• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Alia Bhatt

Alia Bhatt slayed in gucci lehanga with deepneck blouse at cannes
Alia Bhatt: ବଡିକନ୍ ଡ୍ରେସ୍‌ରେ କମାଲ୍ କଲା ପରେ, ଏବେ ଡିପ୍‌ନେକ୍ ଲେହେଙ୍ଗାରେ ହଇଚଇ

ଆଲିଆ ଭଟ୍ଟ କାନ୍ସରେ ଛାଇଯାଇଛନ୍ତି। ସେ ତାଙ୍କର ଲାଟେଷ୍ଟ୍ ଲୁକ୍ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ବଡିକନ୍ ଡ୍ରେସରେ ହଇଚଇ ସୃଷ୍ଟି କରିବା ପରେ, ଏବେ ତାଙ୍କର ଆଉ ଏକ ଚମତ୍କାର ଲୁକ୍ ସାମ୍ନାକୁ ଆସିଛି। ୭୮ତମ ଚଳଚ୍ଚିତ୍ର ମହୋତ୍ସବର ସମାପନୀ ଉତ୍ସବ ପାଇଁ, ଅଭିନେତ୍ରୀ ଏକ ବହୁତ ଚମତ୍କାର ଲୁକ୍ ବାଛିଥିଲେ।

Alia Bhatt Cannes 2025 yellow cord skirt top set look
Alia Bhatt: କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ୨୦୨୫ରୁ ଆଲିଆ ଭଟ୍ଟଙ୍କ ଆଉ ଏକ ଲୁକ୍

କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ୨୦୨୫ରୁ ଆଲିଆ ଭଟ୍ଟଙ୍କ ଆଉ ଏକ ଲୁକ୍ ସାମ୍ନାକୁ ଆସିଛି। ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ସମ୍ପ୍ରତି କାନ୍ସ ଫିଲ୍ମ ଫେଷ୍ଟିଭାଲର ତାଙ୍କର ତୃତୀୟ ଲୁକ୍‌ର ଫଟୋ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ତାଙ୍କର ଏହି ଲୁକ୍ ସବୁଠି ପ୍ରଶଂସା ହେଉଛି।

Cannes 2025 Alia Bhatt second look wear blue off shoulder gown
Cannes 2025 Alia Bhatt: ଇଣ୍ଟରନେଟରେ ନିଆଁ ଲଗାଇଲା ଆଲିଆ ଭଟ୍ଟଙ୍କ କାନ୍ସ ଲୁକ୍

ଆଲିଆ ଭଟ୍ଟ କାନ୍ସରେ ଧମାକା କରିଛନ୍ତି। ଶୁକ୍ରବାର କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ତାଙ୍କର ବହୁ ପ୍ରତୀକ୍ଷିତ ଡେବ୍ୟୁ ପାଇଁ ବହୁତ ପ୍ରଶଂସା ସାଉଁଟିବା ପରେ, ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କର ଦ୍ୱିତୀୟ ରେଡ୍‌ କାର୍ପେଟ ଲୁକ୍ ସହିତ ମଧ୍ୟ ସମସ୍ତଙ୍କ ନଜରକୁ ଆସିଛନ୍ତି। ଏହି ସମୟରେ, ଅଭିନେତ୍ରୀଙ୍କ ହେଡ୍‌ପିସ୍ ସବୁଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରିଥିଲା।

If you want to look stylish in summer then try alia-bhatt looks
Alia Bhatt Summer Look: ଆଲିଆ ଭଟ୍ଟଙ୍କ ଗ୍ରୀଷ୍ମ ଲୁକ୍; ଆପଣ ବି କରିପାରିବେ ଏମିତି ଷ୍ଟାଇଲ୍

ସେ ପାଶ୍ଚାତ୍ୟ ହେଉ କି ପାରମ୍ପରିକ, ଆଲିଆ ଭଟ୍ଟ ସବୁବେଳେ ତାଙ୍କ ଲୁକ୍ ସହିତ ତାଙ୍କ ପ୍ରଶଂସକମାନଙ୍କୁ ପ୍ରଭାବିତ କରନ୍ତି। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଅଭିନେତ୍ରୀଙ୍କ ସେହି ଆଶ୍ଚର୍ଯ୍ୟଜନକ ଏବଂ ସୁନ୍ଦର ଲୁକ୍ ଦେଖାଇବାକୁ ଯାଉଛୁ, ଯାହାକୁ ଆପଣ ଗ୍ରୀଷ୍ମ ଋତୁରେ ଯେକୌଣସି ସ୍ଥାନରେ ଷ୍ଟାଇଲ୍ କରିପାରିବେ। ଫଟୋଗୁଡ଼ିକ ଉପରେ ନଜର ପକାନ୍ତୁ....

