ବିରାଟଙ୍କ ଆଖିରୁ ଝରୁଥିଲା ଲୁହ । ହସି ହସି ନାଚୁଥିଲେ ଅନୁସ୍କା । RCB ବିଜୟରେ ହଠାତ୍ ଦେଖିବାକୁ ମିଳିଥିଲା ଏମିତି କିଛି । ଇମୋସନାଲ୍ ହୋଇ ପଡ଼ିଆ ମଝିରେ ଭାବୁକ ହୋଇ ପଡ଼ିଥିଲେ କିଙ୍ଗ କୋହଲି ।
ବାଙ୍ଗାଲୋରର ପ୍ରଥମ ବିଜୟ ବିରାଟ କୋହଲିଙ୍କ ପାଇଁ ସବୁଠାରୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି। ଟ୍ରଫି ଜିତିବା ପରେ ବିରାଟ ଅନୁଷ୍କାଙ୍କୁ ପ୍ରଶଂସା କରିଛନ୍ତି। ମ୍ୟାଚ୍ ପରେ ବିରାଟ ଅନୁଷ୍କାଙ୍କୁ ତାଙ୍କ ସହିତ ରହିବା, ତାଙ୍କର ଶକ୍ତି ଏବଂ ତ୍ୟାଗ ପାଇଁ ଧନ୍ୟବାଦ ଦେଇଛନ୍ତି।
ଶାହରୁଖ ଖାନଙ୍କର ଏକ ପୁରୁଣା ବୟାନ୍ ଭାଇରାଲ୍ ହେଉଛି, ଯେଉଁଥିରେ ସେ କିଙ୍ଗ୍ କୋହଲିଙ୍କ ବିଷୟରେ କିଛି କହିଥିଲେ, ଯାହା ଉପରେ ଅନୁଷ୍କା ଶର୍ମା ନିଜକୁ ଉତ୍ତର ଦେବାରୁ ରୋକିପାରିଲେ ନାହିଁ।
ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବାର ଦିନକ ପରେ ମଙ୍ଗଳବାର ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଛନ୍ତି। ପତ୍ନୀ ଅନୁଷ୍କାଙ୍କ ସହିତ ବିରାଟ ପ୍ରେମାନନ୍ଦ ମହାରାଜଙ୍କୁ ବୃନ୍ଦାବନରେ ସାକ୍ଷାତ କରିଥିଲେ।
ଆଜି ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ଯାଇଛନ୍ତି। ଏଥିରୁ ବଲିଉଡ୍ ଦୁନିଆ ମଧ୍ୟ ବାଦ ପଡିନି। ଅନେକ ବଲିଉଡ ଅଭିନେତ୍ରୀ କେବଳ ଅଭିନୟରେ ନୁହେଁ ବ୍ୟବସାୟରେ ମଧ୍ୟ ନିଜର ସ୍ଥିତିକୁ ମଜବୁତ କରିଛନ୍ତି। ଆଜି ଆନ୍ତର୍ଜାତୀୟ ମହିଳା ଦିବସରେ ଆସନ୍ତୁ ଏପରି କିଛି ସୁନ୍ଦରୀଙ୍କ ବିଷୟରେ ଜାଣିବା।
ବଲିଉଡରେ ଅନେକ ଅଭିନେତା ଓ ଅଭିନେତ୍ରୀ ସୁନ୍ଦରତା ବୃଦ୍ଧି କରିବା ପାଇଁ ସର୍ଜରୀର ସାହାରା ନେଇଥାନ୍ତି। ତେବେ ବିଭିନ୍ନ ସମୟରେ ଏହା ଓଲଟା ଫଳ ପ୍ରଦାନ କରିଥାଏ । ଅନେକ ସମୟରେ ସର୍ଜରୀ ଫଳରେ ପ୍ରାକୃତିକ ସୁନ୍ଦରତା ପଳାଇ ଯାଇଥାଏ ଓ ଚେହେରା ଅଧିକ ଖରାପ ହୋଇ ଯାଇଥାଏ। ଏମିତି କିଛି ଅଭିନେତ୍ରୀଙ୍କ ଉପରେ ଏକ ନଜର ଯେଉଁମାନେ ସର୍ଜରୀ କରିବା ପରେ ସେମାନଙ୍କ କ୍ୟାରିୟର ଆଗକୁ ବଢି ପାରି ନାହିଁ।
ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ବଲିଉଡ଼ ଷ୍ଟାର୍ ଅନୁଷ୍କା ଶର୍ମାଙ୍କ କଥା ଯେତେବେଳେ ଆସେ ସେତେବେଳେ ଆହୁରି ଚର୍ଚ୍ଚା ବଢି ଯାଇଥାଏ । ଆମେ ଆପଣଙ୍କୁ କହୁଛୁ ‘ୱାନ୍-୮’ ରେଷ୍ଟୁରାଣ୍ଟ କଥା। ହାଇଦ୍ରବାଦ୍ରେ ଥିବା ‘ୱାନ୍-୮’ ରେଷ୍ଟୁରାଣ୍ଟକୁ ଯାଇଥିଲେ ଜଣେ ଗ୍ରାହକ। ପରେ ସୋସିଆଲ ମଡ଼ିଆରେ ସେୟାରେ କଲେ ଏମିତି କଥା ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।
