍‌ରେ ଥିବା ସଂକ୍ରମିତଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

lockdown
ରାଜଧାନୀରେ ହେବନି ଲକଡାଉନ୍ ! ସ୍ଥିତି ନିୟନ୍ତ୍ରଣ ଥିବା କହିଲେ ମୁଖ୍ୟମନ୍ତ୍ରୀ

ଦେଶରେ କରୋନା ସଂକ୍ରମଣ ବଢ଼ୁଥିଲେ ହେଁ ରାଜଧାନୀରେ ଲକଡାଉନ୍ ସ୍ଥିତି ଉପୁଜିନି ।

Arvind Kejriwal
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କୁ କରୋନା

ଯେଉଁମାନେ ସମ୍ପର୍କରେ ଆସିଛନ୍ତି କରୋନା ଟେଷ୍ଟ କରିବାକୁ କଲେ ଅପିଲ୍ କଲେ କେଜରିଓ୍ୱାଲ

kejriwal and sidhu
"ଖାଲି ନାଁକୁ ମହିଳା ସଶକ୍ତିକରଣ, ହେଲେ କ୍ୟାବିନେଟରେ ନାହାନ୍ତି ମହିଳା ମନ୍ତ୍ରୀ"

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ପଞ୍ଜାବ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ନିର୍ବାଚନ ପ୍ରଚାର ସମୟରେ ନବଜୋତ ସିଂହ ସିଦ୍ଧୁ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଦିଆଯାଇଥିବା ନାରୀ ସଶକ୍ତିକରଣ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଛନ୍ତି।

sidhhu
ଆପ୍‌ରେ ସାମିଲ ହେବେ କି ସିଦ୍ଧୁ?

ପଞ୍ଜାବ ରାଜନୀତିରେ ବଡ଼ ଧରଣର ହଲଚଲ୍‌। ସିଦ୍ଧୁଙ୍କ ଇସ୍ତଫା ପରେ ସରଗରମ ରାଜ୍ୟ ରାଜନୀତି। ଦାୟିତ୍ୱ ନେବାର ମାତ୍ର ୭୨ ଦିନ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧୁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅରବିନ୍ଦ କେଜ୍ରିୱାଲ୍‌ଙ୍କ ମନ୍ତବ୍ୟ ଏବେ ଟ୍ୱିଷ୍ଟ ଆଣିଛି। କୁହାଯାଉଛି ଗତକାଲି ଆପ୍‌ କିଛି ବଡ଼ ଘୋଷଣା କରିପାରେ। ତେଣୁ ସିଦ୍ଧୁ ଆପ୍‌ରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି।

 Arvind Kejriwal
କେଜ୍ରିୱାଲଙ୍କ ବେକାରୀ କାର୍ଡ, ଚାକିରି ନଦେଇ ପାରିଲେ ମାସକୁ ୫ ହଜାର ଦିଆଯିବ

ଆମ୍‌ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଉତ୍ତରାଖଣ୍ଡ ଗସ୍ତ ରାଜନୀତିକୁ ଆହୁରି ଉଷ୍ମତା ଦେଇଛି । କାରଣ, ଆଜି କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳରେ ବଡ଼ ଘୋଷଣା କରିଛନ୍ତି ।

vaccination at delhi
ପାଠପଢା ଆରମ୍ଭ ହେଲେ ଦିଲ୍ଲୀ ସ୍କୁଲରେ ଥିବା ଟିକାକରଣ କେନ୍ଦ୍ର କୁଆଡେ ଯିବ?

ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନିଷ ସିସୋଦିୟା କହିଛନ୍ତି ଯେ, ସେପ୍ଟେମ୍ବର ୧ରୁ ସ୍କୁଲ ଖୋଲିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ସ୍କୁଲ ଓ କଲେଜ ସହ ଖୋଲାଯାଉଥିବା ଅନ୍ୟ ସ୍ଥାନମାନଙ୍କ ପାଇଁ ବିଭିନ୍ନ SOP ମଧ୍ୟ ଜାରି କରାଯାଇଛି । କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପାଇଁ ବାଧ୍ୟ କରାଯିବ ନାହିଁ ।

Sonu Sood with Delhi CM Arvind Kejriwal
’ଦେଶର ମେଣ୍ଟର’ କାର୍ଯ୍ୟକ୍ରମର ବ୍ରାଣ୍ଡ୍ ଆମ୍ବାସଡ଼ର ହେଲେ ଅଭିନେତା ସୋନୁ ସୁଦ୍ : ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ

ଶ୍ରମିକଙ୍କ ମସିହା ତଥା ଲୋକପ୍ରିୟ ଅଭିନେତା ସୋନୁ ସୁଦ ଆଜି ରାଜଧାନୀ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବଂ ଅଭିନେତା ସୋନୁ ସୁଦ୍ ଶୁକ୍ରବାର ଦିନ ୧୦ଟାରେ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

Arvind Kejriwal
ସରଗରମ ଉତ୍ତରାଖଣ୍ଡ ରାଜନୀତି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆପ୍‌

ତେବେ ଆଜି ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମୀ ପାର୍ଟି । ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଡେରାଡୁନ୍ ଗସ୍ତରେ ଯାଇ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ।

ARABINADA-KEJRIWAL
କରୋନା ଯୋଦ୍ଧାଙ୍କ ପରିବାରକୁ କୋଟିଏ ଟଙ୍କା ଲେଖାଏଁ ଦେଲେ ଦିଲ୍ଲୀ ସରକାର

କରୋନା ଯୋଦ୍ଧାଙ୍କ ପରିବାରକୁ କୋଟିଏ ଟଙ୍କା ଲେଖାଏଁ ଦେଲେ ଦିଲ୍ଲୀ ସରକାର । ମହାମାରୀ କରୋନା କାଳରେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସମ୍ମୁଖ ଯୋଦ୍ଧାଙ୍କୁ କୋଟିଏ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ଦିଲ୍ଲୀର କେଜ୍ରିୱାଲ ସରକାର ।

arvind-kejriwal
ସ୍କୁଲ ଖୋଲିବା ନେଇ ବଡ଼ ମନ୍ତବ୍ୟ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଦେଶରେ ଲଗାତାର ଭାବରେ କମୁଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ ଧୀରେ ଧୀରେ ରାଜ୍ୟ ଗୁଡ଼ିକ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଉଛନ୍ତି। ତେବେ ଦିଲ୍ଲୀରେ ମଧ୍ୟ ସ୍କୁଲ ଖୋଲିବା ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଚାଲିଥିବା ନେଇ ଜଣାପଡ଼ିଛି। କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି, ସ୍କୁଲ ଖୋଲିବା ନେଇ ଆମେ ଅନେକ ବୈଠକ କରିଛୁ

arvind-kejriwal
କୋଭିଡ୍‌ ମୁକାବିଲା ପାଇଁ ୫ ହଜାର ଯୁବକ-ଯୁବତୀଙ୍କୁ ଦିଆଯିବ ସ୍ୱାସ୍ଥ୍ୟ ସହାୟକ ଟ୍ରେନିଂ

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହର ସହ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ଦିଲ୍ଲୀ ସରକାର । ଏହି କ୍ରମରେ ୫ ହଜାର ଯୁବକ/ଯୁବତୀଙ୍କୁ ସ୍ୱାସ୍ଥ୍ୟ ସହାୟକା ଭାବେ ପ୍ରଶିକ୍ଷଣ ଦେବେ ବୋଲି ସ୍ଥିର କରିଛନ୍ତି ସରକାର । ଆଗକୁ ଦେଶରେ…