Deepika padukone and other actresses personal makeup artist
Mickey Contractor: ଦୀପିକା-କରୀନା-ଐଶ୍ୱର୍ଯ୍ୟା-ଆଲିଆଙ୍କୁ ସୁନ୍ଦରୀ କରିବାରେ ଏହି ବ୍ୟକ୍ତିଙ୍କ ହାତ

ବଲିଉଡ୍‌ ଅଭିନେତ୍ରୀଙ୍କ ମେକ୍‌ଅପ୍ ହିଁ ସେମାନଙ୍କ ସୌନ୍ଦର୍ଯ୍ୟର ଅସଲ କାରଣ। ଏହା ପଛରେ ଥାଆନ୍ତି ଅନେକ ବଡ ବଡ ମେକ୍‌ଅପ୍ କଳାକାର। ସେମାନଙ୍କ ମଧ୍ୟରୁ ହେଲେ ଜଣେ ମିକି କଣ୍ଟ୍ରାକ୍ଟର ଏବଂ ସେ ଜଣେ ଉତ୍କୃଷ୍ଟ ମେକଅପ୍ ଆର୍ଟିଷ୍ଟ।

Ranbir kapoor to finally make his secret instagram account public
Ranbir Kapoor: ଚର୍ଚ୍ଚାରେ ରଣବୀର କପୁର; କହିଲେ ପବ୍ଲିକ୍ କରିବେ ଆକାଉଣ୍ଟ

ଆଜିର ଯୁଗରେ ସମସ୍ତେ ସୋସିଆଲ ମିଡିଆରେ ବ୍ୟସ୍ତ ଥିବାବେଳେ ରଣବୀର କପୁର ଇନ୍‌ଷ୍ଟାଗ୍ରାମ୍‌ରୁ ଦୂରରେ ଅଛନ୍ତି। ବର୍ତ୍ତମାନ ଅଭିନେତା ପ୍ରକାଶ କରିଛନ୍ତି ଯେ ସେ ଶେଷରେ ନିଜର ଗୁପ୍ତ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ସାର୍ବଜନୀନ କରିବେ।

The love stories of these stars were written on the sets of films
Valentines Day: ଫିଲ୍ମ ସେଟ୍‌ରୁ ଲେଖା ଏହି ତାରକାଙ୍କ ପ୍ରେମ କାହାଣୀ; କିଏ ସଫଳ, କିଏ ବିଫଳ

ପ୍ରେମ ଏବଂ ପ୍ରସ୍ତାବର ଏହି ଋତୁରେ ଆସନ୍ତୁ ବଲିଉଡର ସେହି ତାରକାମାନଙ୍କ ପ୍ରେମ କାହାଣୀ ବିଷୟରେ ଜାଣିନେବା ଯେଉଁମାନଙ୍କ ପ୍ରେମ କାହାଣୀ ଫିଲ୍ମ ସେଟ୍‌ରୁ ଆରମ୍ଭ ହୋଇଥିଲା। ଏମାନଙ୍କ ମଧ୍ୟରୁ କେତେକଙ୍କ ପ୍ରେମ ସଫଳ ହୋଇଥିଲା ଆଉ ସେମାନେ ବିବାହ କରିଥିଲେ, ଆଉ କିଛି ଜଣଙ୍କ ପ୍ରେମ ଅଧାରେ ରହିଗଲା।

Alia bhatt enjoyed Thailand vacation with family
Alia Bhatt: ଥାଇଲ୍ୟାଣ୍ଡରେ ଆଲିଆ ଭଟ୍ଟ ସମୁଦ୍ରକୁ ଉପଭୋଗ କରୁଥିବାର ଝଲକ

ଆଲିଆ ଭଟ୍ଟ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନର ଝଲକ ଦେବାରେ କେବେ ହେଳା କରନ୍ତି ନି। ସେ ବର୍ତ୍ତମାନ ତାଙ୍କ ନିଜ ପରିବାର ସହ ଥାଇଲ୍ୟାଣ୍ଡ ଛୁଟିଦିନର ସୁନ୍ଦର ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡିକରେ ତାଙ୍କୁ ନିଜର ଘନିଷ୍ଠ ଲୋକଙ୍କ ସହ ଦେଖିବାକୁ ମିଳୁଛି।

Most awaited films of new year 2025
Happy New Year 2025: ୨୦୨୫ ହେବ କି ବଡିଉଡ୍‌ର… ସାଉଥ୍‌କୁ ମାତ୍ ଦେବ କି ଏହି ୧୨ ଫିଲ୍ମ ?

