• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: America

Donald Trump
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା, ଲଢ଼ିପାରିବେନି ୨୪ ନିର୍ବାଚନ

କୋଲୋରାଡୋ କୋର୍ଟର ଏହି ରାୟକୁ ଚାଲେଞ୍ଜ କରି ଉପର ଅଦାଲତର ଦ୍ୱାରସ୍ଥ ହୋଇପାରିବେ ଡୋନାଲ୍ଡ ଟ୍ରମ୍ପ ।

Pneumonia In America
ଚୀନ୍‌ ପରେ ଏବେ ଆମେରିକାରେ ନିମୋନିଆ ଆତଙ୍କ

ଚୀନରେ ଶିଶୁଙ୍କଠାରେ ଶ୍ୱାସକ୍ରିୟା ସଂପର୍କିତ ରୋଗ ବ୍ୟାପୁଥିବା ଖବର ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିଲା ।

Joe Biden
ସମର୍ଥନର ପରିଣାମ ଭୋଗିଲା ଆମେରିକା, ସୈନ୍ୟଙ୍କ ଉପରେ ହେଲା ହମଲା

ଗତ ୨୪ ଘଣ୍ଟା ମଧ୍ୟରେ ଇରାକରେ ଥିବା ଆମେରିକାର ଦୁଇ ଦୁଇଟି ଶିବିରରେ ଡ୍ରୋନ ମାଡ଼ ହୋଇଛି । ପଶ୍ଚିମ ଓ ଉତ୍ତର ଇରାକରେ ଥିବା ସାମରିକ ଶିବିର ଉପରେ ଡ୍ରୋନ ମାଡ଼ ହୋଇଥିବା ବେଳେ ଇରାକ ସେନାର ମଧ୍ୟ କିଛି ସୈନ୍ୟ ନିହତ ହୋଇଥିବା ଜଣା ପଡ଼ିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆହତଙ୍କ ବାବଦରେ କୌଣସି ସୂଚନା ମିଳି ପାରିନାହିଁ ।

America
ଭାରତର ଟେକ୍ନୋଲୋଜି ଉପରେ ନାସାର ନଜର, ଇସ୍ରୋ ମୁଖ୍ୟ କଲେ ଖୁଲାସା

ସ୍ବପ୍ନ ଦେଖିବା ହେଉଛି ସବୁଠାରୁ ସାହସର କାମ । ତାକୁ ସଫଳ କରିବା ତା’ଠାରୁ କଠିନ । ନୂଆ ଭାରତ ସ୍ବପ୍ନ ଦେଖୁଛି ଓ ତାକୁ ସଫଳ କରିବାକୁ କାମ ମଧ୍ୟ କରୁଛି । ଏହାଠାରୁ ବଡ଼ ସଫଳତା ଆଉ କଣ ହୋଇ ପାରେ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି ।

America
ଘୃଣା ଅପରାଧର ଭୟଙ୍କର ପରିଣାମ...୬ ବର୍ଷର ଶିଶୁକୁ ହତ୍ୟା କଲା ୭୧ ବର୍ଷର ବୃଦ୍ଧ

ସୀମା ଟପିଲା ବର୍ବରତା । ବିଭତ୍ସ ଭାବେ ୨୬ ଥର ଛୁରାମାଡ଼ କରି ଶିଶୁକୁ ହତ୍ୟା କଲା ଅଭିଯୁକ୍ତ ।

World’s richest IITian grew up without electricity but earned Rs 71,189 crore
ନିଷ୍ଠା ବଦଳାଇଦେଲା ଭାଗ୍ୟ; ଚାଷୀ ପୁଅ ଆଜି ଆମେରିକାରେ ସବୁଠୁ ଧନୀ !

ଜୟ ଚୌଧୁରୀ ୧୯୮୦ ମସିହାରେ ଆମେରିକା ଯାଇଥିଲେ । ସେଠାରେ ଏକ କମ୍ପାନୀରେ ଚାକିରି କରିଥିଲେ । ପରେ ୧୯୯୬ ମସିହାରେ ଜୟ ଏବଂ ତାଙ୍କ ପତ୍ନୀ ଜ୍ୟୋତି ଚାକିରି ଛାଡିଥିଲେ ।

Koraput
ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି...ଚିକିତ୍ସା ଗବେଷଣା ପାଇଁ ଯିବେ ଆମେରିକା