ଆଜିର ଦୁନିଆରେ ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟ ବିଷୟରେ ଅଧିକ ସଚେତନ ହେଉଛନ୍ତି । ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ଉଦ୍ୟମ କରୁଛନ୍ତି ।
ବିରାଟ କୋହଲି ଓ ଅନୁଷ୍କା ଶର୍ମା । ଭାରତୀୟ କ୍ରିକେଟ ଓ ବଲିଉଡ ଜଗତର ଏକ ଚର୍ଚ୍ଚିତ ଯୋଡ଼ି । ନିଜର ପ୍ରେମ ସଂପର୍କ ହେଉ କିମ୍ବା ଅନ୍ୟ କିଛି ମିଡିଆରେ ଏହି ଦୁଇ ଜଣଙ୍କର ସବୁ ବେଳେ ଚର୍ଚ୍ଚା ଚାଲିଥାଏ ।
ବିରାଟ କୋହଲି ଓ ଅନୁଷ୍କା ଶର୍ମା, ଭାରତର ଜଣେ ଚର୍ଚ୍ଚିତ ଯୋଡ଼ି । ହୃଦୟ ଜିତିବାର କୌଣସି ସୁଯୋଗ ସେମାନେ ହାତଛଡ଼ା କରନ୍ତି ନାହିଁ ।
ଭାରତ ଛାଡିଦେଇ ପାରନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ଅଭିନୟକୁ ମଧ୍ୟ କରି ପାରନ୍ତି ବାଏ ବାଏ। ସେ ତାଙ୍କ କ୍ରିକେଟର ସ୍ୱାମୀ ବିରାଟ କୋହଲିଙ୍କ ସହ ଲଣ୍ଡନ ପଳେଇ ଯାଇ ପାରନ୍ତି। ବିରାଟ୍ କୋହଲିଙ୍କ ଏକ ଭିଡିଓ ସମସ୍ତଙ୍କୁ ଏମିତି ଚିନ୍ତାରେ ପକେଇ ଦେଇଛି।
‘ବମିକା’ ଅର୍ଥାତ ପ୍ରଥମ ଶିଶୁକନ୍ୟାକୁ ତା ଭାଇ ‘ଅକାୟ’ ମିଳିଛି । ଗତ ୧୫ ତାରିଖ ଦିନ ଏହି ଖୁସିଖବର ଘରକୁ ଆସିଥିବା ସେମାନେ ଜଣାଇଛନ୍ତି । ଏନେଇ ସମସ୍ତଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ଏହି ଷ୍ଟାର କପଲ୍ ବିରାଟ ଓ ଅନୁଷ୍କା ।
ବିରାଟ ବାପା ହେବା ନେଇ କହଥିବା କଥାରେ ୟୁଟର୍ଣ୍ଣ ମାରିଲେ ଡିଭିଲିୟର୍ସ । କହିଲେ ‘ମୁଁ ବଡ଼ ଭୁଲ କରିଛି । ତେଣୁ ମୁଁ ମୋ ଫ୍ୟାନ୍ଙ୍କ ନିକଟରେ କ୍ଷମା ପ୍ରାର୍ଥନା ମାଗୁଛି ।’
ଖୁବ୍ଶୀଘ୍ର ଦ୍ୱିତୀୟ ସନ୍ତାନର ବାପା-ମା’ ହେବେ ବିରାଟ-ଅନୁଷ୍କା । ଏନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ସବୁଠାରୁ ବଡ଼ କଥା ହେଉଛି ଏହି ଖବର ନିଜେ ଅନୁଷ୍କା କିମ୍ବା ବିରାଟ ପ୍ରକାଶ କରିନାହାନ୍ତି ।
ରାମାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ଆଜି ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି।
ବିଶ୍ୱକପ୍ରେ କୋହଲିଙ୍କ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଟିମ୍ ଇଣ୍ତିଆ ଟ୍ରଫି ଜିତିପାରିନଥିଲା । ଏହାପରେ ସେ କ୍ରିକେଟ୍ରୁ କିଛିଦିନ ବିଶ୍ରାମ ନେଇ ଲଣ୍ତନରେ ପରିବାର ସହ ସମୟ ଅତିବାହିତ କରୁଛନ୍ତି ।
ବିରାଟ କୋହଲିଙ୍କ ଅନେକ ଉତ୍ଥାନ-ପତ୍ତନ ବେଳେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ସବୁବେଳେ ତାଙ୍କ ସହ ରହିଆସିଛନ୍ତି। କେବେ ସେ ପତ୍ନୀ ଭାବରେ ତ କେବେ ପୁଣି ପ୍ରେମିକା ଆଉ କେବେ ସାଙ୍ଗଟିଏ ହୋଇ ସେ ତାଙ୍କ ସହ ଠିଆ ହୋଇଛନ୍ତି। ତେବେ ଆଜି ବିରାଟଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ପ୍ରେମ କାହାଣୀକୁ ନେଇ କିଛି ରୋଚକ କଥା ଜାଣିନେବା।
ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଖୁବ୍ ଶୀଘ୍ର ଦ୍ୱିତୀୟ ଶିଶୁର ପିତାମାତା ହେବାକୁ ଯାଉଛନ୍ତି। ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି। ଖୁବ ଶୀଘ୍ର ଘରେ ନୂଆ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
୧୬ ବର୍ଷର କ୍ୟାରିଅରରେ ଦୀପିକା ପାଦୁକୋନ୍ ନିଜର ଏକ ଶକ୍ତିଶାଳୀ ନେଟ୍ ୱର୍ଥ କରିପାରିଛନ୍ତି। ଏହି ଦୃଷ୍ଟିରୁ ଦୀପିକା ଏବେ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫଙ୍କୁ ମଧ୍ୟ ପଛରେ ପକେଇଦେଇଛନ୍ତି। ଦୀପିକା ଏବେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ।
ବିରାଟ-ଅନୁଷ୍କା ରେଷ୍ଟୁରାଣ୍ଟ ବାହାରେ ଫଟୋ ପୋଜ୍ ଦେବାବେଳେ ଏହି ସମୟରେ ଜଣେ ଫଟୋଗ୍ରାଫର ଭୁଲ୍ରେ ଅନୁଷ୍କାଙ୍କୁ ‘ସାର୍’ ଡାକି ଦେଇଥିଲେ। ଏହାଶୁଣି ବିରାଟ ଏକ ପ୍ରକାର ହାସ୍ୟାସ୍ପଦ ପ୍ରତିକ୍ରିୟା ଦେଇଥିଲେ।
ଭାରତର ଚର୍ଚ୍ଚିତ ଯୋଡ଼ି ବିରାଟ-ଅନୁଷ୍କା(ବିରୁଷ୍କା) ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବିରାଟଙ୍କ ନାକ ଅଗରେ ରହିଥାଏ ରାଗ । ତେବେ ଜଣେ ଫ୍ୟାନ୍ସଙ୍କ ଉପରେ ଚିହିଁକି ଉଠିଲେ ବିରାଟ..ଦେଖନ୍ତୁ ଭିଡିଓ..
ଅପଲୋଡ୍ କରିବାର କେଇ କ୍ଷଣ ପରେ ଶହ ଶହ କମେଣ୍ଟ ଆସିବା ସହ ବିରାଟ ଓ ଅନୁଷ୍କାଙ୍କ ଲଭ୍ କେମେଷ୍ଟ୍ରିଙ୍କୁ ପସନ୍ଦ କରିଛନ୍ତି ଫ୍ୟାନ୍ସ। ଅନେକ ୟୁଜର ଉଭୟଙ୍କୁ ରାଜା ରାଣୀ ବୋଲି ସମ୍ବୋଧିତ କରିଛନ୍ତି।
ସାଧାରଣ ଲୋକ ହୁଅନ୍ତୁ କି କୌଣସି ନାମିଦାମି, ସମସ୍ତଙ୍କ ଡାକ ନାଁ ଥାଏ। ଅନେକ ସମୟରେ ସ୍ନେହ ପ୍ରେମରେ ଡକାଯାଉଥିବା ଏହି ନାଁ ମଧ୍ୟ ଖୁବ ଲୋକପ୍ରିୟ ହୋଇଯାଏ। ଗ୍ଲାମର ଦୁନିଆରେ ରାଜ କରୁଥିବା ଏମିତି କିଛି ନାୟିକା ଅଛନ୍ତି ଯେଉଁମାନଙ୍କର ଡାକ ନାଁ ଶୁଣିଲେ ଆପଣ ହସିବାକୁ ବାଧ୍ୟ ହେବେ।
ସେମାନଙ୍କ ସୁରକ୍ଷା ନେଇ ବଲିଉଡ୍ ତାରକା ବା କ୍ରିକେଟ୍ ଷ୍ଟାର୍ମାନେ ଟଙ୍କା ଖର୍ଚ୍ଚ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏମିତି କି ଏ ଦିଗରେ ସେମାନେ କୋଟି କୋଟି ଟଙ୍କା ଉଡେଇ ଦିଅନ୍ତି। ଆପଣ ଅନୁଷ୍କା ଶର୍ମା ଓ ବିରାଟ୍ କୋହଲିଙ୍କ ବଡିଗାର୍ଡଙ୍କ ଦରମା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ନୂଆ ବର୍ଷରେ ଛୁଟି କାଟିବା ପାଇଁ ଉଭୟ ଏବେ ଦୁବାଇରେ ସମୟ ବିତାଉଛନ୍ତି ।