୨୦୨୫କୁ ବଡିଉଡ୍ ଚ୍ୟାଲେଞ୍ଜ ଭାବେ ନେଇଛି ଆଉ ଏହାକୁ ନିଜର କରିବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଏହି ନୂଆ ବର୍ଷ ସହିତ ଆକ୍ସନ୍ ଠାରୁ ଆରମ୍ଭ କରି ଡ୍ରାମା ପର୍ଯ୍ୟନ୍ତ ସବୁକିଛି ବଲିଉଡ୍‌ରେ ଦେଖିବାକୁ ମିଳିବ। ଏହି ବର୍ଷ ମଧ୍ୟ ଆକ୍ସନ୍-ଥ୍ରୀଲର ଏବଂ କମେଡି-ଡ୍ରାମାରେ ପରିପୂର୍ଣ୍ଣ ରୋମାଞ୍ଚକର ଚଳଚ୍ଚିତ୍ର ଆସିବାକୁ ଯାଉଛି।

Top most followed person on instagram
Year Ender 2024: ଇନଷ୍ଟାଗ୍ରାମ୍‌କୁ କବ୍‌ଜା କରିଥିଲେ ଏହି ୬ ସେଲିବ୍ରିଟି

ସାରା ବିଶ୍ୱରେ ଇନଷ୍ଟାଗ୍ରାମ ଏମିତି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରିଣତ ହୋଇଛି ଯେଉଁଠାରେ ଲୋକମାନେ ଅଧିକ ସକ୍ରିୟ ଅଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି ସୋସିଆଲ ମିଡିଆ ଇନ୍‌ଫ୍ଲ୍ୟୁଏନ୍ସର ଏବଂ ସେଲିବ୍ରିଟିଙ୍କ ନାଁ କହିବୁ ଯେଉଁମାନଙ୍କର ୨୦୨୪ ମସିହାରେ ଇନ୍‌ଷ୍ଟାଗ୍ରାମ୍‌ରେ ସର୍ବାଧିକ ଫଲୋର୍ସ ହୋଇଛନ୍ତି।

This year these seven actresses have the best saree looks
Year Ender 2024: ଚଳିତ ବର୍ଷ ଏହି ୭ ଅଭିନେତ୍ରୀଙ୍କ ଶାଢି ଲୁକ୍ ସବୁଠୁ ବେଷ୍ଟ୍; ପାର୍ଟୀରେ ଆପଣ ବି ପିନ୍ଧିପାରିବେ

ଯେତେବେଳେ ବି ଶାଢି ପିନ୍ଧିବା ଏବଂ କିଣିବା କଥା ଆସେ ସମସ୍ତେ ସେଲିବ୍ରିଟିଙ୍କ ଅତ୍ୟାଧୁନିକ ଶାଢି ଡିଜାଇନ୍ ଖୋଜିବା ଆରମ୍ଭ କରନ୍ତି। ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କ ପାଇଁ ଶ୍ୱେତା ତିୱାରୀଙ୍କ ଠାରୁ ଦୀପିକା ପାଦୁକୋନ୍ ପର୍ଯ୍ୟନ୍ତ ବେଷ୍ଟ୍ ଶାଢି ଡିଜାଇନ୍ ଆଣିଛୁ, ଯାହାକୁ ପିନ୍ଧି ଆପଣ ଯେକୌଣସି ବିବାହ କାର୍ଯ୍ୟକ୍ରମକୁ ଯାଇପାରିବେ।

Alia bhatt admits as she clinically diagnosed with adhd
ଆଲିଆ ଭଟ୍ଟଙ୍କୁ ସାଂଘାତିକ ରୋଗ! ସାଇକୋଲୋଜିକାଲ୍ ଟେଷ୍ଟ୍ ପରେ ଜଣାପଡ଼ିଲା