ଅଷ୍ଟମ ପର୍ଯ୍ୟନ୍ତ ପଢ଼ିଥିଲେ ବି ଆୟୁର୍ବେଦିକ ଚିକିତ୍ସା ଉପରେ ୪୩ ବର୍ଷୀୟ ହରିଙ୍କର ରହିଛି ଗଭୀର ଜ୍ଞାନ । ଜଙ୍ଗଲରୁ ଜଡ଼ିବୁଟି ସଂଗ୍ରହ କରି ଏଯାବତ ସେ ପ୍ରାୟ ୪୫୦ ପ୍ରକାରର ଚେରିମୂଳି ଔଷଧ ତିଆରି କରିଛନ୍ତି । ଏହି ଔଷଧ ଦ୍ଵାରା ହାର୍ଟ ଆଟାକ୍, ବ୍ଲଡ଼ ପ୍ରେସର୍, ସିକଲସେଲ୍ ସ୍ନାୟୁ ରୋଗ, ଋତୁସ୍ରାବ ସମସ୍ୟା, ଥାଇରଡ, କିଡନୀ ସମସ୍ୟା ଭଳି ୧୦୫ଟି ରୋଗ ଠିକ୍ ହେଉଥିବା ସେ କହିଛନ୍ତି । କେବଳ ସେତିକି ନୁହେଁ ଚେରମୂଳି ଔଷଧ ଏବଂ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରି ସେ ଗବେଷଣା କରୁଛନ୍ତି। ।

submerge underwater
ମାଡି ଆସୁଛି ବିପଦ ! ଖୁବଶୀଘ୍ର ସମୁଦ୍ରରେ ବୁଡ଼ିପାରେ ଏଇ ସବୁ ସହର...

ଭାରତ, ଚୀନ, ବାଙ୍ଗଲାଦେଶ ଓ ନେଦରଲ୍ୟାଣ୍ଡକୁ ଭୟଙ୍କର ବିପଦର ସାମ୍ନା କରିବାକୁ ପଡିପାରେ । ପରିବେଶ ସନ୍ତୁଳନ ହରାଇବା ପରେ ଯେମିତି ଋତୁଚକ୍ରରେ ପରିବର୍ତ୍ତନ ହେଉଛି ଖୁବ କମ୍‌ ଦିନ ମଧ୍ୟରେ ଦେଶର ଉପକୂଳବର୍ତ୍ତୀ ସହର ସମୁଦ୍ରରେ ମିଶିବା ନେଇ ଆକଳନ କରୁଛନ୍ତି ବିଶେଷଜ୍ଞ।

9 killed in two shootings in US
ଆମେରିକାରେ ଗୁଳି ବର୍ଷା, ୯ ମୃତ

ଘଟଣାର ୨୦ ମିନିଟ ପରେ ଏକ କାର ମଧ୍ୟରୁ ୩ ଜଣଙ୍କୁ ଧରିଥିଲା ଆମେରିକା ପୋଲିସ।

firing in america
ଆଖିବୁଜା ଗୁଳିମାଡରେ ପୋଲିସ ଅଧିକାରୀଙ୍କ ସମେତ ୫ ମୃତ

ଆମେରିକାରେ ଉତ୍ତରୀ ପ୍ରାନ୍ତ କେରୋଲିନାର ଏକ ଜନବସତିପୂର୍ଣ୍ଣ ଅଞ୍ଚଳରେ ଗୁରୁବାର ଆଖିବୁଜା ଗୁଳିଚାଳନା ହୋଇଛି। ଏଥିରେ ପୋଲିସ ଅଫିସରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। କେରୋଲିନା

Ukraine Russia War
ୟୁକ୍ରେନ୍‌ ପାଇଁ ଢାଲ ସାଜିବ ଆମେରିକା

ୟୁକ୍ରେନ୍‌କୁ ଆମେରିକା ଆଡଭାନ୍ସ ଏୟାର ଡିଫେନ୍ସ ସିଷ୍ଟମ୍ ଯୋଗାଇବ ବୋଲି ବାଇଡେନ୍ ପ୍ରତିଶ୍ରୁତି ଦେଇଛନ୍ତି ।

China America
ଚୀନ-ତାଇୱାନ୍ ମଧ୍ୟରେ ବଢ଼ୁଛି ତିକ୍ତତା ! କେତେବେଳେ ବି ହୋଇପାରେ ଯୁଦ୍ଧ..