ଥିଏଟରରେ ‘ଜିଗ୍‌ରା’ ଚାଲିଥିବାବେଳେ ଆଲିଆ ଭଟ୍ଟଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଆଲିଆ ଭଟ୍ଟ ତାଙ୍କ ଅସୁସ୍ଥତାକୁ ନେଇ ପ୍ରକାଶ କରିଛନ୍ତି। ଆଲିଆ ଭଟ୍ଟଙ୍କର ADHD ବା ଆଟେନ୍‌ସନ୍ ଡିଫିସିଏଟ୍ ହାଇଆକ୍ଟିଭିଟି ଡିସ୍‌ଅର୍ଡର୍ ଅଛି।

Anant Ambani and Radhika Merchant Sangeet ceremony
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ସଂଗୀତ ସମାରୋହରେ ସେଲିବ୍ରେଟିଙ୍କ ଦମଦାର ଲୁକ୍

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ସଂଗୀତ ସମାରୋହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଯୋଡି ୧୨ ଜୁଲାଇରେ ବିବାହ କରିବାକୁ ଯାଉଛନ୍ତି। ସମ୍ପ୍ରତି ସଂଗୀତ ସମାରୋହରେ ପ୍ରସିଦ୍ଧ ସେଲିବ୍ରିଟିମାନଙ୍କୁ ଦେଖିବାକୁ ମିଳିଥିଲା। ଏହି ସମାରୋହରେ ଆଲିଆ ଭଟ୍ଟ, ରଣବୀର କପୁର, ଦୀଶା ପାଟନୀ, ଜାହ୍ନବୀ କପୁର ଆଦି କଳାକାର ଅଂଶଗ୍ରହଣ କରିଥିଲେ।

Filmfare Awards 2024
ଫିଲ୍ମ ଫେୟାର ଆୱାର୍ଡ-୨୦୨୪: ରଣବୀର-ଆଲିଆ ବେଷ୍ଟ ଆକ୍ଟର ଆକ୍ଟ୍ରେସ

'12th Fail'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏହି ଫିଲ୍ମ ପାଇଁ ବିଦୁ ବିନୋଦ ଚୋପ୍ରାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଅଭିନେତା ଭିକ୍ରାନ୍ତ ମାସିଙ୍କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି।

Ranveer Singh poses with Karan Johar in unseen photos
ଫିଲ୍ମ ସୁଟିଂ ବେଳର ଫଟୋ ସେୟାର କରି ରଣବୀରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କରନ୍‌

ଗୋଟିଏ ଫଟୋରେ ଆଲିଆ ଭଟ୍ଟ ଅଛନ୍ତି। ଯେଉଁଥିରେ ସେ ରଣବୀର ଓ କରନଙ୍କ ଫଟୋ ଉଠାଉଛନ୍ତି। ତେବେ କ୍ୟାଣ୍ଡିଡ୍‌ ସଟ୍‌ ନେବାର ଫଟୋ ଫିଲ୍ମ ନିର୍ମାତା ସେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Rocky aur rani kii prem kahaani trailer came out
ନୂଆ କନ୍‌ସେପ୍ଟ୍ ନେଇ ଆସିଲେ କରଣ; ରିଲିଜ୍ ହେଲା 'ରକି ଔର୍ ରାନୀ କି ପ୍ରେମ କାହାନୀ'ର ଟ୍ରେଲର

ପୁଣି ଥରେ ରଣବୀର ଏବଂ ଆଲିଆଙ୍କ ଯୋଡି ପରଦାରେ ହଙ୍ଗାମା କରିବାକୁ ଯାଉଛି। ଆଲିଆ-ରଣବୀରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ରକି ଔର୍ ରାନୀ କି ପ୍ରେମ କାହାନୀ'ର ଗୀତ ପରେ ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ସହିତ ପରଦାକୁ ଆସୁଥିବା କରଣ ଜୋହର କିଛି ନୂଆ କରିବାକୁ ଯାଉଛନ୍ତି।

Pooja bhatt shares her pain on why she is not having baby
୨୦ ବର୍ଷ ହେଇଗଲା ପୂଜା ଭଟ୍ଟଙ୍କ ବିବାହ, ହେଇପାରିଲେ ନାହିଁ ମା’; କହିଲେ ଦୁଃଖ

ଆଲିଆ ଭଟ୍ଟଙ୍କ ସାବତ ଭଉଣୀ ପୂଜା ଭଟ୍ଟ ଏପର୍ଯ୍ୟନ୍ତ ମା’ ହେବାର ଏହି ସୁଖ ପାଇ ନାହାଁନ୍ତି। ଏନେଇ ସେ ତାଙ୍କର ଏହି ଯନ୍ତ୍ରଣାକୁ ପ୍ରକାଶ କରିବାକୁ ବାଧ୍ୟ ହୋଇଛନ୍ତି। ଜାଣନ୍ତୁ ଏହା ପଛର କାହାଣୀ।

International Yoga Day 2023: The celebreties keep themselves fit with yoga
International Yoga Day 2023: ଯୋଗ ଦିବସରେ ଯୋଗ କଲେ ବଲିଉଡ୍‌ ସୁନ୍ଦରୀ

ଆଜି ସାରା ବିଶ୍ୱ ଯୋଗ ଦିବସ ପାଳନ କରୁଛି। ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମନରେ ଶାନ୍ତି ଖେଳିଯାଏ। ବଲିଉଡ ସୁନ୍ଦରୀମାନେ ମଧ୍ୟ ଏହାକୁ ଆଜିକାଲି ସେମାନଙ୍କ ଦୈନନ୍ଦିନ ଜୀବନରେ ଆପଣେଇ ନେଇଛନ୍ତି। ସେମାନଙ୍କ ସୌନ୍ଦର୍ଯ୍ୟର ଏହା ହେଉଛି ରହସ୍ୟ। ଆସନ୍ତୁ ଜାଣିବା ଏହି ସୁନ୍ଦରୀମାନଙ୍କୁ।

Alia Bhatt buys new property worth more than rs 37 cr
ଏତେ କୋଟି ଦେଇ ନୂଆ ଆପାର୍ଟମେଣ୍ଟ୍‌ କିଣିଲେ ଆଲିଆ; ଭଉଣୀଙ୍କୁ ଉପହାର ଦେଲେ ୨ଟି ଫ୍ଲାଟ୍

ଆଲିଆ ଭଟ୍ଟ ଏବେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ। ସେ ବର୍ତ୍ତମାନ ୩୭କୋଟିରୁ ଅଧିକ ଟଙ୍କା ଦେଇ ଏକ ନୂଆ ଆପାର୍ଟମେଣ୍ଟ୍‌ କିଣିଛନ୍ତି। ଖାଲି ସେତିକି ନୁହେଁ, ସେ ତାଙ୍କ ଭଉଣୀଙ୍କୁ ମଧ୍ୟ କୋଟି କୋଟି ଟଙ୍କାର ୨ଟି ଫ୍ଲାଟ୍ ଉପହାର ଦେଇଛନ୍ତି।

Ranbir kapoor says he is not a great husband to alia bhatt
ମୁଁ ଆଲିଆଙ୍କ ପାଇଁ ଜଣେ ମହାନ ସ୍ୱାମୀ ନୁହେଁ; ଏମିତି କାହିଁକି କହିଲେ ରଣବୀର

ଏକ ସାକ୍ଷାତକାରରେ ରଣବୀର କପୁର ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ସେ କିପରି ନିଜକୁ ସ୍ୱାମୀ ଭାବରେ ମୂଲ୍ୟାଙ୍କନ କରନ୍ତି ସେ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ସେ କହିଛନ୍ତି ଯେ ଆଲିଆଙ୍କ ପାଇଁ ସେ ଜଣେ ମହାନ ସ୍ୱାମୀ ହୋଇପାରି ନାହାନ୍ତି। ଏମିତି କାହିଁକି କହିଲେ…

7 bollywood actress most endearing weird nickname
ବଲିଉଡ୍ ନାୟିକାଙ୍କ ଡାକ ନାଁ; କିଏ ଗୁଲୁ ତ କିଏ ଆଲୁ, ପୁଣି କିଏ ପିଗ୍ଗି ଚପ୍

ସାଧାରଣ ଲୋକ ହୁଅନ୍ତୁ କି କୌଣସି ନାମିଦାମି, ସମସ୍ତଙ୍କ ଡାକ ନାଁ ଥାଏ। ଅନେକ ସମୟରେ ସ୍ନେହ ପ୍ରେମରେ ଡକାଯାଉଥିବା ଏହି ନାଁ ମଧ୍ୟ ଖୁବ ଲୋକପ୍ରିୟ ହୋଇଯାଏ। ଗ୍ଲାମର ଦୁନିଆରେ ରାଜ କରୁଥିବା ଏମିତି କିଛି ନାୟିକା ଅଛନ୍ତି ଯେଉଁମାନଙ୍କର ଡାକ ନାଁ ଶୁଣିଲେ ଆପଣ ହସିବାକୁ ବାଧ୍ୟ ହେବେ।