ଚୀନ୍‌ର ଚେତାବନୀ ସତ୍ତ୍ୱେ ତାଇପାଇରେ ପହଞ୍ଚିଲେ ଆମେରିକା ସିନେଟ୍‌ର ବାଚସ୍ପତି । ନିଆଁରେ ଘିଅ ଢାଲିବା ସଦୃଶ କାମ କରୁଛି ଆମେରିକା ବୋଲି କହିଲା ଚୀନ୍ ।

Kim Jong-un threatens to use nuclear weapons against America
ଆମେରିକା ଉପରେ ପରମାଣୁ ବୋମା ପକାଇବ ଉତ୍ତର କୋରିଆ !

ଆମେରିକା ଉପରେ ପରମାଣୁ ବୋମା ପକାଇବାକୁ ଧମକ ଦେଇଛି ଉତ୍ତର କୋରିଆ...

6 dead, 24 hurt in shooting at Chicago-area July 4 parade
ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ: ଆଖିବୁଜା ଗୁଳିମାଡ଼ରେ ରକ୍ତରଞ୍ଜିତ ହେଲା ଚିକାଗୋ

ଫ୍ରିଡମ ଡେ ପରେଡରେ ଆତତୀୟର ଆଖିବୁଜା ଗୁଳିମାଡ଼ରେ ରକ୍ତରଞ୍ଜିତ ହେଲା ଚିକାଗୋ....

Monkeypox
୧୯ରୁ ଅଧିକ ଦେଶକୁ ବ୍ୟାପିଲାଣି ‘ମଙ୍କିପକ୍ସ’, ଭାରତକୁ କରାଗଲା ସତର୍କ

କେନ୍ଦ୍ର ସରକାର ପକ୍ଷରୁ 'ନ୍ୟାସନାଲ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ’ ଏବଂ 'ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ'କୁ ସତର୍କ ରହିବାକୁ କୁହାଯାଇଛି ।

MonkeyPox
ୟୁରୋପ୍‌ ପରେ ମଙ୍କିପକ୍ସ ଜାଲରେ ଆମେରିକା

ଆମେରିକାର ପ୍ରଥମ ଥର ପାଇଁ ଜଣେ ମଙ୍କିପକ୍ସ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବ୍ୟକ୍ତି ଜଣକ ‘ମଙ୍କିପକ୍ସ’ ରୋଗରେ ପୀଡ଼ିତ ହୋଇଥିବା ବେଳେ ନିକଟରେ ସେ କାନାଡ଼ା ଯାତ୍ରା କରିଥିଲେ।

UFO
ସତରେ ଅଛନ୍ତି କି ଏଲିଅନ୍ ? ଅନ୍ୟ ଗ୍ରହରେ ଜୀବଙ୍କ ଅଛି କି ଅସ୍ତିତ୍ୱ ?

ପୃଥିବୀରେ ୟୁଏଫଓ ଦେଖାଯାଇଥିବା ନେଇ ବାରମ୍ବାର ଦାବି ମଧ୍ୟରେ ପୁଣି ଚର୍ଚ୍ଚାକୁ ଆସିଛି ଏହି ପ୍ରସଙ୍ଗ ।

UFO
ଆମେରିକା ଆକାଶରେ ଅନ୍‌ଆଇଡେଣ୍ଟିଫାଏଡ୍ ଫ୍ଳାଇଂ ଅବଜେକ୍ଟ ବା UFO

ଗତ ୨୦ ବର୍ଷ ମଧ୍ୟରେ ୪ ଶହରୁ ଅଧିକ ଥର ଦେଖାଦେଲାଣି ଏହି ଅଜ୍ଞାତ ଉଡ଼ନ୍ତା ବସ୍ତୁ । ପ୍ରମାଣ ସ୍ୱରୁପ କିଛି ଭିଡିଓ ଏବଂ ଫଟୋ ଦେଖାଇ ଏହି ଦାବି କରିଛି ଆମେରୀକିୟ ନୌସେନାର ଗୁଇନ୍ଦା ବିଭାଗ ।

Young Man Dances On The Streets Of America Wearing A Lehenga
ମହିଳା ପୋଷକ ପିନ୍ଧି ରାସ୍ତା ଉପରେ ଯୁବତୀ ପରି ନାଚିଲେ ଯୁବକ, ଭିଡିଓ ହେଲା ଭାଇରାଲ୍‌...

ବ୍ୟାକ୍‌ ଗ୍ରାଉଣ୍ଡରେ ବାଜୁଥିଲା ‘ଗଙ୍ଗୁବାଇ’ ଫିଲ୍ମର ‘ଝୁମେ ରେ ଗୌରୀ’ ଗୀତ। ଯୁବତୀ ଡ୍ରେସ୍ ପିନ୍ଧି ହଠାତ୍ ନଜର ଆସିଲେ ଯୁବକ। ଆମେରିକା ରାସ୍ତାରେ ବୁଲି ବୁଲି ଧୁମ୍ ନାଚିଲେ। ଦେଖନ୍ତୁ ସେ ଭିଡିଓ...

Ukraine Russia War, America
ପୁଟିନ୍‌ଙ୍କୁ ବାଇଡେନ୍‌ଙ୍କ ଚରମବାଣୀ; କହିଲେ ଆମ ଧୈର୍ଯ୍ୟର ପରୀକ୍ଷା ନ କର, ନଚେତ୍‌..

ବାରମ୍ବାର ଆମେରିକାର ଚେତବନୀ ପରେ ମଧ୍ୟ ପଛକୁ ହଟୁନି ଋଷିଆ। ଆଉ ଏହାରି ମଧ୍ୟରେ ବାଇଡେନ୍‌ କହିଛନ୍ତି, ଯଦି ନାଟୋର ଅଂଚଳକୁ ଋଷ ପ୍ରବେଶ କରେ ତେବେ ପରସ୍ଥିତି ଭୟଙ୍କର ହେବ।

United nation
ଯୁଦ୍ଧ ଆଶଙ୍କା ! ଜାତିସଂଘ ସୁରକ୍ଷା ପରିଷଦର ଘନ ଘନ ବୈଠକ, ଶାନ୍ତି ଚାହୁଁଛି କହିଲା ୟୁକ୍ରେନ୍‌

ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ମିଟ୍ରୋ କୁଲେବା ଜାତିସଂଘ ସାଧାରଣ ପରିଷଦରେ ତାଙ୍କ ବ୍ୟକ୍ତବ୍ୟ ରଖି କହିଛନ୍ତି ଯେ, ବିଶ୍ୱ ସମୁଦାୟ ଅତୀତର ଭୁଲକୁ ଆଉ ଥରେ ପୁନରାବୃତ୍ତି ନକରିବା ଉଚିତ୍‌ ।

Invasion Of Ukraine
ଟ୍ୟାଙ୍କ୍, ଅସ୍ତ୍ରଶସ୍ତ୍ର ଓ ବିପୁଳ ସେନା ସହ ୟୁକ୍ରେନ୍ ମୁହାଁ ଋଷୀୟ ସେନା

ସାଟେଲାଇଟ୍ ଇମେଜ୍‌ରେ ୟୁକ୍ରେନ୍ ସୀମାରେ ଋଷୀୟ ସେନା ରହିଥିବାର ଦେଖିବାକୁ ମିଳିଛି । ଆଉ ମାତ୍ର ୨୦ କିଲୋମିଟର ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ୍ ଓ ଯୁଦ୍ଧ ବିମାନ ସହ ଆଗକୁ ବଢୁଛି ସେନା ।

Russia Ukraine War
ଭୟଙ୍କର ହେବ ଋଷ-ୟୁକ୍ରେନ୍ ଯୁଦ୍ଧ ! ପ୍ରଭାବରେ ଏହି ୭ ବଡ଼ କ୍ଷତି ନିଶ୍ଚିତ

ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଯେମିତି ହିନସ୍ତା ହୋଇଥିଲେ ବିଶ୍ୱବାସୀ, ସେମିତି ହିନସ୍ତା ଭୋଗିବାକୁ ଯାଉଛି ଦୁନିଆ। କାରଣ ଋଷ-ୟୁକ୍ରେନ୍ ମଧ୍ୟରେ ହେବାକୁ ଯାଉଛି ମହାଯୁଦ୍ଧ। ଯାହାର ପ୍ରଭାବ ହୋଇପାରେ ଭୟଙ୍କର ।

Former president Donald Trump
ମୁଁ ପୁଟିନ୍‌ଙ୍କୁ ଭଲ ଭାବେ ଜାଣିଛି: ଟ୍ରମ୍ପ

ୟୁକ୍ରେନ୍ ସଙ୍କଟ ମଧ୍ୟରେ ଆମେରିକା, ବ୍ରିଟେନ, ୟୁରୋପୀୟ ରାଷ୍ଟ୍ର, ସଂଘ, ଜର୍ମାନୀ ଓ କାନାଡା ଭଳି ଦେଶ ଏକାଠି ହୋଇଛନ୍ତି।