Bollywood Actress who charged more money than male leads in movie
ବଲିଉଡ୍‌ର ଏହି ୭ ନାୟିକାଙ୍କ ଚାର୍ଜ ନାୟକଙ୍କ ଠାରୁ ବି ଅଧିକ

ବଲିଉଡ୍‌ର ସବୁଠୁ ଦାମୀ ଅଭିନେତ୍ରୀଙ୍କ ତାଲିକାରେ ଇଣ୍ଡଷ୍ଟ୍ରିର ଅନେକ ବରିଷ୍ଠ ଅଭିନେତ୍ରୀଙ୍କ ନାମ ରହିଛି। ଏହି ଅଭିନେତ୍ରୀମାନେ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ କୋଟି କୋଟି ଟଙ୍କା ଚାର୍ଜ କରନ୍ତି। ତେବେ ଆସନ୍ତୁ ଆଜି ଇଣ୍ଡଷ୍ଟ୍ରିର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା-

Bollywood actress alia bhatt became a businesswoman
ଆଗେଇ ଚାଲିଛି ଆଲିଆଙ୍କ ବ୍ୟବସାୟ; ବଲିଉଡ୍‌ରୁ ଦୂରେଇ ଯିବେ କି…

ଆଲିଆ ଭଟ୍ଟ ଆରମ୍ଭ କରିଛନ୍ତି ନୂଆ ବ୍ରାଣ୍ଡ୍। ଦେଶ ଠାରୁ ଆରମ୍ଭ କରି ବିଦେଶରେ ମଧ୍ୟ ଏହାର ଚାହିଦା ବଢିଚାଲିଛି। ସେ ଏହାକୁ ଆହୁରି ଆଗକୁ ନେବାକୁ ଚେଷ୍ଟା ଜାରି ରଖିଛନ୍ତି। ଏହି ଚକ୍କରରେ ଛାଡିଦେବେନି ତ ବଲିଉଡ୍…

Indian producers who understood the audiences mood this year
Year Ending: ୨୦୨୨ର ୫ ସଫଳ ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା; ବଲିଉଡ୍‌କୁ ଦେଇଛନ୍ତି ନୂଆ ଜୀବନ

୨୦୨୨ କାହାପାଇଁ ପୁଷ ମାସ ହେଇଛି ତ ଆଉ କାହା ପାଇଁ ସର୍ବନାଶ। ଏହି ବର୍ଷ ବଲିଉଡ୍ ପାଇଁ ସେତେ ଶୁଭ ହୋଇ ନାହିଁ। ଏହା ବଲିଉଡ୍ ପାଇଁ ‘ବୟକଟ୍’ ଟ୍ରେଣ୍ଡ୍ ନେଇ ଆସିଛି। ଏହାରି ଭିତରେ କିନ୍ତୁ ଏମିତି କିଛି ନିର୍ମାତା ଆସିଛନ୍ତି ଯିଏ ବଲିଉଡ୍‌କୁ ନୂଆ ଜୀବନ ଦେଇଛନ୍ତି। ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇ ନେବା।

Imdb most popular Indian celebs top 10 list of 2022
IMDB ଟପ୍‌ ୧୦ ତାଲିକା; ପ୍ରଥମ ଧନୁଷ, ଦ୍ୱିତୀୟ ଆଲିଆ ଭଟ୍ଟ

IMDB ୨୦୨୨ର ସବୁଠାରୁ ଅଧିକ ଲୋକପ୍ରିୟ ଭାରତୀୟ ତାରକାଙ୍କ ତାଲିକା ଘୋଷଣା କରିଛି। ଏହି ତାଲିକାରେ ସାଉଥ୍ ଷ୍ଟାର୍ ଧନୁଷ ଟପ୍‌ରେ ଅଛନ୍ତି। ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆଲିଆ ଭଟ୍ଟ। ଜାଣନ୍ତୁ ଅନ୍ୟମାନେ କିଏ, କେଉଁ ସ୍ଥାନରେ ଅଛନ୍ତି।